“ତାଙ୍କ ପଛରେ ବହୁତ ଝିଅ ପଡ଼ିଥିଲେ, କାଳେ ସେ ହାତରୁ ଖସିଯିବେ ଡ଼ରିକି …. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆରୁ ଭଲ ପାଇବା ଆରମ୍ଭ ହୁଏ ଆଉ ତା ପରେ ବାହାଘର ହୁଏ । ଏମିତି ଦୁଇ ଦମ୍ପତି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ହେଉଛନ୍ତି । ସେମାନେ ହେଉଛନ୍ତି ଲକ୍ଷ୍ମୀ ଓ ସରୋଜ । ଦୁଇ ଦମ୍ପତି ନିଜର ପ୍ରେମ କାହାଣୀ କି ଏକ ସାକ୍ଷାତ୍କାର ରେ ନିଜର ମତ ଦେଇଛନ୍ତି ।

ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ନିଜର ପ୍ରେମ ସମ୍ପର୍କକୁ ନେଇ ଲକ୍ଷ୍ମୀ କହିଛନ୍ତି ଯେ “ମୁଁ କେଉଁ ପୁଅକୁ ଚାହେଁନି । ଏଟା କିନ୍ତୁ ସତ କଥା ତାଙ୍କ ପଛରେ ବହୁତ ଝିଅ ପଡିଥିଲେ । ତାଙ୍କର କମେଣ୍ଟ, ମ୍ଯାସେଜ ଦେଖେ ସମସ୍ତେ ତାଙ୍କୁ ଆଇ ଲଭ ୟୁ କୁହନ୍ତି ।ମୁଁ ଡଋକି ତାଙ୍କୁ କହିଦେଲି ଯଦି ଆଉ କେହି ତାଙ୍କୁ ପ୍ରପୋଜ କରି ଦେବେ । ସେ ଯଦି ତାଙ୍କୁ ହଁ କହି ଦେଇଥାନ୍ତେ  ତ ମୁଁ କଣ କରିଥାନ୍ତି । ସେ ମୋତେ କହିଥାନ୍ତେ ମୋତେ ତୁମେ ଆଗରୁ କହିଲା ନାହିଁ । ସେଥିପାଇଁ ମୁଁ ଆଗରୁ କହି ଦେଲି । ମୁଁ ରାଗିକି ତାଙ୍କୁ ଆଇ ଲଭ ୟୁ କହି ଦେଇଥିଲି ।

ଗାଁ ଲୋକେ ସମସ୍ତେ ଜାଣିଥିଲେ ମୁଁ ଲାଇସେନ୍ସ କାଢିବାକୁ ଯାଉଛି । କିନ୍ତୁ ଆମ ଘର ଲୋକେ ଜାଣିଥିଲେ । କିନ୍ତୁ ମୁଁ ବାହା ହେବାକୁ ଯାଉଛି ଏ କଥା କେହି ଜଣାଇ ନ ଥିଲେ । ସରୋଜ ଏ ନେଇ କହିଛନ୍ତି ଯେ  “ଆମ ବାହାଘରକୁ ୨ ବର୍ଷ ହେବ । କିନ୍ତୁ ଡେଟ ଭଲରେ ମନେ ନାହିଁ ।ମୋ ସ୍ତ୍ରୀ ମୋତେ ଭଲ ପାଉକି ବୋଲି ମୋତେ କହି ନ ଥିଲା । ମୁଁ ଆଗରୁ ଜାଣିଥିଲି । କିନ୍ତୁ ମୋତେ ଆଇ ଲଭ ୟୁ କହି ନ ଥିଲା । ଆମେ ଦୁହେଁ ମିସିକି ଲାଇଭ କରିଥାଉ ଯାହା ପାଇଁ ସମସ୍ତେ ସନ୍ଦେହ କରୁଥିଲେ । ଲକ ଡାଉନ ପରେ ଆମର ବାହାଘର ହେଲା ।

ଆମେ ଦୁହେଁ ଏକାଠି ମିଶି ପାର୍କ ମଧ୍ୟ ଯାଉ । ବାହାଘର ପରେ ବି ମୋ ପାଇଁ କେତେ ଝିଅ ମୋ ପାଇଁ କାନ୍ଦିଛନ୍ତି । ଆମର ଭିଡିଓ କୁ ଦେଖି । ସମସ୍ତେ ଜାଣିଛନ୍ତି ମୁଁ ଉଠେଇ କି ନେଇ ଆସି ବାହା ହୋଇଥିଲି । ମୋ ଘର ଲୋକେ ମୋତେ ସହଯୋଗ କରିଥିଲେ । କିନ୍ତୁ ତାଙ୍କ ଘର ଲୋକେ ତାଙ୍କର ବାହାଘର ଅନ୍ୟ ଜାଗାରେ କରିବାକୁ ସ୍ଥିର କରିଥିଲେ ।

ଯାହା ପାଇଁ ମୁଁ ତାଙ୍କୁ ଉଠେଇକି ନେଇ ଆସିଲି । ଆମେ ଘରୁ ପଳାଇ ଆସିବା ପରେ ମୋ ମା ତାଙ୍କ ମା ଙ୍କୁ ଫୋନ କରି ଜଣାଇ ଥିଲେ । କିଛି ଦିନ ପରେ ସବୁ କିଛି ଠିକ ହୋଇ ଯାଇଥିଲା । ଆଉ ଆମର ବାହାଘର ହୋଇ ଯାଇଥିଲା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲକ୍ଷ୍ମୀ ଓ ସରୋଜ ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।