ଆଜିର ରାଶିଫଳ, 15 ଅଗଷ୍ଟ 2020, ଶନିବାର, ଶନିଦେବ ଆଜି ପ୍ରସନ୍ନ ହେଲେ ଏହି ୬ଟି ରାଶି ଉପରେ, ହେବ ବଡ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି

ପିତା ମାତା ଙ୍କ ସହ ମିଶି ପାଖରେ ଥିବା ମନ୍ଦିରକୁ ଯାଇପାରନ୍ତି । ଘରେ ଏକ ନୂଆ ଖୁସି ଆସିବାର ସମ୍ଭାବନା ଅଛି । ଯାହାକି ପରିବାରରେ ଖୁସିର ଲହରୀ ଖେଳିଯିବ । ଜୀବନ ସାଥିଙ୍କ ସହିତ ଭଲରେ ଦିନ କାଟିବ । ଆଜି ଦିନ ତମାମ ଭଲରେ କଟିବ । ଆପଣ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆଜି ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ ଓ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଦାମ୍ପଦ୍ୟ ଜୀବନରେ ବହୁତ ଭଲରେ କଟିବ ଓ ବ୍ୟବସାୟରେ ମଧ୍ୟ ଲାଭ ହେବ ।

ବୃଷ ରାଶି

ନିଜ ଘରେ ଆଜି କୌଣସି ଏକ ମଙ୍ଗଳ କାର୍ଯ୍ୟ ହୋଇପାରେ । ପିଲାମାନଙ୍କ ବହୁତ ଭଲରେ ଦିନ କାଟିବା ସହିତ ସବୁ ଜିନିଷ ଆପଣଙ୍କ ସପକ୍ଷରେ ଯିବ । ମନଧ୍ୟାନ ଦେଇ ପାଠ ପଢିବାକୁ ଚେଷ୍ଟା କରନ୍ତୁ ଯାହାଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ । ନିଜର ଥିବା ସାଙ୍ଗ ମାନଙ୍କର ଆଜି ଆପଣଙ୍କୁ ସହାୟତା ମିଳିବ । ଶରୀରରେ ଆଜି ଅଧିକ ସତେଜ ଅନୁଭବ ହେତୁ କରିପାରୁ ନଥିବା କାର୍ଯ୍ୟ କୁ ଆଜି ଆପଣ ପୂରଣ କରିବେ । ବାଦ ବିବାଦରେ ଆପଣଙ୍କର ଆଜି ମାନସିକ ପୀଡା ରହିପାରେ । ଭାଇ ଭଉଣୀଙ୍କର ସମ୍ପର୍କରେ ଦୃଢ ହେବ । ବେରୋଜଗାରି ପିଲା ମାନେ ଏବେ ତାଙ୍କର ଅସୁବିଧା ହେବ ।

ମିଥୁନ ରାଶି

ନିଜ ଭିତରେ ଥିବା ଆତ୍ମବିଶ୍ଵାସ ଓ ସକାରାତ୍ମକ ଶକ୍ତି ଦ୍ଵାରା ଏହି ଗୁଣ ଆପଣଙ୍କର ଭଲ କାର୍ଯ୍ୟରେ ସହାୟତା ହେବ । ଆପଣ କୌଣସି କାର୍ଯ୍ୟରେ ମଧ୍ୟ ସାହାର୍ଯ୍ୟ କରିବେ । ସରକାରୀ କାର୍ଯ୍ୟ କରୁଥିବା ଲୋକେ ବହୁତ ଲାଭ ହେବ ଓ ଯେକୌଣସି କାର୍ଯ୍ୟରେ ଯିବେ ସଫଳତା ମିଳିବ । ଆପଣ ଧାର୍ମିକ କାର୍ଯ୍ୟରେ ମାନ ଲଗାଇବେ । ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଆନୁସାର କାମ କରିବାକୁ ଚେଷ୍ଟା କରନ୍ତୁ ।

କର୍କଟ ରାଶି

ଆପଣଙ୍କୁ ଧନ ମିଳିବ କିନ୍ତୁ କୌଣସି କାମରେ ଓ ବ୍ୟବସାୟରେ କମ ଲାଭ ହେତୁ ଆପଣଙ୍କ ମନ ଖରାପ ହେବା ସହିତ ବହୁତ ଚିନ୍ତାରେ ରହିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଦୃଢ ହେବ ଓ କିଛି ନୂଆ ଖୁସି ଆସିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ମଧ୍ୟ କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କର ସଫଳତା ଅର୍ଜନ କରିବେ । ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ ଓ ଏହି ଦିନ ହିଁ ନିଜର ବହୁତ ଭଲ ଦିନ ଅଟେ । ପରିବାରରେ ପୁରା ସହଯୋଗ ମିଳିବ ଓ ଆପଣଙ୍କୁ ବହୁତ ଭଲ ପାଇବେ । ଆଜି ଆପଣ ମାତା ପିତା ଓ ସ୍ତ୍ରୀର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ବହୁତ ବଡ ସମସ୍ୟାର ସମୁଖୀନ ହୋଇପାରନ୍ତି ।

ସିଂହ ରାଶି

ଆଜି ଆପଣ ଦିନ ଭଲରେ କାଟିବ । ଜୀବନସାଥୀଙ୍କର ଉପଦେଶରେ ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବ । ଆଜି ତାଙ୍କ ସହ କଟାଇଥିବା ସମୟ ନିଜର ସବୁଦିନ ପାଇଁ ମନେ ରଖିବେ ଓ ଏହି ସମୟରେ କଟିଥିବା ସମୟ ଗୁଡିକ ଆପଣଙ୍କର ସମ୍ପର୍କ ଦୃଢ କରାଇବ । ଆଜି ଯେପରି କର୍ମ କରିବେ, ସେହି ପରି ଫଳ ପାଇବେ । ହଠାତ କୌଣସି ଜାଗାରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । କଠିନ ପରିଶ୍ରମ ଦ୍ଵାରା ମଧ୍ୟ ଆପଣଙ୍କୁ ବହୁତ ଲାଭ ପ୍ରଦ ହେବ । ଭାବିଚିନ୍ତି କରିଥିବା କାମ ଆଜି ଆପଣଙ୍କୁ ସଫଳତା ଦେବ । କୌଣସି କାର୍ଯ୍ୟ ଅଧିକା କରିବା ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପକାଇ ପାରେ ।

କନ୍ୟା ରାଶି

ଯେକୌଣସି ଏକ ଘର କାମ କରି ସଫଲତା ପାଇବା ସହିତ ଘର ଲୋକଙ୍କୁ ଠାରୁ ବା ବା ପାଇବେ । ପ୍ରେମ ସମ୍ପର୍କକୁ ନେଇ ଲୋକେ ବହୁତ ବଡ ଖୁସି ଖବର ଆସିବାର ଅଛି । ଆର୍ଥିକ ସମସ୍ୟାରେ ନିଜର ଊର୍ଣ୍ଣତି ହେବ ଓ କୌଣସି ଅସୁବିଧା ହେବ ନାହିଁ । ଭବିଷ୍ୟ ପାଇଁ ଯେଉଁ କାର୍ଯ୍ୟ ଭାବିଥିବେ ସେହି କାର୍ଯ୍ୟ ତୁରନ୍ତ କରିଦିଅନ୍ତୁ ଓ ଏହା ଆପଣଙ୍କୁ ଆଗକୁ ବହୁତ ଲାଭ ଦାୟକ ହେବ । ନିଜର ବନ୍ଧୁ ବା ସମ୍ପର୍କୀୟଙ୍କୁ ନିଜର ଖରାପ ନଜର ପକାନ୍ତୁ ନାହିଁ ଅର୍ଥାତ ଯଦି ଭଲ ପାଉଛନ୍ତି ତେବେ କେବେ ହେଲେ କୁହନ୍ତୁ ନାହିଁ, ଏହା ଆପଣଙ୍କୁ ବହୁତ ଅସୁବିଧାରେ ପକାଇପାରେ । ଜାହକି ଏମିତି କରିବା ଦ୍ଵାରା ସେ ରାଗିଯାଇ ପାରେ ତେଣୁ ସେଥିରୁ ଦୂରେଇ ରୁହନ୍ତୁ ।

ତୁଳା ରାଶି

ନିଜ ସାଙ୍ଗ ଦେଇଥିବା ଉପଦେଶ ଆଜି ଆପଣଙ୍କର ବହୁତ କାର୍ଯ୍ୟରେ ଲାଗିବ । ଆଜି ଆପଣ ସାଙ୍ଗ ଦେଇଥିବା ଉପଦେଶକୁ କାର୍ଯ୍ୟରେ ଲଗାନ୍ତୁ । ଆଜି ପ୍ରେମ ସମ୍ବନ୍ଧ୍ୟ କିଛି ଖୁସି ମିଳିବ, କିନ୍ତୁ ଆପଣଙ୍କୁ ଆଜି ପୁରା ତାଙ୍କ କଥା ପ୍ରତି ଧ୍ୟାନ ଦେବାର ଅଛି ତେବେ ଯାଇ ଜାଣିପାରିବେ । ଗୁରୁଜନ ମାନଙ୍କ କଥା ମାନିବା ଦ୍ଵାରା ନିଜର ବହୁତ ଶୁଭ ଫଳ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ ।  ଘରେ ଆସୁବିଧା ଆସିବାର ସମଭାବନା ଅଛି ଓ ଛୋଟ ଛୋଟ କଥାକୁ ନେଇ ବଡ ଅସୁବିଧାରେ ପଡ଼ିପାରନ୍ତି ଏବଂ କାହାକୁ କଡା କଥା କୁହନ୍ତୁ ନାହିଁ ।

ବିଛା ରାଶି

ଆଜି ଆପଣ  ବ୍ୟବସାୟରେ ଯୋଜନା କରି କାର୍ଯ୍ୟ କରିବା ଦ୍ଵାରା ଲାଭ ଦାୟକ ହେବ । ଜୀବନରେ ବହୁତ ଖୁସି ଅନୁଭବ କରିବେ । ଯାହାକୁ ଆପଣ ନିଜର ଭାବି ଅତି ବିଶ୍ଵାସ କରୁଛନ୍ତି ସେହି ଆପଣଙ୍କୁ ପରବର୍ତୀ ସମୟରେ ବଡ ଅସୁବିଧାରେ ପକାଇପାରେ । ସେଥିପାଇଁ ଆପଣଙ୍କର କୌଣସି କାର୍ଯ୍ୟ କରିବା ପୂର୍ବରୁ କେବେ ହେଲେ କାହାକୁ କୁହନ୍ତୁ ନାହିଁ । ଆଜି ପରିବାରରେ ମନ ଖୋଲା କରି ମାଗି ପାରିବେ । ଯେହେତୁ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ଅଛି କିଛି ଅସୁବିଧା ନାହିଁ, କିନ୍ତୁ ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭାବିଥିବା ନୂଆ ଯୋଜନା ଓ ନୂଆ ବ୍ୟବସାୟରେ ଆପଣଙ୍କର ଭଲ ବିଚାର ଥିବା ହେତୁ ବ୍ୟପାରରେ ବହୁତ ଆଗକୁ ବଢିବ ।

ଧନୁ ରାଶି

ଚାକିରି କରିଥିବା ଲୋକଙ୍କର ଆଜି ବହୁତ ଭଲ ଦିନ ଅଟେ । ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଆନୁସାର କାମ କରିବାକୁ ଚେଷ୍ଟା କରନ୍ତୁ । ପୂର୍ବ ଦିନ ମାନଙ୍କ ମଧ୍ୟରୁ ଆଜି ଦିନ ଭଲରେ କଟିବ । ଆପଣଙ୍କର ପୂର୍ବରୁ ରହିଯାଇଥିବା କାମ ଏବେ ପୁରା ହୋଇଯିବ । ନିଜର କାରବାର ବଢି ପାରେ କିନ୍ତୁ ଯଦି ସଠିକ ଭାବରେ ଯାଞ୍ଚ ନକରନ୍ତି ତେବେ ଖ୍ଯାତି ହେବାର ସମ୍ଭାବନା ଅଛି ତେଣୁ କରି ଧ୍ୟାନ ଦିଅନ୍ତୁ ।

ମକର ରାଶି

ନିଜର ଥିବା ସାଙ୍ଗ ଓ ସମ୍ପର୍କୀୟ ମାନଙ୍କର ସହାୟତା ମିଳିବ । ନିଜ ଜୀବନରେ ସଫଳତା ପାଇବାକୁ ହେଲେ ଗୁରୁଙ୍କର ଆଶ୍ରିବାଦ ମିଳିବ । ନକରାତ୍ମକ ଶକ୍ତି ଠାରୁ ପିଲା ମାନଙ୍କୁ ଦୂରେଇ ରଖନ୍ତୁ । ଯଦି ପାରୁଛନ୍ତି ତାଙ୍କ ସହ ଅଧିକ ସମୟ କାଟନ୍ତୁ ତାଙ୍କ ମନରେ କିଛି ପରିବର୍ତନ ନଆସୁ । ପ୍ରେମ ସମ୍ପକରେ କିଛି ପରିବର୍ତନ ଆସିପାରେ । ଆପଣ ନିଜ କାମ ପ୍ରତି ବହୁତ ଧ୍ୟନ ଦେବା ସଙ୍ଗେ ଓ ଆପଣ କରିଥିବା ପରିଶ୍ରମ କେବେବି ବୃଥା ଜୀବ ନାହିଁ । ଏହାର ଫଳ ନିଶ୍ଚିନ୍ତ ଭାବେ ପାଇବେ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ ।

କୁମ୍ଭ ରାଶି

କୌଣସି ଏକ ବନ୍ଧୁଙ୍କ ପାଖରୁ ଉପହାର ମିଳିବାର ସମ୍ଭାବନା ଅଛି । ଦାମ୍ପଦ୍ୟ ଜୀବନରେ ବହୁତ ଖୁସି ରେ ରହିବେ । ଆଜି ଆପଣ ପରିବାରରେ ଏକ ମହତ୍ୟ ପୂର୍ଣ କାର୍ଯ୍ୟରେ ବଡ ଭୂମିକା ନେଇପାରନ୍ତି । ଜୀବନ ସାଥିଙ୍କ ସହିତ ଭଲରେ ଦିନ କାଟିବେ । ଆପଣଙ୍କର ସମ୍ପର୍କରେ କିଛି ତ୍ରୁଟି ଥିଲେ ସେଥିରୁ ଆପଣ ଆଜି ମୁକ୍ତି ପାଇପାରନ୍ତି । । ସ୍ୱାସ୍ଥ୍ୟ ରେ ଆଜି ଭଲ ଅନୁଭବ କରିବେ । ଆଜି ଆପଣଙ୍କ ପରିବାରରେ ଥିବା ବଡ ସମସ୍ୟା ଆଜି ସମାଧାନ ହୋଇଯିବାର ସମ୍ଭାବନା ଅଛି ।

ମୀନ ରାଶି

ବ୍ୟାପାରରେ ଭଲ ଲାଭ ହେବା ସହିତ ମନ ଶାନ୍ତି ରହିବ । ଆଜି ଟିକେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଏବେ ଭଲ ରହିବ । ଅନେଇତିକ କାର୍ଯ୍ୟ କରିଥିବା ହେତୁ ଆପଣ ଆଜି ବଡ ଅସୁବିଧା ହେବାର ସମ୍ଭାବନା ଅଛି ଓ ବିପରୀତ ଦିଗରେ ନେଇପାରନ୍ତି । ହଠାତ ଆପଣଙ୍କୁ ରୋଗ ହେବାର ସମ୍ଭାବନା ଅଛି ତେଣୁ ଟିକେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ । ନକରାତ୍ମକ କାର୍ଯ୍ୟରୁ ଆଜି ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । କ୍ରୋଧ ନହୋଇ ମନ ଶାନ୍ତିକରି ଓ ଭାବିଛିନ୍ତି କାର୍ଯ୍ୟ କରନ୍ତୁ ନଚେତ ବହୁତ ବଡ ଅସୁବିଧା ହେବାର ସମ୍ଭାବନା ଅଛି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।