ଆଜିର ରାଶିଫଳ, 29 ଅକ୍ଟୋବର 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପଇସା ଲେନଦେନ ରେ ସତର୍କ ରୁହନ୍ତୁ । ରୋଜଗାର ବଢିପାରେ ଓ ଧନ ବୃଦ୍ଧି ହୋଇପାରେ । ଜୀବନ ସାଥିଙ୍କ ଠାରୁ ଆନନ୍ଦ ମିଳିବ । ବ୍ୟର୍ଥ ଚିନ୍ତା ରହିବ । ଆର୍ଥିକ ମାମଲା ରେ ଲାଭ ମିଳିବ । ଆଜି ଆପଣଙ୍କର ଯଶ, କୀର୍ତ୍ତି  ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ପଦୋଧିକାରୀ ଖୁସି ରହିବାରୁ ପଦୋନ୍ନତି ହେବାର ସମ୍ଭାବନା ରହିଛି । ସମସ୍ୟାରୁ ବାହାରିବା ପାଇଁ ଆପଣଙ୍କୁ ନିଜ ଲୋକଙ୍କ ସାହାଜ୍ଯ ନେବାକୁ ପଡିବ ।

ବୃଷ ରାଶି : ଆଜି ଆପଣଙ୍କର ପ୍ରଗତି ରେ ଉନ୍ନତି ହେବ । ଭାବୁକ ହୋଇ କୌଣସି ବଡ ନିସ୍ପତି ନେଲେ ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଜରୁରତ ଅଛି । କୌଣସି  ଏମିତି କଥା ହୋଇପାରେ ଯାହା ଆପଣଙ୍କ ହିତ ରେ ରହିବ । ସଂଯମ ସହକାରେ କାମ କରିଲେ ହିତକର ହେବ । ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ଯାହା ପାଇଁ ଆପଣଙ୍କ ଇଚ୍ଛା ପୁରା ହେବ । ପରିବାର ରେ ଆନନ୍ଦର ବାତାବରଣ ରହିବ । ଧନ ସମ୍ପତି ମାମଲାରେ ଫାଇଦା ମିଳିପାରେ ।

ମିଥୁନ ରାଶି : କାର୍ଯ୍ୟ ସ୍ଥଳରେ ଆଜି ଆପଣ ପ୍ରଦର୍ଶନ ଦ୍ଵାରା ମାଲିକ ଙ୍କୁ ପ୍ରଭାବିତ କରିବେ । ଆପଣଙ୍କ ଦିନ ଭଲ ବ୍ଯତୀତ ହେବ । ପରିବାର ରେ ସୁଖ ଶାନ୍ତି ର ମହୋଲ ରହିବ । ଏହା ସହ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥଳ କୁ ଯିବାର ପ୍ଳାନ କରିବେ । କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରିବାରୁ ବଞ୍ଚିତ ରୁହନ୍ତୁ । ପୁରୁଣା ଆୟୋଜନରେ ସଫଳତା ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇପାରେ । ଯେଉଁ ଲୋକ ଲଘୁ ଉଦ୍ଯୋଗ କରୁଛନ୍ତି ସେମାନଙ୍କୁ ଆଜି ନିଜ ଲୋକଙ୍କ ଠାରୁ ରାଏ ନେବାର ଜରୁରତ ଅଛି ।

କର୍କଟ ରାଶି : ଆଜି ଆପଣଙ୍କୁ କ୍ରୋଧ କାରଣରୁ ଭାରି ସମସ୍ଯା ହୋଇପାରେ । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ ମତଭେଦ ହୋଇପାରେ । ଆପଣଙ୍କର ବନ୍ଧୁ ଓ ସହକର୍ମୀ ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କୁ ତାଙ୍କ ବିଷୟରେ କିଛି ଜଣା ପଡିବ । କମ କ୍ଷେତ୍ରରେ ଆପଣଙ୍କୁ ଭଲ ରେଜଲ୍ଟ ମିଳି । ନିଜର ସ୍ୱାସ୍ଥ୍ୟ ର ଧ୍ଯାନ ରଖନ୍ତୁ । ଅତ୍ୟଧିକ ଖର୍ଚ୍ଚ ହେବ । ଆପଣ କୌଣସି ପରିଜନ ଙ୍କ ସହ ଆଲୋଚନା କରିଲେ ସନ୍ତୁଷ୍ଟି ଅନୁଭବ କରିବେ ।

ସିଂହ ରାଶି : ଛାତ୍ର ପଢା ଶେଷ କରି ଚାକିରି କରି ପାରିବେ । ଅଫିସରେ କାମ ପ୍ରତି ଫୋକସ କରିବେ ନେଗେଟିଭ ଠାରୁ ଦୂରେଇ ରହିବେ । ମନ ମୁତାବକ ପରିଣାମ ନ ମିଳିଲେ ବି କାମ ରେ ଧ୍ଯାନ ଦେବାର ଜରୁରତ ଅଛି । ବ୍ୟାପାରୀ ବର୍ଗ ଅନ୍ୟ ର ରାଏ ଉପରେ ମହତ୍ଵ ଦିଅନ୍ତୁ । ସେମାନଙ୍କର ରାଏ କାରଣରୁ ବିଗିଡି ଯାଇଥିବା କାର୍ଯ୍ୟ ଆରମ୍ଭ ହେବାରେ ଲାଗିବ । ପରିବାର ଓ ଜୀବନ ସାଥିଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ବେହତର ହେବ ।

କନ୍ୟା ରାଶି : କିଛି ବନ୍ଧୁ ଆପଣଙ୍କୁ ପଇସା ନିବେଶ କରିବାର ନୂଆ ଉପାୟ କହିବେ । ନିବେଶକୁ ନେଇ ଆପଣ କିଛି ଯୋଜନା ପ୍ରସ୍ତୁତ କରୁଥିଲେ ତତ୍କାଳ ରୂପରେ ଲାଗୁ କରିଲେ ଉତ୍ତମ ହେବ । ଚାକିରି କରୁଥିବା ଜାତକ ଙ୍କୁ କାମ ଉପରେ ଫୋକସ କରିବାର ଅଧିକ ଜରୁରତ ଅଛି । ଯେଉ ଲୋକେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବ୍ୟାପାର କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ ହେବ । କୌଣସି  ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହି । ମାନସିକ ଓ ଶାରୀରିକ ରୂପରେ ଆପଣ ସ୍ଵସ୍ଥ ଅନୁଭବ କରିବେ ।

ତୁଳା ରାଶି : ଆଜି ଆପଣଙ୍କ ମାତା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଯଦି ଆଜି ଆପଣ ବ୍ୟାପାର ରେ ଲାଭ ପାଇଁ କିଛି କାର୍ଯ୍ୟ କରିବେ ତେବେ ଆପଣଙ୍କୁ ମନ ମୁତାବକ ପରିଣାମ ମିଳିବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଅଧିକ ଖର୍ଚ୍ଚ ହେବା କାରଣରୁ ଆପଣଙ୍କ ମାନସିକ ଚାପ ରେ ରହିବେ । ଆପଣଙ୍କ ବ୍ୟବସାୟ ଠିକ ଚାଲିବ । ଆପଣ ପୂର୍ବର ରୁ ଯେଉଁ ନିବେଶ କରିଥିଲେ ସେଥିରେ ଆପଣଙ୍କୁ ଭରପୁର ଲାଭ ମିଳିବ । ସାମାଜିକ କ୍ଷେତ୍ର ରେ ମାନ ସମାନ ବଢିବ ।

ବିଛା ରାଶି : ରାଜକୀୟ କ୍ଷେତ୍ର ରେ ଲୋକଙ୍କ କ୍ରିୟା ଶୀଳତା ବଢିବ । କିଛି ନୂଆ ଦାୟିତ୍ଵ ଆପଣଙ୍କ ଉପରେ ଆସିପାରେ । ଆଜି ଆପଣଙ୍କ ଭିତରେ ପରୋପକାର ଭାବନା ବିକଶିତ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ଆପଣଙ୍କର ପେଟ ଜନିତ ସମସ୍ଯା ହୋଇପାରେ । ଆଜି ଆପଣଙ୍କୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଆପଣଙ୍କର ଖାସ ଇଚ୍ଛା ପୁରା ହେବ । ଆଜି ସୁଖ ସୁବିଧାର ପ୍ରାପ୍ତି ହେବ ।

ଧନୁ ରାଶି : ଆମଦାନିରେ ବୃଦ୍ଧି ହେବ । କିଛି ଲୋକଙ୍କର ବିଦେଶକୁ ଯିବାର ଯୋଗ ବନୁଅଛି । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ପରାକ୍ରମ ରେ ବୃଦ୍ଧି ହେବା କାରଣରୁ ଶତ୍ରୁ ଙ୍କ ମନୋବଳ ଭାଙ୍ଗିବ । ଅତିଥି ଙ୍କ ଆଗମନ କାରଣରୁ ବ୍ୟୟ ଭାର ବଢିବ । ଆର୍ଥିକ ସ୍ଥିତି କୁ ମଜବୁତ କରିବାର ପ୍ରୟାସ ସଫଳ ହେବ । ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆପଣ ପିଲା ଙ୍କୁ ଖୁସି ରେ ରଖିବେ । ଜୀବନ ସାଥି ଙ୍କ ସହ ସନ୍ତୋଷ ପ୍ରଦ ଜୀବନର ଲାଭ ଉଠାନ୍ତୁ ।

ମକର ରାଶି : କାର୍ଯ୍ୟ କ୍ଷେତ୍ର ରେ ବ୍ୟବସ୍ଥିତ ରୂପରେ ଆଗକୁ ବଢିବେ । ଯୋଜନା ଅନୁଯାୟୀ କାମ କରନ୍ତୁ । ବ୍ଯବସାୟିକ କ୍ଷେତ୍ର ରେ ବିକାଶ ହେବ ଓ ଲାଭର ସ୍ଥିତି ବଢିବ । ବ୍ୟାପାର ରେ ନୂଆ ଡିଲ ଯୋଡିବାରେ ପ୍ରୟାସ କରନ୍ତୁ । କୌଣସି ବିଶେଷ ଘଟଣା କ୍ରମେ ଅନ୍ତର୍ଗତ ଅଟକି ରହିଥିବା ଧନ ଆଶ୍ଚର୍ଜ୍ୟ ଜନକ ରୂପରେ ପ୍ରାପ୍ତି ହେବ । ଆଜି କାହାର କଥା ଶୁଣିବାରେ ଆପଣଙ୍କ ମୁଡ ରହିବ ନାହି । କୌଣସି ଧାର୍ମିକ ଅନୁଷ୍ଠାନ ରେ ଭାଗ ନେବାର ଅବସର ମିଳିବ ।

କୁମ୍ଭ ରାଶି : ଆଜି ଭଲ ଭାବନାତ୍ମକ ଅଭିବ୍ୟକ୍ତି ରୁ ସମ୍ପର୍କ ରେ ମଧୁରତା ବାଡିବ । ଯଦି ଆପଣ ସରକାରି ଚାକିରି କରୁଛନ୍ତି ତେବେ ଆପଣଙ୍କର ଅଚାନକ ଟ୍ରାନ୍ସଫର ହେବାର ସୂଚନା ମିଳିପାରେ । ଅନ୍ୟ ପକ୍ଷରେ ପ୍ରାଇଭେଟ ଚାକିରି କରୁଥିବା ଜାତକ ଙ୍କ ଉପରେ କାମ ଭାର ଅଧିକ ବଢିବ । ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଶତ୍ରୁ ଆପଣଙ୍କ ଆଗରେ ଛିଡା ହୋଇ ପାରିବେ ନାହି । ଘରେ ଧାର୍ମିକ ବ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ କରିବାର ଆୟୋଜନ ହୋଇପାରେ ।

ମୀନ ରାଶି : ଆଜି ପଇସା ମାମଲା ଶେଷ ହୋଇପାରେ । କାର୍ଯ୍ୟ ସ୍ଥଳରେ ସୁଧାର ବା ପରିବର୍ତ୍ତନ ହୋଇପାରେ । ଯଦି ଆପଣ ପୁରୁଣା ସମ୍ପତି କୁ ନେଇ ଯୋଜନା କରିଛନ୍ତି ତେବେ ସେହି ଯୋଜନାକୁ ଆଗକୁ ନେବାରେ ଦିନ ଅନୁକୁଳ ରହିବ । ଆପଣଙ୍କର ମାନସିକ ଚାପ ବଢିପାରେ । କିଛି ଲୋକଙ୍କ କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ କଠିନ ପରିଶ୍ରମ କରିବାର ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।