ଯାହା ଘରେ ଏହି ଗଛ ଥାଏ ତାଙ୍କ ପାଖରେ ଧନ, ଘର, ଗାଡି ସବୁ ଭରି ରହିଥାଏ

ଗଛ ମଣିଷର ବିଭିନ୍ନ ଉପକାର କରିଥାଏ, କିନ୍ତୁ ଏପରି କିଛି ଗଛ ରହିଛି ଯାହା ଆପଣ ଙ୍କ ଭାଗ୍ୟ ବଦଳେଇ ଦେଇ ଥାଏ । ଆପଣ ମାନେ ଘରେ ଫୁଲ ଗଛ ଲଗାଉ ଥିବେ, କିନ୍ତୁ ଏପରି କିଛି ଗଛ ଅଛି ଯାହା ଦ୍ୱାରା ଆପଣ ଙ୍କ ଭାଗ୍ୟ ରେ ଉନ୍ନତି ଆସି ଥାଏ । ତେଣୁ ଆପଣ ମାନଙ୍କୁ ମୁଁ ଆଜି କିଛି ଗଛ ବିଷୟ ରେ ଜଣେଇବି ଯେଉଁ ଗଛ ଆପଣ ଲଗେଇବା ଦ୍ବାରା ଆପଣ ଙ୍କ ବିଭିନ୍ନ ଉନ୍ନତି ହେବ ।

୧ . ପ୍ରଥମ ରେ ରହିଛି ଭୃସଙ୍ଗ ଗଛ

 

ଏହି ଗଛ ଆପଣ ଘରେ ଲଗାଇବା ଦ୍ବାରା ଆପଣ ଙ୍କ ଘରେ ଶନି ଗ୍ରହ ର ଦୋଷ କଟି ଯାଇ ଥାଏ । ଏହି ଗଛ ର ପତ୍ର ବିଭିନ୍ନ ଖାଦ୍ୟ ରେ ପଡି ଥାଏ । ଏହି ପତ୍ର ସେବନ ଦ୍ବାରା ଉଚ୍ଚ ରକ୍ତ ଚାପ ରୋଗ ବହୁତ ପରି ମାଣ ରେ କମି ଯାଇ ଥାଏ । ଏହା ଦ୍ଵାରା ବହୁତ ଆଖି ରୋଗ ମଧ୍ୟ ଭଲ ହୋଇ ଥାଏ

୨ . ଦ୍ଵିତୀୟ ରେ ରହିଛି ଆଲୋଭେରା ଗଛ

ଏହି ଗଛ ଘରେ ଲଗାଇବା ଦ୍ବାରା ଆପଣ ଙ୍କ ଘରେ ପ୍ରଚୁର ପରିମାଣ ରେ ଅମ୍ଳଜାନ ମିଳି ଥାଏ । ଏହି ଗଛ ର ପାଖୁଡା କୁ ମୁହଁ ରେ ଲଗାଇବା ଦ୍ୱାରା ଅନେକ ପ୍ରକାର ମୁହଁ ବ୍ରଣ ଭଲ ହୋଇ ଥାଏ । ଏହି ଗଛ ର ଡେମ୍ଫର ରସ ପ୍ରତିଦିନ ପାନ କଲେ ମଧୁ ମେହ ରୋଗ ପାଇଁ ଏହା ବହୁତ ଉପକାରୀ ହୋଇ ଥାଏ ।

୩ . ତୃତୀୟ ରେ ରହିଛି ସ୍ପାଇଡ଼ର ଗଛ

ଏହି ଗଛ ଘରେ ଲଗା ଇବା ଦ୍ବାରା ଏହା କାର୍ବୋନ ଡାଇ ଅକ୍ସାଇଡ଼ ଗ୍ୟାସ କୁ ଦୁର କରି ଥାଏ । ଏହି ଗଛ କମ ଖରା ରେ ମଧ୍ୟ ବଢି ପାରି ଥାଏ ।

୪ . ଚତୁର୍ଥ ରେ ରହି ଅଛି ତୁଳସୀ ଗଛ

ଏହି ଗଛ ଘରେ ଚଉରା ରେ ଲଗା ଯାଇ ଥାଏ । ଏହା ବହୁତ ଅମ୍ଳ ଯାନ ଦେଇ ଥାଏ । ତୁଳସୀ ରସ ପ୍ରତି ଦିନ ଛୋଟ ପିଲା ଙ୍କୁ ଦେଲେ ତାଙ୍କ ର ଦେହ ସୁସ୍ଥ ରହି ଥାଏ । ଏହି ଗଛ ର ପତ୍ର କୁ ସବୁ ଦିନ ଦୁଇ ରୁ ତିନି ଟି ସେବନ କଲେ ଅମ୍ଳ ପିତ୍ତ ଭଲ ହୋଇ ଥାଏ । ଏହି ଗଛ ର ଅନେକ ଔଷଧିୟ ଗୁଣ ରହି ଥାଏ ।

୫ . ପଞ୍ଚମ ରେ ହେଉଛି ବେଲ ଗଛ

ଏହି ଗଛ ର ପତ୍ର ପ୍ରତି ଦିନ ଦୁଇ ରୁ ତିନି ଗୋଟି ଖାଇବା ଦ୍ବାରା ଖାଦ୍ୟ ଠିକ ଭାବ ରେ ହଜମ ହୋଇ ଥାଏ । ଏହି ଗଛ ର ଫଳ କୁ ପଣା କରି ପିଇବା ଦ୍ୱାରା ଆମେ ଗ୍ୟାସ ରୋଗ ରୁ ବହୁତ ଶୀଘ୍ର ଭଲ ହେଇ ଥାଉ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।