ଆଜିର ରାଶିଫଳ, 17 ଅକ୍ଟୋବର 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୧୭ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଅଟକିଥିବା କାମ ପୁରା ହେବ । ଅଫିସରେ ଆପଣଙ୍କୁ କୌଣସି ନୂଆ କାମର ଦାୟିତ୍ଵ ମିଳିପାରେ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ଆଜି ଆପଣଙ୍କର ଆତ୍ମ ବିଶ୍ଵାସର ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆପଣଙ୍କର ଯାତ୍ରା ସୁଫଳ ହେବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆପଣ ଯେଉଁ କାମରେ ହାତ ଦେବେ ଷ୍ଠୀରେ ସୁଫଳ ହେବେ । ଅଫିସରେ ଆପଣଙ୍କୁ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ନୂଆ କାମ କରିବାର ସୁଯୋଗ ପାଇବେ । ଧନ ଉପାର୍ଜନ କରିବା ପାଇଁ ଆପଣଙ୍କୁ ନୂଆ ଅବସର ମିଳିବ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଆକସ୍ମିକ ଭାବେ ଧନ ଲାଭ ହେବ । ପରିବାର ଲୋକଙ୍କ ସହ ଆପଣ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । କୌଣସି ପୁରୁଣା ମିତ୍ରା ସହ ଆପଣଙ୍କର ଭେଟ ହୋଇପାରେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଆପଣ ଅଧିକ ସମୟ ବିତାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କର ପାରିବାରିକ ବାତାବରଣ ଭଲ ରହିବ । ଜୀବନରେ କିଛି କରିବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଦ୍ଵାରା ପ୍ରେରଣା ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ପାଇବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । କୌଣସି ବ୍ୟକ୍ତି ଙ୍କ ଠାରୁ ଆପଣ କୁଆ କଥା ଶିଖିବାକୁ ପାଇବେ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରିବେ । ପାରିବାରିକ ମାହୋଲ ଭଲ ରହିବ । ପ୍ରେମ ଜୀବନ ସୁଖମୟ ରହିବ । କୌଣସି କ୍ଷେତ୍ରର ରୁ ଆପଣଙ୍କର ଆକସ୍ମିକ ଭାବେ ଧନ ଲାଭ ହେବେ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ କୌଣସି ନୂଆ କାମରେ ଟଙ୍କା ନିବେଶ କରିବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପରିବାର ଲୋକଙ୍କ ସହ ଆପଣ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । କିଛି ନୂଆ କରିବାର ଅବସର ଆପଣ ପାଇବେ । ପ୍ରେମ ଜୀବନରେ ଅପାନ ସଫଳ ହେବେ । ଆପଣ ନିଜ ପାର୍ଟନର ଙ୍କୁ ମନ କଥା କହିବାର ଉପଯୁକ୍ତ ସମୟ ଅଟେ । ଏହାର ଫାଇଦା ଆପଣ ଉଠାନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଉତ୍ତମ ରହିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳତା ହାସଲ କରିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନାର ଆରମ୍ଭ କରି ପାରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । କଳା ଓ ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଅନୁକୂଳ ରହିବ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ପ୍ରାପ୍ତ ହୋଇପାରେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ ।

ବିଛା ରାଶି : ଏହି ରାଶିର ଲୋକ ଅନ୍ୟ ମାନଙ୍କ ସହ କଥା ହେବା ସମୟରେ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଙ୍କର ଅଧିକ ସମୟ ବିତାଇବାକୁ ସୁଯୋଗ ମିଳିବ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ହେବ । ସମଜା ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ସମୟ ଆସି ଯାଇଛି । ଯଦି ଆପଣଙ୍କର ବିବାହ ନ ହେଉଛି ତେବେ ଏଥିପାଇଁ ସଠିକ ସମୟ ଆସି ଯାଇଛି । ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କର ଯାତ୍ରା କଷ୍ଟଦାୟକ ହେବ । ଆପଣ ବ୍ୟବସାୟରେ ଅଧିକ ଲାଭବାନ ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ପ୍ରେମ ଜୀବନରେ ଆପଣ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ମାହୋଲ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିଆବାକୁ ପାଇବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଆପଣ ନୂଆ ବନ୍ଧୁତା କାହା ସହ କରିବା ପାଇଁ ଚେଷ୍ଟା କରିବେ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ପରିବାର ଲୋକଙ୍କ ସହ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିସ୍ତାହାର ମାନ ବଢିବ । ସନ୍ତାନ ମାନକ ପାଇଁ ଆପଣ କୌଣସି କାରଣରୁ ଚିନ୍ତା ରେ ରହିବେ । ଆଜି କର୍ମ କ୍ଷେତ୍ର ରେ ଆପଣଙ୍କର ସମୟା ଅନୁକୂଳ ରହିବ । ଚାକିରି ଓ ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କର ଉନ୍ନତି ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ବ୍ୟବସାୟରେ ଲାଭବାନ ହେବେ । ଆପଣ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ସମଜା ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଅଫିସରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ପାଇବେ । ଯାହା ଦ୍ଵାରା ଆପଣ ଜୀବନରେ ସଫଳତା ହାସଲ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

ମୀନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ଆପଣ ଧନ ସମ୍ପତିର ଅଧିକାରୀ ହେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ପାଇବେ । ଜୀବନରେ କିଛି କରିବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଛାତ୍ର ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । ଆପଣନାଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବେ । ବ୍ୟବସାୟରେ ଲାଭ ହେବାର ଅବସର ଆପଣ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।