ଆଜିର ରାଶିଫଳ, 16 ଅକ୍ଟୋବର 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୧୬ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ଓ ବାଣିଜ୍ୟ ରେ ଆପଣଙ୍କର ଅଧିକ ଉନ୍ନତି ହେବ । ଆଜି ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଅଧିକ ଆଗ୍ରହ ପ୍ରକାଶ କରିବେ । ଆଜି ଆପଣଙ୍କୁ ଆପଣଙ୍କର ମନ ପସନ୍ଦ ଅନୁଯାୟୀ ଫଳ ମିଳିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ଯେଉଁ କାମ କରିବେ ତାହା ସମାଜ କଲ୍ୟାଣ ପାଇଁ କାମରେ ଆସିବ । ଆଜି ଆପଣଙ୍କର ଆୟରେ ବୃଦ୍ଧି ହେବ । କୌଣସି କ୍ଷେତରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । କୌଣସି କାମକୁ ନେଇ ଆପଣ ଚିନ୍ତିତ ରହିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନାର ଆରମ୍ଭ କରି ପାରିବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ସମୟ ଆସି ଯାଇଛି । ଶିକ୍ଷା କ୍ଷେତ୍ର ରେ ଛାତ୍ର ମାନଙ୍କୁ କୌଣସି ସମସ୍ଯା ହୋଇପାରେ । କୌଣସି ଖାସ କ୍ଷେତ୍ର ରେ ସଫଳତା ପାଇବା ପାଇଁ ଆପଣ ଉଦ୍ୟମ ଜାରି ରଖିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କୁ ଆଜି ଖୁସି ଖବର ଶୁଣିବାକୁ ମିଳିବ । ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ସହଯୋଗ ମିଳିବ । ମହିଳା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ପ୍ରେମ ଜୀବନରେ ଆପଣ ନିଜ ପାର୍ଟନର ଙ୍କ ସହ ଭଲ ସମୟ ଅତିବାହିତ କରିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଚାକିରି କ୍ଷେତ୍ର ରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହଯୋଗ ଅପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଆପଣ ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଲାଭବାନ ହେବେ । ଆପଣଙ୍କୁ କିଛି ନୂଆ କଥା ଶିଖିବାକୁ ମିଳିବ । ପିତାଙ୍କ ଠାରୁ ଆର୍ଥିକ ଲାଭ ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ସିଂହ ରଶି : ଏହି ରାଶିର ଲୋକ ମାନଙ୍କର ଆଜି ଅଯଥା ଖର୍ଚ୍ଚ ହେବ । ଜୀବନ ସାଥି ଙ୍କ ସହ ଆପଣଙ୍କର କୌଣସି କାରଣରୁ କଳହ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହୋଇପାରେ । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବ ।

ତୁଳା ରାଶି : ଏହି ରାଶିର ଲୋକ ମାନେ କର୍ମ କ୍ଷେତ୍ର ରେ ସଫଳତା ହାସଲ କରିବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଯାହା ଦ୍ଵାରା ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । ସାଙ୍ଗ ସାଥି ଙ୍କ ସହ ଆପଣ ଅଧିକ ସମୟ ବିତାଇବେ । କାମ କାର୍ଯ୍ୟ କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ପରିବାର ରେ ହସ ଖୁଶିର ମାହୋଲ ରହିବ । ସନ୍ତାନ ମାନଙ୍କ ପାଇଁ ଆପଣ ଚିନ୍ତା ରେ ରହି ପାରନ୍ତି ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଚାକିରି କ୍ଷେତ୍ର ରେ ଆପଣ ପ୍ରମୋଶନ ପାଇବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଆପଣ ନୂଆ ନିବେଶ କରି ପାରନ୍ତି । ଧନ ଉପାର୍ଜନ କରିବା ପାଇଁ ଆପଣଙ୍କୁ କିଛି ନୂଆ ଅବସର ପ୍ରାପ୍ତ ହେବ । ସମାଜ ରେ ଆପଣ ପ୍ରଶଂସାର ଅପାତ୍ର ହେବେ । କୌଣସି ଅସହାୟ ବ୍ୟକ୍ତି ଙ୍କୁ ଆପଣ ସାହାଜ୍ଯ କରିବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ମାନେ ରୁଚି ରଖିବେ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ମନରେ ସାକାରାତ୍ମକ ଚିନ୍ତାଦହର ସୃଷ୍ଟି ହେବ । ଯାହା ଦ୍ଵାରା ଆପଣ ଜୀବନରେ ସଫଳତା ହାସଲ କରି ପାରିବେ । ଘର ପରିବାର ରେ ସୁଖ ଶାନ୍ତି ବଜାୟ ରହିବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଠିକ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । ପାରିବାରିକ ସ୍ଥିତି ସୁଖଦ ରହିବ । ଅଫିସରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ପାଇବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ବ୍ୟବସାୟ କ୍ଷେତ୍ର ରେ ଅଧିକ ଲାଭବାନ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ବୁଝାମଣା ରହିବା ସହ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବୃଦ୍ଧି ପାଇବ । କୌଣସି କ୍ଷେତ୍ର ରୁ ଆପଣଙ୍କର ଧନ ଲାଭ ହୋଇପାରେ । ପ୍ରେମ ଜୀବନ ସୁଖମୟ ରହିବ । କୌଣସି ନୂଆ ମିତ୍ର ଙ୍କ ସହ ଆପଣ ବନ୍ଧୁତା କରିବେ । ଯାହା ଦ୍ଵାରା ଆପଣ ଜୀବନରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ସ୍ୱାସ୍ଥ୍ୟ ସାମାନ୍ଯ ରହବ । ଆଜି ଆପଣ ନୂଆ ନିବେଶ କରିବେ । ପାରବାରିକ ଜୀବନରେ ସୁଖଦ ସ୍ଥିତି ରହିବ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ହେବ ସହ ଅଧିକ ଉନ୍ନତି ମଧ୍ୟ ହେବେ । ପ୍ରିୟଜନ ଓ ପଡୋଶୀ ମାନକ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ମାତା ପିତାଙ୍କ ସହଯୋଗ ଆପଣ ପାଇବେ ।

ମୀନ ରାଶି : ଏହି ରାଶିର ଲୋକ ମାନେ ମିତ୍ରା ମନାକ ସହ ଭେଟ ହୋଇ ପାରନ୍ତି । ଆପଣ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ପାରିବାରିକ ମାହୋଲ ହସ ଖୁସିର ରହିବ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମନ ବଢିବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।