ଆଜିର ରାଶିଫଳ, 22 ନଭେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର କମ ପ୍ରୟାସରେ ବହୁତ ଅଧିକ ସଫଳତା ମିଳିବ ଓ ଧନ ଲାଭର ପ୍ରାପ୍ତି ହେବ । ମନ ଶାନ୍ତ ରହିବ ଓ ଆପଣ ନିଜକୁ ମାନସିକ ଚାପ ରୁ ମୁକ୍ତ ପାଇବେ । ଲମ୍ବା ସମୟରେ ଆଜି ଆପଣ ବହୁତ ଭଲ ଅନୁଭବ କରିବେ । ସମ୍ପତି କୁ ନେଇ ଆଜି ଚର୍ଚ୍ଚା ବା ବିବାଦ ହୋଇପାରେ । ଆପଣଙ୍କ କାମ ଉପରେ ଅନୁଶାସିତ ରହିବାର ଅତିରିକ୍ତ ଆବଶ୍ୟକତା ଅଛି । କାରୋବାର କରୁଥିବା ଜାତକ ଙ୍କୁ ଭଲ ଫାଇଦା ମିଳିବ ।

ବୃଷ ରାଶି : ଆଜି ଆଲୋଚନା ସମୟରେ ସଂଯମ ରଖନ୍ତୁ । ଶୁଭ କାର୍ଯ୍ୟ ରେ ଧନ ବ୍ୟୟ ହେବ । କୌଣସି ବ୍ୟାଧି କାରଣରୁ ମନ ବିଚଳିତ ହେବାରୁ କୌଣସି ନିସ୍ପତି ନେବାରେ ବାଧା ସୃଷ୍ଟି ହେବ । ଅଧିକ ବିଚାର କାରଣରୁ ମାନସିକ ଚାପ ବଢିପାରେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଉନ୍ନତି ର ଶୁଭ ଅବସର ମିଳିବ । ପରିଜାନ ମାନଙ୍କ ସହ ରୁଚି ପୂର୍ଣ୍ଣ ଭୋଜନର ଆନନ୍ଦ ନେବେ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ଆକସ୍ମିକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି କାମ କାର୍ଯ୍ୟ ଅଧିକ ହେବାରୁ ଆପଣ ବ୍ୟସ୍ତ ରେ ରହିବେ । ଏହି ରାଶିର ଛାତ୍ର ଙ୍କ ପାଇଁ ଦିନ ମିଶ୍ରିତ ରହିବ । ପରିବାର ଲୋକେ ଆପଣଙ୍କ ବ୍ୟବାହରେ ପ୍ରସନ୍ନ ହେବେ । କାର୍ଯ୍ୟ ସ୍ଥଳରେ ଭୁଲ ବୁଝାମଣା ଓ ଭୁଲ ସୂଚନା ଆପଣଙ୍କ ବ୍ୟବସାୟିକ ରୂପରେ ଖରାପ କରିପାରେ । ଘରେ ବଡ ମାନଙ୍କର ପରାମର୍ଶ ନେଇ ନିସ୍ପତି ନିଅନ୍ତୁ । ଛୋଟ ଛୋଟ କଥାରେ ଉଗ୍ର ହେବାରୁ ବଞ୍ଚିତ ରୁହନ୍ତୁ । ଭାବନା ଓ ସମ୍ବେଦନଶୀଳତା ରେ ଭାସି ଯାଆନ୍ତୁ ନାହି ।

କର୍କଟ ରାଶି : ଆଜି ସାମାଜିକ କାର୍ଯ୍ୟ ରେ ମନ ଲାଗିବ । କାରୋବାର କରୁଥିଲେ ଆପଣ କୌଣସି ବିଶ୍ଵସ୍ତ ଲୋକଙ୍କ ସହ ଲେନଦେନ କରନ୍ତୁ । ଏହି ରାଶିର ଯେଉଁ ଲୋକ ଆଧ୍ୟାତ୍ମିକ କ୍ଷେତ୍ର ରେ ଅଗ୍ରସର ଅଛନ୍ତି ସେମାନଙ୍କ ପାଇଁ ଦିନ ଭଲ ରହିବ । ଘରୋଇ କାର୍ଯ୍ୟ ରେ ବନ୍ଧୁଙ୍କ ସହଯୋଗ ମିଳିବ । ଉନ୍ନତି ମିଳିବାରୁ ପରିବାର ରେ ଖୁଶିର ମାହୋଲ ରହିବ । ସନ୍ତୁଳିତ ଭୋଜନ କରିଲେ ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ଦିନ ଆନନ୍ଦମୟ ରହିବ ।

ସିଂହ ରାଶି : ସ୍ବଭାବରେ ଜିଦୀପଣ ହୋଇପାରେ । ଖର୍ଚ୍ଚ ରେ ବୃଦ୍ଧି ହେବ । ବନ୍ଧୁ ଓ ପରିଜନ ଙ୍କ ସହଯୋଗ ମିଳିବ । ଏହି ରାଶିର ଲୋକେ ଧାର୍ମିକ କାର୍ଯ୍ୟ ରେ ରୁଚି ରଖିବେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଭେଟି ବା ଉପହାର ପ୍ରାପ୍ତି ହୋଇପାରେ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ପିକନିକ ବା କୌଣସି ସ୍ଥାନକୁ ବୁଲିବାକୁ ଯିବାର ପ୍ଳାନ କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନରେ ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ ।

କନ୍ୟା ରାଶି : ପରିବାରର ବଡ ସଦସ୍ୟ ଙ୍କ ସହଯୋଗ ପ୍ରାପ ହେବ । ଆଜି ଦିନରେ ଆପଣଙ୍କୁ ସତର୍କ ରହିବାର ଜରୁରତ ଅଛି । କାରଣ ଆଜି ଆପଣ ଅଧିକ ଭାବୁକତା ହେବେ । କୌଣସି କଥାକୁ ନେଇ ଆପଣ ଖୁସି ଅନୁଭବ କରିବେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । କୌଣସି ସମ୍ପତି ର ସଉଦା କୁ ଅନ୍ତିମ ରୂପରେ ଦେବା ପୂର୍ବରୁ ସବୁ କାଗଜପତ୍ର କୁ ଧ୍ୟାନ ଦେଇ ରଖନ୍ତୁ ନଚେତ କ୍ଷତି ହୋଇପାରେ । ବିଦ୍ୟାର୍ଥୀ ଙ୍କ ମନ ପଢା ରେ ଲାଗିବ ।

ତୁଳା ରାଶି : ଜୀବନ ସାଥିଙ୍କ ସହଯୋଗ ମିଳିବ । ସମ୍ପର୍କ ରେ ସୁଧାର ଆସିବ । ପରିବାରର କୌଣସି ସଦସ୍ୟ ଆପଣଙ୍କ ପ୍ରତିଷ୍ଠା ବାହାଇବ । ଉନ୍ନତି ପାଇଁ ନୂଆ ମାର୍ଗ ଓ ବିକଳ୍ପ ସନ୍ଧାନ କରିବା ଜରୁରୀ ଅଟେ । ସମ୍ପତି ଡିଲର ପାଇଁ ଦିନ ଅଧିକ ଲାଭଦାୟକ ରହିବ । ଆଜି ବନ୍ଧୁ ବା ପରିଜନ ଙ୍କ କମି ଅନୁଭବ କରିବେ । କ୍ଯାରିୟର ରେ ଆଗକୁ ବଢିବାର ଅବସର ମିଳିବ । ପ୍ରେମ ଜୀବନରେ ସମୟ ଅନୁକୁଳ ରହିବ ।

ବିଛା ରାଶି : ଆଜି ଆପଣ ପୁରୁଣା ବନ୍ଧୁ ଙ୍କ ଭେଟ କରିବେ । ଆପଣଙ୍କ ଅବହେଳା ସ୍ଵଭାବ ମାତା ପିତା ଙ୍କୁ ଦୁଖୀ କରିପାରେ । କୌଣସି ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ରାୟ ନିଶ୍ଚୟ ଜଣାନ୍ତୁ । ଲେନଦେନ କରିବା ସମୟରେ ତରବର ହୁଅନ୍ତୁ ନାହି । ବାଣୀ ଉପରେ ସଂଯମ ରଖନ୍ତୁ । ମଉଜ ମସ୍ତି ପାଇଁ ବୁଲିବା ପାଇଁ ସନ୍ତୋଷ ଜନକ ରହିବ । ଲୋକଙ୍କର ଦାଖଲ ଅନ୍ଦାଜ ଦାଂପତ୍ଯ ଜୀବନରେ ସମସ୍ଯା ଆସିପାରେ । ତେଣୁ କାହା କଥା ରେ ପଡନ୍ତୁ ନାହି ।

ଧନୁ ରାଶି : ଆପଣଙ୍କ ପାଇଁ ଆଜି ଯେଉଁ କାମ କାସ ତାହାକୁ ପୁରା କରନ୍ତୁ । ଦିନ ଶାନ୍ତି ରେ ବ୍ଯତୀତ ହେବ । ବୈଚାରିକ ମତଭେଦ କାରଣରୁ ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ବିବାଦ ହୋଇପାରେ । ପୁରୁଣା କାମରୁ ଫାଇଦା ପାଇବେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଅଚାନକ ଭେଟ ହେବ । କୌଣସି ଧାର୍ମିକ ସ୍ଥାନକୁ ଯିବାର ପ୍ଳାନ କରିବେ । ଆପଣଙ୍କ ମେହନତ ଅଧିକ ରହିବ । ଏହି ଆରାଶିର ମହିଳା ପାର୍ଟି କୁ ଯାଇ ପାରନ୍ତି । ଭାଗ୍ଯର ସହଯୋଗ ପାଇବେ ।

ମକର ରାଶି : ଆଜି ଆପଣଙ୍କ ପରିବାର ରେ ଅନୁଶାସନ ବାତାବରଣ ରହିବ । ନିଜ କାମ ସହ ବ୍ୟକ୍ତିଗତ ରୁଚି ଉପରେ ଧ୍ୟାନ ଦିଅନ୍ତୁ । ଏମିତି କରିଲେ ଆପଣଙ୍କ ଠାରେ ନୂଆ ଉର୍ଜ ର ସଂଚାର ହେବ । ନୂଆ ବ୍ୟବସାୟ ଆରମ୍ଭ କରିବା ତଥା ବିବେକ ପୂର୍ଣ୍ଣ ନିବେଶ କରିବା ପାଇଁ ବହୁତ ଭଲ ଅବଧି ରହିଛି । ଟଙ୍କା ପଇସା ମାମଲାରେ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ହୋଇପାରେ ।

କୁମ୍ଭ ରାଶି : ଆଜି ଆପଣ ମହତ୍ଵ ପୂର୍ଣ୍ଣ ଲୋକଙ୍କୁ ପ୍ରଭାବିତ ଓ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ଆଜି ଆପଣ ସନ୍ତାନ ଙ୍କ ଶିକ୍ଷା ପ୍ରତି କେଉଁଠି କି ଯାତ୍ରା କରି ପାରନ୍ତି । ସାମାଜିକ କ୍ଷେତ୍ର ରେ ଜଡିତ ଲୋକେ ଆଜି ସାମାଜିକ କାର୍ଯ୍ୟ କ୍ରମ ରେ ଯିବାର ଅବସର ମିଳିବ । ଯାହା କାରଣରୁ ଆପଣ ସନ୍ଧ୍ୟା ସମୟରେ ଥକାପଣ ଅନୁଭବ କରିବେ । କୌଣସି ବ୍ୟକ୍ତି ଙ୍କ ସାହାଜ୍ଯ କରିବାର ଅବସର ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଆଜି ଆପଣଙ୍କୁ ସବୁ କଷ୍ଟ ରୁ ମୁକ୍ତି ମିଳିବ । ଆପଣଙ୍କୁ ଧନ ପ୍ରାପ୍ତି ହେବ । ଘରେ ସୁଖ ସମୃଦ୍ଧି ଆସିବ । କୌଣସି କଠିନ କାମ ସହଜରେ ପୁରା କରିବେ । କାର୍ଯ୍ୟ କ୍ରମ ରେ ଯିବାର ଅବସର ମିଳିବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଦାୟିତ୍ଵ ମିଳିପାରେ । ରଚମାତ୍ମକ କାର୍ଯ୍ୟ ରେ ଆଗ୍ରହୀ ହେବେ । ଅଟକି ରହିଥିବା କାମ ପୁରା ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଗାମୀ ଦିନ ବହୁତ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।