ଆଜିର ରାଶିଫଳ, 3 ଜୁଲାଇ 2023, ସୋମବାର, ପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦ ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 3 ଜୁଲାଇ 2023ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଚାକିରି କରୁଥିବା ଲୋକ ଆଜି ନିଜର କାର୍ଯ୍ୟ ସ୍ଥଳ ରେ ନିଜର କାର୍ଯ୍ୟ ଓ ଲଗନ ପାଇଁ ଉଚିତ ପ୍ରଶଂସା ଓ ସମ୍ମାନ ପ୍ରାପ୍ତ କରିବେ । ଆପଣ ନିଜର ଭଲ ସ୍ୱାସ୍ଥ୍ୟ ର ଆନନ୍ଦ ନିଅନ୍ତୁ । ପାରିବାରିକ ଜୀବନ ଖୁଶିମୟ ରହିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହେବ ଯାହା ଆପଣଙ୍କ ସାମାଜିକ ସ୍ଥିତି ରେ ସୁଧାର ଆଣିବ । ଯାହାକୁ ଦେଖି ପରିବାର ର ସଦସ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ବୃଷ ରାଶି : ଆଜି ନୂଆ କାମର ଆରମ୍ଭ ବା ଏହାର ଯୋଜନା କରି ପାରନ୍ତି । ଆଜି ଆପଣ ନିଜର ସ୍ୱାସ୍ଥ୍ୟ ସହ ଦାୟିତ୍ଵ ର ପୁରା ଧ୍ୟାନ ରଖନ୍ତୁ । ଜମିବାଡି ମାମଲାରୁ ଧନ ମିଳିବାର ଯୋଗ ଅଛି । ଯଦି ଆପଣ କିଛି ନୂଆ କାମ କରିବାକୁ ଭାବୁଛନ୍ତି ତେବେ ଆପଣ ଭାବନା ରେ ଅଧିକ ରହିବେ । ଆପଣଙ୍କୁ ନିଜର ମାଇଣ୍ଡ ର ଖର୍ଚ୍ଚ କରିବାକୁ ହେବ । ଅଧୁରା କାର୍ଯ୍ୟ ଯୋଜନା କୁ ପୁରା କରିବେ । ଆପଣଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ ।

ମିଥୁନ ରାଶି : ଆଜି ଗାୟତ୍ରୀ ମନ୍ତ୍ର ର ଜପ କରନ୍ତୁ । କାମ ପୁରା ହେବାରୁ ମନ ପ୍ରସନ୍ନ ହେବ । ସ୍ଵାମୀ ସ୍ତ୍ରୀ ଙ୍କ ସହ ସମ୍ପର୍କ ମଜବୁତ ହେବ । କାର୍ଯ୍ୟ ସ୍ଥଳରେ ସବୁ କିଛି ଭଲରେ ଆଗକୁ ବଢିବ । କିନ୍ତୁ ଆପଣଙ୍କୁ କିଛି ଅତିରିକ୍ତ ଦାୟିତ୍ଵ ମିଳିପାରେ । ବ୍ୟବସାୟୀ ଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ମେହନତ କରିବାକୁ ପଡିବ । ଆପଣଙ୍କୁ କାମ କାର୍ଯ୍ୟ ସହ ଜଡିତ ନୂଆ କଥା ଆଜି ଜାଣିବାକୁ ପାଇବେ । ବାଦ ବିବାଦରେ ପଡନ୍ତୁ ନାହିଁ ।

କର୍କଟ ରାଶି : ଜୀବନରେ ଚାଲିଥିବା ସମସ୍ଯା ଦୂର ହେବ । ଆଜି ବିବାହିତା ଲୋକଙ୍କୁ ପାର୍ଟନର ଙ୍କ ସାହାର୍ଯା ମିଳିପାରେ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ହେବ । ପୁରୁଣା ନିବେଶ ରୁ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ । ଆପଣ ନିଜର ପସନ୍ଦର ଜାଗା କୁ ବୁଲିବାକୁ ଯାଇ ପାରନ୍ତି । ବ୍ୟାପାର ରେ ପ୍ରଗତି ହେବ । ଆପଣଙ୍କୁ କିଛି ନୂଆ ଡିଲ ମଧ୍ୟ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଜରୁରତ ଅଛି ।

ସିଂହ ରାଶି : ଜୀବିକା କ୍ଷେତ୍ରରେ ପ୍ରଗତି ହେବ । କୌଣସି ବନ୍ଧୁଙ୍କ ସହ ଆପଣ ଦେଖା କରିବେ । ପୈତୃକ ସମ୍ପତି ମିଳିବାର ଯୋଗ ଅଛି । ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁଶିମୟ ରହିବ । ଶୁଣିଥିବା କଥା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ । ବ୍ୟାପାର ବିସ୍ତାର ର ଯୋଜନା କରିବେ । ଆପଣ ନିଜର ମେହନତ ଦ୍ଵାରା ଆଗକୁ ବଢିବେ । ପାରିବାରିକ ଜୀବନ ସାମଞ୍ଜସ୍ୟପୂର୍ଣ୍ଣ ରହିବ । ସୃଜନାତ୍ମକ କାର୍ଯ୍ୟ ରେ ଧନ ଲଗାଇ ପାରନ୍ତି ।

କନ୍ୟା ରାଶି : ଆଜି ଆପଣ ଦାୟିତ୍ଵ ରୁ ଦୂରେଇ ରହିବେ ତେଣୁ ମନ ବିଚଳିତ ରହିବ । ଲମ୍ବା ଯାତ୍ରା କରିବାର କାର୍ଯ୍ୟ କ୍ରମ ହୋଇପାରେ । ଟ୍ୟାକ୍ସ ଓ ବୀମା ସହ ଜଡିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ । ସମ୍ପର୍କ କ୍ଷେତ୍ରରେ କିଛି କଠିନ ସ୍ଥିତି ଆସିପାରେ । ପଇସା ସମ୍ବଧିତ ବଡ ଲାଭ ମିଳିପାରେ । ସମ୍ପତି ସହ ଜଡିତ କିଛି ମାମଲା ଅଟକି ଯାଇପାରେ କିନ୍ତୁ ଭବିଷ୍ୟତରେ ଏଥିରୁ ଆପଣଙ୍କୁ ଫାଇଦା ପ୍ରାପ୍ତ ହେବ । ବାଦ ବିବାଦ ରୁ ଦୂରେଇ ରୁହନ୍ତୁ ।

ତୁଳା ରାଶି : ପରିଜନଙ୍କ ସହ ଭେଟ ହୋଇପାରେ । ଉଶ୍ଚାହ ବର୍ଦ୍ଧକ ସୂଚନା ପ୍ରାପ୍ତ ହେବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଭାଇ ବନ୍ଧୁ ଙ୍କ ସହ ସମୟ ଆନନ୍ଦପୂର୍ବକ ବିତାଇବେ । ସମାଜରେ ନିଜର ଖାସ ସ୍ଥାନ ବନାଇବାକୁ ଚେଷ୍ଟାରେ ସଫଳ ହେବେ । ପରିବାର ସହ ଜଡିତ ବଡ ଦାୟିତ୍ଵ ଠିକ ଭାବେ ନିଭାଇବାରୁ ପରିବାର ଲୋକଙ୍କର ଆଦର ଓ ସମ୍ମାନ ପ୍ରାପ୍ତ ହେବ । ଆଜି ଆପଣଙ୍କୁ କୌଣସି ପ୍ରକାରର ଅନାବଶ୍ୟକ ବିବାଦ ରୁ ପଡିବାର ଜରୁରତ ନାହିଁ ।

ବିଛା ରାଶି : କାରୋବାର ରେ ଲାଭ ହେବ । ମନରେ ସମ୍ବେଦନଶୀଳତା ବଜାୟ ରହିବ । ଆଜି ଆପଣ ନିବେଶ ରେ ଜୋର ଦେବେ । ବନ୍ଧୁ ଙ୍କ ସାହାର୍ଯ୍ୟ ରେ ତତତ୍ପର ହେବେ । କାରୋବାର ରେ ଭଲ ଭାବେ ମେହନତ କରିବେ ତେବେ କଷ୍ଟ କାମ ବି ସହଜରେ ପୁରା ହେବ । ବ୍ୟାପାରିକ ପରିଯୋଜନା କୁ ସମୟ ଅନୁଯାୟୀ ଲାଗୁ କରିବାକୁ ଚେଷ୍ଟା କରିବେ । ଅସଞ୍ଜମିତ ବ୍ୟବହାର କାହା ସହ କରନ୍ତୁ ନାହିଁ । ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ଧନୁ ରାଶି : ଆମଦାନୀ ର ନୂଆ ସ୍ରୋତ ଖୋଲିପାରେ । ପରୀକ୍ଷା ବା ସାକ୍ଷାତକାର ଆଦି ରେ ସଫଳତା ମିଳିବ । ଆଜି ଆପଣଙ୍କୁ ପ୍ରତେକ କ୍ଷେତ୍ର ରୁ ସଫଳତା ମିଳିବ କିନ୍ତୁ ପ୍ରୟାସ ପୁରା ମନରୁ କରନ୍ତୁ । ଅତି ଉଶ୍ଚାହିତ ହୋଇ କିଛି କାମ କରନ୍ତୁ ନାହିଁ । ନୂଆ କାମ ସୁରୁଖୁରୁ ରେ ସମ୍ପନ୍ନ ହେବ । ପୂର୍ବରୁ କରିଥିବା ଯୋଜନା ସଫଳ ହେବ । ଚାକିରି କରିଥିବା ଜାତକ ଙ୍କୁ ମାଲିକ ଓ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ମିଳିବ ।

ମକର ରାଶି : ପାରିବାରିକ ସମସ୍ଯା ଦୂର ହେବ । ଅନ୍ୟ କୁ ଅପେକ୍ଷା କରନ୍ତୁ ନାହିଁ । ସମୟ ଅନୁଯାୟୀ ଆପଣଙ୍କ କାମ ହେବ । ତେଣୁ ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କୁ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗ ଦର୍ଶନ ମିଳିପାରେ । ଦୈନିକ କାମ ଆପଣଙ୍କର ନିକଟତର ଲୋକଙ୍କ ସାହାର୍ଯ୍ୟ ରେ ପୁରା ହେବ । ସରକାରୀ କାର୍ଯ୍ୟ ରେ ପଇସା ଲଗାଇବାର ଯୋଗ ଅଛି । ଧନର ଲେନଦେନ ବୁଝି ବିଚାରୀ କରନ୍ତୁ ।

କୁମ୍ଭ ରାଶି : ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରର ସଦସ୍ୟ ଙ୍କ ସହ ଆନନ୍ଦମୟ ଓ ଆରାମଦାୟକ ସମୟ ବ୍ଯତୀତ ହେବ । ସନ୍ତାନ ଙ୍କୁ ନେଇ ଚିନ୍ତିତ ରହିବେ । କାର୍ଯ୍ୟ ସ୍ଥଳରେ ପ୍ରସନ୍ନତା ରହିବେ । କାହାକୁ କଟୁ ଶବ୍ଦ କୁହନ୍ତୁ ନାହିଁ । ବ୍ୟାପାରୀ ବର୍ଗ ଙ୍କୁ ଆଗାମୀ ସମୟରେ ଅଧିକ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନରେ ପ୍ରେମରେ ବୃଦ୍ଧି ହେବ । ବିଦ୍ୟାର୍ଥୀ ପୂର୍ବରୁ ଦେଇଥିବା ପରୀକ୍ଷାର ପରିଣାମ ଆଜି ମିଳିପାରେ ।

ମୀନ ରାଶି : ଆପଣଙ୍କୁ ନୂଆ ସମ୍ପତି କ୍ରୟ କରିବାର ଇଚ୍ଛା କରିବେ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ଖୁଶିମୟ ରହିବ । ଆପଣଙ୍କ ଜୀବନ ସାଥି ଓ ପିଲା ମାନେ ଆପଣଙ୍କ ପ୍ରତି ଅଧିକ ସ୍ନେହୀ ହେବେ । ପୁରୁଣା ରୋଗ ଭଲ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ଆପଣ ସମ୍ପତି ରେ ନିବେଶ କରି ପାରନ୍ତି ବା ବାହନ କ୍ରୟ କରି ପାରନ୍ତି । କାର୍ଯ୍ୟ ସମ୍ବଧିତ ଯାତ୍ରା ଲାଭକାରୀ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।