GK Q&A: ଏମିତି କେଉଁ ସାବୁନ ଅଛି ଯେଉଁଥିରେ ଜଣେ ଝିଅ ଓ ସାବୁନ ଦୁଇଟିର ନାମ ରହିଛି ?

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- କେଉଁ ରାଜ୍ୟରେ ସବୁଠୁ ଅଧିକ ସେଓ ଉତ୍ପାଦନ ହୋଇଥାଏ ?

ଉ: ଜାମୁ କାଶ୍ମୀର ରେ ।

2- ଦାଣ୍ଡିଆ କେଉଁ ରାଜ୍ୟ ର ପ୍ରସିଦ୍ଧ ଲୋକ ନୃତ୍ୟ ଅଟେ ?

ଉ: ଗୁଜୁରାଟ ।

3- ଓଟ ପାଣି ନ ପିଇ କେତେ ଦିନ ଯାଏଁ ବଞ୍ଚି ରହିପାରେ ?

ଉ: 7 ମାସ ଯାଏଁ ।

4- କେଉଁ ଦେଶରେ ଗୋଟିଏ ହେଲେ ବି ନ୍ଯୁଜ ଚ୍ଯାନେଲ ନାହିଁ ?

ଉ: ଗ୍ରୀକ ଦେଶରେ ।

5- ଦୁନିଆର କେଉଁ ଦେଶ ସବୁଠୁ ଅଧିକ ଘିଅ ଉତ୍ପାଦନ କରେ ?

ଉ: ଭାରତ ।

6- କେଉଁ ଦେଶରେ ସବୁଠୁ କମ୍ ଫିଲ୍ମ ତିଆରି ହୋଇଥାଏ ?

ଉ: ମେକ୍ସିକୋ ଦେଶରେ ।

7- କେଉଁ ପ୍ରାଣୀ ପାଣିରେ ରହିଲେ ମଧ୍ୟ କେବେ ପାଣି ପିଏ ନାହିଁ ?

ଉ: ବେଙ୍ଗ ।

8- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ପାଣି ର ବ୍ୟବହାର ହୋଇଥାଏ ?

ଉ: ମହାରାଷ୍ଟ୍ର ରେ ।

9- ଭାରତରେ ପ୍ରଥମ ସାଧାରାନ ନିର୍ବାଚନ କେଉଁ ମସିହାରେ ହୋଇଥିଲା ?

ଉ: 1952 ମସିହାରେ ।

10- ଗାଈଙ୍କୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?

ଉ: ସବୁଜ ରଙ୍ଗ ।

11- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ବିଦ୍ୟାଳୟ ରହିଛି ?

ଉ: ବିହାର ରେ ।

12- କେଉଁ ପ୍ରାଣିର ହୃଦୟ 1 ମିନିଟରେ 1000 ଥର ସ୍ପନ୍ଦନ ହୋଇଥାଏ ?

ଉ: ଝିଟିପିଟି ।

13- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଦୁଗ୍ଧ ବ୍ୟବହୃତ ହୋଇଥାଏ ?

ଉ: ଉତ୍ତର ପ୍ରଦେଶ ରେ ।

14- ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ବ୍ୟକ୍ତିଙ୍କ ବୟସ ଅତି କମ୍ ରେ କେତେ ହୋଇଥିବା ଆବଶ୍ୟକ ?

ଉ: 25 ବର୍ଷ ।

15- କେଉଁ ଦେଶର ଲୋକେ ସବୁଠୁ ଅଧିକ ପିଜ୍ଜା ଖାଇଥାନ୍ତି ?

ଉ: ଆମେରିକା ର ଲୋକେ ।

16- ବିଶ୍ଵର ସବୁଠୁ ପୁରୁଣା ଖେଳ କେଉଁଟି ?

ଉ: ପୋଲୋ ।

17- କେଉଁ ପଶୁର କ୍ଷୀର କେବେ ଫାଟି ନଥାଏ ?

ଉ: ଓଟଣୀ ।

18- ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ କା ପୁରୁଣା ନାମ କଣ ଥିଲା ?

ଉ: ବ୍ଯାଙ୍କ ଅଫ ଭାରତ ।

19- ଭାରତର ସବୁଠୁ ପ୍ରଦୂଷିତ ସହର କେଉଁଟି ?

ଉ: ଦିଲ୍ଲୀ ।

20- ଏମିତି କେଉଁ ସାବୁନ ଅଛି ଯେଉଁଥିରେ ଜଣେ ଝିଅ ଓ ସାବୁନ ଦୁଇଟିର ନାମ ରହିଛି ?

ଉ: CAMAY ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।