ଆଜିର ରାଶିଫଳ, 25 ଜୁଲାଇ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବିଦେଶରେ ରହୁଥିବା ଲୋକଙ୍କୁ ମିତ୍ର ବା ପରିଜନଙ୍କ ସହ ସମାଚାର ଆପଣଙ୍କୁ ଭାବ ବିହ୍ଵଳ କରିବ । ଆଜି ଆପଣଙ୍କୁ ପୁରୁଣା ପରିଚୟରୁ ଫାଇଦା ମିଳିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଜି ଆପଣ ପୁରା କରିବେ । ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ । ମନରେ ଉଶ୍ଚାହ ର ସାକାରାତ୍ମକ ପ୍ରଭାବ କାର୍ଯ୍ୟ କ୍ଷେତ୍ର ରେ ପଡିବ । କୌଣସି ନୂଆ ଅନୁବଦ୍ଧ ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ପରିବାରରେ କାହାର ସହଯୋଗରେ ନୂଆ ବ୍ୟାପାର ଆରମ୍ଭ କରିବେ ।

ବୃଷ ରାଶି : ଭବିଷ୍ୟ ପାଇଁ ଯୋଜନା କରିବା ପୂର୍ବରୁ ଚିନ୍ତା କରନ୍ତୁ । ବ୍ୟାପାର ସହ ଜଡିତ ଲୋକଙ୍କ ପାଇଁ ବହୁତ ଲାଭଦାୟକ ରହିବ । ଅତିତରେ କରିଥିବା ନିବେଶ ର ଡବଲ ଫାଇଦା ଆପଣଙ୍କୁ ମିଳିପାରେ । ଚାକିରି କରିଥିବା ଜାତକଙ୍କ ପାଇଁ ଦିନ ସମନ୍ୟା ରହିବ । ଲମ୍ବା ସମୟ ଧରି ଯାତ୍ରା କରିବାର ଯୋଗ ରହିଛି । ସମ୍ପତି ପାଇଁ କରିଥିବା ଚେଷ୍ଟା କରୁଥିଲେ ଭଲ ପରିଣାମ ଦେଖିବାକୁ ମିଳିପାରେ । ଆପଣଙ୍କ ଭାଇ ଭଉଣୀ ଙ୍କର ଉନ୍ନତି ହେବାର ଅବସର ଆପଣ ଦେଖିବେ ।

ମିଥୁନ ରାଶି : ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବାର ସମ୍ଭାବନା ରହିଛି । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ମନାନ୍ତର ହୋଇପାରେ । ଯଦି ଆପଣ ବୁଝି ବିଚାରୀ କାମ ନ କରିବେ ତେବେ କ୍ଷତି ହୋଇପାରେ । ଆପଣ ପିଲାଙ୍କ ସହ ବୁଲିବା ପାଇଁ ପ୍ଳାନ କରି ପାରନ୍ତି । ବ୍ୟାପାର ସହ ଜଡିତ ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭରା ଦିନ ରହିବ । କାମ କୁ ଆଗକୁ ନେବା ପାଇଁ ମେହନତ କରିଲେ ସେଥିପାଇଁ ଆପଣଙ୍କୁ ଭଲ ପରିଣାମ ମିଳିବ ।

କରତ ରାଶି : କାର୍ଯ୍ୟ ସ୍ଥଳରେ ଅଧିକାରୀଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ । ପୁରୁଣା ବିବାଦ କାରଣରୁ ଚିନ୍ତାରେ ରହିବେ । ଯେବେ ଆପଣଙ୍କୁ ରାଏ ମଗାଯିବ ତେବେ ବିଲକୁଲ ସଙ୍କୋଚ ନ କରି ନିଜ ମନ କୁହନ୍ତୁ । ଯେଉଁ ଲୋକ କୌଣସି ବ୍ଯାଙ୍କ ବ ବିତ୍ତୀୟ ସସ୍ଥା ରୁ ରୁଣ ର ସନ୍ଧାନ କରୁଛନ୍ତି ସେମାନଙ୍କୁ ସଫଳତା ପ୍ରାପ୍ତି ହେବର ସମ୍ଭାବନା ରହିଛି । ଯେଉଁ ଲୋକ ଆପଣଙ୍କର ନିନ୍ଦା କରୁଥିଲେ ସେମାନେ ଯୋଡି ହେବାକୁ ଚାହିଁବେ । ଅଧ୍ୟୟନ କରୁଥିବା ଛାତ୍ରଙ୍କ ପାଇଁ ସମୟ ଭଲ ରହିବ ।

ସିଂହ ରାଶି : ମନ ମୁତାବକ ସଫଳତା ମିଳିବାରୁ ପ୍ରସନ୍ନ ହେବେ । ଘର ବଦଳି କରିବାର ଯୋଗ ରହିଛି । ଭୂମି ସମ୍ବଧିତ ନୁ ଅନୁବନ୍ଧ ହୋଇପାରେ । ବ୍ୟବସାୟରେ ଲାଭର ସ୍ଥିତି ରହିବ । ଆପଣଙ୍କର ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ ଯାହା କାରଣରୁ ଆପଣ ପୁରୁଣା ସ୍ମୂରତି ତାଜା କରିବେ । ବନ୍ଧୁଙ୍କ ସହ ବୁଲିବାର ମଜା ନେବେ । ପ୍ରଶାସନିକ ସେନା ଓ ସୁରକ୍ଷା ରେ ଜଡିତ ଲୋକ ସଫଳ ହେବେ । ମେହନତ ଉପରେ ଭରସା ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି : ଆଜି ଆପଣ ଠକ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ । କ୍ୟାରିୟରେ ଆଗକୁ ବଢିବା ପାଇଁ ଅବସର ମିଳିବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ସମସ୍ଯା ଜନିତ ନିସ୍ପତି ନିଅନ୍ତୁ ନାହି । ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ  ହୋଇପାରେ । ଆପଣ ନିଜ କାମ ସମ୍ବଦ୍ଧିତ ଯାତ୍ରା କରିବାକୁ ରେଡି ହୁଅନ୍ତୁ । ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସନ୍ତାନ ଙ୍କୁ ନେଇ ଅଧିକ ଚିନ୍ତାରେ ରହିବେ । ବିଜନେସରେ ବଡ ସୌଦା ମିଳିବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଶତ୍ରୁ ମାନେ ସକ୍ରିୟ ହୋଇ ପାରନ୍ତି । ପଇସାକୁ ନେଇ ବାଦ ବିବାଦ ହୋଇପାରେ ।

ତୁଳା ରାଶି : ଆଜି ଆପଣ ଯେତିକି ମେହନତ କରିବେ ସେଥିରେ ଭଲ ଫାଇଦା ପାଇବେ । ବିଜନେସ ଆଗକୁ ବଢିବାରୁ ଆପଣ ଖୁସି ହେବେ । ଦାଂପତ୍ଯ ଜୀବନରେ ସମସ୍ଯା ଆସିପାରେ । କୌଣସି ପୁରୁଣା ରୋଗ ଆଜି ପୁଣି ସମସ୍ୟା ଆଣିପାରେ । ମାନସିକ ଶାନ୍ତି ରହିବ । କିନ୍ତୁ ମନରେ ଖରାପ ବିଚାର ର ପ୍ରଭାବ ରହିବ । ଅଧୁର କାମ ପୁର କରିବାର ଯୋଜନା କରିବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ସାମାନ୍ଯ ରହିବ । କୌଣସି ପୁରୁଣା ବିବାଦ ତଳିପାରେ । ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ବିଛା ରାଶି : ଭାଗ୍ୟ ଆପଣଙ୍କର ସାଥ ଦେବା ପାଇଁ ତତ୍ପର ହେବ । ନିଜର ରାଗ ଉପରେ କାବୁ ରଖନ୍ତୁ । ଯଦି ଏମିତି କିଛି ସ୍ଥିତି ସୃଷ୍ଟି ହୁଏ ତେବେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ମାନ ସମାନ ପ୍ରପାତ ହେବ । ନୂଆ ଅବସର ପ୍ରାପ୍ତ ହେବ । ବ୍ୟର୍ଥ ରେ କୌଣସି କାମ କରନ୍ତୁ ନାହି । ବାଣୀ ବା କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରେମ ଜୀବନରେ ଯେଉଁ ମାନେ ଅଛନ୍ତି ନିଜ ସାଥିଙ୍କ ପାଇଁ ଉପହାର କ୍ରୟ କରିବେ । ସନ୍ତାନଙ୍କ ସହଯୋଗରେ କାମ ପୁରା ହେବ ।

ଧନୁ ରାଶି : ଆଜି ଆପଣ କ୍ରୋଧ ଉପରେ ସଂଯମ ରଖିବେ । କରଜ ରୁ ମୁକ୍ତି ପାଇବେ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ । ଯଦି ଅବହେଳା କରନ୍ତି ତେବେ କୌଣସି ବଡ ସମସ୍ଯା ହୋଇପାରେ । ଆଧ୍ୟାତ୍ମିକ ସୁଖ ଓ ଶାନ୍ତି ର ବାତାବରଣ ରହିବ । ମାତା ପିତାଙ୍କ ଆଶୀର୍ବାଦ ରୁ ବ୍ୟବସାୟରେ ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ରାଜନୈତିକ ପ୍ରତିଦ୍ଵନ୍ଦୀ ଆଜି ଆପଣଙ୍କୁ ଠାରୁ ଆଗରେ ଯିବାକୁ ଚେଷ୍ଟା କରିବେ । ଘରେ ସୁଖ ଶାନ୍ତି ବଜାୟ ରହିବ । ସାମାଜିକ କ୍ଷେତ୍ର ରେ ଭାଗ ନେବେ ।

ମକର ରାଶି : ଚାକିରି କରିଥିବା ଲୋକଙ୍କୁ ବିଶେଷ ଅବସର ମିଳିବ । ରୋମାଣ୍ଟିକ ଭରା ସମୟ ଆପଣଙ୍କ ପାଇଁ ରହିପାରେ । ଆପଣ କାମରେ ବ୍ୟସ୍ତ ରେ ରହିବେ ଯାହା କାରଣରୁ ପରିବାର ଓ ବନ୍ଧୁ ମାନଙ୍କ ପାଇଁ ସମୟ ବାହାର କରିପାରିବେ ନାହି । ନବ ବିବାହିତା ଯୋଡା ପରସ୍ପର ସହ ଭଲ ସମୟ ବ୍ଯତୀତ କରିବେ । ସରକାରୀ କ୍ଷେତ୍ର ରେ ଲାଭ ମିଳିବ । ଲୁଚି ରହିଥିବା ଶତ୍ରୁ ଆପଣଙ୍କ ଉପରେ ଭାରି ପଡି ପାରନ୍ତି । ଲୋକଙ୍କ ଉପରେ ଆପଣଙ୍କର ପ୍ରଭାବ ରହିବ । ମହିଳା ମାନେ ଘରେ କାମରେ ବ୍ୟସ୍ତ ରେ ରହିବେ ।

କୁମ୍ଭ ରାଶି : ପିତା ତଥା ବଡ ଗୁରୁଜନଙ୍କ ଠାରୁ ଲାଭ ମିଳିବ । ମୂଲ୍ୟବାନ ବସ୍ତୁ କୁ ସମ୍ଭାଳି କରି ରଖନ୍ତୁ । ମେହନତର ଫଳ ମିଳିବ ତେଣୁ କମ ପ୍ରତି ଅବହେଳା କରନ୍ତୁ ନାହି । ଆପଣଙ୍କୁ ଚରମ ଆନନ୍ଦ ଉଠାଇବାର ଅବସର ମିଳିବ । ସୁନା ଚାନ୍ଦି ବେପାରୀ ଙ୍କୁ କାଲି ଠାରୁ ବେହତର ଲାଭ ହେବ । ବିଦ୍ୟାର୍ଥୀ ବର୍ଗ ନିଜର କମି ସମୟ ଅନୁଯାୟୀ ଠିକ କରିବାକୁ ଚେଷ୍ଟା କରିବେ । ଲାଇଫ ପାର୍ଟନର ଙ୍କ ସହ ସମ୍ପର୍କ ମଧୁର ରହିବ ।

ମୀନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ କୌଣସି ମାମଲାରେ ହିତକର ରହିବ । ଅଫିସରେ ଟିମ କୁ ଏକଜୁଟ କରିବାରେ ପରାମର୍ଶ ଦେବେ । କାରୋବାର ରେ ପରିବର୍ତ୍ତନ କରିବା ପାଇଁ ବିଚାର କରିବେ । ବହୁତ ଜଲ୍ଦି ଆପଣଙ୍କର ସମୟ ଅନୁକୂଳ ହେବ । ଯେଉଁ ଲୋକ ମାନେ ଚାକିରି ସନ୍ଧାନ କରୁଛନ୍ତି ସେମାନଙ୍କୁ ଆଜି ସଫଳତା ମିଳିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯେଉଁ କ୍ଷେତ୍ରରେ ଉଚ୍ଚ ସ୍ତର ରେ ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।