ଆଜିର ରାଶିଫଳ, 22 ଏପ୍ରିଲ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି – ସମୟ ଆପଣଙ୍କ ପାଇଁ ଅନେକ ଶୁଭ ଅଛି ଏହା ପାଇଁ ଆପଣଙ୍କ ଆସା ଅନୁସାରେ ଫଳ ପ୍ରାପ୍ତି ହେବ । କିଛି ଲୋକଙ୍କୁ ନିଜ ଘର ଲାଭ ହେବାର ଯୋଗ ଦେଖାଉଛି । ଆପଣଙ୍କ ଅଧିକ ଦିନରୁ ଅଟକି ଥିବା ପଇସା ମିଳିବାର ଯୋଗ ଅଛି ।ଯଦି ଆପଣ କାହାକୁ କିଛି ଦେଉଛନ୍ତି ତେବେ ତା ପ୍ରତି ନିଜକୁ ସାବଧାନରେ ରଖନ୍ତୁ । ପାରିବାରରେ ମଧ୍ୟମ ଫଳ ପ୍ରାପ୍ତି ହେବ । ଆପଣ ସବୁ ପ୍ରକାର ସୁଖ ପରିବାରରୁ ପାଇ ପାରିବେ ନାହିଁ । କାରଣ ଗ୍ରହ ମାନଙ୍କର ପରିବର୍ତନ ଏହାକୁ ଅଟକେଇବା ପ୍ରୟାଶ କରିବା।

ବୃଷ ରାଶି- ଆପଣ କିଛି ନୂଆ ଜାଣ ବାହନ କିଣି ପାରିବେ ଅଥବା ଆପଣ ନୂଆ ଘର ତିଆରି କରିବା ଯୋଗ ଦେଖାଉଛି । ପାରିବାର ପାଇଁ ଅନେକ ଖର୍ଚାନ୍ତ ହୋଇବେ । ନିଜ ଶରୀରର ପ୍ରତି ଆପଣ ନଜର ରଖନ୍ତୁ କାରଣ ଦେହ ଖରାପର ପ୍ରବଳ ସମ୍ଭାବନା ଅଛି ।ପରିବାରରେ ମାଙ୍ଗଳିକ କାର୍ଯ୍ଯରେ ଆପଣଙ୍କର ଅନେକ ପଇସା ଯିବାର ଯୋଗ ଦେଖାଉଛି । ବିଷେଶ କରି ଯଦି ଆପଣ ନିଜର ପ୍ରପୋଟି କୁ ଭଡାରେ ଦେବାକୁ ଚାହାନ୍ତି ତେବେ ଦେଇ ପାରିବେ ଅସୁବିଧା ନାହିଁ । ମାତ୍ର ଧ୍ୟାନ ରଖିବେକି ଆପଣ ଯେମିତି ଅଧିକ ଖର୍ଚ ନ କରନ୍ତି ଓ ଶରୀରର ଧ୍ୟାନ ରଖନ୍ତୁ । ଗ୍ରହର ଚଳନ ଏଥର ଆପଣଙ୍କ ଜୀବନର ଧନ ଉପରେ ଅଧିକ ପ୍ରଭାବ ପକାଇବ।

ମିଥୁନ ରାଶି – ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ରୁଚି ରହିବା । ଆପଣ ପରିବାରରୁ ଏକ ପ୍ରକାର ସମର୍ଥନ ପାଇବେ । ବନ୍ଧୁ ମାନକ ସହ ଦେଖା କରି ଆପଣଙ୍କୁ ଖୁଶି ଲାଭ ହେବ । ଆପଣ କିଛି ନୂଆ ଜ୍ଞାନ ପାଇବା ପାଇଁ ମନ କରିବେ । ସହପାଠୀ ମାନେ ସହଯୋଗ କରିବେ। ନୂଆ ସମ୍ପତି ଯଥା ଯମୀ କିଣିବା ଦିଗରେ ଆପଣ ନିଜର ପୁଞ୍ଜି ଲଗାଇବେ । ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଆପଣ ଯଦି ନିଜକୁ ଖରାପ ଚିନ୍ତା ଭିତରେ ରଖିବେ ତେବେ ହେବାକୁ ଯାଉଥିବା କାମ ବି ବିଫଳ ହୋଇ ପାରେ । ମନ ସାମନ୍ୟା ବିଚଳିତ ରହିବା ନିଜକୁ ସ୍ଥିର ରଖିବାକୁ ଚେଷ୍ଟା କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ ରାଶି – ଆପଣ ନୂଆ ବିଷୟରେ ନିଜକୁ ସାଇନ ଅପ କରିବେ ନିଉଜକୁ କିଛି ନୂଆ ପ୍ରଶିକ୍ଷଣ ରେ ସାମିଲ କରିବେ । ସ୍ଥାନ ପରିବର୍ତ୍ତନ ଯୋଗ ଅଛି କର୍ମ କ୍ଷେତ୍ର ରୁ ବଦଳି ହୋଇ ପାରେ କିମ୍ବା ନୂଆ ଜାଗାରେ ପରିବାର ପାଇଁ ଆପଣ ଯାଇ ପାରନ୍ତି ।ଆଜି ଆପଣଙ୍କୁ ମିଶା ମିଶି ଫଳ ଲାଭ ହେବାକୁ ଯାଉଛି । ନିଜ ପରିଶ୍ରମରୁ ଆପଣଙ୍କୁ ସଫଳତା ମିଳିବ ମାତ୍ର ଆପଣ ନିଜର କଥା ଉପରେ ସଂଯମ ରକ୍ଷା କରିବେ ଓ କଥା କହିବ ସମୟରେ ଭାବି ଚିନ୍ତି କହିବେ । ଆପଣଙ୍କୁ କିଛି କଥାରେ ରାଗ ଆସିପାରେ ସେଠାରେ ଚୁପ ରହିବେ ନହେଲେ ଆପଣ ବିବାଦରେ ପଡି ପାରନ୍ତି ।

ସିଂହ ରାଶି – ଏହି ରାଶି ର ବ୍ୟକ୍ତି ଭାବନାତ୍ମକ ଦିଗରେ ସକ୍ରିୟ ହୋଇବେ । ଏହାର କାରଣ ହଉଛି ଆପଣ ଅଧିକ ସମୟ ଆପଣଙ୍କ ପାର୍ଟନର ସହ ଅଧିକ ସମୟ ବିତାଇ ପାରିବେ । ସନ୍ତାନ ସମୟ ଉତ୍ତମ ଅଟେ ଯଦି ଆପଣ ଏହୀ ଦିଗରେ ପ୍ରୟାଶ କରୁଛନ୍ତି ତାହା ଭଲ ଅଟେ । ଆପଣ କିଛି ଜରୁରୀ କାମରେ ବ୍ୟସ୍ତ ରହିବେ ଓ କିଛି ଅର୍ଗାନାଇଜେସନ ସହ କିମ୍ବା ନିଜ ବ୍ୟବସାୟରେ ଥିବା ଲୋକଙ୍କ ସହ ବିଆଦରେ ପଡି ପାରନ୍ତି । ସେଥି ପାଇଁ ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି – ପାରିବାରିକ ବାତାବରଣ ଆନନ୍ଦ ରହିବ ଆପଣଙ୍କ ପୂରା ଧ୍ୟାନ ଆପଣଙ୍କ ପରିବାର ଓ ସମ୍ବନ୍ଧୀୟ ମାନଙ୍କ ଉପରେ ରହିବ । ଆପଣ ପରିବାର ପାଇଁ ଯତ୍ନ ଶୀଳ ହେବେ ଏହା ପାଇଁ ଆପଣଙ୍କୁ ଗୁରୁଜନ ମାନଙ୍କ ଠାରୁ ଆର୍ଶୀବାଦ ପ୍ରାପ୍ତି ହେବ । ଆପଣ ନିଜର ବୁଦ୍ଧି ପାଇଁ ପ୍ରଶଂସିତ ହେବେ । ନିଜ ଜୀବନରେ କିଛି ନୂଆ କରି ଲୋକପ୍ରିୟତା କୁ ଆପଣେଇବେ । ବିଦେଶୀ ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ବ୍ୟାପାରରେ ଅଧିକ ଶୁଭଲାଭ କରିବେ। ଆପଣଙ୍କ ପାଖରେ ଥିବା ଧନର ସଦୁପଯୋଗ କରିବେ ।

ତୁଳା ରାଶି – ଆପଣଙ୍କ ସନ୍ଦେହ ଦୂର ହେବ ଆପଣ ଆଗକୁ ବଢିବେ । ଆପଣ ନିଜର କ୍ଷମାତାର ସମ୍ପୂର୍ଣ ଭାବରେ ପ୍ରୟୋଗ କରି ପାରିବେ । ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ଅଛି । ଯଦି ଆପଣ ନିଜର ସପନକୁ ସାକାର କାରିବାକୁ ଚାହାନ୍ତି ତାହା ଆପଣ ଏହି ସମୟ ଭିତରେ ଅନେକ ଖୁଶି ଖବର ପାଇବେ । ଆପଣ ବ୍ୟାପାରରେ କିଛି ନୂଆ ନିବେଶ କରିବେ । ଆପଣଙ୍କୁ ନୂଆ ପରିଚୟ ମିଳିବ ନିଜ କାମ ପାଇଁ ଓ ପରିଶ୍ରମ ପାଇଁ ଆପଣ ଅନେକ ଉପରକୁ ଯିବେ ।

ବିଛା ରାଶି – ଆପଣ ପରିବାରରେ ସମସ୍ତଙ୍କୁ ଭଲ ପାଇବା ଓ ସ୍ନେହ ଦେବେ । ଏଥିରେ ପରିବାରରେ ପରସ୍ପର ସହ ନିବିଡ ସମ୍ପର୍କ ହେବ ।ଆପଣ ଓ ଆପଣଙ୍କ ଜୀବନ ସାଥି ନିଜର ଶରୀର ସନ୍ତୁଳନ ପାଇଁ ନିୟମିତ ବ୍ୟାୟମ କରନ୍ତୁ । ଏହା ସହ ନିଜର ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ କାରଣ ଏହି ସମୟରେ ଆପଣଙ୍କ ଶରୀର ସାମାନ୍ଯ ଖରାପ ହୋଇ ପାରେ। ବ୍ୟବସାୟରେ ଆପଣ ଲାଭବାନ ହୋଇ ପାରିବେ । ଆପଣ ଯଦି ପରୀକ୍ଷା ଦେବାକୁ ଯାଉଛନ୍ତି ତେବେ ଧ୍ୟାନ ଲଗାଇ ନିଜର ପାଠକୁ ପଢନ୍ତୁ କାରଣ ଏହା ନହେଲେ ଆପଣ ଅସଫଳ ହୋଇ ପାରିବେ ।

ଧନୁ ରାଶି – ଆପଣ ଅନେକ ବ୍ୟାପାରରେ ନିଜକୁ ବ୍ୟସ୍ତ କରିବେ । କେତେକ ସାମାଜିକ ଅନୁଷ୍ଠାନରେ ଆପଣ ବିଶେଷ ଚରିତ୍ରରେ ରହିବେ । ଅନେକ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବେ । ପରିବାରରେ ଭଲ ସମୟ ବିତାଇବେ ଆପଣ । ଆପଣ ଯଦି କିଛି ନୂଆ କରିବା ପାଇଁ ଯାଉଛନ୍ତି ତେବେ ଗୋଟେ ଜିନିଷ ଧ୍ୟାନ ରଖନ୍ତୁ କି ଯାହା ବି କରିବେ ବଡ ଲୋକଙ୍କ ପରାମର୍ସ ନେଇକି କରିବେ ଏହା ନହେଲେ ବିଫଳତା ମିଳିବ ଆପଣଙ୍କୁ। ଆଜି ଦିନଟି ଆପଣଙ୍କର ଭଲ ଜୀବ ନିଜ ଉପରେ ସଂଯମ ରକ୍ଷିବେ ।

ମକର ରାଶି – ଛାତ୍ର ଛାତ୍ରୀ ମାନେ ନିଜର ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ । ଆଇନ , ଇଞ୍ଜିନିୟରିଙ୍ଗ, ସାମ୍ବାଦିକତା କରୁଥିବା ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉତ୍ତିର୍ଣ କରିବେ ନିଜର ପରିଶ୍ରମ ଦ୍ଵାରା । ବ୍ୟାପାରରେ ଧନ ପ୍ରାପ୍ତିର ଯୋଗ ଅଛି । ଆପଣଙ୍କ ଆମଦାନୀ ବଢିବ । ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ସହ ଆପଣଙ୍କର ସୁସମ୍ପର୍କ ରହିଆବ।ଆପଣ ନିଜର କର୍ମ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ ।

କୁମ୍ଭ – ଆପଣଙ୍କ ସ୍ଥାନ ପରିବର୍ତ୍ତନ ସହ ଆପଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିପାରେ । ଆପଣଙ୍କ ସ୍ଥିତି ମଜୁବୁତ ରହିବ । ଆପଣ ଅନେକ କ୍ଷେତ୍ରରେ ନିଜର ଧନ ଓ ଜ୍ଞାନ ର ବିନିଯୋଗ କରିବେ । ଅନେକ ସମୟରୁ ଅଟକି ଥିବା କାମ ହେବାର ଯୋଗ ହେଉଛି । ପଦଉର୍ନତିର ଯୋଗ ଅଛି । ଶିକ୍ଷା କ୍ଷେତ୍ରରେ ଆପଣ ନିଜକୁ ଅଧିକ ଭଲ ବୋଲି ପ୍ରମାଣିତ କରି ପାରିବେ । ନିଜ ଉପରେ ସଂଯମ ରକ୍ଷା କରନ୍ତୁ ଓ ଭାବି ଚିନ୍ତି ନିଜର ମାତା ମତ ରଖନ୍ତୁ।

ମୀନ – ଏହି ରାଶିର ଲୋକଙ୍କୁ ଅଧିକ ଅନେକ ଶୁଭ ସମୟ ମିଳିବାର ଯୋଗ ଅଛି । ବ୍ୟାପାରୀ ମାନେ ନିଜ କର୍ମ କ୍ଷେତ୍ରରେ ଆଗୁଆ ରହିବେ । ଅଧିକ ଭଲ ସମୟ ଆପଣ ବିତାଇବେ ଆପଣ ନିଜର ପରିବାର ଲୋକଙ୍କ ସହ । ସନ୍ତାନ ତରଫରୁ ଆପଣ କିଛି ଭଲ ଖବର ପାଇବା ଯୋଗ ଅଛି । ଆପଣ ନିଜ ଶରୀରର ଧ୍ୟାନ ରଖିବେ । ଏହି ସମୟରେ ଆପଣଙ୍କୁ ନିଜର ଖାଇବା ପିବା ବାବଦରେ ବିଶେଶ ଧ୍ୟାନ ରଖିବାର ଅଛି । ନିଜର ପାଇସା ନିବେଶ କରିବା ସମୟରେ ଦେଖିକି ନିବେଶ କରନ୍ତୁ ଯଦି ହେଉଛି ତ ପରାମର୍ଶ ନେଇକି ଆପଣ ଏହାର ବିନିଯୋଗ କରିବେ । ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।