ଶେଷରେ Manish ଙ୍କ ସାଙ୍ଗମାନେ ମାନିଲେ ସବୁ ସତ, କହିଲେ କେମିତି ସେ Manish ଙ୍କୁ କରିଥିଲେ ହତ୍ୟା, ଦେଖନ୍ତୁ Video

ଭୁବନେଶ୍ଵର ଡ଼ିସିପି ଆଜି ମନୀଷ ଅନୁରାଗ କେ-ସ-ରେ ଅ-ଭି-ଯୁ-କ୍ତ-ଙ୍କ ବିଷୟରେ ମି-ଡି-ଆ ସାମ୍ନାରେ କହିଲେ । ସେ କହିଲେ କି ସ୍ପେଶାଲ ସ୍କୋୟାଡର ଇଞ୍ଚାର୍ଜ ସଂଜୀବ ଶତପଥି, କମାଣ୍ଡୋ ଥାନା ଓ ଖଣ୍ଡଗିରୀ ଥାନା କର୍ମଚାରୀମାନେ ଓ ଇନ୍ଫୋସିଟିର ଆଇଆଇସିଙ୍କୁ ମିଶାଇ ଏକ ଟିମ ଗଠନ କରାଯାଇ ଥିଲା । ଯା-ଞ୍ଚ-ରେ ଜଣା ପଡିଲା କି ଯେଉଁ ଦିନ ଏହି ଘ-ଟ-ଣା ଘ-ଟି-ଛି ସେହି ଦିନ ସନ୍ଧ୍ୟା ୫.୩୦ରେ ମନୀଷ ତାଙ୍କର ୩ ଜଣ ସାଙ୍ଗ ଅମ୍ରିତ ପ୍ରୀତମ ବିଶ୍ଵାଳ, ଦିନେଶ କୁମାର ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇ ଥିଲେ ।

ପାତ୍ରପଡା ଅଞ୍ଚଳର ଏକ ହୋ-ଟେ-ଲ-କୁ ଯାଇ ଥିଲେ । ଦିନେଶ ଓ ମୃତ୍ୟୁଞ୍ଜୟ କନ୍ଧମାଳରେ ଥିଲେ ସେମାନେ ଅମ୍ରିତ ସାଙ୍ଗ ଅଟନ୍ତି । ଯାଞ୍ଚ ଅନୁସାରେ ସେମାନେ ଯେଉଁ ହୋଟେଲକୁ ଯାଇ ଥିଲେ ପ୍ରଥମେ ସେଠି ସେମାନଙ୍କ ମଧ୍ୟରେ ବିଲ ପେମେଣ୍ଟକୁ ନେଇ ପା-ଟି ତୁ-ଣ୍ଡ ହୋଇଥିଲା ।

ହୋଟେଲ ବାହାରେ ଝ-ଗ-ଡା କରିବା ସହିତ ସେମାନେ ମନୀଷ ଉପରେ ଆ-କ୍ର-ମ-ଣ କରିଥିଲେ ଓ ଏହି ଆ-କ୍ର-ମ-ଣ-ରେ ମନୀଷ ଅନୁରାଗଙ୍କ ମୃ-ତ୍ୟୁ ହୋଇଥିଲା । ସେମାନେ ୩ ଜଣ ପ୍ରମାଣ ନ-ଷ୍ଟ କରିବା ପାଇଁ ମନୀଷ ଅନୁରାଗର ଶରୀରକୁ ପୋଖରୀ ମଧ୍ୟକୁ ଫୋ-ପା-ଡି ଦେଲେ । ମୃତ ମନୀଷଙ୍କ ମୋବାଇଲ ଫୋନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ଏହି ତିନି ଜଣ ଅ-ଭି-ଯୁ-କ୍ତ-କୁ ରି-ମା-ଣ୍ଡ-ରେ ଆଣିବା ପାଇଁ ଆଜି ଆମେ ଚେଷ୍ଟା କରୁଛୁ ।

ପୋ-ସ୍ଟ-ମ-ର୍ଟେ-ମ ରିପୋର୍ଟରେ ଜଣା ପଡିଛି କି ବି-ବା-ଦ କାରଣରୁ ସେମାନଙ୍କ ମଧ୍ୟରେ ଠେ-ଲା-ପେ-ଲା ହୋଇଥିଲା ସେହି କାରଣରୁ ମନୀଷ ଅନୁରାଗଙ୍କ ମୃ-ତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ଝ-ଗ-ଡା କରିବା ଓ ଏମାନେ ସମସ୍ତେ ହିଁ ସେହି ସ୍ଥାନରେ ଉପସ୍ଥିତ ଥିବା ଓ ମୃ-ତ ଶରୀରକୁ ଲୁ-ଚା-ଇ-ବା ପାଇଁ ପାଣିରେ ଫି-ଙ୍ଗି ଦେବା ଏହି ସବୁକୁ ନେଇ ଆମ ପାଖରେ ଜଣେ ସାକ୍ଷୀ ବି ଅଛି ଯିଏକି ଘ-ଟ-ଣା ପରେ ସେମାନଙ୍କୁ ଓଦା କପଡାରେ ଦେଖିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଯା-ଞ୍ଚ-ରୁ ଯାହା ଜଣା ପଡିଛି କି ମନୀଷ ଅନୁରାଗଙ୍କୁ ମା-ଡ ମା-ରି-ବା କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି । କହିବାକୁ ଗଲେ ପୋଲିସ ଆଜି ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟକୁ ଗି-ର-ଫ କରି ଆଜି କୋର୍ଟ ଫରୱାର୍ଡ କରିଛି । ପୋ-ସ୍ଟ-ମ-ର୍ଟେ-ମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଅଧିକ ରାତି ପର୍ଯ୍ୟନ୍ତ ବାର ଚାଲିବା କାରଣରୁ ବାରକୁ ସି-ଲ କରାଯାଇଛି । ଆଗକୁ ବି ଯା-ଞ୍ଚ କରାଯିବ ।