ଆଜିର ରାଶିଫଳ, 25 ମାର୍ଚ୍ଚ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ କିଛି ବଡ ଖୁସି ଖବର ପ୍ରାପ୍ତ ହୋଇପାରେ । ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ବିପରିତ ସ୍ଥିତର ସାମନା କରିବାକୁ ପଡିପାରେ । ଛୋଟ ଛୋଟ ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ । ନଚେତ ଆପଣଙ୍କୁ ଦିଆ ଯାଇଥିବା କିଛି ଜରୁରୀ ଦାୟିତ୍ଵ ରେ ବାଧା ଆସିପାରେ । ସନ୍ଧ୍ୟା ଭିତରେ କିଛି ଶୁଭ ଖବର ମିଳିବାରୁ ଘରେ ଖୁଶିର ମାହୋଲ ରହିବ । ବାହାର ଲୋକଙ୍କ ସହ ମିଳାମିଶା ବଢିବ ।

ବୃଷ ରାଶି : ନିଜର ବ୍ୟକ୍ତିଗତ କଥାକୁ ଦରକାର ଠାରୁ ଅଧିକ କୁହନ୍ତୁ ନାହି । ଆଜି ବିନା ବାଧାରେ ସରକାରୀ କାମ ଶେଷ ହେବ । ନିଜର ସୀମିତ ବିଚାର ରୁ ବାହାରକୁ ଆସନ୍ତୁ । ତେବେ ଯାଇ ସମସ୍ୟାର ସମଧାନ ହେବ । ଅନେକ ଦିନରୁ ଚାଲିଥିବା କାନୁନି ମାମଲା ଶେଷ ହେବ । ଆପଣଙ୍କର ନୂଆ ସମାପ୍ତି କ୍ରୟ କରିବାର ଅଭିଳାଷ ପୁରା ହେବ । ଆଜି କରଯ ନିଅନ୍ତୁ ନାହି । ଯଦି ଆପଣ ବିବାହ ଯୋଗ୍ୟ ତେବେ ଆପଣଙ୍କର ବିବାହ ପକ୍କା ହୋଇପାରେ ।

ମିଥୁନ ରାଶି : ଆଜି ଦିନ ରୁ ଖୁସି ପୂର୍ଣ୍ଣ ରହିବ । ସନ୍ତାନ ଙ୍କ ଦାୟିତ୍ଵ ରେ ପୂର୍ତ୍ତି ହେବ । ଘରର ବାତାବରଣ ସାନ୍ତ ରହିବ । ଜୀବନ ସାଥିଙ୍କ ସହ ଭୁଲ ବୁଝାମଣା ଦୂର ହେବ । ଅନେକ ଦିନ ପରେ ଆପଣ ଖୋଲିକି ନିଜର ପ୍ରିୟଙ୍କୁ ମନ କଥା ପ୍ରକାଶ କରିବେ । ପାରିବାରିକ ଚିନ୍ତା କାରଣରୁ ମାନସିକ ଚାପ ପଡିପାରେ । ଜୀବନ ସାଥିଙ୍କ ସହଯୋଗ ମିଳିବ । ଗୃହ କାର୍ଯ୍ୟ ରେ ବ୍ୟସ୍ତତା ବଢିବ । ଅଟକିଥିବା ଧନ ମିଳିପାରେ ।

କର୍କଟ ରାଶି : ଅଫିସରେ ନୂଆ ଦାୟିତ୍ଵ ପାଇଁ ରେଡି ରୁହନ୍ତୁ । ଆଜି ଦିନରେ ଭୁଲ ବୁଝାମଣା ଦୂର ହେବ । ନୂଆ କଥାର ବିଚାର ହେବ । ଆପଣଙ୍କ ବିରୋଧୀ ଆପଣଙ୍କ ପାଇଁ ସମସ୍ଯା ଆଣି ପାରନ୍ତି । ପ୍ରିୟଜନ ଙ୍କ ସହ ହାସ୍ୟ ବିନୋଦ ସମୟ ବିତାଇବେ । ଏହା ଦ୍ଵାରା ଆପଣ ରିହାତି ଅନୁଭବ କରିବେ । ଆଜି ବ୍ୟକ୍ତିଗତ ଜୀବନରେ କିଛି ପରିବର୍ତ୍ତନ ହେବ । ଆପଣ ନିଜକୁ ଏନର୍ଜିଟିକ ଅନୁଭବ କରିବେ ।

ସିଂହ ରାଶି : ପଇସା ମାମଲାରେ ଆଜି ଦିନ ଖର୍ଚ୍ଚାନ୍ତ ରହିପାରେ । ଆଜି ଆପଣଙ୍କ ବଜେଟ ଅସନ୍ତୁଳନ ହୋଇପାରେ । ଯଦି ଆସୁଥିବା ସମୟରେ ଆର୍ଥିକ ସଙ୍କଟ ରୁ ବଞ୍ଚିବାକୁ ଚାହୁଁ ଛନ୍ତି ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତଙ୍କ ସହ ଆପଣଙ୍କର ସମ୍ପର୍କ ବେହତର ହେବ । ସନ୍ତାନ ଙ୍କ ଠାରୁ ହର୍ଷ ବର୍ଦ୍ଧନ ଖବର ମିଳିପାରେ । ଆପଣଙ୍କର ପରିବାରର ସଦସ୍ୟ ଙ୍କ ସହ କିଛି କଥାକୁ ନେଇ ଚର୍ଚ୍ଚା ହୋଇପାରେ ।

କନ୍ୟା ରାଶି : ସାଥିଙ୍କ ସହ ଭଲ ମୁଡ ରେ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ମିଠା ବାଣୀ ରେ ଲୋକ ଙ୍କ ହୃଦୟ ଜିଣିବାରେ ସଫଳ ହେବେ । ଆପଣଙ୍କୁ ଚାକିର ରେ ବୁଦ୍ଧି ଦ୍ଵାରା ଲାଭ ହେବ ।  ଧର୍ଯ୍ୟ ସହକାରେ କାମ କରନ୍ତୁ । ବ୍ୟକ୍ତିଗତ କାମରେ ଆପଣ ବ୍ୟସ୍ତ ରହିବେ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆଜି ଭଲ ପରିଣାମ ପ୍ରାପ୍ତ ହେବ । ସର୍ବଦା ପଜେଟିଭ ଚିନ୍ତାଧାରା ରଖନ୍ତୁ । ମାନସିକ ରୂପରେ ଆପଣଙ୍କ ଠାରେ ଅଧିକ ଭାବୁକତା ଅଧିକ ରହିବ ।

ତୁଳା ରାଶି : ଶିକ୍ଷା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଜାତକ ଙ୍କୁ ବା ବିଦ୍ୟାର୍ଥୀ ଙ୍କୁ ଆଜି ଅଳ୍ପ ସମସ୍ଯା ଭୋଗିବାକୁ ପଡିପାରେ । ଘରେ ବା ସମ୍ପର୍କୀୟ ଙ୍କ ଘରେ ବିବାହକୁ ନେଇ ଚର୍ଚ୍ଚା ହେବ । ଗରିବ ମାନଙ୍କୁ ବସ୍ତ୍ର ଦାନ କରନ୍ତୁ । ଆପଣଙ୍କର ଇଚ୍ଛା ପୂରଣ ହେବ । ମନ ମୁତାବିକ କାମ ପୁରା ହେବାରୁ ଆପଣଙ୍କ ମନ ପ୍ରସନ୍ନ ହେବ । କୌଣସି ନୂଆ ଭାବନାତ୍ମକ ଆରମ୍ଭ ହେବାର ସମ୍ଭାବନା ରହିଛି । କଳାକାର ଓ କାରିଗର ଙ୍କୁ ନିଆରା କଳା ପ୍ରଦର୍ଶନ କରିବାର ଅବସର ମିଳିବ ।

ବିଛା ରାଶି : ସାମାଜିକ କ୍ଷେତ୍ର ରେ ଆଜି ଆପଣଙ୍କର ରୁଚି ବଢିବବାର ନଜର ଆସିବ । ପରିବାରରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟକ୍ରମ ରେ ଚର୍ଚ୍ଚା ହୋଇପାରେ । ମଉଜ ମସ୍ତି ଓ ମନୋରଞ୍ଜନ ରେ ସମୟ ବ୍ଯତୀତ କରିବେ । ପରିବାର ରେ କୌଣସି ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ସମ୍ପତିରେ ନିବେଶ କରିଲେ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଆଜି ବନ୍ଧୁ ବା ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ଘରେ ବଡ ଗୁରୁଜନ ମାନଙ୍କ ସହ ସମ୍ପର୍କ ମଜ୍ବୁତ ହେବ ।

ଧନୁ ରାଶି : ଜୀବନ ସାଥି ଆପଣଙ୍କ ପାଇଁ କିଛି ଖାସ କରିବେ । ରାତି ରେ ବାହନ ପ୍ରୟୋଗ ସମୟରେ ସତର୍କ ରୁହନ୍ତୁ । ବେରୋଜଗାର ଦୂର କରିବାକୁ ପ୍ରୟାସ ସଫଳ ରହିବେ । ବୈବାହିକ ଜୀବନ ଠିକ ରହିବ । ଯେଉଁ ଲୋକ ମାନେ ଧନ ସଞ୍ଚୟ କରିପାରୁ ନାହାନ୍ତି ସେମାନେ ଅନୁଭବି ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପରିବାର ସହ ଆଜି ହସ ଖୁସି ର ସମୟ ବିତାଇବେ । ଜୀବନ ସାଥି ଙ୍କ ଆପଣଙ୍କର ତାଳମେଳ ଭଲ ରହିବ ।

ମକର ରାଶି : ପରିବାରରେ ଶୁଭ ଖବର ପ୍ରାପ୍ତ ହେବ । ବୈବାହିକ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଚର୍ଚ୍ଚା ହୋଇପାରେ । ଆପଣ କିଛି ମାମଲାରେ ଶାନ୍ତ ରହିଲେ ସବୁ ଠିକ ରହିବ । ଅଧୁରା କାର୍ଯ୍ୟ ପୁରା କରିବାରେ ସମୟ ଲାଗିବ । ଦିନର ଆରମ୍ଭ ଭଲ ହେବ । ସ୍ଥିତି ନିୟନ୍ତ୍ରଣ ରେ ରହିପାରେ । ଆଜି ଲେଖନ ଆଦି ବୌଧିକ କାର୍ଯ୍ୟ ରୁ ଆୟ ହେବ । ଧର୍ଯ୍ୟ ପୂର୍ବକ କାମ କରିଲେ ପ୍ରୟାସ ହେବ ।

କୁମ୍ଭ ରାଶି : କୌଣସି ଜରୁରୀ ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ । ଆର୍ଥିକ ଲେନଦେୟାନ ସମୟରେ ସତର୍କ ରୁହନ୍ତୁ । ଶ୍ଵଶୁର ଘର ପକ୍ଷରୁ ଶୁଭ ସମାଚାର ମିଳିବ । ପ୍ରେମୀ ବା କୌଣସି ଅନ୍ୟ ନିକଟତର ବ୍ୟକ୍ତି ଙ୍କ ସହ ବିବାଦ ହୋଇପାରେ । ମନରେ ନେଗେଟିଭ ବିଚାର ଆସିବାରୁ ମନ ଉଦାସ କରିପାରେ । ପ୍ରେମ ଜୀବନରେ ସ୍ଥିତି ଅନୁକୂଳ ରହିବ । ଆପଣ ପଜେଟିଭ ରହିବାକୁ ଚେଷ୍ଟା କରନ୍ତୁ । ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ ।

ମୀନ ରାଶି : ବଡ ଫାଇଦା ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହଯୋଗ ବା ସାନିଧ୍ୟ ଆଜି ଆପଣଙ୍କୁ ଭରପୁର ମାତ୍ରା ରେ ମିଳିପାରେ । ବିଭିନ୍ନ ଉପାୟରୁ ଆପଣ ଆମଦାନି ର ସ୍ରୋତ ବନାଇବେ । ଅଯଥା ଖର୍ଚ୍ଚ ଠାରୁ ବଞ୍ଚିତ ରୁହନ୍ତୁ । ନୂଆ ନିବେଶ ରୁ ବଞ୍ଚିତ ରୁହନ୍ତୁ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଅଟକିଥିବା ଧନ ଫେରି ପାୟେ । ଧାର୍ମିକ କାର୍ଯ୍ୟ ରେ ଭାଗ ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।