ଆଜିର ରାଶିଫଳ, 28 ଜୁଲାଇ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାହାକୁ କିଛି କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ । କାରଣ ଆପଣଙ୍କ କଥା ଆପଣଙ୍କୁ ଦୁଖ ଦେଇପାରେ । ଆଗାମୀ ସମରେ ପଣଙ୍କର ଆର୍ଥିକ ସମୃଦ୍ଧି ହେବ । ମାତା ପିତାଙ୍କ ସହଯୋଗ ଆପଣଙ୍କୁ ମିଳିବ । ଆଜି ଅଟକି ରହିଥିବା କମ ପୂରଣ ହେବ । ଛାତ୍ରଙ୍କ ପାଇଁ ଆଜି ଦିନଟି ଅନୁକୂଳ ରହିବ । ପାରିବାରିକ ଜୀବନ ପାଇଁ ଏହି ସମୟ କଷ୍ଟଦାୟକ ରହିବ । ଘରୋଇ ଲୋକ ମାନଙ୍କ ମଧ୍ୟରେ ତାଳମେଳ କମି ଆସିପାରେ । ତେଣୁ ସମ୍ପର୍କ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ ରାଶି : ଆଜି ଖେଳ ପ୍ରେମିକଙ୍କୁ ନିଜର ପ୍ରତିଭା ଦେଖିବାର ଅବସର ମିଳିବ । ଆଜି ପରିବାର ସହ ସମୟ ବ୍ଯତୀତ କରିବେ । ଆର୍ଥିକ ମାମଲାରେ ଆଜି ଆପଣଙ୍କୁ ଲାଭ ମିଳିବ । ଆଜି ଅଫିସରେ କାମରେ ଭାର ଅଧିକ ହୋଇପାରେ । ବଡ ଲୋକ ମାନଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଛାତ୍ର ଭଲ ପ୍ରଦର୍ଶନ କରିବେ । କମର୍ଷ ଷ୍ଟ୍ରିମ ସହ ସମ୍ବଧ ରଖିଥିବା ଲୋକ ଙ୍କ ଆଜି ଦିନ ଟି ଶୁଭ ରହିବ । ଆପଣଙ୍କ ବ୍ୟବହାର ଅନ୍ୟ ମାନଙ୍କୁ ଖୁସି ଦେବ । କ୍ଯାରିୟରରେ ରେ ଆଗକୁ ବଢିବାର ସୁଯୋଗ ପାଇବେ ।

ମିଥୁନ ରାଶି : ଆଜି ଆପଣଙ୍କୁ କିଛି ନୂଆ ଓ ସକାରାତ୍ମକ ଭାବିବାକୁ ହେବ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ କଥା କହିବାକୁ ଗଲେ ଶାରୀରିକ ରୂପରେ ସୁସ୍ଥ ରହିବା ପାଇଁ ଆପଣଙ୍କୁ ମାନସିକ ରୂପରେ ମଜବୁତ ହେବାକୁ ପଡିବ । କରଜ ନେବାକୁ ପଡିପାରେ । ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ନିବେଶ କରିବା ସମୟରେ ଅଧିକ ସତର୍କ ରୁହନ୍ତୁ କାରଣ ଆଜି ଦିନ ଟି ଅନୁକୂଳ ନୁହେଁ । ବ୍ୟାପାରୀ ମାନଙ୍କୁ ଭଲ ଫାଇଦା ମିଳିବ । ପାରିବାରିକ ଜୀବନ ସୁଖ ଓ ଶାନ୍ତି ରେ ବ୍ଯତୀତ ହେବ ।

କର୍କଟ ରାଶି : ଆଜି ଆପଣଙ୍କର ସବୁ ଚିନ୍ତା ଦୂର ହେବ । ପାରିବାରିକ ଜୀବନରେ ଉତଥାନ ପତନ ହୋଇପାରେ । ରୋଜଗାର କରିବାରେ ଆପଣ ଅସଫଳ ହେବା କାରଣରୁ ପରିବାରରେ ଅସାନ୍ତି ଦେଖା ଯାଇପାରେ । ଯଦି ଆପଣ କାହାର ସାହାଜ୍ଯ କରିବେ ତେବେ ଭବିଷ୍ୟ ରେ ଆପଣଙ୍କୁ ସାହାଜ୍ଯ ଦରକାର ପଡିଲେ ନିଶ୍ଚିନ୍ତ ମିଳିବ । ଦିନର ଅଧିକ ସମୟ ଆଜି ଅନ୍ୟ ମାନଙ୍କ ପାଇଁ ଖର୍ଚ୍ଚ କରିପାରନ୍ତି । ଯଦି ଆପଣ ନିଜର କାରୋବାର ବଢାଇବାକୁ ଚିନ୍ତା କରୁଛନ୍ତି ଏଥିପାଇଁ ସମୟ ଅନୁକୂଳ ରହିବ ।

ସିଂହ ରାଶି : ମିତ୍ରତା ରେ କୌଣସି ଖାସ କଥାକୁ ନେଇ ଆଲୋଚନା ହେବ ଯାହା ଦ୍ଵାରା ଆପଣ କିଛି ଶିଖିବେ । ବିଗିଡି ଯାଇଥିବା ପୁରୁଣା ସମ୍ପର୍କ ପୁଣି ଥରେ ସୁଧୁରିଯିବ । ବିଜନେସରେ ଫଳାଫଳ ଆପଣଙ୍କ ପକ୍ଷରେ ରହିବ । ଅଫିସରେ କାମ ଅଧିକ ହେବ କାରଣରୁ ଚିନ୍ତାରେ ରହିବେ । ପେଟ ଜନିତ ସମସ୍ୟା ହୋଇପାରେ । ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ମାମଲାରେ ଆପଣ ଫିଟ ରହିବେ । କାରୋବାରରେ ବିଷେଷ ଲାଭ ମିଳିବ ।

କନ୍ୟା ରାଶି : ଆଜି ଆପଣଙ୍କୁ ପୁରୁଣା କରଜ ମିଳିବାର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ବଡ ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ । ଅଫିସରେ କାମ ସମୟ ଅନୁଯାୟୀ ଶେଷ ହେବ । ସନ୍ତାନଙ୍କୁ ମନ ମୁତାବକ ଫଳ ନ ମିଳିବାରୁ ଦୁଖୀ ରହିବେ । ଲେନଦେନ କରିବାରେ ସାବଧାନ ରୁହନ୍ତୁ । ଆପଣଙ୍କର ଉନ୍ନତି ରେ ବୃଦ୍ଧି ହେବ । ସମ୍ପର୍କ ସ୍ଥାପନ ହେବ ଓ ପ୍ରଭାବଶାଳୀ ଲୋକଙ୍କ ସହ ଆପଣଙ୍କର ଦେଖା ହେବ । ସାମାଜିକ ସ୍ତର ରେ ଆପଣଙ୍କର ମାନ ବଢିବ । ବିଜେନେସ ପାଇଁ ଦିନ ସାମାନ୍ଯ ରହିବ ।

ତୁଳା ରାଶି : ଧାର୍ମିକ ଗତି ବିଧ୍ୟ ଉପରେ ଖର୍ଚ୍ଚ ଅଧିକ ହେବ । ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ଧ୍ୟାନ ଓ ଯୋଗ ସହ ଆଧାୟତ୍ମିକ କ୍ଷେତ୍ର ରେ ରହିଲେ ଲାଭ ମିଳିବ । ଏମିତି କଥା କୁହନ୍ତୁ ନାହି ଯାହା ଆପଣଙ୍କର ବ୍ୟକ୍ତିଗତ ଓ ଗୋପନୀୟ ହୋଇଥିବ । ବିବାହ ଯୋଗ୍ୟ ଜାତକଙ୍କୁ ଜୀବନ ସାଥି ମିଳିବାର ଯୋଗ ରହିଛି । ଆଜି ଆପଣ ମିତ୍ର ମାନଙ୍କର ସାହାଜ୍ଯ କରିବା ପାଇଁ ପ୍ରତେକ ସମୟରେ ରେଡି ରହିବେ । ଦୁଷ୍ଟ ଲୋକଙ୍କ ଠାରୁ ଦୂରେରରେ ରୁହନ୍ତୁ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ରୁହନ୍ତୁ ।

ବିଛା ରାଶି : ଆଜି ଆପଣଙ୍କୁ ପଇସା ଉପରେ ନଜର ରଖିବାକୁ ହେବ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣଙ୍କର ମନ ଅଶାନ୍ତ ହୋଇପାରେ । ଅଫିସର ଟେନସନ ଘରକୁ ଆଣନ୍ତୁ ନାହି । ପରିବାରରେ କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆପଣଙ୍କୁ କାମ କୁ ନେଇ କୌଣସି ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କୁ ନିଜର କାମରେ ସଫଳ ମିଳିବ ।

ଧନୁ ରାଶି : ଦାଂପତ୍ଯ ଜୀବନରେ ସୁଖଦ ସ୍ଥିତି ଅନୁଭବ ହେବ । ପ୍ରେମ ସମ୍ପର୍କ ମଜବୁତ ହେବ । ଦୈନିକ ବ୍ୟାପାରରେ ଆଜି ଧନ ଲାଭ ହେବାର ନଜର ଆସୁଛି । ଆପଣଙ୍କ ପରିବାର ଲୋକେ ଆପଣଙ୍କ ଉପରେ ଅଧିକ ଆଶା ରଖିଛନ୍ତି ଯାହା କାରଣରୁ ଆପଣ ସନ୍ତୁଷ୍ଟି ଅନୁଭବ କରିବେ । ଯଦି ଆପଣ ସରକାରୀ କ୍ଷେତ୍ର ରେ ଅଛନ୍ତି ଆଜି ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ହେବ । ଧନ ସହ ଜଡିତ ସମସ୍ଯା ଆଜି ଦୂର ହେବ । ପରିବାରରେ କାହା ସହ ବିବାଦ ହୋଇପାରେ ।

ମକର ରାଶି : ଆଜି ଆପଣ କାହା ଠାରୁ କରଜ ନେବାକୁ ଭାବୁଛନ୍ତି ତେବେ ନିଅନ୍ତୁ ନାହି । କାରଣ ଏହାକୁ ସୁଝିବା ଆପଣଙ୍କ ପାଇଁ ମୁସ୍କିଲ ହୋଇପାରେ । ଆପଣଙ୍କର ଆତ୍ମବିଶ୍ଵାସ ଆପଣଙ୍କୁ ଅନୁଭବ କରାଇବ ଆପଣ ବହୁତ କିଛି କରି ପାରିବେ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଆଜି ଆପଣଙ୍କୁ କୌଣସି ପରିଜନଙ୍କ ଠାରୁ ଅଶୁଭ ସମାଚାର ଶୁଣିବାକୁ ମିଳିପାରେ । ଯାହାକୁ ଶୁଣିବା ପରେ ଆପଣଙ୍କ ମନ ଦୁଖ ହୋଇପାରେ । ଆପଣଙ୍କ ଜୀବନର ସବୁ ଦୁଖ କଷ୍ଟର ନିବାରଣ ହେବ ।

କୁମ୍ଭ ରାଶି : ପ୍ରେମୀଙ୍କ ମଧ୍ୟରେ ମନାନ୍ତର ହୋଇପାରେ । ଆଜି ଦିନ ଟି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବାଧା ଆସିପାରେ । ସଜାଗ ରୁହନ୍ତୁ କୌଣସି ବ୍ୟକ୍ତି ଆପଣଙ୍କର କ୍ଷତି କରି ପାରନ୍ତି । ଅଫିସର ତରଫରୁ ଯାତ୍ରା କରିବାକୁ ପଡିପାରେ । ଆପଣ ଭୌତିକ ବସ୍ତୁ ପ୍ରାପ୍ତି ହେବାରୁ ଖର୍ଚ୍ଚ ଅଧିକ ହେବେ । ଆପଣଙ୍କ ସ୍ଵାସ୍ଥ୍ୟ ରେ ସମସ୍ୟା ଆସିପାରେ । ଜିଦି ରେ ଆପଣ ଭୁଲ ନିସ୍ପତି  ନିଅନ୍ତୁ ନାହି । ସାମାଜିକ କ୍ଷେତ୍ର ରେ ଯଶ ଓ ସମ୍ମାନ ପ୍ରତିଷ୍ଠା ହେବ । ଅଭିଭାକଙ୍କର ପିଲାଙ୍କର ପଢାରେ ଧ୍ୟାନ ଦେବାର ଜରୁରତ ଅଛି ।

ମୀନ ରାଶି : ଆଜି କାମ କାର୍ଯ୍ୟ ରେ ଡେରି ହେବା କାରଣରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ଅଫିସ କାମ ପ୍ରତି ଆପଣ ଫୋକସ କରିବାର ଜରୁରତ ଅଛି । କାରୋବାର ପାଇଁ ଦିନ ଟି ସମସ୍ୟା ଆଣିପାରେ । ଏମିତିରେ ଧର୍ଯ୍ୟ ସହକାରେ ପରିସ୍ଥିତି ର ସାମନା କରନ୍ତୁ । ଯେଉଁ ଲୋକ ଖେଳକୁଦରେ ଅଛନ୍ତି ଆଜି ତାଙ୍କ ପାଇଁ ଦିନ ସାମାନ୍ଯ ରହିବ । କିଛି ନୂଆ ମିତ୍ର ଙ୍କ ଠାରୁ ସାହାଜ୍ଯ ପାଇବେ । ସାମାଜିକ କାର୍ଯ୍ୟ ରେ ମନ ଲାଗିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।