ଆଜିର ରାଶିଫଳ, 14 ଅଗଷ୍ଟ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ ଉପରେ ରାଗିକି ଅଛନ୍ତି ତେବେ ଆଜି ତାଙ୍କୁ ମନାଇବା ପାଇଁ ସମୟ ବେହତର ହେବ । ଆପଣଙ୍କ ଦ୍ଵାରା କାହା ମନ ଦୁଖ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବେ । ଅଫିସରେ ଯେଉଁ ଲୋକ ଏପଟ ସେପଟ କଥା କହୁଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟର୍ଥ କଥାରେ ସମୟ ବରବାତ କରନ୍ତୁ ନାହି । ଚାକିରିରେ ମାନ ସମାନ ପ୍ରାପ୍ତ ହେବ । ପରିବାର ସହ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିବାର କାର୍ଯ୍ୟକ୍ରମ କରି ପାରନ୍ତି । ପ୍ରେମ ସମ୍ପର୍କରେ ଏବେ ମଧୁରତା ଆସିବ ।

ବୃଷ ରାଶି : ଛାତ୍ର ନିଜର ମେହନତ ବଳରେ ଅନେକ କିଛି ପ୍ରାପ୍ତ କରିବେ । ପୂଜା ପାଠ ରେ ମନ ଲାଗିବ । ପୈତୃକ ବ୍ୟାପାର ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ସତସଙ୍ଗ ର ଲାଭ ଉଠାନ୍ତୁ । ଆପଣଙ୍କୁ ନିଜର ମାତା ପିତାଙ୍କ କାମରେ ସହଯୋଗ ମିଳିବ । ଧାର୍ମିକ ଓ ସାମାଜିକ ଗତି ବିଧି ରେ ବ୍ୟସ୍ତତା ରେ ରହିବେ । ତଥା ଜନ ସମ୍ପର୍କ ବଢିବ । ଆପଣ ନିଜକୁ ଭାବନାତ୍ମକ ଓ ମାନସିକ ରୂପରେ ଶାକ୍ତ ଅନୁଭବ କରିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ନିବିଡ ରହିବ ।

ମିଥୁନ ରାଶି : ଆଜି କୌଣସି ମଜାଳିଆ ମଣିଷ ସହ ଦେଖା କରିବାର ସମ୍ଭାବନା ରହିଛି । ବିଜେନ୍ସ ରେ ବୃଦ୍ଧି ହେବ । ଭୂମି ବାହନ ସମ୍ବଧିତ ମାମଲାରେ ଫସି ପାରନ୍ତି । ଘରେ ପୁନ ନିର୍ମାଣ ରେ ଧନ ଖର୍ଚ୍ଚ ହେବ । ପାର୍ଟନରସିପ ରେ ଧନ ସମ୍ବଧିତ ମାମଲା ରେ ପାରଦର୍ଶିତା ଓ ସ୍ପଷ୍ଟତା କମ ହେବାକୁ ଦିଅନ୍ତୁ ନାହି । ଅନ୍ୟ ପକ୍ଷରେ ନବୀନ ଯୋଜନା ପ୍ରତି ସଚେତନ ରୁହନ୍ତୁ । ଅଚାନକ ଫାଇଦା ମିଳିବାର ଯୋଗ ରହିଛି । ଆଜି ଆପଣଙ୍କ ଠାରେ ଆଧ୍ୟତ୍ମିକତା ର ମାତ୍ରା ଅଧିକ ରହିବ । ବହୁତ କାମ କରିବାରୁ ବଞ୍ଚିତ ହୁଅନ୍ତୁ କାରଣ ଏଥିପାଇଁ ଆପଣ ଥକାପଣ ଅନୁଭବ କରିବେ ।

କର୍କଟ ରାଶି : ଆଜି କୌଣସି ମିତ୍ର ଙ୍କ ସହଯୋଗ କାରଣରୁ ଲାଭ ମିଳିପାରେ । ଆପଣଙ୍କ ବିଚାରକୁ ସମ୍ମାନ ମିଳିବ । ଆମଦାନୀ ର ନୂଆ ସ୍ରୋତ ଖୋଲିବ । ବିବାହ ଚର୍ଚ୍ଚା ସଫଳ ହେବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ସନ୍ତାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଆପଣ ନିଜର ମନ କଥା ଅନ୍ୟ ଙ୍କୁ ସେୟାର କରିଲେ ଆପଣଙ୍କ ମନରେ ଥିବା ବୋଝ ଦୂର ହୋଇ ପାରିବ । ଆପଣ ଅନ୍ୟ ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି ନଚେତ କ୍ଷତି ହୋଇପାରେ ।

ସିଂହ ରାଶି : ଆଜି ଆପଣଙ୍କ ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । ଯୁବ ବର୍ଗ ଙ୍କୁ ସାମାଜିକ ସ୍ତର ରେ ମାନ ସମାନ ମିଳିବ । ଭାଇ ଭଉଣୀ ଙ୍କ ସହ ସମୟ ବ୍ଯତୀତ କରିବେ । ଆପଣଙ୍କୁ ନିଜର ସ୍ବଭାବରେ ପରିବର୍ତ୍ତନ ଆଣିବାକୁ ପଡିବ । କାହା ସହ ଖରାପ ରେ ବ୍ୟବହାର କରନ୍ତୁ ନାହି । ଆପଣଙ୍କୁ ସମଯରେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବାକୁ ପଡିବ । ସ୍ୱାସ୍ଥ୍ୟ କୁ ନେଇ ଆଜି ଦିନ ଟି ଭଲ ରହିବ ନାହି ତେଣୁ ସଚେତନ ରୁହନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କର ଅନ୍ଦାଜ, ସ୍ଵଭାବ, ଆଚାର ବ୍ୟବହାର ରେ ଖାସ ଚମକ ଅନୁଭବ କରିବେ । ବ୍ୟାପାରି ମାନଙ୍କ କଥା କହିବାକୁ ଗଲେ ଯଦି ଆପଣ କୌଣସି ବସ୍ତୁର ଉତ୍ପାଦନ କରୁଛନ୍ତି ତେବେ ବ୍ୟାପାର ବଢାଇବା ପାଇଁ ଅନ୍ୟ ସ୍ଥାନରେ ଜୋର ଲଗାନ୍ତୁ । କୌଣସି କାରଣ ପାଇଁ ଘର ପରିବାରରେ କଳହ ଲାଗିପରେ । ଚୋରୀ ହେବା କାରଣରୁ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି । ଏପଟ ସେପଟ କଥାରେ ସମୟ ବରବାତ କରନ୍ତୁ ନାହି ।

ତୁଳା ରାଶି : ଆଜି ଆପଣ କାମରେ ବିଚଳିତ ଅନୁଭବ କରିବେ । ମାନସିକ ଶାନ୍ତି ଅନୁଭବ କରିବେ । ଆଜି ରାଜନୈତିକ କ୍ଷେତ୍ର ରେ ଆଶାତୀତ ସଫଳତା ମିଳିବ । ସନ୍ତାନଙ୍କ ପ୍ରତି ଦାୟିତ୍ଵ ବୃଦ୍ଧି ହେବ । ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ମନ ବନାଇବେ । ଅଚାନକ ହେବାକୁ ଥିବା ରୋମାଣ୍ଟିକ ଦେଖା ଆପଣଙ୍କ ପାଇଁ ସମସ୍ଯା ଆଣିପାରେ । ସ୍ତ୍ରୀ ମିତ୍ର ଙ୍କ ସହ ଭେଟ ହେବାର ଯୋଗ ରହିଛି । ଯାହା କାରଣରୁ ଆପଣ ଲାଭବାନ ହେବେ । ପ୍ରେମ ପ୍ରସଙ୍ଗ ରେ ଥିବା ବ୍ୟକ୍ତିଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଅଛି ।

ବିଛା ରାଶି : ସ୍ଵଜନ ରେ ସୁଖ ମିଳିବ । ପରିବାରରେ ଖୁସି ଆସିବ । ମାଙ୍ଗଳିକ କାର୍ଯ୍ୟ ରେ ଯିବାକୁ ପଡିପାରେ । ଘରର ସମସ୍ଯା ଅନେକ ମାତ୍ରାରେ ସମାଧାନ ହୋଇପାରେ । ଯଦି ଆପଣ ନିଜ ଜୀବନରେ ଏକା ଅଛନ୍ତି ତ ବହୁତ ଜଲ୍ଦି କାହାର ପ୍ରେମରେ ପଡି ପାରନ୍ତି । ଆପଣଙ୍କୁ କାମରେ ରୁଚି ପୂର୍ବରୁ ଅଧିକ ରହିବ । ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଜରୁରୀ କାମ ହୋଇପାରେ । ରଚନାତ୍ମକ କାର୍ଯ୍ୟ ରେ ମନ ଲାଗିବ ।

ଧନୁ ରାଶି : ଆଜି ଆପଣଙ୍କୁ ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ଚାକିରି ରେ ଅଫିସରଙ୍କର ସହଯୋଗ ମିଳିବ । ପୁରୁଣା ବିବାଦ ସମାପ୍ତ ହୋଇପାରେ । ଭାବିଥିବା କାମ ଆଜି ପୁରା ହେବ । କିସମତର ସାଥ ମିଳିବ । ମୁଣ୍ଡ ବିନ୍ଧା ଭଳି ସମସ୍ଯା ହୋଇପାରେ । ଖର୍ଚ୍ଚ ବଢିପାରେ । କେହି ନ ମାଗିବା ଆଗରୁ ପରାମର୍ଶ ଦିଅନ୍ତୁ ନାହି ବେହତର ହେବ । ପୁରୁଣା ନିବେଶ ରେ ଭଲ ଋଟର୍ନ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ରେ ସମସ୍ଯା ହୋଇପାରେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ।

ମକର ରାଶି : ଆପଣଙ୍କର କେହି ନିଜର ହୁଅନ୍ତି ନାହି କାହିଁକି ଆଜି କାହାକୁ ଉଧାର ଦେବାକୁ ବଛିତ ରୁହନ୍ତୁ । କୌଣସି ମହତ୍ଵ ପୂର୍ଣ୍ଣ ଓ ବଡ କାମ ଆଜି ଆରମ୍ଭ କରି ପାରନ୍ତି । ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ଆଲୋଚନା କରନ୍ତୁ । ମିତ୍ର ଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ପ୍ରେମ ସମ୍ପର୍କ ରେ ସମସ୍ଯା ଆସିପାରେ । ସହଯୋଗୀ ମାନଙ୍କର ବିଶ୍ଵାସ ପ୍ରାପ୍ତ କରନ୍ତୁ । ଆପଣ ଆଗାମୀ ଦିନରେ ଶୁଭ ଫଳ ପାଇବେ । ମନ୍ଦିର ରେ ଗୁଡ ଦାନ କରନ୍ତୁ । ସମାଜରେ ମାନ ସମାନ ବଢିବ ।

କୁମ୍ଭ ରାଶି : ଆଜି ଆପଣ ବ୍ୟାପାର ବାଣିଜ୍ୟ କ୍ଷେତ୍ର ରେ ବୁଝି ବିଚାରୀ ନିସ୍ପତି ନିଅନ୍ତୁ । କାରୋବାର ରେ ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି ଲାଭଦାୟକ ରହିବ । କିନ୍ତୁ କାର୍ଯ୍ୟ ସ୍ଥଳରେ ନ ମାଗିବା ଯାଏଁ ପରାମର୍ଶ ଦିଅନ୍ତୁ ନାହି । ବୈବାହିକ ନିସ୍ପତି ନେବାରେ ଡେରି କରନ୍ତୁ ନାହି । ଆପଣଙ୍କୁ ବ୍ୟାପାର ରେ କୌଣସି ଅନୁଭବି ଲୋକଙ୍କ ସହ ସହଯୋଗ ପ୍ରାପ୍ତ ହୋଇପାରେ । ବେହତର ଯୋଜନା ସହ କମ କରିବା ଦ୍ଵାରା ଲାଭ ମିଳିପାରେ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ ।

ମୀନ ରାଶି : ଆଜି ଆପଣଙ୍କୁ ପ୍ରତିଦ୍ଵନ୍ଦୀ ଓ ପ୍ରତିଯୋଗୀ ଙ୍କ ଠାରୁ ବହୁତ ପଛକୁ ଛାଡି ଆଗକୁ ବଢିବାକୁ ହେବ । ଆର୍ଥିକ ପକ୍ଷ ମଜବୁତ ହେବ । କିନ୍ତୁ ଅନେକ ଦିନରୁ ଲାଗି ରହିଥିବା ବିବାଦ ଆଜି ବଡ ଧରଣର ହୋଇପାରେ । ବ୍ୟକ୍ତିଗତ ଜୀବନରେ କୌଣସି ନିସ୍ପତି ନେବାକୁ ହେବ । ଧାର୍ମିକ ଯାତ୍ରାର ରୂପ ରେଖା ହେବ । ପାରିବାରିକ ଜୀବନ ସାମାନ୍ଯ ରହିବ । ପରିବାର ଓ ବନ୍ଧୁଙ୍କ ସହ ଅପାନ ମନୋରଞ୍ଜକ ସ୍ଥଳ କୁ ବୁଲିବାକୁ ଯିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।