ଓଡିଶାର ଫେମସ କମେଡିଆନ Jayiram Samal ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ୱେବ ପୋର୍ଟାଲ କୁ ସ୍ଵାଗତ । ଜୟୀରାମ ସାମଲ ଯିଏ ଓଡିଶାର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା । ଆପଣ ମାନେ ତ ତାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଅଭିନୟ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ । ତାଙ୍କ କମେଡି ଗୁଡିକ ବେଶ ମନ ଛୁଆଁ ହୋଇଥାଏ । ତେଣୁ ଆମେ ଆଜି ଆପଣ ମାନଙ୍କୁ ଜୟୀଙ୍କ ପରିବାର ଓ ତାଙ୍କ ଜୀବନ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ତେଣୁ ବନ୍ଧୁଗଣ ଆପଣ ମାନେ ଯଦି ଜୟୀ ଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଞ୍ଚନ୍ତି ତେବେ ଆମର ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ବନ୍ଧୁଗଣ ଆପଣମାନେ କମେଡିଆନ ଜୟୀ ଙ୍କର କମେଡି କୁ ତ ବେଶ ଭଲ ଭାବରେ ଦେଖିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ବହୁତ ଭଲ କମେଡିଆନ ଅଟନ୍ତି ଜୟୀ । ତାଙ୍କ କମେଡି ଗୁଡିକ ବେଶ ମନ ଛୁଆଁ ହୋଇଥାଏ ଓ ଏହାକୁ ଲୋକମାନେ ମଧ୍ୟ ଖୁବ ଏଞ୍ଜୟ କରନ୍ତି । 1948 ମସିହା ରେ କମେଡିଆନ ଜୟୀରାମ ସାମଲଙ୍କର ଜନ୍ମ ହୋଇଥିଲା । ତାଙ୍କୁ ବର୍ତ୍ତମାନ 72 ବର୍ଷ ହୋଇ ସାରିଛି ।

ସେ କୁମୁଦା, ଜୟପୁରରେ ଜନ୍ମ ଗ୍ରହଣ କରିଥିଲେ । ନିଜ ପରିବାର ଲୋକଙ୍କ ସହ ସେ ବର୍ତ୍ତମାନ କଟକ ରେ ରହୁଛନ୍ତି । ତାଙ୍କ ପରିବାର କଥା କହିଲେ ତାଙ୍କ ସ୍ତ୍ରୀ ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ଙ୍କୁ ନେଇ ଗୋଟିଏ ସୁଖୀ ପରିବାର । ପିଲାଦିନରୁ ହିଁ ଜୟୀରାମ ସାମଲ ଅଭିନୟ ପ୍ରତି ରୁଚି ରଖୁଥିଲେ ।

ତେଣୁ ସେ ବହୁତ ଶୀଘ୍ର ଓଡିଶାର ଫେମସ କମେଡିଆନ ଭାବେ ପରିଚିତ ହୋଇ ପାରିଲେ । ସେ ଅଲିଉଡ ଇଣ୍ଡଷ୍ଟ୍ରି ରେ 1970 ମସିହାରେ ଏଣ୍ଟ୍ରି କରିଥିଲେ । ମାନେ 1970 ମସିହା ରୁ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ବହୁତ ସାରା ଫିଲ୍ମ ରେ କମେଡିଆନ ଚରିତ୍ରରେ ଅଭିନୟ କରିଥିଲେ ।

ଲୋକମାନେ ମଧ୍ୟ ତାଙ୍କ କମେଡି ଦେଖିବା ପାଇଁ ବହୁତ ଭଲ ପାଆନ୍ତି । ନିଜ କମେଡି ମାଧ୍ୟମରେ ସେ ଲୋକମାନଙ୍କୁ ବହୁତ ହସାଇ ଥାଆନ୍ତି । ବର୍ତ୍ତମାନ ସୁଧା 200 ରୁ ଅଧିକ ଓଡିଆ ଫିଲ୍ମ ରେ ଜୟୀରାମ ସାମଲ ଅଭିନୟ କରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ରେ ମଧ୍ୟ ସେ ସମ୍ମାନିତ ହୋଇ ସାରିଛନ୍ତି ।

ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ଗୁଡିକ ମଧ୍ୟ ଖୁବ ପସନ୍ଦ ଆସିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କମେଡିଆନ ଜୟୀରାମ ସାମଲ ଙ୍କ କମେଡି କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟରେ ନିଶ୍ଚୟ ଜଣାଇବେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।