ଆଜିର ରାଶିଫଳ, 13 ମାର୍ଚ୍ଚ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କୁ କାରୋବାର ରେ ଅପାର ସଫଳତା ମିଳିବାର ନଜରା ଆସୁଛି । ଆର୍ଥିକ ଜୀବନରେ ଧୀରେ ଧୀରେ ସ୍ଥିତି ଅନୁକୂଳ ହେବ । ପରିଜନ ଙ୍କ ସହ ଆନନ୍ଦ ଓ ଉଲ୍ଲାସ ରେ ସମୟ ବିତାଇବେ । ଅପେକ୍ଷା କରିଥିବା କାମରେ ଡେରି ହୋଇପାରେ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଦିନ ସାମାନ୍ୟ ରହିବ । ଆଜି ୱାର୍କ ଲୋଡ କମ ରହିବାର ଅଛି । ବ୍ୟାପାର ସମ୍ବଧିତ ଲୋକଙ୍କୁ ବିଶ୍ଵାସର ସହ କାର୍ଯ୍ୟ କରିବା ଉଚିତ ।

ବୃଷ ରାଶି : ପଇସା ବିଷୟରେ କହିଲେ ଆପଣଙ୍କ ଆମଦାନୀ ରୁ ଅଧିକ ଖର୍ଚ୍ଚ କରିବାକୁ ବଞ୍ଚିତ ରୁହନ୍ତୁ । ତରବର ହୋଇ କିଛି ନିସ୍ପତି ନିଅନ୍ତୁ ନାହି । ଆଜି ଆପଣ ଅନ୍ୟ ସହ ବ୍ୟବହାର ଭଲ ରଖନ୍ତୁ । ଲଭ ମେଟ ପରସ୍ପରକୁ ଗିଫ୍ଟ ହେବେ । ଯାହା ଦ୍ଵାରା ସମ୍ପର୍କ ରେ ମଧୁରତା ବଢିବ । ଆଜି ଆପଣଙ୍କର କିଛି କଥା କାହାକୁ ଭଲ ଲାଗିପରେ । ଚିନ୍ତା କରିବା କାରଣରୁ ସ୍ୱାସ୍ଥ୍ୟ ପରେ ପ୍ରଭାବ ପଡିପାରେ । ଆଜି ଘର ପରିବାର ମାମଲାରେ ନିସ୍ପତି ନେବେ ।

ମିଥୁନ ରାଶି : ଆଜି କଳହରେ ପଡନ୍ତୁ ନାହିଁ । କଥାକୁ ସ୍ପଷ୍ଟ ଭାବେ ଅନ୍ୟ ଆଗରେ କୁହନ୍ତୁ । ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହଯୋଗ ମିଳିବ । ବନ୍ଧୁ ଙ୍କ ସହ ଫୋନରେ ଲମ୍ବା ସମୟ ଧରି କଥା ହେବେ । ଯଦି ବାହାରକୁ ଯିବାର ପ୍ଳାନ କରିଛନ୍ତି ତେବେ ଠିକ ଟାଇମରେ ଫେଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପକ୍ଷରେ ପରିବର୍ତ୍ତନ ହୋଇପାରେ । କୌଣସି ବଡ କାର୍ଯ୍ୟ କ୍ରମ ରେ ବନ୍ଧୁ ଙ୍କ ସହଯୋଗ ପ୍ରାପ୍ତ ହେବ ।

କର୍କଟ ରାଶି : ଆଜି ଆପଣଙ୍କୁ ଶାନ୍ତ ରହିବାର ଓ ଧର୍ଯ୍ୟ ରଖିବାର ଅରୁରତ ଅଛି । କାମ ଯାହା ଭାବିଥିବେ ତାହା ସମୟ ଅନୁଯାୟୀ ପୁରା ହେବ । ନିଦ ପୁରା ନ ହେବାରୁ ଶାରୀରିକ ଥକାପଣ ଅନୁଭବ କରିବେ । ବ୍ୟସ୍ତ ଦିନଚର୍ଜ୍ୟା ରୁ ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ଲୋକ ଙ୍କୁ ଆଜି ବ୍ୟାପାର ରେ ସାମାନ୍ଯ ଫାଇଦା ହେବ । ଆପଣଙ୍କ ଘରକୁ କୌଣସି ସମ୍ପର୍କୀୟ ଙ୍କ ଆଗମନ ହେବ ।

ସିଂହ ରାଶି : ଆଜି ଆପଣଙ୍କୁ କୌଣସି ଖାସ କାମରେ ଡେରି ହୋଇପାରେ । ରଚନାତ୍ମକ ଆପଣଙ୍କ ଦ୍ରୁଷ୍ଟି କୋଣ ଓ ରାନନୀତି ରେ ପରିବର୍ତ୍ତନ କରନ୍ତୁ । ଅବିବାହିତ ଲୋକ ଙ୍କର ବିବାହ ପାଇଁ ପ୍ରସ୍ତାବ ଆସିପାରେ । ବିଜେନ୍ସ କରୁଥିବା ଲୋକ ଙ୍କୁ କୌଣସି ଖୁସି ଖବର ମିଳିବାକୁ ଯାଉଛି । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ପରିବାର ର ସମର୍ଥନ ଓ ପୂର୍ଣ୍ଣ ସହଯୋଗର ଆନନ୍ଦ ନେବେ ।

କନ୍ୟା ରାଶି : ମନରେ ନେଇଥିବା ବିଚାର ଆପଣଙ୍କର ସଠିକ ରହିବ । ପରିବାର ରେ ମିଠା ଭୋଜନ ର ଆନନ୍ଦା ନେବେ । ଚାକିରି ସହ ଜଡିତ ଜାତକ ଙ୍କୁ ପଦୋନ୍ନତି ବା ବେତନ ବୃଦ୍ଧି ଭଳି କୌଣସି ସୂଚନା ମିଳିବାକୁ ଯାଉଛି । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ନିଜ ପ୍ରତିଭା ଦେଖାଇବାର ଅବସର ମିଳିବ । ଶୁଭ ଚିନ୍ତକ ଆପଣଙ୍କର ଭଲ ଚିନ୍ତା କରିବେ । ଆପଣ ନିଜର ଜୀବନ ସାଥି ଙ୍କ ସହ ବାହାରକୁ ଯିବାର ପ୍ଳାନ କରିବେ ।

ତୁଳା ରାଶି : ଆଜି ଆପଣଙ୍କ ଠାରେ ଊର୍ଜା ଭାରି ରହିବ । ଆପଣଙ୍କ ଆତ୍ମବିଶ୍ଵାସ ଅଧିକ ରହିବ । ଆନଙ୍କୁ ଆକସ୍ମିକ ବଡ ମାତ୍ରା ରେ ଧନ ହାତରେ ଲଗାଇବା ପୂର୍ବରୁ ଆପଣଙ୍କ ପ୍ରସନ୍ନତା ର ଠିକଣା ରହିବ ନାହି । ଆପଣ ନିଜର ପରିବାରର ସଦସ୍ୟ ଙ୍କ ମାନ ସମ୍ମାନରେ ବୃଦ୍ଧି ପାଇବ । ସମ୍ପତି ସହ ଜଡିତ ବଡ ଓ ଖାସ ମାମଲାରେ ଆପଣଙ୍କ ସାମନା କୁ ଆସିବ । ନିଜର କାମ କାର୍ଯ୍ୟ ରେ ଆପଣ ବହୁତ ସଫଳ ରହିବେ ।

ବିଛା ରାଶି : ଆଜି ଆପଣଙ୍କୁ ଅଚାନକ ବଡ ଧନ ଲାଭ ହୋଇପାରେ । ଆଜି ଆପଣଙ୍କୁ ଖର୍ଚ୍ଚ ରେ ତୀବ୍ରତା ହେବ । ଟ୍ୟାକ୍ସ ଓ ବୀମା ସହ ଜଡିତ ବିଷୟ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ସନ୍ଧ୍ୟା କାଳରେ ଆପଣ ନିଜ ପରିବାର ସହ କୌଣସି ମାଙ୍ଗଳିକ କାର୍ଯ୍ୟ ରେ ସମାଇଲ ହେବେ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଅଛି । ଆଜି କୌଣସି ବଡ ନିସ୍ପତି ନେବାରେ ତରବର ହୁଅନ୍ତୁ ନାହି ।

ଧନୁ ରାଶି : ଆପଣଙ୍କୁ ଜଲ୍ଦି ସନ୍ତାନ ସୁଖ ପ୍ରାପ୍ତ ହେବ । ଆରାମ ଓ ଖାଦ୍ୟପେୟ ସମୟ ଅନୁଯାୟୀ ପୁରା କରନ୍ତୁ । ନିଜର ଜୀବନ ଶୈଳୀ ରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ପୁରା ଏକାଗ୍ରତା ଆପଣଙ୍କ ପରିବାର ତରଫରୁ ହେବ । ପ୍ରେମ ଓ ସମ୍ପର୍କ ପାଇଁ ସମୟ ସାନଦାର ରହିବ । ବ୍ୟବଶ୍ୟୟକ କାର୍ଯ୍ୟ ରେ ଅନାବଶ୍ୟକ ଚିନ୍ତା ସୃଷ୍ଟି ହୋଇପାରେ । ଯାହା କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ ।

ମକର ରାଶି : କିଛି ମାନସିକ ଅସାନ୍ତି ରହିପାରେ ଯାହାର ପ୍ରଭାବ ବ୍ୟବହାର ଉପରେ ଦେଖାଇବ । କିଣିବା ସମୟରେ ଆପଣ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ପରିବାରର ସଦସ୍ୟ ଙ୍କ ସହଯୋଗ କରିବେ । ଆପଣଙ୍କ ମନ ପୂଜା ପାଠ ରେ ଅଧିକ ଲାଗି ରହିବ । କାମ ସମ୍ବଧିତ ଅନେକ ଅବସର ପ୍ରାପ୍ତ ହେବ । ଫିଲ୍ମ ବା ଖେଳ ଭଳି ରଚନାତ୍ମକ କ୍ଷେତ୍ର ରେ ଜଡିତ ଲୋକ ଙ୍କୁ ନିଜର ପ୍ରତିଭା ର ପ୍ରଦର୍ଶନ କରିବାର ଅବସର ମିଳିବ ।

କୁମ୍ଭ ରାଶି : ଆପଣଙ୍କୁ ଆପଣଙ୍କୁ ଆକର୍ଷକ ଡିଲ ହାତରେ ଲାଗିପରେ । କୌଣସି ନୂଆ ବନ୍ଧୁ ହେବାର ସମ୍ଭାବନା ଅଛି । ମାନସିକ ଶାନ୍ତି ମଧ୍ୟ ରହିବ । କିନ୍ତୁ ଆତ୍ମବିଶ୍ଵାସ ରେ କମି ଆସିବ । କୌଣସି ଖାସ ବନ୍ଧୁ ଙ୍କ ସହ ଭେଟ କରିବାକୁ ଘରକୁ ଯାଇବେ । ଆଜିର କାମ ଆପଣଙ୍କର ଭବିଷ୍ୟତ ବନାଇବ । ତେଣୁ ଭଲ ଭାବେ ବିଚାର କରନ୍ତୁ । ବ୍ୟାପାରରେ ଲାଭ ମିଳିବ । ଯଦି ପୈତୃକ ସମ୍ପତି ରେ କୌଣସି ମାମଲା ଲମ୍ବା ଅଛି ତ ଆପଣଙ୍କ ପାଖ ରେ ରହିପାରେ ।

ମୀନ ରାଶି : ଘରୋଇ ମାମଲାରେ ଧନ ବ୍ୟୟ ହୋଇପାରେ । ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭାଇ ଙ୍କ ସଂଗତି ପ୍ରତି ଆଲର୍ଟ ରୁହନ୍ତୁ । ସମୟ ଅନୁଯାୟୀ କାମ ପୁରା କରନ୍ତୁ । ଆଜି ଆପଣଙ୍କୁ ଧର୍ଯ୍ୟ ଓ ଏକାଗ୍ରତା ରଖିବାକୁ ହେବ । ଏଥିରେ ଆପଣ କୌଣସି କାମରେ ସଫଳ ହୋଇପାରେ । ଆର୍ଥିକ ଦ୍ରୁଷ୍ଟି କୋଣ ରୁ ଆଜି ଦିନ ଟି ମିଶ୍ରିତ ରହିବ । ଖର୍ଚ୍ଚ ର ଲିଷ୍ଟ ବଢିପାରେ । କାର୍ଯ୍ୟ ସ୍ଥଳରେ ଝଗଡା କରନ୍ତୁ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।