Aryan Khan ସମର୍ଥନରେ ମୁଖ୍ୟମନ୍ତ୍ରୀ Uddhav Thackeray, କହିଲେ ‘NCB ଗଞ୍ଜେଇ ସୁଙ୍ଘୁଥିବା ଅଭିନେତା ଧରି ନିଜ ପ୍ରଚାର କରୁଛି, ଆଉ…’ ଦେଖନ୍ତୁ Video

ବର୍ତ୍ତମାନ ଆର୍ୟନ ଖାନଙ୍କ ମାମଲାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏନସିବିକୁ ଟା-ର୍ଗେ-ଟ କରିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ଅନ୍ୟ କେତେକ ବଡ ବଡ ନେତା ଓ ମନ୍ତ୍ରୀମାନେ ବି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସପୋର୍ଟରେ ଆସିଛନ୍ତି । ପ୍ରଥମେ ଏନସିପିର ନବାବ ମଲ୍ଲିକ ଓ ବର୍ତ୍ତମାନ ଶିବସେନାର ମୁଖ୍ୟ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମ୍ନାକୁ ଆସିଛନ୍ତି । ଏନସିବିକୁ ଟାର୍ଗେଟ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ୩ – ୪ ଟି ଗ-ଞ୍ଜେ-ଇ କଲି ଶୁ-ଙ୍ଘି ଥିବା ଅଭିନେତାଙ୍କୁ ଧରି ବହୁତ ଢୋଲ ବଜାଉଛି ଓ ନିଜକୁ ବଡ ବୋଲି କହୁଛି ।

ଏହା ସହିତ କହିଲେ କି ଯେଉଁମାନେ କୋଟି କୋଟି ଟଙ୍କାର ଡ୍ର-ଗ୍ସ କା-ରୋ-ବା-ର କରୁଛନ୍ତି ତାଙ୍କ ବି-ରୁ-ଦ୍ଧ-ରେ ଏନସିବି କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ । ଅନ୍ୟ ପଟେ ବିଜେପି ଇଡ଼ି, ସିବିଆଇଓ ସେଣ୍ଟ୍ରାଲ ଏଜେନ୍ସିକୁ ବ୍ୟବହାର କରି ବଡ ବଡ ନେତା ଓ ଅଭିନେତାମାନଙ୍କୁ ଟା-ର୍ଗେ-ଟ କରୁଛି । ଏହିଭଳି ବୟାନ ଦେଇ ଶିବସେନାର ମୁଖ୍ୟ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ସ୍ପଷ୍ଟ କରିଦେଇଛନ୍ତି କି ସେ କାହାର ସପୋର୍ଟ କରୁଛନ୍ତି ।

ଉଦ୍ଧବ ଠାକରେ କହିଲେ କି ଯେଉଁଠି ଏନସିବି ଅଳ୍ପ କିଛି ଡ୍ର-ଗ୍ସ ଧ-ରି-ଛି ସେହି ସ୍ଥାନରେ ଆମର ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କାର ଡ୍ର-ଗ୍ସ ଧରିବାରେ ସଫଳ ହୋଇଛି । କିଛି ଦିନ ତଳେ ସମୀର ୱାଙ୍ଖେଡେ ମୁମ୍ବାଇ ପୋଲିସ ନିକଟରେ ଅ-ଭି-ଯୋ-ଗ କରିଥିଲେ କି ଜଣେ ବ୍ୟକ୍ତି ତାଙ୍କୁ ରାତିରେ ଫଲୋ କରୁଛନ୍ତି । ସମୀର ୱାଙ୍ଖେଡ଼େ ଅ-ଭି-ଯୋ-ଗ-ର ସହ ସିସିଟିଭି ଫୁଟେଜ ବି ଦାଖଲ କରିଥିଲେ ।

ଏହାରି ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମ୍ନାକୁ ଆସି ଏନସିବିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ପୁରା ଦୁନିଆରେ ମହାରାଷ୍ଟ୍ରରେ କେବଳ ଗ-ଞ୍ଜେ-ଇ କା-ରୋ-ବା-ର- ଅଧିକ ହେଉଛି ବୋଲି ଏନସିବି ଦେଖାଇବାକୁ ଚାହୁଁଛି । ଏହିଭଳି ଭାବରେ ଏନସିବି ସମ୍ପୂର୍ଣ ବିଶ୍ଵରେ ମହାରାଷ୍ଟ୍ରର ଛବିକୁ ଖରାପ କରୁଛି । ଏନସିବି ବର୍ତ୍ତମାନ ଏହିଭଳି ସ୍ଥିତି କରୁଛି ଯେଉଁଥିରେ ସେ ଦେଖାଇବାକୁ ଚାହୁଁଛି କି ଆମେ ଆମର ଘର ସାମ୍ନାରେ ଗ-ଞ୍ଜେ-ଇ ଗଛ ଲଗାଇଛୁ ।

ଉଦ୍ଧବ ଠାକରେ କହିଲେ କି ମୁଦ୍ରା ପୋର୍ଟରେ ଧରା ପଡିଥିବା ୩୦୦୦ କିଲୋ ଡ୍ର-ଗ୍ସ ଉପରେ କାହିଁକି କଥାବାର୍ତ୍ତା ହେଉ ନାହିଁ । କହିଦେଉଛୁ କି ଏହି ଡ୍ର-ଗ୍ସ-କୁ ସେଣ୍ଟ୍ରାଲ ଏଜେନ୍ସି ଧ-ରି ଥିଲେ । ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ଟାଲକମ ପାଉଡର ନାଁରେ ଆଫଗାନିସ୍ତାନରୁ ହିରୋଇନ ମଗାଇ ଥିଲେ ଓ ସେମାନଙ୍କୁ ବି ଧ-ରା ହୋଇଛି । କହିବାକୁ ଗଲେ ଆର୍ୟନ ଖାନଙ୍କ ବେ-ଲ ନ ମିଳିବା ପର ଠାରୁ ଏହି ମାମଲା ରାଜନୈତିକ ରୂପ ନେବାରେ ଲାଗିଛି ।

ଗୋଟିଏ ପରେ ଶିବସେନା ମୁଖ୍ୟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ପଟେ ବଲୀଉଡର ବଡ ବଡ ଅଭିନେତା ଓ ଅଭିନେତ୍ରୀ ଏନସିବିକୁ ଟା-ର୍ଗେ-ଟ କରିଛନ୍ତି । ସମୀର ସମୀର ୱାଙ୍ଖେଡେଙ୍କ କହିବା ଅଟେ କି ଯେଉଁମାନଙ୍କ ପାଖରୁ ଛୋଟ ଛୋଟ ଆମାଉଣ୍ଟର ଡ୍ର-ଗ୍ସ ବାହାରୁଛି ସେମାନେ ହିଁ ବଡ ବଡ ଡ୍ର-ଗ୍ସ ସପ୍ଲାଏୟାରଙ୍କ ନାଁ କହୁଛନ୍ତି ।