ଆଜିର ରାଶିଫଳ, 18 ନଭେମ୍ବର 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କର ପଦ ଉନ୍ନତି ହେବ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ପାରିବାରିକ ମାହୋଲ ହସ ଖୁଶିର ରହିବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଗୃହକୁ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ସାମାଜିକ କାର୍ଯ୍ୟ ରେ ଆପଣ ନିଯୋଜିତ ହେବେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଅଚାନକ ଧନ ପ୍ରାପ୍ତ ହେବ । ରଚାନାତ୍ମକ କ୍ଷେତ୍ର ରେ ଆପଣ ଅଗ୍ରସର ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ବଡ ଖୁସି ଖବର ଆସିବାକୁ ଯାଉଛି । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ନୂଆ ବ୍ୟକ୍ତି ଙ୍କ ଆପଣ ବନ୍ଧୁତା କରିବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ମାନଙ୍କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଖୁବ ପରିଶ୍ରମ କରି ଅଧିକ ସଫଳତା ଆପଣ ପାଇବେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କ୍ଯାରିୟର କୁ ନେଇ ଆପଣ କିଛି ନୂଆ ପ୍ଳାନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହୀ ହେବେ । କୌଣସି କ୍ଷେତ୍ର ରୁ ଆପଣ ଧନ ପ୍ରାପ୍ତ କରିବେ । ଆଜି ଆପଣଙ୍କ ସମୟ ଅନୁକୂଳ ରହିବ । ପୂଜା ପାଠ ରେ ଆପଣଙ୍କର ସମୟ କଟିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ବିଦେଶ ଯାତ୍ରା କରିବେ । ଜୀବନରେ କିଛି କରିବାକୁ ହେଲେ ଆପଣ କଠିନ ମେହନତ କରନ୍ତୁ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆପଣଙ୍କର ଅଟକି ଥିବା କାମ ପୁଣି ଥରେ ଆରମ୍ଭ ହେବ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରହିବ । ପାରିବାରିକ ବାତାବରଣ ହସ ଖୁଶିର ରହିବ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ସାମାଜିକ କାର୍ଯ୍ୟ ରେ ଆପଣ ନିଯୋଜିତ ହେବେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ରଚାନାତ୍ମକ ଓ କଳା କ୍ଷେତ୍ର ରେ ଆପଣ ରୁଚି ରଖିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଖୁବ ପରିଶ୍ରମ କରି ଅଧିକ ସଫଳତା ପାଇବେ । ବ୍ୟବସାୟରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । କୌଣସି କ୍ଷେତ୍ର ରୁ ଆପଣ ଧନ ଲାଭ କରିବେ । ପୁରୁଣା ମିତ୍ର ଙ୍କ ସହ ଆପଣଙ୍କ ସମୟ ଅତିବାହିତ ହେବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ପାରିବେ । ଆପଣଙ୍କ ପ୍ରେମ ଜୀବନ ସଫଳ ହେବ । କ୍ଯାରିୟର କୁ ନେଇ ଆପଣ କିଛି ନୂଆ ଯୋଜନା ଚିନ୍ତା କରିବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ପରିବାର ଲୋକଙ୍କ ସହ ତାଳମେଳ ଠିକ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଖୁସି ଖବର ଆସିବାକୁ ଅଜୁଛି । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଅପାର ଧନ ସମ୍ପତି ହାସଲ ହେବେ । କୋର୍ଟ କଚେରୀ ମାମଲା ରେ ଆପଣ ଦୂରେଇ ରହିବେ । ପାରିବାରିକ କଳହର ଅନ୍ତ ଘଟିବ । ସନ୍ତାନ ମାନଙ୍କୁ ନେଇ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ବ୍ୟବସାୟରେ ଆପଣଙ୍କ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ଆପଣ ନୂଆ ପଦ ହାସଲ କରିବେ ।

ମକର ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କ ମାର୍ଗ ଦର୍ଶନ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । କଳା ଓ ସଂଗୀତ କ୍ଷେତ୍ର ରେ ଆପଣ ରୁଚି ରଖିବେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ନୂଆ ଚାକିରି ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ପରା ଖୁସି ଆସିବାକୁ ଯାଉଛି । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ଆପଣ ଦୂର ଜାଗକାଉ ଯାତ୍ରା କରିବେ । ଘରେ ସୁଖ ଶାନ୍ତି ର ଆଗମନ ହୋଇପାରେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ମାହୋଲ ସୁଖ ଶାନ୍ତି ର ରହିବ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଆଜି ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।