ଆଜିର ରାଶିଫଳ, 17 ନଭେମ୍ବର 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ । ଆଜି ଆପଣଙ୍କ ଜୀବନସାଥିଙ୍କ ସହ ଭଲ ସମୟ ବିତିବ । ପ୍ରେମ ଜୀବନରେ ଆପଣ ସଫଳତା ପାଇବେ । ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । ଆପଣଙ୍କର ବୈବାହିକ ଜୀବନରେ ଖୁସି ଆସିବ । ଖର୍ଚରେ ନିୟନ୍ତ୍ରଣ ରଖନ୍ତୁ । କାହା ଉପରେ କ୍ରୋଧ କରନ୍ତୁ ନାହିଁ । କୌଣସି ପୁରୁଣା  କଥାକୁ ନେଇ ଝଗଡା କରନ୍ତୁ ନାହିଁ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ କୃତକାର୍ଜ୍ୟ ମିଳିପାରେ ।

ବୃଷ

ପରିବାରରେ ଆପଣଙ୍କ ଦାୟିତ୍ଵ ବଢିବ । କାର୍ଯ୍ୟ ଭାର ଅଧିକ ରହିବା ଦ୍ଵାରା ମାନସିକ ବ୍ୟସ୍ତତା ରହିବ । ଆପଣ କୌଣସି କଥାରେ ଜିଦି କରନ୍ତୁ ନାହିଁ । ନଚେତ ସମସ୍ୟାରେ ପଡ଼ିପାରନ୍ତି । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ବିବାଦରେ ପଡ଼ିପାରନ୍ତି । ଆପଣ ଅନାବଶ୍ୟକ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଭବିଷ୍ୟତରେ ଆର୍ଥିକ ସମାସ୍ୟା ଉତ୍ତପନ୍ନ ହୋଇପାରେ । ପରିବାରରେ ଖୁସିର ବାତାବରଣ ରହିବ । କିଛି କଥାକୁ ଆପଣ ପୁରା ମନ ଧ୍ୟାନ ଦେଇ କରିବା ଉଚିତ ।

ମିଥୁନ

ଆଜି ଧ୍ୟାନ ରଖନ୍ତୁ ଆପଣଙ୍କ କଥାରେ କାହାର ମନରେ ଆଘାତ ନ ଲାଗୁ । ଚାକିରି ତଥା ବ୍ୟବସୟରେ ଲାଭ ମିଳିବା ସମ୍ଭାବନା ଅଛି । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ଆପଣ ସଞ୍ଚୟ କରିବାକୁ ଅଭ୍ୟାସ କରନ୍ତୁ ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଘରେଲୁ ଜୀବନ ଶାନ୍ତିପୂର୍ଣ ଓ ସୁଖମୟ ରହିବ । ମାତାଙ୍କ ସମ୍ମାନ କରନ୍ତୁ । ମାତାଙ୍କ ଆଶୀର୍ବାଦ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଜୀବନସାଥିଙ୍କ ସହ ସାମଞ୍ଜସ୍ୟ ରହିବ ।

କର୍କଟ

ଆପଣଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ମହତ୍ଵପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କ ସାମ୍ନାରେ କିଛି ସତ୍ୟତା ଉଜାଗର ହେବ । ନିବେଶ ଦ୍ଵାରା ଲାଭ ପାଇବେ । ସଫଳତା ନିଶ୍ଚିତ ମିଳିବ । ଆପଣ ବ୍ୟବସାୟରେ କୌଣସି ନିବେଶ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । ଆଜି ଆପଣ କୌଣସି ପାରିବାରିକ ମହତ୍ବପୂର୍ଣ କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ।

ସିଂହ

ଆପଣଙ୍କ ବ୍ୟବସାୟରେ ଆଜି ବହୁତ ଉନ୍ନତି ହେବ । ପରିବାରରେ ସୁଖ ଶାନ୍ତିରେ ବାତାବରଣ ରହିବ । ଯାହା ଦ୍ଵାରା କି ଆପଣଙ୍କୁ ପରିବାରର ସହଯୋଗ ମିଳିବ ।ବ୍ୟବସାୟରେ ବହୁତ ଲାଭ ମିଳିବ । ପରିବାରରେ ଆପଣଙ୍କର ଦାୟିତ୍ଵ ବଢିବ । ଏହାକୁ ପୁରୁଣା କରିବା ପାଇଁ ପରିବାରର ସାହାର୍ଯ୍ୟ ମିଳିବ । ଦାୟିତ୍ୱର ସହ କାର୍ଯ୍ୟ କରନ୍ତୁ । ମନ ଦେଇ କାମ କରନ୍ତୁ ତେବେ କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିବ । ଉପରିସ୍ଥ ଅଫିସରଙ୍କ ପ୍ରଶଂସା ମିଳିବ । ଅଫିସରେ ଆପଣଙ୍କ ଉନ୍ନତି ହେବ । ଆଜି ଆପଣଙ୍କୁ କୌଣସି କ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିବ ।

କନ୍ୟା

ଆପଣଙ୍କୁ ଆପଣଙ୍କ ଆର୍ଥିକ ବ୍ୟବସ୍ଥାକୁ ଭଲ ଭାବରେ ବୁଝି ସୁଝି ଖର୍ଚ୍ଚ କରନ୍ତୁ ନଚେତ ଭବିଷ୍ୟତରେ ଆବଶ୍ୟକ ବେଳେ ଆର୍ଥିକ ସମସ୍ୟାରେ ସାମ୍ନା କରିବାକୁ ପଡିପାରେ ।ଶଶୁର ଘର ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଦୁର୍ଘଟଣାର ସମ୍ଭାବନା ଅଛି । କିଛି ସ୍ଥାନରେ ନିବେଶ ଦ୍ଵାରା ଲାଭ ମିଳିବ । ସୁଖ ଓ ସମୃଦ୍ଧି ଲାଭ ହେବ । ପଡୋଶୀଙ୍କ ସହଯୋଗ ମିଳିବ । ପରିବାରରେ ମାନ ସମ୍ମାନ ମିଳିବ । ଲୋକମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ ସ୍ଵାର୍ଥ ହାବି ରହିବ ।

ତୁଳା

ଦେଇଥିବା ଟଙ୍କାକୁ ପ୍ରାପ୍ତ କରିବାରେ ଅସୁବିଧା ହୋଇପାରେ । ପରିବାରରେ ଭୁଲ ବୁଝାମଣା ଯୋଗୁ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆକସ୍ମିକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବ । ଅନାବଶ୍ୟକ ଧନ ଖର୍ଚ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଯଦି ଧନ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଭଲ ଧନ ଲାଭ ମିଳିବ । ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ପ୍ରଶଂସା ମିଳିବ । ଆପଣ ନିଜ ଆବଶ୍ୟକ ଅନୁସାରେ ଖର୍ଚ କରନ୍ତୁ ନଚେତ ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିପାରେ ।

ବିଚ୍ଛା

ଆପଣଙ୍କୁ ଆପଣଙ୍କ ପରିବାରର ସଦସ୍ୟମାନେ ହିଁ ସବୁ କାର୍ଯ୍ୟରେ ସହଯୋଗ କରିବେ । ଆପଣଙ୍କ ଆର୍ଥିକ କ୍ଷେତ୍ର ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ଆପଣଙ୍କୁ ସମାଜରେ ପ୍ରତିଷ୍ଠା ମିଳିବ । ଆପଣଙ୍କୁ ସେୟାର ବଜାର ଓ ସଟା ବଜାରରେ ନିବେଶରେ ଲାଭ ମିଳିବ । ଆପଣ କୌଣସି ବସ୍ତୁ କିଣିବାରେ ଧନ ଖର୍ଚ କରିବେ । ଆଜି ଆପଣ କୌଣସି ନୂଆ ଜିନିଷରେ ରୁଚି ବଢିବ । ପାରିବାରିକ ସହଯୋଗ ମିଳିବ । ଯାହାଦ୍ୱାରା ଆପଣଙ୍କ ସବୁ କାର୍ଯ୍ୟ ସହଜରେ ହୋଇଯିବ ।

ଧନୁ

ବ୍ୟବସାୟରେ ସଫଳତା ମିଳିବ । ଆଜି ଆପଣଙ୍କୁ କୌଣସି କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ବ୍ୟବସାୟରେ ସମ୍ପର୍କୀୟଙ୍କ ସହଯୋଗ ମିଳିବ । ଆଜି ଆପଣ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ସାହସର ପରିପ୍ରକାଶ ହୋଇପାରେ । ଟେନସନ ବଢିପାରେ । ଆପଣ ଯଦି ମନଇଚ୍ଛା କାର୍ଯ୍ୟ କରିବେ ତେବେ ପରିବାରେ ଚିନ୍ତା ବଢିପାରେ ।

ମକର

ଆପଣଙ୍କର ଯେଉଁ ଲୋକ ଅତି ପ୍ରିୟ ଅଟନ୍ତି ତାଙ୍କ ସହ ବାଦବିବାଦ ହୋଇପାରେ । ଆପଣଙ୍କୁ ଟଙ୍କା ସଞ୍ଚୟ କରିବା ଦରକାର ଯାହା ଦ୍ଵାରା କିଛି କଠିନର ସାମ୍ନା କରିବାକୁ ନ ପଡେ । ଆଜି ଆପଣ କୌଣସି ମିତ୍ରକୁ ମନେ ପକେଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କିଛି କଷ୍ଟ ଆସିପାରେ । କିନ୍ତୁ ସବୁ ବାଧା ବିଘ୍ନକୁ ଦୂର କରି ଆଗକୁ ଆପଣ ଯାଇପାରନ୍ତି । ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ର ପୂର୍ବ ଅପେକ୍ଷା ବହୁତ ଭଲ ରହିବ ।

କୁମ୍ଭ

ପରିବାରରେ ଆପଣଙ୍କ ଭାଇ ଭଉଣୀଙ୍କ ସାହାର୍ଯ୍ୟ ମିଳିବ । ଆପଣ ଧନ ସମ୍ବନ୍ଧୀୟ କୌଣସି ଦେବା ନେବା କରନ୍ତୁ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଗକୁ ବଢିବା ପାଇଁ ଆପଣଙ୍କୁ ସୁବର୍ନ ସୁଯୋଗ ମିଳିବ । ଏହାକୁ ହାତ ଛଡା କାଲେ ଭବିଷ୍ୟତରେ ଆପଣ ଏହିଭଳି ସୁଯୋଗ ପୁଣି ଥରେ ପାଇବେ ନାହିଁ । କୌଣସି ବ୍ୟକ୍ତି ନିଜର କାମ ପାଇଁ ଆପଣଙ୍କ ଠାରୁ ସାହାର୍ଯ୍ୟ ନେଇପାରେ । ଆଜି ଆପଣ କ୍ଷମତା ପ୍ରଦର୍ଶନ କରିବାରେ ସଫଳ ହେବେ ।

ମୀନ

ନିବେଶ କରିବା ପାଇଁ ଦିନଟି ଠିକ ନାହିଁ । ଆପଣ ଭାବିଥିବା କାର୍ଯ୍ୟ ହୋଇଯିବ । ଆପଣଙ୍କୁ କିଛି ନା କିଛି କ୍ଷତିରେ ପଡ଼ିପାରନ୍ତି । ଟଙ୍କାର ଅଭାବ ଆପଣ ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । କିଛି କଥାକୁ ଆପଣ ପୁରା ମନଧ୍ୟାନ ଦେଇ କରିବା ଉଚିତ । ଆପଣ ସାବଧାନ ରୁହନ୍ତୁ । ନିବେଶ କରିବା ପାଇଁ ଦିନଟି ଠିକ ନାହିଁ । ଆଜି ପତ୍ର ଉପରେ କିଛି ଲେଖି ପାଣିରେ ଭସେଇ ଦିଅନ୍ତୁ । ଆପଣ ସାବଧାନ ରୁହନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।