ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଅଟକି ରହିଥିବା ଅକାମ ପୁରା ହେବେ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣ ଆଜି କଠିନ ପରିଶ୍ରମ କରତି ବଡ ସଫଳତା ହାସଲ କରିବେ । ଆପଣ ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।
ବୃଷ ରାଶି : ଆଜି ଆପଣଙ୍କୁ ଧନ ଲାଭର ସଂକେତ ମିଳୁଛି । ଆଜି ମହିଳାଙ୍କର ଭାବନାର ଖାସ ଧ୍ୟାନ ରଖନ୍ତୁ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଆପଣ ବିଦେଶରେ କୌଣସି କାମ ପାଇଁ ମନ ବଳାଇ ଥିଲେ ଆପଣଙ୍କର ଇଚ୍ଛା ପୂରଣ ହେବେ । ଅଚାନକ ଧନ ଖର୍ଚ୍ଚ ହୋଇପାରେ । ଆପଣଙ୍କର ଅବହେଳା ପାଇଁ ଆପଣଙ୍କର କ୍ଷତି ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
ମିଥୁନ ରାଶି : ଆଜି ଆପଣଙ୍କୁ କୌଣସି ଭଲ ଖବର ଶୁଣିବାକୁ ପାଇବେ । ତୀର୍ଥ ଯାତ୍ରା କରିବାର ସମ୍ଭାବନା ରହିଛି । ବିଜେନ୍ସ ରେ ନିବେଶ କରିବା ପାଇଁ ସମୟ ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ରଚନାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।
କର୍କଟ ରାଶି : ଆଜି ଆପଣ ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ପରିବାର ଲୋକଙ୍କଉ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ଠାରୁ ସହଯୋଗ ଅପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁନା ଲାଭ ପାଇବେ । ସମାଜରେ ମାନ ସମାନ ପ୍ରାପ୍ତି ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଅନୁସରଣ କରିବେ ।
ସିଂହ ରାଶି : ଆଜି ଆପଣଙ୍କର ରଚନାତ୍ମକ କ୍ଷେତ୍ର ରେ ରୁଚି ବୃଦ୍ଧି ହେବ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗ୍ରହୀ ହେବେ । ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ । ଚାକିରି କ୍ଷେତୟର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ପ୍ରଶାସନ କ୍ଷେତ୍ର ରେ ଆପଣ ସଫଳ ହେବେ । ଅଟକି ରହିଥିବା କାମ ପୁରା ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କନ୍ୟା ରାଶି : ଆଜି ପ୍ରତେକ କ୍ଷେତ୍ର ରେ ଆପଣ ସଫଳତା ହାସଲ କରିବେ । ଧନ ଜନିତ ସମସ୍ଯା ଆପଣଙ୍କର ଦୂର ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ମାନ ରହିଥିଲା ତାହା ଦୂର ହେବେ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବେ । ବିଗିଡି ଯାଇଥିବା କାମ ପୁଣି ଥରେ ଆରମ୍ଭ ହେବେ । ଦାଂପତ୍ଯ ଜୀବନ ସୁଖୟମ ରହିବ ।
ତୁଳା ରାଶି : ଗୃହରେ ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଲମ୍ବା ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ହାତର ଫଳପ୍ରଦ ରହିବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ଆୟ ରେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ କରିବେ ।
ବିଛା ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଧନ ଜନିତ ସମସ୍ୟା ଆପଣଙ୍କର ଦୂର ହେବ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ମିତ୍ରତା ସ୍ଥାପନ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।
ଧନୁ ରାଶି : ଆଜି ଆପଣଙ୍କର ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କର ପୁରୁଣା ସ୍ନୃତି ତାଜା ହୋଇଯିବ । ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣ ସବୁ କ୍ଷେତ୍ର ରେ ପ୍ରଶଂସାର ପାତ୍ର ହେବେ । ବେପାର କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ଆର୍ଥିକ ପକ୍ଷ ମଜବୁତ ରହିବ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଅନୁଭୁତି ଅନୁଭବ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ରେ ମଧୁରତା ଆସିବ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ ।
ମକର ରାଶି : ଆଜି ବିଦେଶରେ ରହୁଥିବା ମିତ୍ର ବା ପରିଜନ ମାନଙ୍କ ସହ ଆପଣଙ୍କର କଥାବାର୍ତ୍ତା ହୋଇପାରେ । ନୂଆ ସମ୍ପତି ବା ବାହନ କ୍ରୟ କରିବା ପାଇଁ ଚିନ୍ତା କରିବେ । ପିଲା ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ଦେଖାଯିବ । ଆୟ ରେ ବୃଦ୍ଧି ହୋଇପାରେ । ଅଟକି ରହିଥିବା କାମ ଆରମ୍ଭ ହେବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କୁମ୍ଭ ରାଶି : ଆଜି ଆପଣ ପର୍ଯ୍ୟଟନ ସ୍ଥଳ କୁ ଗସ୍ତ କରିବେ । ଆପଣଙ୍କ ଯାତରା ସୁଗମ ହେବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରୟାସ ନିଶ୍ଚିନ୍ତ ଭାବେ ସଫଳ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ସନ୍ତାନ ମାନଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ଆପଣ ପାଇବେ । ଆପଣ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । କ୍ଯାରିୟର ଦିଗରେ ବିଦ୍ୟାର୍ଥୀ ମାନେ ଅଗ୍ରସର ହେବେ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ ।
ମୀନ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ଶାନ୍ତ ବାତାବରଣ ରହିବ । ପ୍ରେମ ଜୀବନରେ ଆପଣଙ୍କର ସମୟ ସାନଦାର ରହିବ । ଅଟକି ରହିଥିବା କାମ ଆରମ୍ଭ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ବେପାରୀ ମାନେ ବେପାର କ୍ଷେତ୍ର ରେ ଅଧିକ ଧନ ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଫୋନ ଦ୍ଵାରା ଜରୁରୀ ଖବର ଶୁଣିବାକୁ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।