ଆଜିର ରାଶିଫଳ, 1 ସେପ୍ଟେମ୍ବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଆତ୍ମବିଶ୍ଵାସ ରେ ଭାରି ରହିବେ । ସଠିକ ନିସ୍ପତି ନେଇ ପାରିବେ । ସମ୍ପର୍କ ଓ କାମ ମଧ୍ୟରେ ତାଳମେଳ ଠିକ ରଖନ୍ତୁ । ଆର୍ଥିକ ରୂପରେ ଆପଣ ମଜବୁତ ରହିବେ । ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବାରୁ ବଞ୍ଚିତ ରୁହନ୍ତୁ । ବିଦେଶ ସହ ଜଡିତ କାର୍ଯ୍ୟରେ ସଫଳତା ମିଳିପାରେ । ଆଜି ପରିଜନ ଙ୍କ ସହ ବିବାଦ କରିବାରୁ ବଞ୍ଚିତ ହୁଅନ୍ତୁ ବିବାଦ ବଢିବାର ସମ୍ଭାବନା ରହିଛି । ଆଜି ସୁଖର ସାଧନାରେ ବ୍ୟୟ ହେବ । ପରିବାରରେ ବାତାବରଣ ଅନୁକୂଳ ରହିବ ।

ବୃଷ ରାଶି : ଅଚାନକ କୌଣସି ନୂଆ ଦାୟିତ୍ଵ ଆପଣଙ୍କ ଯୋଜନାରେ ବାଧା ଆଣିପରେ । ରୋଜଗାର ପ୍ରତି ଅସ୍ଥିରତା କାରଣରୁ ମନ ଅସାନ୍ତି ରହିପାରେ । ଅଧିକାରୀ ମାନଙ୍କ ସହ ବିବାଦ ହୋଇପାରେ ତେଣୁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆର୍ଥିକ ସ୍ଥିତି ବେହତର ରହିବ । ଭୂମି ବାହନ କ୍ରୟ କରିବା ପାଇଁ ଯୋଜନା କରି ପାରନ୍ତି । ପ୍ରିୟଜନ ଓ ସମ୍ପର୍କୀୟ ମାନଙ୍କ ସହ ଅଲଗା ପରିଚୟ କରିବେ । ଆଜି ଆପଣଙ୍କ ଯାତ୍ରା ଫଳଦାୟୀ ସାବ୍ୟସ୍ତ ହେବ । ପ୍ରାଇଭେଟ ଚାକିରି କରିଥିବା ଜାତକ ଙ୍କୁ ସିନିୟରସର୍ସ ମାନଙ୍କୁ ପୁରା ସହଯୋଗ ମିଳିବ । ଆଧ୍ୟାତ୍ମିକ ସହ ଜଡିତ କିଛି କଥା ଶିଖିବାକୁ ମିଳିବ ।

ମିଥୁନ ରାଶି : ଆଜି ଆପଣଙ୍କୁ ମାତା ପିତାଙ୍କ ପୁରା ସମର୍ଥନ ଓ ଆଶୀର୍ବାଦ ପ୍ରାପ୍ତ ହେବ । ପଇସା ସମ୍ବଧିତ ସମସ୍ଯା ଦୂର କରିବା ପାଇଁ ଆଜି ଆପଣଙ୍କୁ ଅଧିକ ତାଙ୍କ ବ୍ୟୟ କରିବାକୁ ପଡିପାରେ ତେଣୁ ସତର୍କ ରୁହନ୍ତୁ । ଯେଉଁ ଲୋକ ଜମିବାଡି ବା ବିଜେସ କରୁଛନ୍ତି ସେମନଙ୍କୁ ପ୍ରଚୁର ଲାଭ ମିଳିବାରେ ଯୋଗ ରହିଛି । ଆପଣ ସାମାଜିକ ଓ ବ୍ଯବସାୟିକ ସମାରୋହ ରେ ଯୋଗ ଦେବେ । ବାହନ ସୁଖ ପ୍ରାପ୍ତ ହେବ । ନିଜ ମନ କଥା କାହାକୁ କହିବାର ଅବସର ପାଇବେ । ସ୍ଵତନ୍ତ୍ର ନିର୍ଣ୍ଣୟ ନେବାରେ ସୁବିଧା ପାଇବେ । ବିବାହ ପାଇଁ ଜିଜ୍ଞା ବ୍ୟକ୍ତିଙ୍କ ପାଇଁ ଜୀବନ ସାଥି ମିଳିବାର ଯୋଗ ରହିଛି ।

କର୍କଟ ରାଶି : ଆଜି ଏକାଗ୍ରତା ଆପଣଙ୍କ ଠାରେ ଅଧିକା ଦେଖାଯିବ । ଆଜି ଆପଣଙ୍କୁ ମେହନତର ପରିଣାମ ନିଶ୍ଚୟ ମିଳିବ । ଆଜି କୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଅଫର ମିଳିପାରେ । ଅତିଥି ଆମ ଆନେ ଘରକୁ ଆଗମନ କରିଲେ ଘରେ ଉସ୍ଚବ ର ମାହୋଲ ରହିବ । ଯାଇ ଆପଣଙ୍କର ବିଜନେସ ରେ ଦୁଇ ଗୁଣା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣ ଙ୍କ ଜୀବନ ସାଥି ଅଧିକ ଆଶା ରଖିପାରନ୍ତି । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ଓ ଖୁସି ପୂର୍ଣ୍ଣ ରହିବ । ସଂଗୀତ ଓ କଳା କ୍ଷେତ ରରେ ଜଡିତ ଲୋକଙ୍କ ପାଇଁ ଆଜି ଦିନତି ଭଲ ରହିବ ।

ସିଂହ ରାଶି : ପଦୋନ୍ନତି ବା ବେତନ ବୃଦ୍ଧି ଆପଣଙ୍କୁ ମିଳିପାରେ । କେବେଳ  ଆପଣ ମେହନତ କରି ଚଲାନ୍ତୁ । ଅବହେଳା କାରଣରୁ ପଇସାରେ ସମସ୍ଯା ହୋଇପାରେ । ପରିବାରରେ ବୟସ୍କ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ଅତିଥି ଙ୍କୁ ସହରର ପ୍ରମୁଖ ସ୍ଥାନ ବୁଲାଇବାକୁ ନେଇ ପାରନ୍ତି । ସମ୍ପତି କୁ ନେଇ ଲାଭ ମିଳିପାରେ । ଛାତ୍ର ନିଜର ବୁଦ୍ଧି ଓ ଯୋଗ୍ୟତା ଆଧାରରେ ସଫଳତା ପ୍ରାପ୍ତ କରିବେ । ଘରେ ସମସ୍ତଙ୍କ ସହ ତାଳମେଳ ଠିକ ରହିବ ।

କନ୍ୟା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଯଦି ଆପଣ ବିଦ୍ୟାର୍ଥୀ ତେବେ ପଢାରେ ଭଲ କରିବେ । କୌଣସି ବ ଆଡ ଜିନିଷ ପାଇଁ ଆପଣ ଟଙ୍କାର ବ୍ୟବସ୍ଥା ସହଜରେ କରି ପାରିବେ । ଘରେ କୌଣସି ସମାରୋହର ଆୟୋଜନ କାରଣରୁ  ବ୍ୟସ୍ତ ରେ ରହିବେ । କେହି ଆପଣଙ୍କୁ ନିଜର ଖର୍ଚ୍ଚ ରେ ଯାତ୍ରା ରେ ସାଥିରେ ନେବାକୁ ଇଚ୍ଛା କରିବେ । ସମ୍ପତି ଭଲ ଦାମ ରେ ପାଇ ପାରନ୍ତି । ଯାତ୍ରା ଆପଣଙ୍କର ଲାଭଦାୟକ ରହିବ ।

ତୁଳା ରାଶି : ଆଜି ସଫଳତା ଆପଣଙ୍କ ପାଦ ଛୁଇଁବ । ମନ ଶାନ୍ତ ରଖନ୍ତୁ । ସାମାଜିକ ମାନ ସାମନାରେ ବୃଦ୍ଧି ହେବ ଯାହା କାରଣରୁ ଆପଣଙ୍କ ମନୋବଳ ମଜବୁତ ହେବ । ବ୍ୟାପାର ରେ ପ୍ରବଳ ଲାଭ ହେବାର ସମ୍ଭାବନା ରହିଛି । ଯଦି ଆପଣ ବ୍ୟବସାୟ ଜଡିତ ଯାତ୍ରା କରିବେ ତେବେ ସେଥିରୁ ଆପଣଙ୍କୁ ଲାଭ ହେବାର ଅଛି । ନିଜର ଭବିଷ୍ୟ ପାଇଁ କୌଣସି ଯୋଜନା କରି ପାରନ୍ତି । ନାକାରାତ୍ମକ ବିଚାର ତ୍ୟାଗ କରନ୍ତୁ ଏହା ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ । ପରାକ୍ରମ ରେ ବୃଦ୍ଧି ହେବ ।

ବିଛା ରାଶି : ବିଦ୍ୟାର୍ଥୀ ବର୍ଗ ଙ୍କ ପାଇଁ ଏହି ସମୟ ପୁରା ଅନୁକୂଳ ରହିବ । ଆପଣଙ୍କର ସବୁ ପୁରୁଣା ଲେନଦେନ ସମାପ୍ତ ହୋଇପାରେ । ଅଫିସରେ କୌଣସି ମହିଳା ମିତ୍ର ଙ୍କ ସହୟତା ପ୍ରାପ୍ତ ହୋଇପାରେ । କିନ୍ତୁ ବ୍ୟର୍ଥ ବିବାଦରୁ ବଞ୍ଚିତ ରୁହନ୍ତୁ । କୌଣସି ପାଖ ଲୋକଙ୍କ ସହ ବିବାଦ ହୋଇପାରେ । ଏହାକୁ ଜଲ୍ଦି ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନିଜର କାମକୁ ସନ୍ତୋଷ ଜନକ ଭାବେ ପୁରା କରିବାକୁ ଧ୍ୟାନ ଦିଅନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କୁ ଧନ ଲଭ ହେବ କିନ୍ତୁ ଖର୍ଚ୍ଚ ବି ବଢିପାରେ । ଆଜୀବିକା ର ନୂଆ ସ୍ରୋତ ସ୍ଥାପିତ ହେବ । ଜୀବନ ଶୈଳୀ ରେ ଆୟ ପରିବର୍ତ୍ତନ ରୁ ଖୁସି ହେବେ । କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ରହିବ । ନୂଆ କାରୋବର ଆରମ୍ଭ କରିବା ପାଇଁ ସମୟ ଉତ୍ତମ ରହିବ । ଆପଣ ନିଜର ବିରୋଧୀ ଙ୍କ ଉପରେ ଭାରି ପଡିବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ମାନ ସମାନ ପ୍ରାପ୍ତ ହେବ । ଆପଣ ଅନ୍ୟ ପାଇଁ ଅଧିକ ଖର୍ଚ୍ଚ କରିବେ ।

ମକର ରାଶି : ଆଜି ଆପଣ ଭାବିଥିବା କାର୍ଯ୍ୟ ସଫଳତା ପୂର୍ବକ ପୁରା କରିବେ । ଯେଉଁ ଲୋକ ଆପଣଙ୍କର କାର୍ଯ୍ୟ ର ପ୍ରଶଂସା କରୁଥିଲେ ସେମାନେ ବିରୋଧ କରି ପାରନ୍ତି । ପିତାଙ୍କ ବ୍ୟବସାୟରେ ରୁଚି ବଢିପାରେ । ଜମିବାଡି ରେ ଧନ ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କିଛି ବଡ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଆୟ ର ସ୍ତର ତୀବ୍ର ଗତିରେ ବଢିବାର ଦେଖିବାକୁ ପାଇବେ । ଭବନ ଭୂମି ର ବିବାଦ ର ଅନ୍ତ ହେବ ।

କୁମ୍ଭ ରାଶି : ଆଜି ସେହି ଲୋକଙ୍କ ସହ ଦେଖା କରିବେ ଯାହାଙ୍କୁ ଆପଣ ଜାଣିଛନ୍ତି ଆଉ ଭରସା କରିଛନ୍ତି । ଆଜି ଦିନ ଟି ଆପଣଙ୍କ ପାଇଁ ସମସ୍ଯା ହୋଇପାରେ କିନ୍ତୁ ଆପଣଙ୍କର ଏହି ସମସ୍ଯା ବ୍ୟର୍ଥ ହୋଇପାରେ । ଆପଣ ଅନ୍ୟ ର ସାହାଜ୍ଯ କରିବେ ତେବେ ଆପଣଙ୍କ ଉପରେ ଭଲ ପ୍ରଭାବ ପଡିବ । ଛାତ୍ର ମାନଙ୍କର ପଢା ରେ ମନ ଲାଗିବ ନାହି । ଆପଣଙ୍କର ସହଜ ଜ୍ଞାନ ରେ ବୃଦ୍ଧି ହେବ ଓ ବିଚାର ରେ ଦୃଢତା ଆସିବ । ସାମାଜିକ କାର୍ଯ୍ୟ ରେ ମାନ ସମାନ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇବେ ।

ମୀନ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ । ସାମାଜିକ କାର୍ଯ୍ୟ ସଠିକ ସମୟ ରେ ହୋଇଯିବ । ଆଜି ଆପଣ ସନ୍ତାନ ମାନଙ୍କର ଉନ୍ନତି ହେବ । ସନ୍ଧ୍ୟା ରୁ ରାତି ଯାଏ ଆପଣ ପରିଜନ ମାନଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ପୂଜା ପାଠ ରେ ଅଧିକ ଧ୍ୟାନ ଲାଗିବ । ଉଚ୍ଚ ଅଧିକାରୀଙ୍କ ଠାରୁ ବେହତର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଯାତ୍ରା ରେ ଯିବାରୁ ବଞ୍ଚିତ ହୁଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।