ଜୀବନ ସାରା ସ୍ଵାମୀ ଠାରୁ ଦୁଃଖୀ ରହିଥାନ୍ତି ଏହି ଦୁଇ ନାମର ଝିଅ (Astrology)

ଏହି ଦୁନିଆରେ ବିବାହର ବନ୍ଧନ ବହୁତ ହିଁ ଖାସ ଓ ସମସ୍ତଙ୍କ ପାଇଁ ବହୁତ ହିଁ ଅଧିକ ମହତ୍ଵ ରଖିଥାଏ । କାରଣ ଜଣେ ଅଜଣା ବ୍ୟକ୍ତି ଓ ଅଜଣା ଝିଅ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଜୀବନ ସାରା ପରସ୍ପରର ହାତ ନ ଛାଡିବା ପାଇଁ ପ୍ରତିଜ୍ଞା ନେଇ ଥାନ୍ତି । ଗୋଟିଏ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁଠୁ ବଡ ଜିନିଷ ହେଉଛି ଭଲ ପାଇବା ଓ ବିଶ୍ଵାସ । ଏହା ଦ୍ଵାରା ହିଁ ଏହି ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଗୋଟିଏ ଝିଅ ନିଜ ଘର ଛାଡି ବିବାହ ପରେ ନିଜ ସ୍ଵାମୀ ସହ ରହିଥାଏ ସେ ନିଜ ସ୍ଵାମୀ ଠାରୁ ବହୁତ କିଛି ଇଚ୍ଛା ରଖିଥାଏ ।

ଗୋଟିଏ ପତ୍ନୀ ବିବାହ ପରେ ଜୀବନସାରା ନିଜ ସ୍ଵାମୀର ସାଥ ଦେଇଥାଏ ଓ ସବୁ ସ୍ଥିତିରେ ନିଜ ସ୍ଵାମୀ ସହ ଛିଡା ହୋଇଥାଏ । କିନ୍ତୁ କିଛି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ବିବାଦ ରହିଥାଏ । କାରଣ ତାଙ୍କ ସ୍ଵାମୀ ତାଙ୍କର ସାଥ ଦିଅନ୍ତି ନାହିଁ । ତାଙ୍କର କଥା ଶୁଣନ୍ତି ନାହିଁ । ତାଙ୍କର ଭାବନା ଓ ଇଚ୍ଛାକୁ ବି ଦେଖନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଦୁଇଟି ନାଁର ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ଵାମୀ ଠାରୁ ସବୁବେଳେ ଦୁଃଖୀ ରହିଥାନ୍ତି ।

K ନାମ ବାଲା ମହିଳାମାନେ

ଏହି ନାଁର ମହିଳାମାନେ ନିଜ ସ୍ଵାମୀକୁ ବହୁତ ଭଲ ପାଆନ୍ତି । ତାଙ୍କର ଭଲ ଧ୍ୟାନ ବି ରଖନ୍ତି । ତାଙ୍କ ପ୍ରତି ସଜାଗ ବି ରୁହନ୍ତି । ଏହି ନାଁର ମହିଳାମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ହିଁ ସଂବେଦନଶୀଳ ହୋଇଥାନ୍ତି । ତାଙ୍କ ପ୍ରତି ପ୍ରେମ ଭାବନା ରଖିଥାନ୍ତି । ତାଙ୍କୁ ନିଜର କରିବା ପାଇଁ ବହୁତ ଚେଷ୍ଟା ବି କରିଥାନ୍ତି । ଏହି ମହିଳାମାନେ ଚାହାନ୍ତି କି ତାଙ୍କ ଜୀବନ ସୁଖମୟ ରହିବ । ଏମାନେ ବି ଚାହାନ୍ତି କି ତାଙ୍କ ସ୍ଵାମୀ ବି ତାଙ୍କୁ ବହୁତ ଭଲ ପାଆନ୍ତୁ ।

କିନ୍ତୁ ଏହିଭଳି ମହିଳାଙ୍କ ଗୋଟିଏ ଖରାପ ଅଭ୍ୟାସ ସେମାନଙ୍କ ସମ୍ପର୍କରେ ଫାଟ ଆଣିବାର କାମ କରିଥାଏ । ଏହି ନାଁର ମହିଳାମାନେ ସବୁବେଳେ ଚାହାନ୍ତି କି ତାଙ୍କ ସ୍ଵାମୀ ସବୁବେଳେ ତାଙ୍କୁ ସବୁ ମୂହୁର୍ତ୍ତର ଖବର ଦିଅନ୍ତୁ । ତାଙ୍କୁ ନ ପଚାରି କିଛି ବି କରନ୍ତୁ ନାହିଁ । ଏହି କାରଣରୁ ଏହି ନାଁର ମହିଳାମାନଙ୍କର ଜୀବନରେ ଶାନ୍ତି ନ ଥାଏ ।

P ନାଁର ମହିଳାମାନେ

ଏମାନେ ବି ନିଜ ସ୍ଵାମୀଙ୍କୁ ଭରପୁର ଭଲ ପାଇବା ଦିଅନ୍ତି । ସେମାନଙ୍କୁ ଖୁସି ରଖିବା ପାଇଁ ଭରପୁର ଚେଷ୍ଟା ବି କରନ୍ତି । ସେମାନେ ନିଜ ସ୍ଵାମୀ ପାଇଁ ସବୁବେଳେ ସଜାଗ ଓ ସମ୍ବେଦନଶୀଳ ରୁହନ୍ତି । ଏହି ମହିଳାମାନେ ଚାହାନ୍ତି କି ତାଙ୍କ ସ୍ଵାମୀ ସବୁ କାମ ଛାଡି କେବଳ ତାଙ୍କୁ ଭଲ ପାଆନ୍ତୁ । କିନ୍ତୁ ଜୀବନରେ କାମ କରିବା ବି ଜରୁରୀ ହୋଇଥାଏ । କିନ୍ତୁ ଏହି କଥା ଏହି ମହିଳାମାନେ ବୁଝି ପାରନ୍ତି ଓ ରାଗି ଯାଆନ୍ତି । ଏହି କାରଣରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରୁହେ ।