ଏତେ ବଡ ହନୀ ଟ୍ରାପରେ ଫସିଥିଲେ ସୁଶାନ୍ତ ସିଂ ରାଜପୁତ, ଏବେ ସାମନ୍ନାକୁ ଆସିଲା ମହେଶ ଭଟ୍ଟ କଳା କାରନାମା

ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ବଢ଼ି ଚାଲିଛି । ଆଜି ପୁଣି ଏକ ନୂଆ ଖବର ସାମ୍ନାକୁ ଆସିଚି ଯେଉଁଥିରେ ମହେଶ ଭଟ୍ଟ ନିଜେ କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଙ୍କୁ ହନି ଟ୍ରାପରେ ଫସା ଯାଇଥିଲା । ରିୟା ଚକ୍ରବର୍ତ୍ତୀ ଥିଲେ ମହେଶ ଭଟ୍ଟଙ୍କ ଚେଲା, ରିୟା ମହେଶ ଭଟ୍ଟଙ୍କୁ ନିଜ ଗୁରୁ ବୋଲି ମାନୁଥିଲେ । ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କୁ ହନି ଟ୍ରାପରେ କେମିତି ଫସାଇଲେ ।

ଏବେ ଆମେ ଆପଣଙ୍କୁ କହିବୁ ଏହି ହନି ଟ୍ରାପ କଣ ଅଟେ । ହନି ଟ୍ରାପରେ ଗୋଟେ ବ୍ୟକ୍ତିକୁ ଧୀରେ ଧୀରେ ନିଜ ଆଡ଼କୁ ଆକର୍ଷିତ କରା ଯାଇଥାଏ ଏବଂ ରିୟା ୨୦୧୩ରୁ ଏହି କାମରେ ଲାଗି ପଡିଥିଲେ । ଏବେ ଏହା ମଧ୍ୟ ସାମ୍ନାକୁ ଆସିଚି କି ରିୟାଙ୍କ ସହିତ ତାଙ୍କ ଗୁରୁ ମହେଶ ଭଟ୍ଟଙ୍କ ବି ବହୁତ ବଡ଼ ହାତ ରହିଛି ଏହି ମର୍ଡରକେଶରେ ।

ରିୟା ସୁଶାନ୍ତଙ୍କ ପଛରେ ୨୦୧୩ରୁ ହିଁ ପଡ଼ିଥିଲେ ସେତେବେଳେ ସୁଶାନ୍ତ ଭଲ ଆକ୍ଟର ହୋ ସାରିଥିଲେ । ସେତେବେଳେ ରିୟାଙ୍କ ଆକ୍ଟିଂ କ୍ୟାରିୟର ଭଲ  ଚାଲି ନଥିଲା ତେଣୁ ରିୟା ଭାବିଥିଲେ ସୁଶାନ୍ତଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ । କିନ୍ତୁ ବହୁତ ଚେଷ୍ଟା ପରେ ମଧ୍ୟ ସୁଶାନ୍ତ ରିୟାଙ୍କ ଜାଲରେ ପଡ଼ି ନଥିଲେ, କାରଣ ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କୁ ଭଲ ପାଉଥିଲେ ।

ହନି ଟ୍ରାପରେ ଧନୀ ବ୍ୟକ୍ତିଙ୍କୁ ମେସଜ୍ କରାଯାଏ ଏବଂ ଯେମିତି ୨ ଜଣଙ୍କ ମଝିରେ ପ୍ରେମ ବଢ଼ିଥାଏ ସେତେବେଳେ ଧନୀ ବ୍ୟକ୍ତିର ସବୁ ସମ୍ପତି ଲୁଟି ନିଆ ଯାଇଥାଏ । ସୁଶାନ୍ତ ପରେ ରିୟାଙ୍କୁ ଭଲ ପାଇ ବସିଥିଲେ ଏବଂ ରିୟା ସୁଶାନ୍ତଙ୍କ ସହିତ ରହିବାକୁ ଲାଗିଥିଲେ । କିନ୍ତୁ ରିୟା କେବଳ ପଇସା ପାଇଁ ସୁଶାନ୍ତଙ୍କ ସହିତ ଥିଲେ ।

ସୁଶାନ୍ତଙ୍କୁ ଯେତେବେଳେ ରିୟାଙ୍କ ଉପରେ ସନ୍ଦେହ ହେଇଥିଲା ସେ ରିୟାଙ୍କ ଠୁ ଦୂରାଇ ଯିବାକୁ ଚାହିଁଥିଲେ କିନ୍ତୁ ସେତେବେଳେ ବହୁତ ଡେରି ହୋଇ ଯାଇଥିଲା । ରିୟାଙ୍କ ଗୁରୁ ମହେଶ ଭଟ୍ଟଙ୍କ ଦ୍ଵାରା ହିଁ ଏହି ହନି ଟ୍ରାପ କରା ଯାଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ । ଏହି କେଶକୁ ଏବେ CBI ତଦନ୍ତ କରୁଛି । ଏବେ ଏହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି କି ସୁଶାନ୍ତଙ୍କୁ CBI ଟିମ ଏବଂ ବିହାର ପୋଲିସ ଟିମ୍ କେବେ ନ୍ୟାୟ ଦେଉଚି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।