ଭାରତ ସହିତ ଠିଆ ହେଲେ ପଶ୍ଚିମ ଦେଶସବୁ, USA, ଫ୍ରାନ୍ସ, ଋଷିଆ ଲଢ଼ିଲେ ଭାରତ ପାଇଁ

ଭାରତର ସବୁଠାରୁ ବଡ଼ ହତିୟାର ଯାହା ହେବାକୁ ଯାଉଛି ଯାହାର ନା ହେଉଛି INS Vikrant ର ଟେଷ୍ଟିଂ ଆରମ୍ଭ କରିଦିଆଯାଇଛି । ଆଶା କରାଯାଉଛି କି ୨ ବର୍ଷ ଭିତରେ ଏହା ସେନା ରେ ସାମିଲ ହେବ । ଚୀନ୍ ପଟୁ ବିବାଦ ଦେଖି ଏହାକୁ ଆହୁରି ଜଲ୍ଦୀ କରାଯିବାର ସମ୍ଭାବନା ଅଛି । ଭାରତ ପାଇଁ ଲଢ଼ୁଛନ୍ତି USA, ଋଷିଆ, ଫ୍ରାନ୍ସ । ତେବେ ଚାଲନ୍ତୁ ଜାଣିବା ।

ଗୋଟେ ଏଆର କ୍ରାଫ୍ଟ୍ ଯେତିକି ଜରୁରୀ ହୋଇଥାଏ ସେତିକି ଜରୁରୀ ଫାଇଟିଂ ଜେଟ୍ ମଧ୍ୟ ହୋଇଥାଏ ଦୁଇଟି ର ତାଳ ମେଳ ଜବରଦସ୍ତ ହେବା ଦରକାର । ସେଥିପାଇଁ ନୌସେନା ପାଇଁ ଯେଉଁ ଜେଟ୍ ଥାଏ ତାହା ବହୁତ୍ ଅଲଗା ହୋଇଥାଏ । ତାଙ୍କୁ ମୋଡିଫାଏ କରାଯାଇଥାଏ । ଏମିତିରେ ଭାରତ ୫୦ ଟି ଫାଇଟର ଜେଟ୍ ର ଆବଶ୍ୟକ ରହିଛି ।

ତେବେ ସେଥିପାଇଁ ଲଢ଼େଇ ଆରମ୍ଭ ହୋଇସାରିଛି । ଏବଂ ସବୁ ଦେଶ ନିଜ ନିଜ ଦାମ କହିଛିି । ଏଥିରେ ମୁଖ୍ୟ ୩ ଟି ଦେଶ ସାମିଲ୍ ଅଛି ପ୍ରଥମ USA, ଦିତିୟ ଫ୍ରାନ୍ସ ଏବଂ ତୃତୀୟ ଋଷିଆ । ଋଷିଆ ତରଫରୁ ଯେଉଁ କଂଟେନର ଅଛି ତାହା ହେଉଛି ମିଗ୍ ୨୯, ଋଷିଆ ଦାବି କରିଛି କି ମିଗ୍ ୨୯ ପୁରୁଣା ହୋଇପାରେ କିନ୍ତୁ ଭାରତ ଯଦି ଏହା କିଣୁଚି ତେବେ ଏହା ବହୁତ୍ ଭଲ ହେବ ।

ଦ୍ଵିତିୟ ରେ ଅଛି ରାଫେଲ, ଭାରତ ପୂର୍ବରୁ ରାଫେଲ ବ୍ୟବହାର କରିଛି ଏହା ଦ୍ଵାରା ଭାରତକୁ କୌଣସି ଅସୁବିଧା ହେବ ନାହିଁ । ତୃତୀୟ ରେ ଅଛି ବୋଇଂ f୧୮ ଏହା ବହୁତ ଭଲ ବୋଲି କୁହାଯାଏ । ବର୍ତମାନ ଆମେରିକା ଏହାକୁ ଭାରତକୁ ବିକିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏବଂ ଏହା ଏକ ବହୁତ୍ ବଡ଼ ଷ୍ଟ୍ରଙ୍ଗ କଣ୍ଟେଟର ବୋଲି କୁହା ଯାଇଛି ।

ଏହାକୁ ସି କିଙ୍ଗ ମଧ୍ୟ କୁହା ଯାଇଥାଏ । ଏହି ୩ ଟି ମଧ୍ୟରୁ ୨ ଟିକୁ ବେଶି ଗୁରୁତ୍ବ ଦିଆ ଯାଇଛି ଋଷିଆ କୁ ଟିକେ ପଛରେ ରଖାଯାଇଛି କାରଣ ଏବେ ସମୟରେ ମିଗ୍ ୨୯ ବହୁତ୍ ପୁରୁଣା ହୋଇସାରିଲାଣି । ତେବେ ବର୍ତମାନ ଏହା ଦେଖାଯିବ କି ଭାରତୀୟ ସେନା କଣ ବାଛିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।