ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଏପ୍ରିଲ ୨୬ ଯାଏଁ ଏହି ସବୁ ସହରରେ ଲାଗୁହେବ ଲକ୍‌ଡାଉନ୍‌ !

ବନ୍ଧୁଗଣ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ଓ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଢେଇ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ବନ୍ଧୁଗଣ କରୋନା କୋପ ବଢିବାରୁ କେତେକ ଭାରତର କେତେକ ରାଜ୍ୟରେ ଅଧିକାଂଶ ଲୋକ ଏହି ଭାଇରସର ଚାପରେ ଆସିଯାଇଛନ୍ତି । ତେଣୁ ସରକାର କିଛି ନୂଆ ନୂଆ ଗାଇଡଲାଇନ ଜାରି କରିଛନ୍ତି । କରୋନା କୋପକୁ ଆଖି ଆଗରେ ରଖି ଆଲ୍ହାବାଦ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

ବନ୍ଧୁଗଣ ଗତବର୍ଷ ଏହି ସମୟ ବେଳକୁ କରୋନା ମହାମାରୀର କୋପ ଏତେ ବଢିଯାଇଥିଲେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରଯାଇଥିଲା । ଗତବର୍ଷ ଲକ୍ଷଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଥିଲେ ।

ଗତବର୍ଷ ଏହି ଭାଇରସର କୋପ ଏତେ ବଢିଯାଇଥିଲେ ଯେ, ୬ ମାସ କାଳ ସମଗ୍ର ଭରତରେ ଲକଡାଉନ ଘୋଷଣା କରାଯାଇଥିଲା । ଏହି ଲକଡାଉନ କାରଣରୁ ଜନସାଧାରଣ ମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ଦେଶର ଆର୍ଥିକ ଅବସ୍ତା ଶେଷ ସୀମାରେ ପହଞ୍ଚି ଥିଲା ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଉତ୍ତର-ପ୍ରଦେଶର ଆଲ୍ହାବାଦ ହାଇକୋର୍ଟର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି କୋଭିଡ ପ୍ରଭାବିତ ସହରକୁ ତୁରନ୍ତ ଲକଡାଉନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ୫ଟି ସହର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସହର ଗୁଡିକ ବିଷୟରେ ।

ହେଲେ କିଛି ସମୟ ପରେ କରୋନା ମହାମାରୀକୁ ନିୟନ୍ତ୍ରଣ କରାଯାଇଥିଲା ଓ ଦେଶରେ ଲକଡାଉନ ବ୍ୟବସ୍ତାକୁ ଉଠା ଯାଇଥିଲା । ଗତ କିଛି ମାସ ହେବ ଦେଶରେ ସବୁ କିଛି ପୂର୍ବପରି ହୋଇଯାଇଥିଲା । ହେଲେ ବନ୍ଧୁଗଣ କରୋନା ମହାମାରୀର ଦୁତୀୟ ଲହରୀ ଆସିବା ଫଳରେ ଦେଶରେ ପୁଣି ଦୁଃଖର ଛାୟା ଖେଳିଯାଇଛି । ପ୍ରଶାସନ ଜନସାଧାରଣଙ୍କୁ ସଚେତନ ଓ ସାବଧାନ ରହିବା ପାଇଁ ନିର୍ଦେଶ ଦେଉଛନ୍ତି ।

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି ଆଲ୍ହାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ଟି ସହରକୁ ସଂପୂର୍ଣ୍ଣ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିବା ପାଇଆନ ନିର୍ଦେଶ ଦେଇଛନ୍ତି । କାରଣ ବନ୍ଧୁଗଣ ଏହି ସବୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ସହର ଗୁଡିକ ହେଉଛି ବାରଣାସୀ, କାନପୁର, ପ୍ରୟାଗରାଜ, ଲକ୍ଷ୍ନୌ ଏବଂ ଗୋରଖପୁର ।

ମିଡିଆ ରିପୋର୍ଟସ ଅନୁସାରେ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଏହି ପାଞ୍ଚଟି ସହରରେ ଲକଡାଉନ ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଭାଇରସରୁ ବଞ୍ଚିବା ପାଇଁ ସତର୍କ ରୁହନ୍ତୁ ଓ କରୋନା ଗାଡିଲାଇନର ପାଳନ କରନ୍ତୁ, ଧନ୍ୟବାଦ ।