ଆଜିର ରାଶିଫଳ, 18 ମଇ 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 18 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସାମାଜିକ, ଆର୍ଥିକ, ପାରିବାରିକ କ୍ଷେତ୍ର ରେ ଲାଭ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଜୀବନ ସାଥିଙ୍କ ସହ ଆପଣ ଭବିଷ୍ୟତକୁ ନେଇ ଯୋଜନା ଉପରେ ଚର୍ଚ୍ଚା କରିବେ । ଆପଣଙ୍କ କାମର ତାରିଫ ହେବ । ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଦାମ୍ପତ୍ୟ ଜୀବନରେ ସ୍ଥିତି ସାମାନ୍ଯ ରହିବ । ଚାକିରି କରୁଥିବା ଜାତକ ଙ୍କର ପଦୋନ୍ନତି ହେବ ।

ବୃଷ ରାଶି : ତାହାର ସମାଧାନ କରିବାକୁ ଗୁରୁ ମାନଙ୍କର ରାୟ ନେବା ଉଚିତ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଏହାର ସମାଧାନ ଜଲ୍ଦି ମିଳିବ । ଆଜି ଆପଣ ନିଜର ଜ୍ଞାନ ଦ୍ଵାରା ଅନ୍ୟ କୁ ଖୁବ ପ୍ରଭାବିତ କରିବେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟ ରେ ନିୟମବଦ୍ଧ ହେବା ଲାଭକାରୀ ସିଦ୍ଧ ହେବ । ଅଫିସରେ କାର୍ଯ୍ୟ ଆଜି ଆପଣଙ୍କୁ କାମରେ ଫୋକସ କରିବାର ଅଛି । ଏହା ସହ ଧାର୍ଯ୍ୟ ଓ ଶାନ୍ତି ବଜାୟ ରଖନ୍ତୁ ।

ମିଥୁନ ରାଶି : ଲେନଦେନ ମାମଲାରେ ସତର୍କ ରୁହନ୍ତୁ । ରିଲେସନରେ ଚାଲିଥିବା ମନାନ୍ତର ଦୂର ହେବ । କୌଣସି ବ୍ୟକ୍ତିଙ୍କ ଠାରୁ ମାର୍ଗ ଦର୍ଶନ ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କୁ ଚାକିରି ରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆଜି କୁହା ଯାଉଥିବା କଥାରେ ଭରସା କରନ୍ତୁ ନାହିଁ । ବାହାର ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ନିଜର ଦୁର୍ବଳତା କୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

କର୍କଟ ରାଶି : କାହା କଥାରେ ପଡି ପଦକ୍ଷେପ ନିଅନ୍ତୁ ନାହିଁ । ନଚେତ ପରେ ଅନୁତାପ କରିବାକୁ ପଡିପାରେ । ନୂଆ ଅବସରକୁ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ବ୍ୟକ୍ତିତ୍ବ କୁ ବିକାଶ କରିବ । ଆଜି ନିକଟତର ଲୋକଙ୍କ ଠାରୁ ସାହାର୍ଯ୍ୟ ର ଅପେକ୍ଷା କରନ୍ତୁ ନାହିଁ । କ୍ଯାରିୟରରେ ନୂଆ ଅବସର ମିଳିପାରେ । କିନ୍ତୁ ଅଫର ସ୍ଵୀକାର କରିବା ଅପୂର୍ବରୁ ବରିଷ୍ଠ ଙ୍କ ରାୟ ଅବଶ୍ୟ ନିଅନ୍ତୁ । ଆଜି କିଛି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ ।

ସିଂହ ରାଶି : ସଫଳତାର ନୂଆ ମାର୍ଗ ଖୋଲିବ । ସ୍ୱାସ୍ଥ୍ୟ ଠିକ ଠାକ ରହିବ । ଆଜି ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆଜି କିଛି ବନ୍ଧୁ ଘରକୁ ଭେଟ କରିବାକୁ ଆସି ପାରନ୍ତି । ଆଜି କାହା ସହ ନିବେଶ କରିବା ପୂର୍ବରୁ ପ୍ରଥମେ ଭଲ ଭାବେ ତା ବିଷୟରେ ଜାଣି ନିଅନ୍ତୁ । ପୈତୃକ ସମ୍ପତି ସହ ଜଡିତ ବିବାଦ ଆପଣଙ୍କ ପକ୍ଷ ରେ ରହିବ । ଛାତ୍ର ଙ୍କୁ ଇଚ୍ଛିତ ପରିଣାମ ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ଅନିଦ୍ରା ହେବା କାରଣରୁ ଚିନ୍ତା ରେ ରହିବେ ।

କନ୍ୟା ରାଶି : ବିବାହ ଯୋଗ ଙ୍କ ପାଇଁ ପ୍ରସ୍ତାବା ଆସିପାରେ । ସାହସ ଓ ଉଶ୍ଚାହ ରେ କରା ଯାଇଥିବା କାର୍ଯ୍ୟ ସଫଳ ହେବାର ଯୋଗ ଅଛି । ସାମାଜିକ କାର୍ଯ୍ୟ ରେ ଭାଗ ନେଇ ପାରନ୍ତି । ଛାତ୍ର ଙ୍କ ମନ ପଧାରେ ଲାଗିବ । ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ ହେବ । ବନ୍ଧୁ ଗଣଙ୍କ ସହ ସମୟ ବିତାଇବେ । ବୈବାହିକ ଜୀବନ ପାଇଁ ସ୍ଥିତି ଅନୁକୂଳ ଅଛି । ପାରିବାରିକ ମାମଲା ସହଜରେ ସମାଧାନ ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ସନ୍ତାନ ଙ୍କ ଠାରୁ ସୁଖଦ ଅନୁଭୂତି ଅନୁଭବ ହେବ ।

ତୁଳା ରାଶି : ଆଜି ଆପଣଙ୍କ ପୁଅ ଆଗକୁ ଯିବାର ଦେଖି ଖୁସି ହେବେ । ପ୍ରୋଫେସ୍ନାଲ ଲାଇଫ ପାଇଁ ଦିନ ଶୁଭ ଅଛି । ସନ୍ତାନ ଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଚାକିରି ଓ ବିଜନେସ ଉଭୟ ରେ ଆର୍ଥିକ ଲାଭ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ବ୍ୟାପାରୀ ଙ୍କ ହାତରେ ଲାଭ କମାଇବାର ଭଲ ଅବସର ମିଳିବ । ବ୍ୟକ୍ତିଗତ ଜୀବନରେ ସ୍ଥିତି ଅନୁକୂଳ ନଜର ଆସୁଛି । କୌଣସି ସମାରୋହ ରେ ଯିବାର ନିମନ୍ତ୍ରଣ ଆସିପାରେ ।

ବିଛା ରାଶି : ଆପଣଙ୍କ କ୍ରୀଏଟିଭୀଟି ରେ ଲୋକେ ପ୍ରଭାବିତ ହେବେ । ବ୍ୟାପାରି ବର୍ଗ ଙ୍କୁ ନୂଆ ସଫଳତା ପ୍ରାପ୍ତ ହେବ । ଧନ ଲାଭର ଯୋଗ ଅଛି । ଆପଣଙ୍କ କାମ ତୀବ୍ର ଗତିରେ ହେବାକୁ ଲାଗିବ । ଆଜି ସମୟ ଅନୁଯାୟୀ ଆପଣ ଦାୟିତ୍ଵ ପୂରଣ କରିବେ । ଯୁବକ ଙ୍କ କ୍ଯାରିୟର ରେ ଗତି ଆସିବ । ପୁରୁଣା କଥାକୁ ବର୍ତ୍ତମାନ ସମୟରେ ଭାବନ୍ତୁ ନାହିଁ । ଆପଣ ପାରିବାରିକ ଆରାମ ଓ ସୁରକ୍ଷା ର ଆନନ୍ଦ ନେବେ ।

ଧନୁ ରାଶି : ପୁରା ଦିନ ନିଜକୁ ଫୁର୍ତ୍ତି ଅନୁଭବ କରିବେ । କୌଣସି କାମରେ ଭାଗ୍ଯର ପୁରା ସହଯୋଗ ମିଳିବ । ରାଜନୀତି ସହ ଜଡିତ ଲୋକ ଙ୍କ ପାଇଁ ଆଜି ଦିନ ପ୍ରସିଦ୍ଧି ରହିବାର ଅଛି । ଆଜି ଆପଣଙ୍କର ଅଟକି ଥିବା ସବୁ କାମ ଜଲ୍ଦି ପୂରଣ ହେବ । ଚାକିରୀରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । କିଛି ନୂଆ ଯୋଜନାରେ ଆପଣ ଅସମର୍ଥ ଅନୁଭବ କରିବେ । ସ୍ଵାସ୍ଥ୍ୟକୁ ନେଇ ଅଣଦେଖା କରନ୍ତୁ ନାହି । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

ମକର ରାଶି : ମିତ୍ରଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କୁ ମିତ୍ର ଙ୍କ ଠାରୁ ସାହାଜ୍ଯ ମିଳିପାରେ । ବିଜେନେସରେ ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ ଓ ଏକ୍ସସାଇଜର ସାହାରା ନେବକୁ ହେବ । ଆଜି ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆର୍ଥିକ ଲାଭର ଅବସର ମିଳିପାରେ । ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଆଜି ଅନୁଭବି ଲୋକଙ୍କ ପରାମର୍ଶ ମିଳିପାରେ ।

କୁମ୍ଭ ରାଶି : ରାଗରେ କରା ଯାଇଥିବା କାମ ବିଗିଡି ଯାଇପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ସହଯୋଗ ଦେବେ । ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ । ଯେଉଁ କାମ ଆରମ୍ଭ କରିବେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ଭାବେ ମିଳିବ । ପଇସା ମାମଲାରେ ସମାଧାନ ହୋଇପାରେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗ ଦର୍ଶନ ବା ସହଯୋଗ ପ୍ରାପ୍ତି ହେବ । ଆପଣ ଓ ଆପଣଙ୍କ ଜୀବନ ସାଥି ମିଶି ବୈବାହିକ ଜୀବନକୁ ବେହତର ସ୍ମୃତି କରିବେ ।

ମୀନ ରାଶି : ଆଜି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିବାର ସମ୍ଭାବନା ରହିଛି । କିନ୍ତୁ ଏହି ମୂଲ୍ୟବାନ ସମୟର ଅପବ୍ୟବହାର କରନ୍ତୁ ନାହି । ଛୋଟ ଛୋଟ କଥା ରେ ରାଗିଲେ କାମ ବିଗିଡିପାରେ । କିଛି କାମର ଟେନସନ ରହିବ । ମୂଲ୍ୟବାନ ବସ୍ତୁକୁ ସମ୍ଭାଳିକି ରଖନ୍ତୁ । ଆର୍ଥିକ୍ଷ ସ୍ଥିତିରେ ସୁଧାର ଆସିବ । ଆଜି ଆପଣଙ୍କର ଜମିବାଡି ମାମଲାରେ ଗତି ଆସିବ । ଭୂମି ଓ ବାହନ ସମ୍ବଦ୍ଧ କାମ ପୁରା ହେବ । ରୋଜଗାର ବଢିବ । ଭଲ କାମର ଫଳ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।