ଆଜିର ରାଶିଫଳ, 20 ଡିସେମ୍ବର 2021, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧-ମେଷ

ଆଜି କିଛି ଲୋକମାନଙ୍କ ଦ୍ଵାରା ଆପଣଙ୍କ ଖୁସିର ସମୟ ବିତାଇବେ । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ଅଟେ । କୌଣସି ବ୍ୟକ୍ତି ଆପଣଙ୍କର ସହିବାଶକ୍ତି ଓ ବୁଦ୍ଧିମତାର ପରୀକ୍ଷା ନେଇ ପାରେ । ଯେଉଁ ଲୋକମାନଙ୍କ ସହ ଆପଣଙ୍କର ସାକ୍ଷାତ କେବେ କେବେ ହୋଇଥାଏ, ତାଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ । ହୋଇପାରେ କି ଆପଣଙ୍କର ଜୀବନ ବହୁତ କଷ୍ଟଭରା ହୋଇପାରେ ।

୨-ବୃଷ

ଆଜି ବିରୋଧୀ ଓ ପ୍ରତିସ୍ପର୍ଧିମାନଙ୍କ ସହିତ ବାଦ – ବିଦାଦ ବଢିପାରେ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ ନାହିଁ । ସନ୍ତାନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । କିନ୍ତୁ ଭୁଲ ବୁଝାମଣା ଦୂର ହେବ । ବ୍ୟାପାରୀମାନଙ୍କୁ ଆଇନ ମାମଲାରେ ସମସ୍ୟା ହୋଇପାରେ । ଶତ୍ରୁମାନଙ୍କ ଉପରେ ବିଜୟ ମିଳିବ । ବ୍ୟବସାୟିକ କାରଣରୁ ଟଙ୍କା ଖର୍ଚ ହେବ । ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ ।

୩-ମିଥୁନ

ଯଦି ଆଜି ଆପଣ କୌଣସି ସାମାଜିକ ସମାରୋହରେ ଯିବାକୁ ଚିନ୍ତା କରୁଛନ୍ତି ତେବେ ଅବଶ୍ୟ ଯାଆନ୍ତୁ ଓ ଏହାର ଲାଭ ଉଠାନ୍ତୁ । ନୂଆ ଗାଡି କିଣି ପାରନ୍ତି । ଆଜି ବ୍ୟସାୟିକ ମାମଲାରେ ଅନୁକୂଳ ବାତାବରଣ ରହିବ । ଧାର୍ମିକ ଯାତ୍ରାର ରୂପରେଖା ରହିବ । ଲାଗୁଛି କି ଆପଣ ନିଜର ଜୀବନସାଥୀଙ୍କ ସହ ବହୁତ ଖୁସିରେ ରହିବେ । କାର୍ଯ୍ୟପ୍ରତି ଆପଣଙ୍କର ସମର୍ପିତ ଭାବ ସଫଲତା ଦେବ ।

୪-କର୍କଟ

ଆଜି ଆପଣ ଆତ୍ମବିଶ୍ଵାସ ଦମରେ ନିଜକୁ ପ୍ରମାଣିତ କରିବେ । ଯଦି ବାହାରକୁ ଯିବାର ଯୋଜନା ଅଛି ତେବେ ଶେଷ ସମୟରେ ସେହି ଯୋଜାନା ଭାଙ୍ଗିଯିବ । ପରିବାରରେ କୌଣସି ବଡ ଚିନ୍ତା ଆସିପାରେ । ଦରକାର ସମୟରେ ନିଜ ଲୋକମାନେ ହିଁ ସାହାର୍ଯ୍ୟ କରିବେ । କିନ୍ତୁ କିଛି ଏମିତି ସମସ୍ୟା ଆସିବ କି ଆପଣ ତାହା ଦ୍ଵାରା ମାନସିକ ଚିନ୍ତାରେ ରହିବେ ।

୫-ସିଂହ

ଆଜି ଆପଣଙ୍କର କାର୍ଯ୍ୟ ଅଧୁରା ରହି ପାରେ । କୌଣସି କାରଣ ଯୋଗୁ ବି ବ୍ୟୟ ଅଧିକ ହୋଇପାରେ । ବହୁତ ସମୟରୁ ଚାଲୁଥିବା ବିବାଦ ଆଜି ସମାଧାନ ହୋଇଯିବ । ନୂଆ ଦାୟିତ୍ଵ ମିଳିବ । ଯଦି କୌଣସି କଥାକୁ ନେଇ ବିବାଦ କରିବେ ତ ପରିଣାମ ଭଲ ରହିବ ନାହିଁ । ଏହା ସହିତ ପରସ୍ପର ଉପରେ ସନ୍ଦେହ କରିବେ ତ ପରିଣାମ ଭଲ ରହିବ ନାହିଁ । ଏମିତିରେ ଦୁଇଟି ହିଁ ପରିସ୍ଥିତିରୁ ନିଜକଉ ଦୂରେଇ ରଖନ୍ତୁ ।

୬-କନ୍ୟା

ଆଜି ସମ୍ପତିରେ ନିବେଶ କରିବା ସଠିକ ସମୟ ଅଟେ । ବିରୋଧୀମାନଙ୍କର ଯୋଜନା ଉପରେ ଆପଣ ଫସି ପାରନ୍ତି । ଆପଣଙ୍କର ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । ଭୁଲରେ ବି ନିଜର ସ୍ଵାଭବାରେ ପରିବର୍ତ୍ତନ ଆଣନ୍ତୁ ନାହିଁ । ମନରୁ ଖରାପ ଚିନ୍ତା ଦୂର କରନ୍ତୁ । ଭଲ କାମ ପ୍ରତି ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ସାମାଜିକ କାର୍ଯ୍ୟ ପ୍ରତି ମନବୃତି ରଖିବେ ।

୭-ତୁଳା

ଆଜି ଆପଣ ନିଜର ନିର୍ଣୟ ଉପରେ ଦୃଢ ରହିବେ ଓ ଦ୍ଵିତୀୟ ବ୍ୟକ୍ତିଙ୍କ ଉପରେ ବିଚାର କରି ପାରନ୍ତି । କୌଣସି ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ । ଧାର୍ମିକ ସଂଗତି ପ୍ରତି ଭଲ ସମୟ ଅଟେ । କୌଣସି ମିତ୍ରର ସହଯୋଗ ଦ୍ଵାରା ଚାକିରି ର ଅବସର ମିଳିପାରେ । ନୂଆ ଯୋଜନାରେ ଟଙ୍କା ନିବେଶ କରିବାର ଭଲ ସମୟ ଅଟେ । ଆର୍ଥିକ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି ।

୮-ବିଚ୍ଛା

ଆଜି ଆପଣ ନିଜର ଚେଷ୍ଟାକୁ ସଠିକ ଦିଗ ଦିଅନ୍ତୁ ଓ ଯାହା ଦ୍ଵାରା ଆପଣଙ୍କୁ ଅସାଧାରଣ ସଫଳତା ମିଳିବ । ବ୍ୟାବସାୟିକ ଲାଭରେ ବି ଯୋଗ ଅଛି । ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା ବଢିପାରେ । ଲୁଚିଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା କହିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଶାନ୍ତିଭରା ସମୟ ବିତାଇବେ । ପାର୍ଟନରଶିପରେ ଲାଭ ମିଳିବ ।

୯-ଧନୁ

ଆଜି ଆପଣ ନିରାସବାଦୀ ମାନସିକତାରେ ଉପରେ କାବୁ ରହିବାକୁ ଚେଷ୍ଟା କରନ୍ତୁ । ଆପଣ ଏଥିରେ ସଫଳ ମଧ୍ୟ ହେବେ । କୌଣସି ବହୁତ ପ୍ରଭାବଶାଳି କଥା ବି କହି ପାରିବେ । ଯାହା ବି କହିବେ ଲୋକମାନେ ଆପଣଙ୍କର କଥା ଶୁଣିବେ । ଟଙ୍କା ସ୍ଥିତିରେ ସୁଧାର ଆସିବ । ମନରେ ସ୍ଥିରତା ରହିବ । କିଛି ଅଟକିଥିବା କାମ ପୁରା ହୋଇଯିବ । ସ୍ଥିତି ଆପଣଙ୍କ ପାଇଁ ଭଲ ରହିପାରେ ।

୧୦-ମକର

ଆଜି ପୁରୁଣା ଭୁଲକୁ ନେଇ ଆପଣଙ୍କର ମନରେ ଡର ରହିବ । ପାର୍ଟନରଶିପରେ ଚାଲୁଥିବା ବାଧା ଦୂର ହେବ । ଭାଗ୍ୟ ପକ୍ଷ ମଜବୁତ ହେବାର କୌଣସି ବଡ ସମ୍ଭାବନା ଅଛି । ଧାର୍ମିକ କରଜରୁ ଆୟୋଜନ କିମ୍ବା ଧାର୍ମିକ ଯାତ୍ରାରେ ଯୋଗ ହେଉଛି । କାରୋବାରରେ ବଡ ଲାଭ ମିଳିବ । ଅନ୍ୟ ବ୍ୟକ୍ତିଙ୍କର ଭୁଲ ନିଜ ଉପରେ ଆସିପାରେ । ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ରହିବ ।

୧୧-କୁମ୍ଭ

ଆଜି ନୂଆ କାମ କାରୋବାରକୁ ମଜବୁତ ପ୍ରଦାନ କରିବ । କିନ୍ତୁ ସମର୍ପଣ ଭାବନା କମ ହୋଇଯିବ । ଯୁବପିଢିମାନଙ୍କର ଧ୍ୟାନ ମନୋରଞ୍ଜକ କାମରେ ରହିବ । କିନ୍ତୁ ଜାଣିଶୁଣି ଭୁଲ କରି ବସିବେ । ଜୀବନସାଥୀ ତରଫରୁ ସଫଳତା ମିଳିବ । ଅନ୍ୟ କେହି ଭୁଲ କରିଥିବ କିନ୍ତୁ ସେହି କାମ ଦ୍ଵାରା ଆପଣ ବିବାଦରେ ପଡି ପାରନ୍ତି । ଆୟ ଓ ବ୍ୟୟରେ ସମାନ ସ୍ଥିତି ରହିବ ।

୧୨-ମୀନ

ଆଜି କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବାଧା ଆସି ପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଆପଣଙ୍କୁ ଚାନ୍ସ ମିଳିପାରେ । ଆପଣଙ୍କର ବ୍ୟବହାର ଆଜି ଉତ୍ତମ ରହିବ । ଅଫିସରେ ସହକର୍ମୀମାନଙ୍କର ସହଯୋଗ ମିଳିବ । ଆଜି ବ୍ୟବସାୟିକ ମାମଲାରେ ଭାବନା ଦ୍ଵାରା କାମ କରନ୍ତୁ ।