ଆଜିର ରାଶିଫଳ, 14 ମାର୍ଚ୍ଚ 2023, ମଙ୍ଗଳବାର, ବଜରଙ୍ଗୀବଲିଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପ୍ରୋଜେକ୍ଟ ରିସର୍ଚ ଉପରେ କାମ କରନ୍ତୁ । ବଡ ଲୋକଙ୍କର ସହଯୋଗ ପାଇବେ । ଆପଣଙ୍କ ନୂଆ କାମରେ ରୁଚି ବଢିବ । ଯାହା କାରଣରୁ ଆପଣଙ୍କୁ ନୂଆ କାମ ଶିଖିବାକୁ ମିଳିବ । ଆପଣଙ୍କୁ ଶତ୍ରୁ ଆପଣଙ୍କ ଠାରୁ ପାରସ୍ତ ହେବେ । ଆଜି କୌଣସି ଶୁଭ ସମାଚାର ମିଳିପାରେ । ଜୀବନ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । କାମ କାର୍ଯ୍ୟ ରେ ପ୍ରଭାବିତ ହେବ ।

ବୃଷ ରାଶି : ଘରେ ଲୋକଙ୍କ ଯିବା ଆସିବା ଲାଗି ରହିବ । ଆଜି ଅନ୍ୟ ର ସାହାଜ୍ୟ କରନ୍ତୁ । ଅନ୍ୟ ପାଇଁ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ । ସମ୍ପତି ସହ ଜଡିତ କାମ କରୁଥିବା ଜାତକ ଙ୍କ ସତର୍କ ରହିବାର ଜରୁରତ ଅଛି । କୌଣସି ଭୁଲ କାମ କରନ୍ତୁ ନାହି । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ରହିବ । ପାର୍ଟନର ଓ ରିଲେସନସିପ ଉପରେ ବିଶ୍ଵାସ ବଜାୟ ରଖନ୍ତୁ । ଆପଣଙ୍କୁ କେବଳ ନିଜର କାମ ଉପରେ ଫୋକସ ରଖନ୍ତୁ ।

ମିଥୁନ ରାଶି : ଆୟରେ ନୂଆ ସ୍ରୋତ ଖୋଲିବ । ଯାହା ଦ୍ଵାରା ଆମଦାନି ରେ ଭଲ ଫାଇଦା ମିଳିବ । ଘରର ବାତାବରଣ ଭଲ ରହିବ । ଆଜି ଆପଣ ନିଜ ଲୋକଙ୍କ ସ୍ନେହ ଓ ସମର୍ଥନ ପାଇବାକୁ ଚେଷ୍ଟା କରିବେ । ମାତା ଙ୍କ ସହ ଆପଣଙ୍କର ଭଲ ସମୟ ବ୍ଯତୀତ ହେବ । ଆର୍ଥିକ ଲାଭ ହେବାର ଯୋଗ ଅଛି । ଆପଣଙ୍କୁ ଯୋଜନା ସଫଳ ହେବ । ବିଦ୍ୟାର୍ଥୀ ଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ହେବ ।

କର୍କଟ ରାଶି : ଆଜି ଆପଣଙ୍କୁ ଆଲର୍ଟ ରହିବାର ଜରୁରତ ଅଛି । କ୍ରୋଧ ଉପରେ ସଂଯମ ରଖନ୍ତୁ । ଆଜି କିଛି ମାମଲାରେ ଆପଣ କନଫିଉଜ ହୋଇ ପାରନ୍ତି । ଅବହେଳା କରନ୍ତୁ ନାହି । ପଇସା ମାମଲାରେ ଦିନ ଖର୍ଚ୍ଚାନ୍ତ ରହିବ । ସନ୍ତାନ ପକ୍ଷ ଙ୍କ ଠାରୁ କୌଣସି ବଡ ସଫଳତା ହାସିଲ କରିବ । କୌଣସି ବ୍ୟକ୍ତି ଉପରେ ଭାବନାତ୍ମକ ରୂପରେ ନିର୍ଭର ରହିବେ । ଘରର ଗୁରୁଜନ ମାନଙ୍କର ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି : ବଡ ସମସ୍ଯା ହେବ ନାହି । ଆଜି ଆପଣଙ୍କର କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ତାଙ୍କ ଉପସ୍ଥିତି ଆପଣଙ୍କୁ ପ୍ରସନ୍ନ ରଖିବ । ଦୂର ସଂଚାର କମ୍ପାନୀ ରେ କାମ କରୁଥିଲେ ତେବେ ଲୋକଙ୍କର ପ୍ରମୋଶନ ହେବାର ସମ୍ଭାବନା ଅଛି । କିଛି କାମରେ ବଡ ସଫଳତା ମିଳିପାରେ । ଆଜି ଆମଦାନୀ ର ପ୍ରବାହ ରହିବ । କାରୋବାରରେ ଲାଭ ହେବ । ଜୀବନରେ ସାର୍ଥକତା ସନ୍ଧାନ ଯୋଗ ଅଛି । ଆଧ୍ୟାତ୍ମ ଓ ଧାର୍ମିକ ଗତି ବିଧି କୁ ସମୟ ଦେଇ ପାରନ୍ତି ।

କନ୍ୟା ରାଶି : ଜୀବନ ସାଥିଙ୍କ ସହ ଅନେକ ଦିନରୁ ଚାଲିଥିବା ବିବାଦ ଆଜି ଦୁର ହେବ । ଆଜି ସମଯରେ ମାନ ସମାନ ପ୍ରାପ୍ତ ହେବ । ବ୍ୟତଷ୍ଟା ପରେ ବି ଆପଣ ନିଜର ସପର୍କୀୟ ଓ ବନ୍ଧୁ ଙ୍କ ସହ ମିଳାମିଶା କରିବାକୁ ସମୟ ଦେବେ । ଲମ୍ବା କାମ ପୁରା ହେବାରୁ ଆପଣ ରାହତ ଅନୁଭବ କରିବେ । କିନ୍ତୁ ଆପଣଙ୍କୁ ସତର୍କ ରହିବାର ଜରୁରତ ଅଛି । ଯଦି ଗାଡି କ୍ରୟ କରିବାକୁ ଚାହୁଁ ଛନ୍ତି ତେବେ ସମୟ ଉତ୍ତମ ଅଟେ ।

ତୁଳା ରାଶି : ଆଧ୍ୟାତ୍ମିକ ଗତି ବିଧି ରେ ଧ୍ୟାନ ଦିଅନ୍ତୁ । ଅତ୍ୟଧିକ ସଂବେଦନଶୀଳତା ଆପଣଙ୍କୁ ମାନସିକ ରୂପରେ ଦୁର୍ବଳ କରିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆଜି ଆପଣଙ୍କର ଅଟକିଥିବା କାମ ପୁରା ହେବ । ସୁଖ ସମ୍ପତି ର ପ୍ରାପ୍ତି ପାଇଁ ସର୍ବଦା ପ୍ରୟାସରତ ରହିବେ । ଆବଶ୍ୟକ ଅନୁସାରେ ଖର୍ଚ୍ଚ କରନ୍ତୁ । ଆଜୀବିକା ପାଇଁ ପରିଶ୍ରମ ବଧାନତୁ । ଲମ୍ବା ସମୟରୁ କରିଥିବା ନିବେଶ ରୁ ଲାଭ ମିଳିଲେ ସୁଖ ସୁବିଧାରେ ବୃଦ୍ଧି ହେବ ।

ବିଛା ରାଶି : ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ଆସିପାରେ । ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହଯୋଗ ବା ମାର୍ଗ ଦର୍ଶନ ପ୍ରାପ୍ତ ହେବ । ପୂଜା ପାଠ ରେ ମନ ଲାଗିବ । ଲଭ ମେଟ ପରସ୍ପର ର ସହ ଭାବନାକୁ ବୁଝିବେ । ଆପଣ ଏହି ସମୟରେ ନିଜ ଘର ପରିବାର ରେ ଧ୍ୟାନ ଦିଅନ୍ତୁ । କ୍ଯାରିୟର ଓ ଆପଣଙ୍କ ବ୍ୟକ୍ତିଗତ କାମ ଏବେ ଜରୁରୀ ନୁହେଁ । ଚାକିରି କରୁଥିବା ଜାତକ ଟଙ୍କା ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ ।

ଧନୁ ରାଶି : ନୂଆ କାମର ଆରମ୍ଭ ଆଜି କରନ୍ତୁ ନାହି । ସ୍ୱାସ୍ଥ୍ୟ ବେହତର କରିବା ପାଇଁ ତେଲ ଜାତୀୟ ଖାଦ୍ୟ ଖାଆନ୍ତୁ ନାହି । ଆଜି କାର୍ଯ୍ୟ ଭାର ବହୁତ ଅଧିକ ରହିବ । ଯାହା କାରଣରୁ ଆପଣ ନିଜର ଦାୟିତ୍ଵ ନେବାରେ ପଛକୁ ହଟି ପାରନ୍ତି । ଲେନଦେନ କୁ ନେଇ ପାରଦର୍ଶିତା ନିଶ୍ଚୟ ରଖନ୍ତୁ । ଯୁବକ ଙ୍କ ପାଇଁ ଆଳସ୍ୟ ଠିକ ନୁହେଁ । ଏହା ପ୍ରଗତି ରେ ବାଧା ସୃଷ୍ଟି କରିପାରେ ।

ମକର ରାଶି : ଯଦି ଆପଣ ବେପାର କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କୁ ବ୍ୟବସାୟରେ ବିସ୍ତାର ରେ ସଫଳ ମିଳିବ । କିଛି ନୂଆ ବେହତର ବିଚାର ଆପଣଙ୍କୁ ଆର୍ଥିକ ସ୍ତର ରେ ଫାଇଦା ଦେବ । ଆନନ୍ଦ ପ୍ରମୋଦ ସହ ବାହନ ସୁଖ ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ଆଜି ଦିନ ଟି ସୁଖ ଶାନ୍ତି ରେ ବ୍ଯତୀତ ହେବ । ପାରିବାରିକ ଜୀବନରେ ମଧ୍ୟ ଆନନ୍ଦ ଛାଇ ରହିବ ।

କୁମ୍ଭ ରାଶି : ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ କାହାର ସାହାଜ୍ଯ ମିଳିପାରେ । ଦୀର୍ଘ ଦିନରୁ ଚାଲିଥିବା ସମସ୍ଯା ଓ ବାଧା ଦୂର କରିବାରେ କୌଣସି ବ୍ୟକ୍ତିଙ୍କ ସାହାଜ୍ଯ ମିଳିବ । ଆପଣଙ୍କ ଊର୍ଜା ର ସ୍ତର ଏହି ସମୟରେ ଅଧିକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ତଥା ପ୍ରିୟଜନ ଙ୍କ ସହ ଖୁସି ର ସମୟ ବିତାଇବେ । ଆପଣଙ୍କ କଥାବାର୍ତ୍ତା ଅନ୍ୟ ମାନଙ୍କୁ ପ୍ରଭାବିତ କରିବ । ନୂଆ ଦିନ ଘରୋଇ ମାହୋଳରେ ଭାରି ରହିବ ।

ମୀନ ରାଶି : ଏହି ସମୟରେ ନିଜର ଚିନ୍ତା ରୁ ମୁକ୍ତି ପାଇବାକୁ ଓ ବନ୍ଧୁ ଙ୍କ ସହ ୟାଦକାର ସମୟ ବିତାଇବା ପାଇଁ ଉତ୍ତମ ଅଟେ । ପରିବର୍ତ୍ତନ ହେଉଥିବା ବାତାବରଣ କାରଣରୁ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଉଚିତ ଆରାମ ମଧ୍ୟ କରନ୍ତୁ । ନୂଆ ଉଦ୍ୟମ ଆରମ୍ଭ କରିବା ପାଇଁ ସମଭଲ ନୁହେଁ । କ୍ଷତି ହେବାର ସମ୍ଭାବନା ଅଛି । ଆୟ ଓ ବ୍ୟୟ ର ସ୍ଥିତି ସନ୍ତୁଳନ ରଖନ୍ତୁ । ଆଜି ଆପଣଙ୍କୁ ନିଜର ସଚ୍ଚା ଅପ୍ରେମ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।