ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଆପଣଙ୍କ ଜୀବନରେ ଅନେକ ସାରା ଖୁଶିର ଆଗମନ ହେବାକୁ ଯାଉଛି । ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଘରେ କାହାରି ସ୍ୱାସ୍ଥ୍ୟ ଖରାପ ହୋଇଥିଲେ ବହୁତ ଜଲ୍ଦି ଆରୋଗ୍ଯ ହେବେ । ସନ୍ତାନ ମାନଙ୍କର ଉନ୍ନତି ରେ ଆପଣ ଖୁସି ପ୍ରକାଶ କରିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣ କିଛି ନୂଆ କଥା ଶିକ୍ଷା ଲାଭ କରିବେ ।
ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ପ୍ରେମ ମାମଲା ରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି ।
ମିଥୁନ ରାଶି : ଆପଣଙ୍କର ଆଗାମୀ ସମୟ ଶୁଭ ରହିବ । ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତାର ସହ ପୂର୍ଣ୍ଣ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଲାଭ କରିବା ସହ ନୂଆ ନିବେଶ କରିବେ । କ୍ଯାରିୟର କୁ ନେଇ ବିଦ୍ୟାର୍ଥୀ ମାନେ କିଛି ନୂଆ ପ୍ଳାନ କରିବେ । କୌଣସି କାରଣରୁ ଆପଣ ଯାତ୍ରା କରିବେ । ଆପଣଙ୍କର ଯାତ୍ରା ସୁଗମ ହେବ । ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।
କର୍କଟ ରାଶି : ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଘର ପରିବାରରେ ସମୟ ସୁଖଦ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ସନ୍ତାନ ମାନଙ୍କର ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।
ସିଂହ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଅଧିକ ରୁଚି ରଖିବେ । ଅଫିସରେ ବଡ ଅଧିକାରି ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ । ଯେଉଁ ଏମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
କନ୍ୟା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଟକି ରହିଥିବା କମ ପୁରା ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳତା ହାସଲ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । କୌଣସି ନୂଆ ବ୍ୟକ୍ତି ଙ୍କ ସହ ଆପଣଙ୍କର ବନ୍ଧୁତା ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ତୁଳା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ଖ୍ଯାତି ବୃଦ୍ଧି ହୋଇପାରେ । ଯାହା ପାଇଁ ଆପଣ ପ୍ରଶଂସା ର ପାତ୍ର ହେବେ । ସନ୍ତାନ ମାନଙ୍କର ଉନ୍ନତିରେ ଆପଣ ଖୁସ ପ୍ରକାଶ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆପଣଙ୍କର ଟଙ୍କା ଫେରସ୍ତ ପାଇବେ । ଜୀବନରେ କିଛି ନୂଆ କରିବା ପାଇଁ ଯୋଜନା କରିବେ ।
ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କ ଘରେ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କର ପାରିବାରିକ ମାହୋଲ ସୁଖଦ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଦାଂପତ୍ଯ ଜୀବରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଆପଣଙ୍କର ଅଟକି ଥିବା ଟଙ୍କା ଫେରସ୍ତ ପାଇବେ । ମିତ୍ର ମାନଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ ।
ଧନୁ ରାଶି : ଆପଣଙ୍କର ଆଗାମୀ ସମୟ ଅନୁକୂଳ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ଅଟକି ରହିଥିବା ଯୋଜନା ପୁରା ହେବ । ମାତା ପିତା ଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ନିବିଡ ରହିବ । ସମାଜ ରେ ଆପଣଙ୍କର ଖ୍ଯାତି ବୃଦ୍ଧି ପାଇବ । ଯାହା ପାଇଁ ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ ।
ମକର ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିବେ । ସମାଜ ରେ ଆପଣଙ୍କର ଯଶ ଓ ଖ୍ଯାତି ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ହାସଲ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଧନ ଉପାର୍ଜନ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାଏ । ପୂଜା ପାଠରେ ଆପଣ ଅଧିକ ଆଗ୍ରହୀ ରହିବେ । କୌଣସି ପୁରୁଣା ମିତ୍ର ଙ୍କ ସାହା ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
କୁମ୍ଭ ରାଶି : ଆପଣଙ୍କର ଆଜି ଦିନ ଟି ଭଲ ରହିବ । ଜୀବନଏ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଅଚାନକ ଧନ ପ୍ରାପ୍ତ ହେବ । ନୂଆ ଚାକିରି ପାଇବାର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ମହିଳା ମାନେ ଘରଅକାମରେ ବ୍ୟସ୍ତ ରହିବେ । ଅଫିସରେ ବରିଷ୍ଠ ଅଧିକାରୀ ଙ୍କ ସହଯୋଗ ଆପଣ ପାଇବେ । ପ୍ରେମ ମାମଲା ରେ ଆପଣ ସଫଳ ହେବେ । ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଉପଯୁକ୍ତ ଅଟେ ।
ମୀନ ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବ । ଅଚାନକ ଧନ ପ୍ରାପ୍ତ ହେବ । ପ୍ରେମ ଜୀବନରେ ଆପଣ ସାଥି ଙ୍କ ସହ ବୁଲିବାକୁ ଯିବା ପାଇଁ ପ୍ଳାନ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜାନା କରିବେ । କୌଣସି ସେୟାର ବଜାର ରେ ଆପଣ ନିବେଶ କରିବେ । ମିତ୍ର ମାନଙ୍କ ସାହା ଆପଣଙ୍କର ସମ୍ପର୍କ ଭଲ ରହିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।