ଆଜିର ରାଶିଫଳ, 23 ଅଗଷ୍ଟ 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଧନ ସମ୍ପଦରେ ହେବ ଅଭିବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲ ରହିବ । ପାରିବାରିକ ସମ୍ପର୍କ ମଜବୁତ ହେବ । ସନ୍ତାନ ପ୍ରତି ବିଶ୍ଵାସ ବଢିବ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ପାର୍ଟନର ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ । ଆଜିର ଦିନ ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଲେଖନ କାର୍ଯ୍ୟ କରୁଥିବା ଲୋକମାନଙ୍କ ସମୟ ଭଲ ରହିବ ।

ବୃଷ

ଆଜି ଭାଗ୍ୟ ପୁରା ସହଯୋଗ ମିଳିବ । ଅଫିସରେ ବସ ଆପଣଙ୍କ ପ୍ରଶଂସା କରିବେ । ଜୀବନସାଥିଙ୍କ ସହ ଆପଣଙ୍କ ସମୟ ସୁଖମୟ ପୂର୍ଣ ରହିବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ । ସଠିକ ସମୟରେ ନିଜର ଲକ୍ଷକୁ ପହଞ୍ଚିବେ । ଟଙ୍କା ଆୟ କରିବାର ନୂତନ ସ୍ରୋତ ହାସଲ ହେବ । ଆପଣ ନିଜ ପାଖରେ ସକାରାତ୍ମକ ଊର୍ଜା ଅନୁଭବ ହେବ । ବୁଝି ସୁଝି ନିଷ୍ପତି ନିଅନ୍ତୁ ।

ମିଥୁନ

ଆଜି କଳାତ୍ମକ କାର୍ଯ୍ୟରେ ରୁଚି ବଢିବ । ନୂଆ ପ୍ରୋଜେକ୍ଟ ଉପରେ କାମ କରିବା ଦ୍ଵାରା ଆପଣଙ୍କ ଲାଭ ମିଳିବ । ଟଙ୍କା ସ୍ଥିତିରେ ସୁଧାରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସଫଳତା ମିଳିବା ପୁରା ସମ୍ଭାବନା ଅଛି । ଆଜି କଳାତ୍ମକ କାର୍ଯ୍ୟରେ ରୁଚି ବଢିବ । ନୂଆ ପ୍ରୋଜେକ୍ଟ ଉପରେ କାମ କରିବା ପୂର୍ବରୁ କିଛି ଲୋକମାନଙ୍କ ଠାରୁ ଉପଦେଶ ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଟଙ୍କାର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ।

କର୍କଟ

ଆଜି କୌଣସି କାମ କରିବା ପାଇଁ ବାହାରକୁ ଯିବାକୁ ପଡିପାରେ । ଅଫିସରେ ଆପଣଙ୍କ ବନ୍ଧୁ ଆପଣଙ୍କ ସାଥ ଦେବେ । ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଧନ ସମ୍ବନ୍ଧିତ ସମସ୍ୟା ରହିବ ନାହିଁ । କର୍ମ କ୍ଷେତ୍ରରେ ବେଖାତିର ଭାବ ଯୋଗୁଁ ଉଚ୍ଚାଧିକାରୀଙ୍କ କୋପ ବଢ଼ିବ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି ।

ସିଂହ

ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ବ୍ୟକ୍ତିଗତ ଜୀବନରେ ସତେଜ ଅନୁଭବ କରିବେ । ପ୍ରିୟଜନମାନଙ୍କ ପାଇଁ ସମୟ ବାହାର କରିବେ । କାମ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ଜୀବନସାଥିଙ୍କ ସହଯୋଗ ଦ୍ଵାରା କୌଣସି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଆପଣଙ୍କୁ ବ୍ୟପାର ଭଲ ହେବ । ବ୍ୟପାରରେ ଲାଭ ବି ମିଳିବ । ଚାକିରିରେ ଉଚ୍ଚ ଅଫିସରଙ୍କ ମାର୍ଗଦର୍ଶନ ମିଳିବ । ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକତା ଅଟେ ।

କନ୍ୟା

ଚାକିରି କରୁଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟୀ ଏହି ସମୟରେ ଲାଭ କରିବେ । ଆପଣ ଯେଉଁ କାର୍ଯ୍ୟ କରିବାକୁ ପ୍ରୟାସ କରିବେ ସେଥିରେ ନିଶ୍ଚିତ ରୂପରେ ଲାଭବାନ ହେବେ । କାର୍ଯ୍ୟ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିବାକୁ ହେବ । ଛାତ୍ରମାନଙ୍କ ପାଇଁ ଏହି ସମୟ ଅଧିକ ପରିଶ୍ରମ କରିବାକୁ ପଡିବ । ପରିଶ୍ରମ ଅଧିକ କରିବାକୁ ପଡିପାରେ । ଅଳ୍ପ ସାବଧାନ ହୋଇ ଚଳନ୍ତୁ । ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ତୁଳା

ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଅପେକ୍ଷା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ । ଘରେ ଖୁସିର ଆଗମନ ହେବ । ଛାତ୍ର ଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ନ ପାରେ । କେତେକ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । ସ୍ଵାସ୍ଥ୍ୟ ସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ଚିନ୍ତା କରିଥିବା କାମ ପୁରା ହେବ ।

ବିଚ୍ଛା

ଆପଣଙ୍କୁ ସଫଳତା ମିଳିବାର ପୁରା ସମ୍ଭାବନା ଅଛି । ଚାକିରି କିମ୍ବା ବିଜନେସରେ ଆପଣଙ୍କୁ ଭଲ ପରିଣାମ ମିଳିବ । କାର୍ଯ୍ୟସ୍ଥଳ ଉପରେ ଭଲ ପ୍ରଦର୍ଶନ କରି ପାରନ୍ତି । ଆପଣ କୌଣସି ବି ପ୍ରକାରର ଆର୍ଥିକ ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜକୁ ଆରୋଗ୍ୟ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି କାର୍ଯ୍ୟକୁ ପୁରା କରିବା ପାଇଁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ପରିଜନଙ୍କ ସହ ମିଶି ଧନ ଖର୍ଚ କରିବାର ସମ୍ଭାବନା ଅଛି ।

ଧନୁ

ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜନ କରିବେ । ଧନ ସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟ ପ୍ରାପ୍ତି ହେବ । ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି ଭଲ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ ଓ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ଦୂର ଯାତ୍ରାରେ ବିବାଦ ମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ ।

ମକର

ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ଫ ଦେବେ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।

କୁମ୍ଭ

ଗଣେଶଙ୍କ ଠାରୁ ଲାଭ ମିଳିବ । ଘରେ ସୁଖ ଶାନ୍ତି ରହିବ । କର୍ମ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇ ଦୂର ଯାତ୍ରାରେ ଅତ୍ୟଧିକ ଅର୍ଥ ବ୍ୟୟ କରିବେ । ପରିବାରରେ ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇବ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ ।

ମୀନ

ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ମନବିକାର ଓ ରକ୍ତଚାପର ବୃଦ୍ଧିକାରଣରୁ ସାଧାରଣ ଚଳଣିରେ ବ୍ୟାଘାତ ଘଟିବ । ଇଲୋକ୍ଟ୍ରୋନିକ୍ ଉପକରଣ, ଉଚ୍ଚ ସ୍ତରୀୟ ବାହନ କ୍ରୟ କରିବା ଫଳରେ ସହକର୍ମୀମାନେ ଆଶ୍ଚର୍ଯ୍ୟ, ଚକିତ ହେବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଅନ୍ୟାନ୍ୟ ଲୋକ ଆପଣଙ୍କ ଭାଗ୍ୟକୁ ଈର୍ଷା କରିବେ । ବନ୍ଧୁ ମିତ୍ର ଓ ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ । ପ୍ରତିଯୋଗୀ ପରୀକ୍ଷାରେ ପରିମାଣ ଅନୁକୂଳ ହେବାଦ୍ୱାରା ଚାରିଗୁଣ ଖୁସି ବଢ଼ିଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।