ଶନିବାର ଦିନ ଘରକୁ ନେଇ ଆସନ୍ତୁ ଏହି ଜିନିଷ ! ଦେଖୁ ଦେଖୁ ହୋଇଯିବେ ଧନୀ, 100% କାମ ଦେବ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ଶନିବାର ଦିନ କେଉଁ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେବେ ଆପଣ ମାନେ ଜାଣି ନ ଥିବେ ।

ପ୍ରତେକ ମଣିଷ ଜୀବନରେ କିଛି ନ କିଛି ସମସ୍ଯା ରହିଥାଏ । ମଣିଷ ମାତ୍ରକେ ହିଁ ନିଜ ଘରର ଦରିଦ୍ରତା ଦୂର କରିବାକୁ ଚେଷ୍ଟା କରିଥାଏ । ଘରେ ଦରିଦ୍ରତା ରହିଲେ ଅନେକ ଦୁଖ କଷ୍ଟ ଭୋଗ କରିବାକୁ ପଡିଥାଏ । ଚାଣକ୍ୟଙ୍କ ମତରେ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହାକୁ ଘରେ ରଖିଲେ ଦରିଦ୍ରତା ଦୂର ହୋଇଥାଏ ।

୧- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଘରେ ଗଙ୍ଗା ଜଳ ରଖିବା ନିହାତି ଜରୁରୀ ହୋଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଆପଣ ନିଜର ପୂଜା ଘରେ ଗଙ୍ଗା ଜଳ ରଖିଲେ ଶୁଭ ହୋଇଥାଏ । ଘରେ ଗଙ୍ଗା ଜଳ ରଖିଲେ ବା ଏହାର ବ୍ୟବହାର କରିଲେ ନାକାରାତ୍ମକ ଶକ୍ତିର ବିନାଶ ହୋଇ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ସେଥିପାଇଁ ଶନିବାର ଦିନ ଗଙ୍ଗା ଜଳ ଘରକୁ ଆଣିବା ଉଚିତ ।

୨- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଶନିବାର ଦିନ ଯେଉଁ ବ୍ୟକ୍ତି ଘରକୁ ନୂଆ ଝାଡୁ କିଣି କରି ଆଣିଥାଏ ସେହି ଘରେ ଦୁଖ ଓ ଅଭାବ ଦୂର ହୋଇଥାଏ । ମା ଲକ୍ଷ୍ମୀଙ୍କର ପ୍ରତୀକ ଝାଡୁ ହୋଇଥିବାରୁ ଶନିବାର ଦିନ ଘରକୁ ଝାଡୁ  ଆଣିବା ଫଳରେ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଏହା ସହ ଦରିଦ୍ରତା ମଧ୍ୟ ଦୂର ହୋଇଥାଏ । ଏହା ଛଡା ପ୍ରଚୁର ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ଝାଡୁ ଘରର ଅଳିଆ ଆବର୍ଜନା ସଫା କରିବାରେ ସାହାଜ୍ଯ କରିଥାଏ । ଏହା ବ୍ଯତୀତ ନାକାରାତ୍ମକ ଶକ୍ତିର ବିନାଶ ହୋଇ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

୩- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଶନିବାର ଦିନ ଘରକୁ ନୂଆ ଖଟ ଆଣିବା ଦ୍ଵାରା ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ପ୍ରଚୁର ଧନ ଲାଭ ହୋଇଥାଏ । ଆପଣଙ୍କ ଘରେ ନାକାରାତ୍ମକ ଶକ୍ତିର ଲୋପ ହୋଇଥାଏ ଓ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହା ଫଳରେ ଆପଣଙ୍କ ଘରର ପରିବେଶ ଭଲ ରହିଥାଏ ।

ତେଣୁ ଶନିବାର ଦିନ ଘରକୁ ଚାର ପାହିଆ ବ ଖଟ ଆଣିବା ଫଳରେ ଆପଣଙ୍କ ଘରେ ଦରିଦ୍ରତା ଦୂର ହେବ ସହ ସୁଖ ଶାନ୍ତିର ଆଗମନ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।