ସାଧାରଣ ଜ୍ଞାନ ପରୀକ୍ଷା: ତଳେ ଦିଆ ଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ ଓ ପରୀକ୍ଷା କରନ୍ତୁ ଆପଣଙ୍କ ସାଧାରଣ ଜ୍ଞାନ (GK Test)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ସୌର ଜଗତରେ କେତୋଟି ଗ୍ରହ ରହିଛି ?

ଉତ୍ତର – ୮ଟି

୨- କେଉଁ ଦେଶ କେବେ ବି କାହାର ଗୁଲାମ ବା ଦାସ ହୋଇ ନାହି ?

ଉତ୍ତର- ନେପାଳ

୩- କେଉଁ ପକ୍ଷୀ ପଛକୁ ଉଡିପାରେ ?

ଉତ୍ତର- ହାମିଙ୍ଗ ବାର୍ଡ

୪- ଭାରତରେ ଅକ୍ଟୋବର ୨ ତାରିଖକୁ କେଉଁ ଦିବସ ଭାବେ ପାଳନ କରାଯାଏ ?

ଉତ୍ତର- ଗାନ୍ଧୀ ଜୟନ୍ତୀ

୫- ମୁମତାଜ ମହଲ ଙ୍କ ସମାଧି କେଉଁ ନାମରେ ଜଣାଶୁଣା ?

ଉତ୍ତର- ତାଜମହଲ

୬- ତାଜମହଲ ନିର୍ମାଣ ହେବା ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର- ୨୨ ବର୍ଷ

୭- ୧୯୯୮ ମସିହାରେ ପରମାଣୁ ବୋମା ପରୀକ୍ଷା କେଉଁ ଠାରେ କରା ଯାଇଥିଲା ?

ଉତ୍ତର- ରାଜସ୍ଥାନ

୮- କେଉଁ ରାଜ୍ୟ ସର୍ବାଧିକ ବୁଟ ଉତ୍ପାଦନ କରିଥାଏ ?

ଉତ୍ତର- ମଧ୍ୟପ୍ରଦେଶ

୯- ବୈଶାଖୀ ପର୍ବ କେଉଁ ଧର୍ମ ସହିତ ଜଡିତ ହୋଇଥାଏ ?

ଉତ୍ତର- ଶିଖ ଧର୍ମ

୧୦- କେଉଁ ଖେଳାଳି ଫ୍ଲାଇଙ୍ଗ ଶିଖ ନାମରେ ପରିଚିତ ଅଟନ୍ତି ?

ଉତ୍ତର- ମିଲଖା ସିଂହ

୧୧- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର- ପଣ୍ଡିତ ଜବାହାରଲାଲ ନେହେରୁ

୧୨- ଭାରତରେ ଜନ ଗଣନା କେତେ ବର୍ଷ ପରେ ହୋଇଥାଏ ?

ଉତ୍ତର- ୧୦ ବର୍ଷ

୧୩- ମନୁଷ୍ୟର ଆତ୍ମା ର ଓଜନ କେତେ ହୋଇଥାଏ ?

ଉତ୍ତର- ୨୧ ଗ୍ରାମ

୧୪ – ଗୌତମ ବୁଦ୍ଧ ଙ୍କ ଜନ୍ମ କେଉଁଠି ହୋଇଥିଲା ?

ଉତ୍ତର- ଲୁମ୍ବିନୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।