ଆଜିର ରାଶିଫଳ, 03 ମାର୍ଚ୍ଚ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୩ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନିଜର ବ୍ଯବହର ଉପରେ କାବୁ ରଖନ୍ତୁ । ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କ ଦ୍ଵାରା ନଜର ଅନ୍ଦାଜ କରା ଯାଇଥିବା କଥା ଆପଣଙ୍କୁ ସମସ୍ଯା ରେ ପକାଇ ପାରେ । ସରକାରୀ କାମ ସହ ଜଡିତ ଲୋକେ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ସମୟ ବରବାତ କରନ୍ତୁ ନାହି । ମନରେ ନେଗେଟିଭ ବିଚାର ଆଣନ୍ତୁ ନାହି । ପ୍ରେମ ସମ୍ପର୍କ ଗଢି ଉଠିବ ।

ବୃଷ ରାଶି : ଆର୍ଥିକ ଲାଭ ମିଳିପାରେ । ଯୁବ ବର୍ଗ ନିଜ ମନ ପସନ୍ଦର ଜିନିଷ କିଣିବେ । ଆଜି ଆପଣ ଅଚାନକ କାହାକୁ ସାହାଜ୍ଯ କରିବାକୁ ତୀବ୍ର ଗତିରେ ସକ୍ରିୟ ହେବେ । ପରିବାର ଜନ ଙ୍କ ସହ ଆନନ୍ଦ ପୂର୍ବକ ସମୟ ବ୍ଯତୀତ ହେବ । ବ୍ୟାପାରରେ ବିକାଶ ପାଇଁ ଆଜି ଦିନ ଫଳଦାୟକ ସାବ୍ଯସ୍ତ ହେବ । ଧନ ଲାଭର ଯୋଗ ଅଛି । ଆପଣ ପୂର୍ଣ୍ଣ ବିଶ୍ଵାସ ସହ ନିସ୍ପତି ନେବାରେ ସକ୍ଷମ ହେବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢିବ ।

ମିଥୁନ ରାଶି : ବ୍ୟକ୍ତିଗତ ମାମଲାରେ କିଛି ଭଲ ହୋଇପାରେ । ନିଜର ସବୁ ମର୍ଯ୍ୟାଦା କୁ ସମାନ କରନ୍ତୁ । ବ୍ୟାପାର ରେ ଲାଭ ଓ ଆୟରେ ବୃଦ୍ଧି ହେବ । ଉତ୍ତମ ଭୋଜନ ପ୍ରାପ୍ତ ହେବ । ସ୍ତ୍ରୀ ମିତ୍ର ଆଜି ବିଶେଷ ସହାୟକ ହେବେ । ନୂଆ ଯୋଜନା ଉପରେ କମ ଆରମ୍ଭ କରିବାକୁ ଭାବୁଥିଲେ ଆପଣଙ୍କୁ କାମରେ ସଫଳତା ମିଳିବାର ଯୋଗ ଅଛି । ଅନିୟମିତ ଦିନଚର୍ଜ୍ୟା କାରଣରୁ ଆପଣ ଆଳସ୍ୟ ଅନୁଭବ କରିବେ ।

କର୍କଟ ରାଶି : ଆଜି ଆପଣଙ୍କୁ ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ରେଡି ରହିବାକୁ ହେବ । କାହା ପାଇଁ ମନରେ ରାଗ ଥିଲେ ତାଙ୍କୁ କ୍ଷମା କରନ୍ତୁ । ଏହା ଦ୍ଵାରା ଆପଣଙ୍କ କର୍ମ ଭଲ ହେବ । ରାଜନୀତି ସହ ଜଡିତ କୌଣସି କାମରେ ସଫଳ ହେବେ । ପରିବାରରେ କାହା ସହ ବିବାଦ ହୋଇପାରେ । ବିଜନେସରେ ଅନୁଭବି ବ୍ୟକ୍ତି ଙ୍କ ସାହାଜ୍ଯ ଓ ପରାମର୍ଶ ଦ୍ଵାରା ଅଟକିଥିବା କା ପୁଣି ଯଥାରେ ଆରମ୍ଭ ହେବ ।

ସିଂହ ରାଶି : ବ୍ୟର୍ଥ ଚିନ୍ତା କରନ୍ତୁ ନାହି । ଯେତେ ସମ୍ଭବ କ୍ରୋଧ ଠାରୁ ଦୂରେଇ ର୍ହନତୁ । ଆଜି ଆପଣ ଲମ୍ବା ସମୟ ପାଇଁ ନିବେଶ କରିବେ ବା ଏହାର ଯୋଜନା ବଣାଇବେ । କାମ କାର୍ଯ୍ୟ ବିଷୟରେ କହିଲେ ଚାକିରି କରୁଥିଲେ ଅଫିସରେ ଆପଣଙ୍କର ଅଧୁରା କାମ ଜଲ୍ଦି ପୁରା କରିବାକୁ ଚେଷ୍ଟା କରିବେ । ବ୍ୟାପାରୀ ଙ୍କୁ ଆଜି ଭାରି କାମ ଉଠାଇବାକୁ ପଡ଼ାମର୍ଶ ଦିଆ ଯାଇଛି । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । କୃଷି କାର୍ଯ୍ୟ ରେ ଲାଗିଥିବା ଲୋକ ଙ୍କ ପାଇଁ ଦିନ ଭଲ ରହିବ ।

କନ୍ୟା ରାଶି : ଆଜି ଆପଣଙ୍କୁ ସାମାଜିକ ଗତି ବିଧି ସହ ପାରିବାରିକ ଜୀବନ ଉପରେ ଧ୍ୟାନ ଦେବାର ଅଛି । ଖରାପ ଲୋକ ଓ ଅଭ୍ଯାସ ଠାରୁ ଦୂରେଇ ରୁହନ୍ତୁ । ନିଜ ସାଥୀଙ୍କୁ ମନ କଥା କୁହନ୍ତୁ । ନିଜ ଭିତରେ ଥିବା ଅହଂକାର କୁ ଦୂରେଇବାକୁ ଚେଷ୍ଟା କରନ୍ତୁ । କଥାବାର୍ତ୍ତା କରିବା ସମୟରେ ସତର୍କ ରୁହନ୍ତୁ । ନୂଆ କାମ କରିବାକୁ ପ୍ରେରଣା ମିଳିବ । ଆଜି ବୁଦ୍ଧିମାନ ସହକାରେ କାମ କରନ୍ତୁ ।

ତୁଳା ରାଶି : କଥାବାର୍ତ୍ତା ଦ୍ଵାରା ସମସ୍ୟାର ସମାଧାନ କରନ୍ତୁ । କାହାର ରାୟ ଦ୍ଵାରା ନିଜ ବ୍ୟବହାର ବଦଳାନ୍ତୁ ନାହି । କୌଣସି ବଡ କାମରେ ବାଧା ଆସିପାରେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ପରିବାରରେ ଚାଲିଥିଆବ ବିବାଦ ଦୂର କରିବା ପାଇଁ ବଡ ନିସ୍ପତି ନେବେ । କାର୍ଯ୍ୟ ସ୍ଥଳରେ ଅନୁକୂଳ ବାତାବରଣ ରହିବ । ଭୁଲ କୁ କ୍ଷମା କରି ଆଗକୁ ବଢନ୍ତୁ । ନିଜର କ୍ଯାରିୟରକୁ ନେଇ ଅଧିକ ଗମ୍ଭୀର ନଜର ଆସିବେ । କ୍ଯାରିୟରରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବେ ।

ବିଛା ରାଶି : ଆତ୍ମସଞ୍ଜତ ରୁହନ୍ତୁ । ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ପିତା ଙ୍କ ସହଯୋଗରେ ଆପଣଙ୍କର ଜରୁରୀ କାମ ପୁରା ହେବ । ଅନ୍ୟ ସମୟରେ ଆପଣ ବନ୍ଧୁ ଙ୍କ ସହ ଭେଟ ହୋଇ ସମୟ ବ୍ଯତୀତ କରିବେ । ଆତ୍ମବିଶ୍ଵାସ ଦୃଢ ରହିବ । ଅଧିକ ପାଇବା ଆଶାରେ ଭୁଲ ନିସ୍ପତି ନିଅନ୍ତୁ ନାହି । ଆଜି ମନ ମସ୍ତିକ ନିଆଯାନ୍ତ୍ରିତ ରଖନ୍ତୁ । ମନକୁ ନେଗେଟିଭ ଭାବନା ଆଣନ୍ତୁ ନାହି । ଆପଣଙ୍କ ଅତିରିକ୍ତ କାମ କରିବାର କ୍ଷମତା ମିଳିବ ।

ଧନୁ ରାଶି : ଆପଣ ଆଗରୁ ନିଜର ପ୍ରଶଂସା ଶୁଣିବାକୁ ଚାହୁଁ ଥିଲେ । କାମରେ ପୁରା ଫୋକସ କରନ୍ତୁ । ମାତା ପିତା ଙ୍କ ସାନିଧ୍ୟ ଓ ସହଯୋଗ ମିଳିବ । ଦିନ ପ୍ରତିଦିନ କାମରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଦୀର୍ଘ ବିଧି ନିବେଶରୁ ବଞ୍ଚିତ ରୁହନ୍ତୁ । ନିଜ ବନ୍ଧୁ ଙ୍କ ସହ ବାହାରକୁ ଯାଇ ବୁଲାବୁଲି କରନ୍ତୁ । ଆପଣଙ୍କ ଆକର୍ଷକ ଛବି ମନ ମୁତାବକ ପରିଣାମ ଦେବ । ନିଜର ଆଖ ପାଖର ଲୋକଙ୍କ ଠାରୁ ସତର୍କ ରୁହନ୍ତୁ ।

ମକର ରାଶି : ପରିଜନ ଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ଦିନ ରେ ଆପଣଙ୍କୁ ବଡ ଖୁସି ଖବର ମିଳିବ । ଆପଣଙ୍କୁ ବାଣୀ ଉପରେ ସଂଯମ ରଖିବାକୁ ହେବ । ନଚେତ ସମ୍ପର୍କ ଓ କାମରେ ବାଧା ଆସିପାରେ । ସୁଖ ସୁବିଧାରେ ବୃଦ୍ଧି ହେବ । ଜୀବନ ସାଥିଙ୍କ ସହ ଆଜି ଦିନ ଟି ବହୁତ ଭଲ କଟିବ । ଆପଣଙ୍କ ପ୍ରିୟ ଙ୍କ ସହ ରୋମାଣ୍ଟିକ ଜାଗାକୁ ବୁଲିବାକୁ ଯାଇ ପାରନ୍ତି ।

କୁମ୍ଭ ରାଶି : ଆପଣଙ୍କୁ ଚ୍ଯାଲେଞ୍ଜ ରେ ସମାନ କରିବାକୁ ପଡିବ । ରୋଜଗାର ପାଇବାକୁ ସାକ୍ଷାତକାର ଦେଇ ପାରନ୍ତି । ଆଜି ଲାଭକାରୀ ଯାତ୍ରା କରିବେ । ସମ୍ପତି ନିବେଶ ରୁ ଆପଣଙ୍କୁ ଲାଭ ମିଳିପାରେ । କଠିନ ସ୍ଥିତିର ସାମ୍ନା କରିବେ । ଆପଣଙ୍କ ଭରପୁର ଊର୍ଜା ଓ ଜବରଦସ୍ତ ଉସଚହ ପଜେଟିଭ ପରିଣାମ ଆଣିବ । ଯାହା ଆପଣଙ୍କ ଘରୋଇ ସମସ୍ଯା ଦୂର କରିବାରେ ସହାୟକ ହେବ । ରୋମାଞ୍ଚ ଦିନ ରହିବ । କା

ମୀନ ରାଶି : ଆପଣ ଘରେ କିଛି ଅକାର୍ଯ୍ୟ କ୍ରମ ବା ଉଶ୍ଚବ ର ଆୟୋଜନରେ ସାମିଲ ହେବେ । ବିଜନେସ ମାମଲାରେ ଆପଣଙ୍କ ନିକଟତର ବନ୍ଧୁ ଆପଣଙ୍କୁ ସାହାଜ୍ଯ କରିବେ । ପାତନର ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କ ମେହନତର ଭଲ ପରିଣାମ ଆପଣଙ୍କୁ ମିଳିବ । ଯଦି ଆପଣ ବିଦେଶକୁ ଯାଇ ଚାକିରି କରିବାକୁ ଚାହୁଁ ଛନ୍ତି ଓ ଆପଣଙ୍କ ମାର୍ଗ ରେ ବାଧା ଆସୁଛି ତେବେ ଆଜି ଦିନ ଟି ଆପଣଙ୍କ ପାଇଁ ଶୁଭ ରହିବାର ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।