ଆଜିର ରାଶିଫଳ, 18 ଫେବୃୟାରୀ 2020, ମଙ୍ଗଳବାର, ମା ମଙ୍ଗଳା ଆଜି ଏହି ୫ ରାଶିର ସବୁ ଇଚ୍ଛା ପୂରଣ କରିବେ

ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ ରାଶି-

ଆଜି ଆପଣ ପାରିବାରିକ ଯୋଜନାରେ ଭାଗ ନେବେ । ଆପଣଙ୍କୁ ନିଜ କାର୍ଯ୍ୟର ସଠିକ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ବଢିପାରେ । ସମ୍ପର୍କୀୟ ମାନଙ୍କ ସହିତ ଭଲ ବ୍ୟବହାର ପଦର୍ଶନ କରନ୍ତୁ । କିଛି ଗମ୍ଭୀର ସ୍ଥିତିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ମାନସିକ ସ୍ଥିତି ଭଲ ରହିବା ସହିତ ଆପଣଙ୍କ ଉପରେ ପିତା ମାତାଙ୍କ ଆଶୀର୍ବାଦ ରହିବ ।

ବୃଷ ରାଶି-

ଆଜିର ଦିନ ଆପଣଙ୍କ ପାଇଁ ଆରମ ଦାୟକ ରହିବ । ମନୋରଞ୍ଜନ ଆଦି କ୍ଷେତ୍ରରେ ଆପଣଙ୍କ ସମୟ ଅତିବାହିତ ହେବ । ମିତ୍ର ମାନଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଯୋଜନା ହୋଇପାରେ । ଧନର ଅଧିକ ବ୍ୟୟ ଆପଣଙ୍କୁ ଚିନ୍ତା ଗ୍ରସ୍ତ କରାଇପାରେ । ତେଣୁ ଧନ ସମ୍ବନ୍ଧିତ ମାମଲାରେ ସତର୍କ ରୁହନ୍ତୁ । କାରିୟର ସହ ଜଡିତ କିଛି ନୂଆ ଯୋଜନା କରିପାରନ୍ତି ଓ ଆପଣଙ୍କ ସ୍ୱାସ୍ଥ୍ୟରେ ବିକାଶ ଆସିବ ।

ମିଥୁନ ରାଶି-

ଆଜି ଛୋଟ ମୋଟ ବାଧାର ସାମ୍ନା କରିବାକୁ ପଡିପାରେ । ଆସୁଥିବା ଦିନ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ହେଲେ କୌଣସି ଲୋକ ସହ ବିବାଦ କରିବାରୁ ବଞ୍ଚନ୍ତୁ, କାରଣ ଏହି ବିବାଦ ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇପାରେ । ଆପଣଙ୍କୁ ନିଜ କାର୍ଯ୍ୟରେ ମିତ୍ର ମାନଙ୍କର ପୁରା ସହାୟତା ରହିବ । ଯଦି ଆପଣ ଆଜି କୌଣସି ସାମାଜିକ ସମାରୋହରର ଯିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିନ୍ତ ଯାନ୍ତୁ । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ ।

କର୍କଟ ରାଶି-

ଆଜି ଆପଣ କୌଣସି ନକରାତ୍ମକ ମାନସିକରେ କାହାକୁ ଖରାପ ବ୍ୟବହାର କରିବାରୁ, ସାବଧାନ ରୁହନ୍ତୁ । ଘରର ବାତାବରଣ ଖରାପ ରହିବ । ଜୀବନ ସାଥିର ପୁରା ସହାୟତା ଆପଣଙ୍କୁ ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ବ୍ୟାପାର କରୁଥିବା ଲୋକମାନେ ଆଜି ନିଜ ବ୍ୟାପାର ସହ ଜଡିତ କିଛି ନୂଆ ଯୋଜନା କରିପାରନ୍ତି ।

ସିଂହ ରାଶି-

ଆଜି ଆପଣଙ୍କର ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ସମସ୍ଯାର ଅନ୍ତ ହେବ । ଉଛ ଅଧିକାରୀ ମାନଙ୍କର ସହାୟତା ମିଳିବ । ଚୁଗଳ ଖୋର ମଣିଷ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ବ୍ୟାପାର ସମ୍ବନ୍ଧିତ କୌଣସି ନିର୍ଣ୍ଣୟ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଘରେ କୌଣସି ଶୁଭ କାର୍ଯ୍ୟ ହେବାର ଅବସର ହୋଇପାରେ । ଜୀବନ ସାଥି ସହିତ କିଛି ବାଦବିବାଦ ହୋଇପାରେ ଏଥିପାଇଁ ଆପଣ ସତର୍କ ରୁହନ୍ତୁ ।

କନ୍ୟା ରାଶି-

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ରହିବ । ଆଜି ଆପଣଙ୍କ ପରିବାରରେ ମଙ୍ଗଳକାରୀ ବାତାବରଣ ରହିବ । ସାଙ୍ଗ ମାନଙ୍କ ତରଫରୁ ଆପଣଙ୍କୁ କିଛି ଭେଟ ବା ଉପହାର ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟ ସଫଳତା ପୂର୍ଣ୍ଣ ହୋଇଯିବ । ବ୍ୟାପାରରେ ଲାଭ ହେବ । ଆଜିର ଦିନରେ ଆପଣ ନିଜ ପରିବାର ଓ ସାଙ୍ଗ ମାନଙ୍କ ସହ କିଛି ମୂଲ୍ୟବାନ ସମୟ ବ୍ଯତୀତ କରିବେ ।

ତୁଳା ରାଶି-

ଆଜି କୌଣସି କାର୍ଯ୍ୟ ଅନ୍ଯମନସ୍କ ହୋଇ କରନ୍ତୁ ନାହିଁ । କିଛି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାର ଅଛି ତ ଆଜିର ଦିନ ବହୁତ ଭଲ ଅଛି । ଆପଣଙ୍କ ବ୍ୟାପାରରେ ଧନ ଲାଭ ହେବାର ଯୋଗ ରହିଛି । ଆଜି କୌଣସି ସ୍ଥାନକୁ ଯାତ୍ରା କରିବାରୁ ବଞ୍ଚନ୍ତୁ, କାରଣ ଏହାଦ୍ବାରା ଆପଣ ଅସୁସ୍ଥ ଅନୁଭବ କରିବେ । ଘରର ସଦସ୍ୟ ମାନଙ୍କ ସହ କିଛି ବିବାଦ ହୋଇପାରେ, ତେଣୁ ଏଥିପାଇଁ ସତର୍କ ରୁହନ୍ତୁ ।

ବିଛା ରାଶି-

ଆଜିର ଦିନ ଆପଣ ଊର୍ଜାରେ ଭରପୁର ରହିବେ । ନିଜ ବୁଦ୍ଧି ବଳରେ ଆପଣ ନିଜ ସମସ୍ତ ସମସ୍ଯାକୁ ସମାଧାନ କରିବେ । ଆପଣ ଏହି ସମୟରେ କିଛି ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦୂର ହେବ । ଆପଣ କୌଣସି ନୂଆ କାର୍ଯ୍ୟର ଯୋଜନା କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିଦିଅନ୍ତୁ । ବ୍ୟାପାର କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି ।

ଧନୁ ରାଶି-

ଆଜି ଆପଣଙ୍କୁ ନିଜ କଷ୍ଟର ପୁରା ଫାଇଦା ମିଳିବ । କୌଣସି ବଡ ସଫଳତାର ଖୁସି ଖବର ଆପଣଙ୍କୁ ମିଳିବ । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆପଣଙ୍କ ଆମଦାନୀ ବହୁତ ଶୀଘ୍ର ବୃଦ୍ଧି ହେବ, ଯାହାଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହି ସମୟରେ ଆପଣ କୌଣସି ସ୍ଥାନରେ ପୁଞ୍ଜି ନିବେଶର ଯୋଜନା କରିପାରନ୍ତି । ଏହି ସମୟ ପୁଞ୍ଜି ନିବେଶ ପାଇଁ ବହୁତ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ଭଲ ଆମଦାନୀ ହେବ ଓ ଆପଣଙ୍କ ମାନସିକ ଚିନ୍ତା ଦୂର ହେବ ।

ମକର ରାଶି-

ଆଜି ଆପଣ ମାନସିକ ରୂପରେ ସ୍ୱାସ୍ଥ୍ୟ ରହିବେ । ଆଜି ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି, ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ ।ଧନ ପ୍ରାପ୍ତି ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜୁର ଦିନ ବହୁତ ଭଲ ରହିବ । ଆଜି ଆପଣଙ୍କ ନିଜ ଭଲ କାର୍ଯ୍ୟ ପାଇଁ ସମ୍ମାନ ମିଳିପାରେ । ପିତା ମାତାଙ୍କ ଆଶୀର୍ବାଦ ସହିତ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ ।

କୁମ୍ଭ ରାଶି-

ଆଜି ଆପଣ କୌଣସି ସାମାଜିକ ସମାରୋହରେ ଭାଗ ନେଇପାରନ୍ତି । ଆପଣଙ୍କୁ ନିଜ କାର୍ଯ୍ୟ ପାଇଁ ସଫଳତା ମିଳିବ । କାରଣ ଏହି ବିବାଦ ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇପାରେ । ଆପଣଙ୍କୁ ନିଜ କାର୍ଯ୍ୟରେ ମିତ୍ର ମାନଙ୍କର ପୁରା ସହାୟତା ରହିବ । ଯଦି ଆପଣ ଆଜି କୌଣସି ସାମାଜିକ ସମାରୋହରର ଯିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିନ୍ତ ଯାନ୍ତୁ । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ ।

ମୀନ ରାଶି-

ଆଜି ଆପଣଙ୍କ ମନ ବହୁତ ଭଲ ରହିବ । ପିତାଙ୍କ ସହ କିଛି ମତଭେଦ ହୋଇପାରେ ସେଥିପାଇଁ ଆପଣ ସତର୍କ ରୁହନ୍ତୁ, କାରଣ ଏହାଦ୍ବାରା ଘରେ ଅସାନ୍ତି ହେବାର ସମ୍ଭାବନା ଅଛି । ଆପଣ ଏହି ସମୟରେ କିଛି ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦୂର ହେବ ଓ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ । ବ୍ୟାପାର କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି ।