ଆଜିର ରାଶିଫଳ, 17 ମାର୍ଚ୍ଚ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଧନ ଜନିତ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଗୁପ୍ତ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ନଚେତ ଆପଣଙ୍କର କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଜରୁରତ ଅଛି । ଆପଣ କଳାତ୍ମକ କ୍ଷେତ୍ରରେ ସକ୍ଷମ ହେବେ । ଆଜି ଆପଣ ବ୍ୟସ୍ତ ରେ ରହିବେ । ଏଥିରୁ ଆପଣଙ୍କୁ ଅଧିକ ଫାଇଦା ମିଇବ । ଆଜି ଘରୋଇ କମାରେ ବ୍ୟସ୍ତ ରେ ରହିବେ । ଯାହା ବି କହିବେ ଭାବି ଚିନ୍ତି କୁହନ୍ତୁ । ଆପଣ ମଧୁର ବାଣୀ ଦ୍ଵାରା କାହାର ମନ ଜିଣି ପାରିବେ । ବେହତର ଆପଣ ପୁରା ପ୍ରସ୍ତୁତ ହୋଇ ଯାଆନ୍ତୁ ।

ବୃଷ ରାଶି : କାମରେ ସଫଳତା ମିଳିବାର ସମ୍ଭାବନା ଅଛି । ଆପଣଙ୍କ ଜୀବନ ସାଥି ଓ ପିଲା ମାନେ ବହୁତ ଭଲ ପାଇବା ଦେବେ ଓ କେୟାର କରିବେ । ସାମାଜିକ ରୂପରେ ବି ଆପଣ ବହୁତ ଲୋକପ୍ରିୟତା ହାସଲ କରିବେ । ଆଜି ପାରିବାରିକ ସମ୍ପର୍କ ରେ ସାମଞ୍ଜସ୍ଯ ବଜାୟ ରଖିବାରେ ଆପଣ ସଫଳ ହେବେ ।  ଆର୍ଥିକ ଲାଭ ମିଳିପାରେ । ବିତ୍ତୀୟ ମାମଲାରେ ସୁଧାର ଓ ନିରନ୍ତର ପ୍ରଗତି ର ପ୍ରବଳ ସମ୍ଭାବନା ଅଛି ।

ମିଥୁନ ରାଶି: ଆଜି କରା ଯାଇଥିବା କାମରେ ସଫଳତା ପ୍ରାପ୍ତ ହେବାର ଯୋଗ ଅଛି । ଚାକିରି ବା ବ୍ୟାପାର ରେ ବିରୋଧୀ ଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରିବେ । ଆଜି ଦିନ ସାରା ମାନସିକ ରୂପରେ ସ୍ୱାସ୍ଥ୍ୟ ରହିବେ । ଏହି ସମୟରେ ନିଜର ଲକ୍ଷ୍ୟ କୁ ଚିହ୍ନନ୍ତୁ ଓ ଏହାକୁ ପୁରା କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ପ୍ରୋଫେସନାଲ ଲାଇଫ ରେ ସମୟ ପଜେଟିଭ ସାବ୍ୟସ୍ତ ହେବ ।

କର୍କଟ ରାଶି : ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିପାରେ । ନୂଆ ବିଚାର ଗ୍ରହଣ କରିବାରେ ସଫଳ ହେବେ । ଆପଣ ସମାଜର ଭଲ ପାଇଁ କାମ କରିବା ପାଇଁ କିଛି ସମୟ ଦେବେ । ଆପଣଙ୍କ ଉପରେ ଦାୟିତ୍ଵ ର ଭାର ପଡିପାରେ । କ୍ରୋଧ ଉପରେ କାବୁ ରଖନ୍ତୁ । ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଦାନ ପୂଣ୍ୟ ର କାର୍ଯ୍ୟ କ୍ରମ ରେ ଭାଗ ନେବେ । ବ୍ୟାପାରରେ ବନ୍ଧୁ ଙ୍କ ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି : ପ୍ରତିଯୋଗୀ ପରୀକ୍ଷା ପାଇଁ ରେଡି ହେଉଥିବା ଛାତ୍ର ଙ୍କ ପାଇଁ ଆଜି ଦିନ ଟି ଭଲ ଅଛି । ଆଜି କୌଣସି ବଡ ଡିଲ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତୁ । ବିଦେଶୀ ଏଜେନ୍ସି ଓ କମ୍ପାନୀ ଆପଣଙ୍କ ନେଟୱାର୍କ ରେ ସାମିଲ ହେବେ । ଯଦି ଆପଣଙ୍କର କିଛି ସମସ୍ଯା ଅଛି ତେବେ ବିଶେଷଜ୍ଞ ଙ୍କ ପରାମର୍ଶ ନିଅନ୍ତୁ । ପଜେଟିଭ ଚିନ୍ତାଧାର ଆପଣଙ୍କ ପାଇଁ ଫାଇଦା ଆଣିପାରେ ।

କନ୍ୟା ରାଶି : ମହିଳା ବର୍ଗ ଙ୍କ ତରଫରୁ ଲାଭ ଓ ମାନ ସମାନ ହେବ । ଆଜି ଆପଣଙ୍କ ସ୍ଵଜନ ଙ୍କ ସହଯୋଗ ପ୍ରାପ୍ତ ହେବ । ଅଚାନକ ଯାତ୍ରା କାରଣରୁ ଆପଣ ବ୍ୟସ୍ତରେ ରହିବେ । ଜୀବନ ସାଥିଙ୍କ ସହ ଭଲରେ କଥାବାର୍ତ୍ତା ହେବେ । ଆପଣ ଅନୁଭବ କରିବେ କି ଆପଣ ଦୁହିଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି । ଆଜି ପଡୋଶୀ ଙ୍କ ସହ ଭଲ ସମ୍ପର୍କ ରହିବ ।

ତୁଳା ରାଶି : ଆପଣ ସମସ୍ତଙ୍କର ସାହାଜ୍ଯ ଲୋଡିବେ । କାନୁନି ମାମଲାରେ ଆପଣ ସଫଳତା ହାସିଲ କରିବେ । ଆପଣ କୁସଂଗତି ରୁ ବଞ୍ଚିତ ରୁହନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ପାରିବାରିକ ଜୀବନରେ ପ୍ରେମ ଓ ଆନନ୍ଦ ବଜାୟ ରହିବ । ଆପଣ ଆର୍ଥିକ ରୂପରେ ସୁରହିତ ରହିବେ । ଧନର ଆମୋଦ ର ସଂକେତ ମିଳିପାରେ । ବ୍ୟକ୍ତିଗତ ଯାତ୍ରା ସମ୍ଭବ ହୋଇପାରେ । କ୍ଯାରିୟର କ୍ଷେତ୍ର ରେ ଆପଣଙ୍କ ମେହନତ ର ପରିଣାମ ମିଳିବ ।

ବିଛା ରାଶି : ଆପଣଙ୍କୁ ନୂଆ ଜାଗାରେ ଚାକିରି କରିବାର ଅବସର ମିଳିବ । ଆପଣ ମେହନତ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବେ । ଆର୍ଥିକ ସମସ୍ଯା କାରନ୍ତୁ ମନ ବିଚଳିତ ହୋଇପାରେ । କିନ୍ତୁ ପରିବାରର କୌଣସି ସଦସ୍ୟ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିପାରେ । ଛାତ୍ର ଙ୍କୁ ଆଜି ପ୍ରୋଜେକ୍ଟ ପୁରା କରିବାରେ ବଡ ଭଉଣୀ ଙ୍କ ସହଯୋଗ ମିଳିବ । ଆପଣଙ୍କ କାରୋବାରରେ ଭଲ ପ୍ରଦର୍ଶନ କରିବେ ।

ଧନୁ ରାଶି : ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ରାଜନୀତି ବା ସାମାଜିକ କାର୍ଯ୍ୟ ସହ ଜଡିତ ଲୋକ ଅନେକ ବୈଠକ ଆଦିରେ ଭାଗ ନେବେ । ପ୍ରଭାବଶାଳୀ ଲୋକ ଙ୍କ ସହ ସମ୍ପର୍କ ଆପଣଙ୍କ ପାଇଁ ଲାଭକାରୀ ରହିବ । ଆଜି ଜୀବନ ସାଥିଙ୍କ ସହ ଏମିତି କଥାକୁ ନେଇ ଆଲୋଚନା ହୋଇପାରେ ଯାହା ଦ୍ଵାରା ଆପଣଙ୍କର ସମ୍ପର୍କ ମଜବୁତ ହେବ ।

ମକର ରାଶି : ବ୍ଯବସାୟିକ ରୂପରେ ଭଲ ହେବ । ଆପଣ ପରିବାରର ଲୋକଙ୍କ ସହ ଅଳ୍ପ ସମୟ ବ୍ଯତୀତ କରିବେ । କିଛି କ୍ଷଣ ର ଆନନ୍ଦ ନେବେ । ଉଚିତ ଦିଶାରେ କରିଥିବା ମେହନତ ଆପଣଙ୍କୁ ପୁରା ଫଳ ମିଳିବ । ଜୀବନରେ ଯାହା ବି ସମସ୍ଯା ଅଛି ତାହାକୁ ସମଧାନ କରିବାକୁ ଚେଷ୍ଟା କରିବେ ବେହତର ହେବ । ନିଜର ସମ୍ପର୍କ ରେ ସୁଧାର ଆଣିବାକୁ ଆଜି ଦିନ ଟି ଭଲ ଅଛି । ଅଟକିଥିବା କମ ପୁରା ହେବ ।

କୁମ୍ଭ ରାଶି : ଆପଣଙ୍କୁ ଭାଇ ଭଉଣୀ ଙ୍କ ସହଯୋଗ ମିଳିବ ଯାହା ଦ୍ଵାରା ଜରୁରୀ କାମ ପୁରା ହେବ । କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆଗକୁ ବଢିବ । ପାରିବାରିକ ମାମଲା ଭଲ ରହିବ । ଆଜି ଆପଣଙ୍କ ପାଇଁ ଜରୁରୀ ଅଟେ କି ଆପଣ କାମ ରୁ ଟିକେ ସମୟ ବାହାର କରନ୍ତୁ । ନିଜ ଶରୀରକୁ ଟିକେ ଆରାମ ଦିଅନ୍ତୁ । ଟଙ୍କା ମାମଲାରେ ଆଜି ଦିନ ଟି ଠିକ ଠାକ ରହିବ । ପିତା ଙ୍କ ସହଯୋଗ ରେ ଆପଣ କିଛି ଜରୁରୀ କାମ ପୁରା କରିବେ ।

ମୀନ ରାଶି : ଯଦି ଆପଣ ବ୍ଯାଙ୍କ ରୁ କରଜ ନେଇଛନ୍ତି ତେବେ ତାହା ସୁଝିବାକୁ ଜଲ୍ଦି ଚେଷ୍ଟା କରନ୍ତୁ । କଟୁ ଶବ୍ଦ ର ବ୍ୟବହାର କରନ୍ତୁ ନାହି । କିଛି ମୌସୁମୀ ପରିବର୍ତ୍ତନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଯେଉଁ କାରଣରୁ ପରିବାର ଲୋକଙ୍କ ସହ ବିବାଦ ହୋଇପାରେ । ଏମିତି କଥାକୁ ଆପଣଙ୍କୁ ଦୂରେଇ ରହିବା ଠିକ ହେବ । ବ୍ୟବସାୟ କରୁଥିବା ଲୋକଙ୍କୁ ଆଜି ଫାଇଦା ପ୍ରାପ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।