କରିନା କପୁର ସମସ୍ତଙ୍କ ସାମ୍ନାରେ କହିଦେଲେ ନିଜ ବେଡ ରୁମର ରାଜ, ଶୋଇବା ପୂର୍ବରୁ ସେଫ…

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଥାନ୍ତି । କଳାକାର ମାନଙ୍କର ସାନଦାର ଅଭିନୟ ପାଇଁ ସେମାନେ କେବଳ ବଲିଉଡ ଜଗତ ନୁହେ

ବରଂ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବଲିଉଡରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଅଭିନେତ୍ରୀ କରିନା କପୁରଙ୍କ ପର୍ଶନାଲ ଲାଇଫ ବିଷୟରେ କିଛି ଇଣ୍ଟ୍ରେଷ୍ଟିଙ୍ଗ କଥା କହିବାକୁ ଯାଉଛୁ । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଅଭିନେତ୍ରୀ କରିନା କପୁର ନିଜର ଜବରଦସ୍ତ ଦେଇଛନ୍ତି ।

ସେ ଦେଖିବାକୁ ଯେତିକି ସୁନ୍ଦର ଓ ଜରଜସ ତାଙ୍କର ଲୁକ ମଧ୍ୟ ସେତିକି ମନଲୋଭା ଅଟେ ଯାହା ପାଇଁ ତାଙ୍କର ଅନେକ ଫ୍ୟାନ୍ସ ମାନେ ମଧ୍ୟ ଅଛନ୍ତି । ସେ ତାଙ୍କର ଅନୋଖା ଷ୍ଟାଇଲ ପାଇଁ ମଧ୍ୟ ଲୋକଙ୍କର ହୃଦୟକୁ ଜିତିଛନ୍ତି । ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ଅଭିନେତ୍ରୀ କରିନା କପୁର ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ଅଭିନେତ୍ରୀ କରିନା କପୁରଙ୍କର ହୃଦୟ ବହୁତ କୋମଳ ଓ ନମ୍ର ଅଟେ ଯାହା ପାଇଁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ହୃଦୟରେ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ନିଜର ମନ କଥାକୁ ସମସ୍ତଙ୍କ ସହ ଶେୟାର କରିବାକୁ ପସନ୍ଦ କରନ୍ତି । ସେ ନିଜର ସବୁ ଗୋପନୀୟ କଥା ଏମିତିକି ତାଙ୍କ ସ୍ଵାମୀ ସେଫ ଅଲ୍ଲୀ ଖାନଙ୍କ ବିଷୟରେ ମଧ୍ୟ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଥାନ୍ତି ।

ବର୍ତ୍ତମାନ ଅଭିନେତ୍ରୀ କରିନା ନିଜ ବେଡ ରୁମର କିଛି କଥା ଏକ ଇଣ୍ଟରବିୟୁରେ ପରିପ୍ରକାଶ କରିଛନ୍ତି । ୨୦୧୨ରେ କରିନା ସେଫଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପୂର୍ବରୁ ଦୁହିଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ବିବାହ ପରେ ସେଫ ଓ କରିନାଙ୍କ ମଧ୍ୟରେ ରୋମାନ୍ସ ଆହୁରି ବଢି ଯାଇଛି । ବଲିଉଡର ସବୁଠାରୁ ରୋମାଣ୍ଟିକ ଓ ପର୍ଫେକେଟ କପଲ ବା ଯୋଡି ଭାବେ ଅଭିନେତ୍ରୀ କରିନା ଓ ଅଭିନେତା ସେଫ ପରିଚିତ ଅଟନ୍ତି ।

ସେ ତାଙ୍କର ବେଡ ରୁମକୁ ନେଇ ଏକ ରୋମାଞ୍ଚକର କଥା ଶେୟାର କରିଛନ୍ତି ଯେ ସେ ଶୋଇବାକୁ ଯିବା ପୂର୍ବରୁ ୩ଟି ଜିନିଷର ଆବଶ୍ୟକତା ରହିଥାଏ । ସେହି ୩ଟି ଜିନିଷ ହେଉଛି ୱା-ଇ-ନ ବୋତଲ, ପାଜାମା ଓ ତାଙ୍କ ସ୍ଵାମୀ ସେଫ ଅଲ୍ଲୀ ଖାନ ଯାହାକୁ ସେ ବହୁତ ଭଲ ପାଆନ୍ତି । ଏହି କଥାକୁ ପ୍ରକାଶ ସମୟରେ ଅଭିନେତ୍ରୀ କରିନା କପୁର ଟିକେ ହେଲେ ବି ଲାଜ ବା କୁଣ୍ଠାବୋଧ କରି ନ ଥିଲେ । କରିନାଙ୍କର ଏଭଳି କଥାକୁ ତାଙ୍କର ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ବର୍ଷ ସେ ତାଙ୍କର ଦିତୀୟ ପୁଅକୁ ଜନ୍ମ ଦେଇଛନ୍ତି । ସେ ତାଙ୍କ ପୁରା ପରିବାର ସହ ବେଶ ଖୁସିରେ ନିଜର ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।