ଆଜିର ରାଶିଫଳ, 14 ଫେବୃୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ମାତା ପିତାଙ୍କ ସହଯୋଗ ମିଳିବ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ଲାଭ ପାଇବେ । ଟଙ୍କା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ଅନେକ ଦିନରୁ ଚାଲିଥିବା ସମସ୍ଯା ର ସମାଧାନ ହେବ । ଆପଣ ପ୍ରଭାବଶାଳୀ ଓ ପ୍ରସିଦ୍ଧ ରହିବବେ । ଆଜି ଜରୁରୀ କଥା ଅନ୍ୟ ସହ ସେୟାର କରନ୍ତୁ ନାହି । ଲୋକେ ଏହାର ଫାଇଦା ଉଠାନ୍ତୁ । ଆଜି କ୍ଷଣିକ ସୁଖ ର ମୋହରେ ପଡନ୍ତୁ ନାହି । କୌଣସି କଥାକୁ ନେଇ ଆପଣ ଚିନ୍ତା ରେ ରହିବେ । ପରିବାରର ବଡ ଲୋକଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି କୁ ବିରୋଧ କରନ୍ତୁ ନାହି ।

ବୃଷ ରାଶି : ବନ୍ଧୁ ଙ୍କ ସହ ସମ୍ପର୍କ ସହଯୋଗ ମିଳିବ । ମାତା ପିତାଙ୍କ ସହ ସମ୍ପର୍କ ମଧୁର ରହିବ । ବେରୋଜଗାର ଙ୍କ ଆମଦାନୀ ର ଉଚିତ ସାଧନ ସୁଲଭ ହେବ । ବ୍ୟାପାର ରେ ଉଶ୍ଚାହ ଓ ପ୍ରସନ୍ନତା ପ୍ରତି ଅନୁଭବ ହେବ । ଆଜି ମନ ବିଚଳିତ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଶୁଣିଥିବା କଥା ଉପରେ ଭରସା କରନ୍ତୁ ନାହି । ଶ୍ଵଶୁର ଘର ପକ୍ଷ ରୁ ମେଲ ମେଳାପ କରି ପାରନ୍ତି ।

ମିଥୁନ ରାଶି : ଯେଉଁ ଲୋକ ଚାକିରି ରେ କାର୍ଯ୍ୟରତ ଅଛନ୍ତି ଯଦି ସେମାନେ କାର୍ଯ୍ୟ ବିଷୟରେ ଚିନ୍ତା କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସଫଳତା ମିଳିବାର ଅଛି । ଆପଣ ନୂଆ କୋର୍ସ ବିଷୟରେ ଚିନ୍ତା ବିଚାର କରିବେ । ବଡ ଭାଇ ଭଉଣୀ ଙ୍କ ଆପଣଙ୍କୁ ପୁରା ସହଯୋଗ ମିଳିବ । ବନ୍ଧୁ ଙ୍କ ସହ ଭେଟ ହେବା କାରଣରୁ ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ । ଚାକିରି ରେ ସବୁ ବାଧା ଦୂର ହେବ ।

କର୍କଟ ରାଶି : ନିଜ ପରେ ଭରସା ରଖନ୍ତୁ । ଆପଣଙ୍କ ସବୁ ସ୍ଥିତି ସୁଧୁରିଯିବ । ବନ୍ଧୁ ବା ପରିଜନ ଙ୍କ ସହ କଥା ହେଲେ ଆପଣଙ୍କ ଭଲ ଅନଭବ କରିବେ । ଚାକିରି ସହ ଜଡିତ ଜାତକ ଙ୍କୁ କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରିବା ଉଚିତ ନୁହେଁ । ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ରେ ସଫଳତା ମିଳିବ । କୌଣସି ବଡ କାମ ହାତକୁ ନିଅନ୍ତୁ ନାହି । ଘରେ ପରିଜନ ବିଶେଷ କରି ମାତା ଙ୍କ ସହ ତାଳମେଳ ରେ ବୃଦ୍ଧି ହେବ । ପରିବାର ଆପଣଙ୍କ ପାଇଁ ପ୍ରାଥମିକ ରହିବ ।

ସିଂହ ରାଶି : ଆପଣ ପରିବାର ଲୋକଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରିବେ । ଚାକିରି ସହ ଜଡିତ ଜାତକ ଙ୍କୁ ନିଜର ଅଧିକାରୀ ଙ୍କ ସହ କଠୋର ବ୍ୟବହାର କରିବାରୁ ବଞ୍ଚିତ ରହିବାକୁ ହେବ । ସନ୍ଧ୍ୟା ରେ ଆପଣ ପରିବାର ସହ ପିକନିକ ଯିବାର ପ୍ଳାନ କରିବେ । ସ୍ୱାସ୍ଥ୍ୟ ମାମଲାରେ ଦିନ ଭଲ ରହିବ । ଆଜି ଆପଣଙ୍କର କାର୍ଯ୍ୟ ସ୍ଥଳରେ ଅଧିକ କାର୍ଯ୍ୟ ଭାର କାରଣରୁ ପ୍ରଭାବିତ ହେବେ । ଆର୍ଥିକ କମ୍ଜୋରି କାରଣରୁ କାମ ପେଣ୍ଡିଙ୍ଗ ପଡିଥିଲା ତାହା ଆଜି ପୁରା ହେବାର ନଜର ଆସୁଛି ।

କନ୍ୟା ରାଶି : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କ ସମ୍ପର୍କର ବୃଦ୍ଧି ହେବ । ପ୍ରଭାବଶାଳୀ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ମହତ୍ଵ ପୂର୍ଣ୍ଣ ରହିବ । ସ୍ଥାୟୀ ସମ୍ପତି ରେ ସମ୍ପର୍କରେ କୌଣସି ନିସ୍ପତି ନେବା ହିତକର ରହିବ । ପରିବାର ରେ ଗୁରୁଜନ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ କିଛି ଜିନିଷ ରୋମାଞ୍ଚକ ରହିବ । ଫାଇନାନ୍ସ ସମ୍ବଧିତ କାର୍ଯ୍ୟ କରୁଥିବା ଲୋକଙ୍କୁ ପଇସା ଦେବା ନେବା ସମୟରେ ସତର୍କ ରହିବାର ଅଛି ।

ତୁଳା ରାଶି : ଆପଣଙ୍କର ପଇସା ଫସି ଯାଇପାରେ । ଆଜି ଆପଣ ଖର୍ଚ୍ଚ ଅଧିକ କରିବେ । କିନ୍ତୁ ଆପଣ ଚାହିଁ ବି ଖର୍ଚ୍ଚ କମ କରିବେ ନାହି । ଚାକିରି ରେ ଆପଣଙ୍କୁ ଆଜି ଭଲ ସଫଳତା ମିଳିବ । ଯଦି ଆପଣ ଜୀବନ ସାଥିଙ୍କ ସହ ମନାନ୍ତର କରିବେ ତେବେ ଆପଣଙ୍କର କ୍ଷତି ହୋଇପାରେ । ଆଜି ଧର୍ଯ୍ୟ ଓ ବୁଝାମଣା ରଖିକି କାମ କରିବେ ତ ସବୁ ଠିକ ହେବ । ଆପଣଙ୍କୁ ଅନୁଶାସିତ ରହିବାର ଅଛି ।

ବିଛା ରାଶି : ଯୁବକ ଙ୍କୁ ବଡ ଙ୍କ ପ୍ରତି ଆଦର ଭାବନା ରଖିବା ଉଚିତ । ସ୍ୱାସ୍ଥ୍ୟ ରେ ଅଚାନକ ପରିବର୍ତ୍ତନ ଆସିପାରେ । ପୂର୍ବରୁ ଆପଣ ରୋଗୀ ଥିଲେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମେହନତର ଫଳ ମିଳିବ । ଯେଉଁ ମାନେ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ରେ ଜଡିତ ଅଛନ୍ତି ସେମାନଙ୍କୁ ବ୍ୟାପାର ରେ ବହୁତ ଭଲ ଲାଭ ହେବ । ନିଜର ଆବେଗ ଉପରେ କାବୁ ରଖନ୍ତୁ । ସମସ୍ୟାର ସମାଧାନ ସହଜରେ ପ୍ରପାତ ହେବ । ଭାବନାତ୍ମକ ରୂପରେ ସ୍ଥିର ରହିବାକୁ ଚେଷ୍ଟା କରନ୍ତୁ ।

ଧନୁ ରାଶି : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ତେଣୁ ବୁଝି ବିଚରି ଆଜି ଖର୍ଚ୍ଚ କରନ୍ତୁ । ଆଜି ମାନ ସାମନାରେ ବୃଦ୍ଧି ହେବ । ଲଭ ଲାଇଫ ରେ କିଛି ପରିବର୍ତ୍ତନ ହେବ । ପଇସା ସମ୍ବଧିତ ଚିନ୍ତା କମ ହୋଇପାରେ । ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ନିବେଶ ସମ୍ବଧିତ ନିସ୍ପତି ଉପରେ ଅତଳ ରୁହନ୍ତୁ । ତେବେ ଯାଇ ଭବିଷ୍ୟତ ରେ ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ହେବ । ଆପଣ ସୁଖୀ ବୈବାହିକ ଜୀବନ ର ଆନନ୍ଦ ନେବେ ।

ମକର ରାଶି : କିଛି ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ । କଠିନ ପରିସର ରୁ ଲାଭ ହେବ । ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ଭଲ ଅବସର ମିଳିବ । ଏହାର ପୁରା ଲାଭ ଉଠାନ୍ତୁ । ସ୍ୱାସ୍ଥ୍ୟ ମାମଲାରେ ଆପଣ ଟିକେ ସତର୍କ ରୁହନ୍ତୁ । ନିଜର ପ୍ରତିଭା କୁ ଦେଖାଇବାକୁ ଚେଷ୍ଟା କରନ୍ତୁ । କୌଣସି ନୂଆ କାମ ଆରମ୍ଭ କରିବାକୁ ମନ ବଳାଇବେ । ଆର୍ଥିକ କାର୍ଯ୍ୟ ରେ ଧ୍ୟାନ ଲଗାଇଲେ ମନ ଶାନ୍ତି ରହିବ ।

କୁମ୍ଭ ରାଶି : କ୍ଯାରିୟର କୁ ନୂଆ ଦିଶା ପ୍ରାପ୍ତ ହେବ । ଆପଣ ଯାହା ଶିଖିବାକୁ ଚାହୁଁ ଛନ୍ତି ସେଥିରେ ବେହତର କରିବାକୁ ହେଲେ ଚେଷ୍ଟା କରନ୍ତୁ । ଛୋଟ ମୋଟ କାରଣରୁ ଆପଣଙ୍କୁ ବଡ ଲାଭ ମିଳିପାରେ  ଧନ ଲାଭର ନୂଆ ରସତା ନଜର ଆସିବ । ଛୋଟ ମୋଟ ପ୍ରଲୋଭନ ରୁ ନିଜକୁ ବଞ୍ଚିତ ରଖନ୍ତୁ । କୌଣସି ସମାପ୍ତି କୁ ନେଇ ଗର୍ବ ଅନୁଭବ କରିବେ । ଅନେକ ସମୟରୁ ଅଟକିଥିବା କାମ ପୁରା ହେବ । କିଛି ଭଲ ସମ୍ପର୍କ ବିକଶିତ କରିବେ ଓ ଲାଭକାରୀ ସଉଦା ହେବ ।

ମୀନ ରାଶି : ଆପଣଙ୍କ ପଇସା କମାଇବାର ଭଲ ଅବସର ମିଳିବ । ଯେଉଁ କାମ ପାଇଁ ଆପଣ ଦିନ ରାତି କରୁଥିଲେ ତାହା ଆଜି ସହଜରେ ପୁରା ହେବ । କୌଣସି ଖାସ ବ୍ୟକ୍ତି ଙ୍କ ଠାରୁ କାମ କାର୍ଯ୍ୟ ମାମଲାରେ ଆଜି କିଛି ନୂଆ ଆଇଡିଆ ଶିଖିବାକୁ ମିଳିବ । କୋର୍ଟ କଚେରୀ କମାରୁ ରିହାତି ପାଇବେ । ନିଜର ସମୟ ପଜେଟିଭ ଜିନିଷରେ ଲଗାନ୍ତୁ । ନିଜର ନେଗେଟିଭ ଭାବନା ଉପରେ ସଞ୍ଜଯମ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।