ଆଜିର ରାଶିଫଳ, 21 ଫେବୃୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ସଫଳତାର ନୂଆ ଦ୍ଵାରା ଖୋଲିବ । ସୁଖ ସାଧନାରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ଅସନ୍ତୁଷ୍ଟ ରହି ପାରନ୍ତି । ଆପଣ ଅଧିକ ଚିନ୍ତା କରନ୍ତୁ ନାହି । ପ୍ରେମିକା ଙ୍କୁ ରୋମାଣ୍ଟିକ ସ୍ଥାନ କୁ ନେବାର ପ୍ଳାନ କରିବେ । ଆତ୍ମବିଶ୍ଵାସ ଓ ଫୁର୍ତ୍ତି ରେ ପରି ପୂର୍ଣ୍ଣ ଆପଣ ଭଲ ଫାଇଦା ପାଇବେ । ଆପଣଙ୍କ ମଧ୍ୟରୁ କିଛି ଲୋକ ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଅଧିକ ପ୍ରଭାବଶାଳୀ ହେବେ ।

ବୃଷ ରାଶି : ସନ୍ତାନ ପକ୍ଷ ଠାରୁ କିଛି ଖୁସି ଖବର ପ୍ରାପ୍ତ ହେବ । ପାରିବାରିକ ବା ସମ୍ପର୍କର ସ୍ଥିତି ଆପଣ ଅସୁରକ୍ଷିତ ର ଭାବନା ଅନୁଭବ କରିବେ । ଆଜି ଆପଣ ଯାହା ବି ନିସ୍ପତି ନେବେ ତାହା ଉପରେ ଉଚିତ ଧ୍ୟାନ ଦିଅନ୍ତୁ । ଲୋଭରେ ଆସି ଭୁଲ କାମ କରନ୍ତୁ ନାହି । ଯଦି ଆପଣ କିଛି ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ବଡ ମାନଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ । ଯଦି ଆପଣ ମନ କଥା କାହାକୁ କହିବାକୁ ଚାହୁଁ ଛନ୍ତି ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବାର ଅଛି ।

ମିଥୁନ ରାଶି : ଯେଉଁ ଲୋକ ମାନଙ୍କର ନୂଆ ନୂଆ ବିବାହ ହୋଇଛି ସେମାନଙ୍କ ପାଇଁ ଦିନ ଉତ୍ତମ ରହିବ । ଆପଣଙ୍କ ସହଯୋଗୀ ଆପଣଙ୍କ କାମ ବିଗାଡିବାକୁ ଚେଷ୍ଟା କରି ପାରନ୍ତି । ବ୍ୟାପାର କ୍ଷେତ୍ରରେ ଆଜି ଦିନ ଟି ଭଲ ରହିବାର ଅଛି । କାରୋବାର ରେ ଆଜି ବଡ ଡିଲ ହୋଇପାରେ । ଆଜି ଆପଣ ଅଭୁତ ଭାବୁକ ରହିବେ । ପ୍ରତେକ କ୍ଷେତ୍ର ରୁ ଅପ୍ରତ୍ଯାଶିତ ସ୍ଥିତି ରୁ ଆପଣଙ୍କୁ ଶିକ୍ଷା ମିଳିବ ।

କର୍କଟ ରାଶି : ଆଜି ବାଦ ବିବାଦ କାରଣରୁ କିଛି କ୍ଷତି ହୋଇପାରେ । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କ ନାମ ଖରାପ କରିବାକୁ ଚେଷ୍ଟା କରି ପାରନ୍ତି । କିନ୍ତୁ ଆପଣଙ୍କ ସାମାଜିକ ଛବି ବଜାୟ ରହିବ । କଥାବାର୍ତ୍ତା ହେବା ସମୟରେ ସ୍ଵଭାବରେ ନମ୍ରତା ରଖନ୍ତୁ । ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ଏହା ଦ୍ଵାରା ଆପଣ ନିଜ କାମରେ ସଫଳ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ସଠିକ ରହିବ । କିନ୍ତୁ ଚିନ୍ତା ରୁ ଦୂରେଇ ରୁହନ୍ତି ।

ସିଂହ ରାଶି : ପାରିବାରିକ କାମ କାର୍ଯ୍ୟ ରେ ଅଧିକ ବ୍ୟସ୍ତ ରେ ରହିବେ । ଆଜି ଆପଣଙ୍କୁ ପ୍ରେମ ସମ୍ପର୍କ ରେ ଖୁସି ମିଳିବ । ନୂଆ ସମ୍ପର୍କର ଆରମ୍ଭ ହୋଇପାରେ । ପରିବାର କୌଣସି ସଦସ୍ୟ ଙ୍କ ବିବାହ ଯଦି ପରିବାର ରେ ଚାଲିଥାଏ ତେବେ ଆଜି ସ୍ଥିର ହୋଇପାରେ । ବିଦ୍ୟାର୍ଥୀ ବର୍ଗ ପରୀକ୍ଷା ବା ସାକ୍ଷାତ୍କାର ଆଦି ରେ ସଫଳତା ପ୍ରାପ୍ତ କରିବେ । ଅଧ୍ୟୟନ ରେ ମନ ଲାଗିବ । ଧନ ଅର୍ଜନ ସହଜ ହେବ । ଆପଣଙ୍କୁ କୌଣସି ପ୍ରୋଜେକ୍ଟ ରେ ନିଜର ରାୟ ଦେବାର ଅବସର ମିଳିବ ।

କନ୍ୟା ରାଶି : ଅଧିକାରୀ ଙ୍କୁ ଆପଣଙ୍କର ରାୟ ପସନ୍ଦ ଆସିବ । ଆପଣଙ୍କ ପାଇଁ ଆଜି ଦିନ ଟି ଉତ୍କୃଷ୍ଟ ଅଟେ । ଆପଣ ଅଟକିଥିବା ଧନ ପାଇ ଖୁସି ହେବେ । ଯେଉଁ ଲୋକ ରୋଜଗାର ସନ୍ଧାନରେ ଥିଲେ ସେମାନଙ୍କୁ ଆଜି ଖୁସି ଖବର ଶୁଣିବାକୁ ମିଳିପାରେ । ନିଜର ପ୍ରେମୀ ବା ଜୀବନ ସାଥିଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ସନ୍ଧ୍ୟାରେ ପରିଜନଙ୍କ ସହ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ ।

ତୁଳା ରାଶି : ପାରିବାରିକ ଦାୟିତ୍ଵ ରେ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ମାନସିକ ଚିନ୍ତା ରୁ ମୁକ୍ତି ହେବେ । ଆଜି ଅଚାନକ କାହା ସହ ରୋମାଣ୍ଟିକ ଭେଟ ହୋଇପାରେ । ଆଜି ଆପଣଙ୍କର ଅଧ୍ୟୟନରେ ରୁଚି ବଢିବ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ଓ ଖୁଶିମୟ ରହିବ । ଆଜି ଆପଣଙ୍କୁ ବନ୍ଧୁ ଓ ନିଜ ଲୋକଙ୍କ ଠାରୁ ସତର୍କ ରହିବାର ଅଛି । ଆଜି ଆପଣ ରୋମାଣ୍ଟିକ ମୁଡ ରେ ରହିବେ ।

ବିଛା ରାଶି : ଏଥିପାଇଁ ନିଜର ପ୍ରିୟ ଙ୍କ ସହ କ୍ଵାଲିଟି ଟାଇମ ସ୍ପେନ୍ଡ କରିବାର ଯଜନ କରିବେ । ମାନସିକ ଚିନ୍ତା ଓ ପଢା ରେ ରୁଚି କମ ହେବାର ନଜର ଆସିବ । ଅଫିସରେ ଆପଣଙ୍କୁ ଅଧିକାରୀ ମିଳିବେ । ଆଜି ଆପଣ ବହନ କିଣିବାକୁ ମନ ବଳାଇବେ । ଆଜି ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ଯାହା ଆପଣଙ୍କ ଜୀବନକୁ ଅଧିକ ଆରାମଦାୟକ ଓ ସନ୍ତୋଷଜନକ ବଣାଇବ । ଆପଣ ଏକା ସହ ଅନେକ କମାରେ ହାତ ଲଗାଇବେ ।

ଧନୁ ରାଶି : ଯାହା କାରଣରୁ ଆପଣଙ୍କ ବ୍ୟଗ୍ରତା ବଢିବ । ଯଦି ଆପଣ ବୁଝି ବିଚାରୀ କାମ କରିବେ ତେବେ ଆପଣଙ୍କ ସବୁ କାମ ସହଜରେ ପୁରା ହେବ । ଆଧ୍ୟାତ୍ମିକ କ୍ଷେତ୍ର ରେ ଗୋଟେ ନୂଆ ଚିନ୍ତାର ଜନ୍ମ ହେବ । ମାନସିକ ଚାପ କମ ହେବ । ଆଜି ଆପଣଙ୍କୁ ଦାୟିତ୍ଵର ବୋଝ ଉଠାଇବାକୁ ହେବ । ଜୀବନରେ ଅନୁଭବ ହେଉଥିବା କିଛି ବଡ ସମସ୍ୟା ର ସମାଧାନ ପ୍ରାପ୍ତ ହେବ । ବନ୍ଧୁ ଙ୍କ ସହଯୋଗ ଆପଣଙ୍କ ପାଇଁ ଜରୁରୀ ଅଟେ ।

ମକର ରାଶି : ପୂଜା ପାଠ ରେ ମନ ଲଗାଇବ । ଅପ୍ରତ୍ୟାଶିତ ରୋମାନ୍ସ ଆପଣଙ୍କୁ ଅଚାନକ ମିଳିପାରେ । ବ୍ୟାପାରୀ ଙ୍କୁ ବ୍ୟାପାର ଓ ଆୟରେ ବୃଦ୍ଧି ହେବ । ଚାକିରି ସନ୍ଧାନରେ ଥିବା ଯୁବକ ଙ୍କୁ ଚାକିରି ରେ ଭଲ ଅଫର ଆସିପାରେ । ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ । ସମ୍ପର୍କରେ ମଧୁରତା ଆସିବ । ମାନହାନି ହେବାର ସମ୍ଭାବନା ଅଛି । ମନ ମୁତାବକ କାମର ଆରମ୍ଭ କରିବେ । ପରିବାର ସହ ଭଲରେ ସମୟ ବିତାଇବେ ।

କୁମ୍ଭ ରାଶି : ଯାହା ଦ୍ଵାରା ଆପଣ ଆନନ୍ଦ ଅନୁଭବ କରିବେ । କାମରେ ପୁରା ଫୋକସ ବଜାୟ ରଖନ୍ତୁ । ବ୍ୟବସାୟ ପାଇଁ ଦିନ ଲାଭକାରି ରହିବ । ଆଜି ମନରୁ କରିଥିବା ସବୁ କାମ ସହଜରେ ପୁରା ହେବ । ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ବନ୍ଧୁ ଙ୍କୁ ଲାଭ ହେବ । ଆଜି ବନ୍ଧୁ ଙ୍କ ସହଯୋଗରେ ବିତ୍ତୀୟ କଠିନତାର ସମାଧାନ ହୋଇଯିବ । ମାତୃ ପକ୍ଷ ଙ୍କ ସମ୍ପର୍କୀୟ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ମୀନ ରାଶି : କିଛି ବି ନିସ୍ପତି ବିଚାର କରି ନିଅନ୍ତୁ । ଆପଣ ଅନୁଭବ କରିବେ କି ଆପଣଙ୍କ ବନ୍ଧୁ ଙ୍କ ସହଯୋଗରେ ବହୁତ ସହଯୋଗୀ ହେବେ । ପରିଜନ ରେ ଆନନ୍ଦ ଓ ଉଲ୍ଲାସ ର ବାତାବରଣ ବଜାୟ ରହିବ । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆଜି ଅସହାୟ ଲୋକଙ୍କୁ ଖାଇବାକୁ ଦିଅନ୍ତୁ, ସଫଳତା ଆପଣଙ୍କ ପଦ ଛୁଇଁବ । ପ୍ରତେକ ସ୍ଥିତି କୁ ନିରୀକ୍ଷଣ କରନ୍ତୁ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।