ଆଜିର ରାଶିଫଳ, 18 ଜୁନ 2020, ଗୁରୁବାର, ମହାଲକ୍ଷ୍ମୀଙ୍କ କୃପାରୁ ଦୁର୍ଲଭ ଯୋଗ ବନୁ ଥିବାରୁ ୫ଟି ରାଶି ଉପରେ ପଡିବ ଏହାର ପ୍ରଭାବ, ସମସ୍ୟାର ସମାଧାନ କରିବାରେ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ ଆପଣଙ୍କ କୌଣସି କାମରେ ଜୀବନସାଥିଙ୍କ ସାହାର୍ଯ୍ୟ ମିଳିପାରେ । ଦାମ୍ପତ୍ୟ ଜୀବନ ଖୁସିରେ ଭରପୁର ରହିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ପରିବାରରେ ସୁଖମୟ ବାତାବରଣ ରହିବ । କାହା ସାମ୍ନାରେ ଅପଶବ୍ଦ କୁହନ୍ତୁ ନାହିଁ । ଆପଣଙ୍କ ବାଣୀ ହିଁ ଆପଣଙ୍କ ଶତ୍ରୁ ହୋଇପାରେ । ଆଜି କାହା ସହିତ ବି ଫାଲତୁ ବିଷୟରେ ଅଧିକ ଚର୍ଚା କରନ୍ତୁ ନାହିଁ । ଭଲ ବ୍ୟକ୍ତିଙ୍କ ସହ ଆଜି ସମ୍ପର୍କରେ ଆସିବେ ।

ବୃଷ

ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଯଦି ଆପଣ କୌଣସି ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ଆଜି ଆରମ୍ଭ କରି ପାରିବେ । କାରଣ ଆଜି ଆପଣଙ୍କ ଦିନ ଶୁଭ ଅଟେ । ଆପଣଙ୍କ ସମ୍ପର୍କୀୟ ଆଜି ଆପଣଙ୍କୁ କିଛି ମାଗି ପାରନ୍ତି । ଭଲ ଆୟ କରୁଥିବା ଲୋକମାନେ କିଛି ଦାମୀ ଜିନିଷ କ୍ରୟ କରି ପାରନ୍ତି । ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ଆପଣଙ୍କ କାମର ପ୍ରଶଂସା ହେବ । ପ୍ରେମ ସମ୍ବନ୍ଧରେ ମଜବୁତି ଆସିବ । ବ୍ୟାପାରରେ ଆୟ ବଢିପାରେ ।

ମିଥୁନ

ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ । କୌଣସି ବିଶେଷ କାମରେ ସହଯୋଗ ମିଳିପାରେ । ଚାକିରିରେ ଉନ୍ନତି ହେବାର ଚାନ୍ସ ଅଛି । ଆର୍ଥିକ ମାମଲାରକୁ ନେଇ ସତର୍କ ରହିବା ଜରୁରୀ ଅଟେ । ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ନଜିର ଫାଲତୁ ଖର୍ଚର ଅଭ୍ୟାସକୁ ପରିବର୍ତ୍ତନ କରି ସେଭିଙ୍ଗ କରିବାକୁ ଚେଷ୍ଟା କରନ୍ତୁ । ତେବେ ଯାଇ ଆପଣଙ୍କୁ ଲାଭରେ ରହିବେ । ଆପଣଙ୍କୁ ଲାଭର ଅବସର ପ୍ରାପ୍ତ ହେବ । କୌଣସି ଖାସ ବ୍ୟକ୍ତିଙ୍କ ରାୟ ଆପଣଙ୍କ କାମ ପାଇଁ କାରାଗାର ହେବ ।

କର୍କଟ

ଆଜି ଆପଣଙ୍କ ଦିନ ସେହିଭଳି ଖାସ ରହିବ । ମିତ୍ରଙ୍କ ସହ ହର୍ସ ଉଲ୍ଲାସରେ ଦିନ କଟିବ । ସନ୍ତାନ ଆପଣଙ୍କ କଥା ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି । କୌଣସି ଉଚ୍ଚ ଅଧିକାରୀଙ୍କ ଠାରୁ ଆପଣଙ୍କ ସମ୍ପର୍କ ହୋଇପାରେ । ଆପଣଙ୍କ ଦାୟିତ୍ଵ ବଢିପାରେ । କୌଣସି ଅପ୍ରିୟ ସମାଚାର ମିଳିବା ଦ୍ଵାରା ବିଚଳିତ ହୁଅନ୍ତୁ ନାହିଁ । ଧର୍ଯ୍ୟ ରଖନ୍ତୁ । ଟଙ୍କା ମାମଲାରେ କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ । ସହଯୋଗୀ ଆପଣଙ୍କ ଉପରେ ଈର୍ଷା କରିବେ । ପ୍ରେମ ସମ୍ବନ୍ଧରେ କିଛି ମତଭେଦ ହୋଇପାରେ ।

ସିଂହ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଜୀବନସାଥିଙ୍କ ସହ ଅଳ୍ପ ବିବାଦ ହୋଇପାରେ । କିନ୍ତୁ ସନ୍ଧ୍ୟା ସମୟ ମଧ୍ୟରେ ତାହା ସମାଢାନ ହୋଇଯିବ । ଆପଣ ଅନ୍ୟ କାହାର ରାୟ ନେଇ ସବୁ କାମ ଆରମ୍ଭ କରନ୍ତୁ । ସଫଳତା ନିଶ୍ଚିତ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ସମସ୍ୟା ଦ୍ଵାରା ଦୁଖୀ ହୁଅନ୍ତୁ ନାହିଁ । କ୍ୟାରିୟର ପାଇଁ ବର୍ତ୍ତମାନର ସମୟ କିଛି ଖାସ ରହିବ ନାହିଁ । ଟଙ୍କା ମାମଲାରେ କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ସହଯୋଗୀ ଆପଣଙ୍କ ପ୍ରଶଂସା କରିବେ ।

କନ୍ୟା

ଆଜି ଆପଣଙ୍କ ଦିନ ସବୁଠୁ ମଙ୍ଗଳମୟ ରହିବ । ଭାଗ୍ୟର ପୁରା ସାଥ ମିଳିବ । ଯଦି ଆପଣଙ୍କ କାର୍ଯ୍ୟ ଶିକ୍ଷା ସଂସ୍ଥା ସହ ଜଡିତ ଅଛି ତେବେ ଆପଣଙ୍କୁ ଲାଭ ମିଳିପାରେ । ବ୍ୟବସାୟିକ ପ୍ରଗତି ପାଇଁ ଆଜିର ଦିନ ଅନୁକୂଳ ଅଟେ । ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆୟର ନୂତନ ସାଧନ ଉପଲବ୍ଧ ହେବ । କାର୍ଯ୍ୟର ଅତ୍ୟଧିକ ବୋଝ ବଢିପାରେ । ପାରିବାରିକ ଚିନ୍ତାର ପ୍ରଭାବକୁ ନିଜ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଦିଅନ୍ତୁ ନାହିଁ ।

ତୁଳା

ସମସ୍ତ କାର୍ଯ୍ୟକୁ ଧୀରେ ଧୀରେ କରନ୍ତୁ । ଆଜି ଧର୍ଯ୍ୟ ଓ ସଂଯମ ରଖନ୍ତୁ । ଆଜି ଅଧିକ କାର୍ଯ୍ୟ କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ମାମୁଲି ଭୁଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଘର ପରିବାର ସହ କଥାବାର୍ତ୍ତା କରିବା ସମୟରେ ସତର୍କ ରୁହନ୍ତୁ । କୌଣସି ଛୋଟ କଥାକୁ ନେଇ ବଡ ଝଗଡା ହୋଇପାରେ । ଏହି ସମୟରେ ଅନାବଶ୍ୟକ ରୂପରେ ଟଙ୍କା ଖର୍ଚ କରନ୍ତୁ ନାହିଁ । ଭୌତିକ ସୁଖ ସାଧନର ଲାଭ ହେବ । ଶୁଭ ଫଳ ପାଇବା ପାଇଁ ଗଣେଶଙ୍କ ପୂଜା କରନ୍ତୁ ।

ବିଚ୍ଛା

ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କ ଦିନ ଅନ୍ୟ ବ୍ୟକ୍ତିଙ୍କ ସେବା ଓ ସତ୍କାରରେ ବ୍ୟତୀତ ହେବ । ଆଜି ଲୋକମାନେ ଆପଣଙ୍କ ଉପରେ ପ୍ରଭାବିତ ହେବେ । ଏହି ରାଶିର ଲୋକମାନଙ୍କୁ ବିଜନେସରେ ଲାଭ ମିଳିପାରେ । ପିତାଙ୍କ ସହ ଆପଣଙ୍କ ମତଭେଦ ବଢି ପାରେ ଓ ମାତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରି ପାରେ । ସମୟ ସହିତ ସ୍ଥିତି ସୁଧାରି ଯିବ । ଦାମ୍ପତ୍ୟ ଜୀବନରେ କିଛି ବି ସମସ୍ୟା ଆସିବ ନାହିଁ । କୌଣସି ଖୁସି ଖବର ମିଳିପାରେ ।

ଧନୁ

ସାମାଜିକ ସମ୍ବନ୍ଧରେ ସନ୍ତୁଳିତ ବ୍ୟବହାର କରିବେ । ଶୁଭ ଫଳ ପ୍ରାପ୍ତ ପାଇଁ ଗରିବଙ୍କୁ ଦାନ କରନ୍ତୁ । ପ୍ରେମ ସମ୍ବନ୍ଧରେ ନୂତନତା ଆସିବ । ଲାଇଫ ପାର୍ଟନର ସହ ସମୟ ବ୍ୟତୀତ କରିବାକୁ ଅବସର ମିଳିବ । କାର୍ଯ୍ୟ ସହ ଜଡିତ କିଛି ସମସ୍ୟାର ସମାଧାନ ଆଜି ହୋଇପାରେ । କାହାକୁ ବି ନିଜର ଲାଭ ଉଠାଇବାକୁ ଦିଅନ୍ତୁ ନାହିଁ । କୌଣସି ଅଜଣା ବ୍ୟକ୍ତି ସହ କଥା କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କ ସ୍ଵଭାବ ଆଜି ଆପଣଙ୍କ ସମସ୍ୟାର କାରଣ ହୋଇପାରେ ।

ମକର

ଆପଣ କୌଣସି ବନ୍ଧୁ ସହ ସାକ୍ଷାତ କରି ପାରନ୍ତି । ରୋମାନ୍ସ ପାଇଁ ଆଜିର ଦିନ ଭଲ ଅଟେ । ଚାକିରି ପରିବର୍ତ୍ତନ କରନ୍ତୁ ନାହିଁ । ଆଜି ମହିଳା କର୍ମଚାରୀମାନଙ୍କ ପାଇଁ ଖାସ ଦିନ ଅଟେ । କିନ୍ତୁ ଆଜି ଆପଣ ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ । ଭାଇ ଭୁଆଣୀଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ପ୍ରେମ ସମ୍ବନ୍ଧକୁ ନେଇ ଅଳ୍ପ ଅସୁବିଧା ଆସିପାରେ । ସମୟ ଅଭବାରୁ ସାଥି ସହ ସାକ୍ଷାତ କରି ପାରିବେ ନାହିଁ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ ବହୁତ ସମୟ ହେବ ଚାଲୁଥିବା ସମସ୍ୟା ଦୂର ହେବ । କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ରହିବେ । କାରୋବାରରେ ପ୍ରଗତିର ଅବସର ଆସିପାରେ । ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ । କ୍ଳାନ୍ତ କାରଣରୁ ଅସୁସ୍ଥ ମନେ କରିବେ । ରିଲେଶନଶୀପକୁ ଆଗକୁ ବଢିବା ଦିଗରେ ଚେଷ୍ଟା କରନ୍ତୁ । ନିଶାଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ । ଅଟକିଥିବା କାର୍ଯ୍ୟ ପ୍ରଗତି ଧରି ପାରେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।

ମୀନ

ଆଜି କୌଣସି ବଡ ସଫଳତା ହାତରେ ଲାଗି ପାରେ । ଆଜି ଆପଣଙ୍କ କାର୍ଯ୍ୟ କ୍ଷମତା ଭଲ ରହିବ । ଘରର ଆଖପାଖ ଲୋକମାନେ ଆପଣଙ୍କ ବ୍ୟତିତ୍ଵ ଦ୍ଵାରା ପ୍ରସନ୍ନ ହେବେ । ସମ୍ପର୍କୀୟଙ୍କ ଘରକୁ ଯାଇ ପାରନ୍ତି । କୌଣସି ବୟସ୍କ ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ରୋମାଣ୍ଟିକ ଜୀବନରେ ବି ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣ ସ୍ୱାସ୍ଥ୍ୟ ଭଲ ରହିବ । ସମ୍ପର୍କରେ ନୂତନତା ଆସିବ । କୌଣସି ନୂତନ ସମ୍ପର୍କ ସ୍ଥାପନ କରିବା ପାଇଁ ଆଜିର ଦିନ ଭଲ ଅଟେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।