କେଉଁ ଜିନିଷର ଓଜନ ଶୁଖିଲେ 2 କେଜି, ଓଦାରେ 1 କେଜି ଓ ଜଳିଗଲେ 3 କେଜି ହୋଇଥାଏ ? Interesting GK Questions & Answers

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଭାରତର ୧୫ତମ ରାଷ୍ଟ୍ରପତି କିଏ ?

ଉ: ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ।

୨- ଭାରତର ଦ୍ଵିତୀୟ ମହିଳା ରାଷ୍ଟ୍ରପତି ତଥା ପ୍ରଥମ ଆସିବାସୀ ମହିଳା ରାଷ୍ଟ୍ରପତି କିଏ ?

ଉ: ଦ୍ରୌପଦୀ ମୁର୍ମୁ ।

୩- ରତନ ଇଣ୍ଡିଆ ପାୱାରର ଏମଡ଼ି ଭାବେ କିଏ ନିଯୁକ୍ତି ପ୍ରାପ୍ତ ହୋଇଛନ୍ତି ?

ଉ: ବ୍ରିଜେଶ ଗୁପ୍ତା ।

୪- ଆମ ଦେଶରେ କାହାର ନିଷ୍ପତ୍ତି ସର୍ବମାନ୍ୟ ଅଟେ ?

ଉ: ସୁପ୍ରିମ କୋର୍ଟଙ୍କ ।

୫- ସ୍ମାର୍ଟ ସିଟି ଫଣ୍ଡ ବ୍ୟବହାରରେ କେଉଁ ସହର ସବୁଠୁ ଶୀର୍ଷରେ ଅଛି ?

ଉ: ତାମିଲନାଡୁ ।

୬- କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ ?

ଉ: ଅଷ୍ଟ୍ରେଲିଆ ରେ ।

୭- କେଉଁ ଋଷି ମା’ ଗର୍ଭରୁ ବେଦପାଠ କରିଥିଲେ ?

ଉ: ଅଷ୍ଟବକ୍ର ଋଷି ।

୮- ଭାରତ ଓ ପାକିସ୍ତାନ କେବେ ଅଲଗା ହୋଇଥିଲା ?

ଉ: ୧୯୪୭ ଅଗଷ୍ଟ୧୪ ତାରିଖ ଦିନ ।

୯- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?

ଉ: ଉତ୍ତର ପ୍ରଦେଶ ।

୧୦- କିଷାନ ଦିବସ କେବେ ପାଳନ କରାଯାଏ ?

ଉ: ୨୩ ଡିସେମ୍ବର ।

୧୧- ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?

ଉ: ୩୫ ବର୍ଷ ।

୧୨- ଭାରତର ଉପ ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?

ଉ: ୩୫ ବର୍ଷ ।

୧୩- ବିଶ୍ଵରେ କେଉଁ ଦେଶରେ ସର୍ବପ୍ରଥମ ୫ଜି ନେଟୱର୍କ ଆରମ୍ଭ ହେଲା ?

ଉ: ଦକ୍ଷିଣ କୋରିଆ ।

୧୪- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉ: ଡକ୍ଟର ରାଜେନ୍ଦ୍ର ପ୍ରସାଦ ।

୧୫- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉ: ଆହ୍ଲାହାବାଦ ।

୧୬- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇ ନାହିଁ ?

ଉ: ଗୋଆ ।

୧୭- କେଉଁ ଦେଶ ପ୍ରଥମେ କାଜଗ ନୋଟ ବ୍ୟବହାର ଆରମ୍ଭ କଲା ?

ଉ: ଚୀନ ।

୧୮- “ମେରେ ବତନ କେ ଲୋଗୋ” ଦେଶ ଭକ୍ତି ଗୀତ କିଏ ଲେଖିଥିଲେ ?

ଉ: କବି ପ୍ରଦୀପ ।

୧୯- କେଉଁ ରାଜା ନିଜ ଝିଅକୁ ବାହା ହୋଇଥିଲେ ?

ଉ: ରାଜା ଅଗସ୍ତ୍ୟ ।

୨୦- କେଉଁ ଜିନିଷର ଓଜନ ଶୁଖିଲେ 2 କେଜି, ଓଦାରେ 1 କେଜି ଓ ଜାଲିଗଲେ 3 କେଜି ହୋଇଥାଏ ?

ଉ: ସଲଫର (sulfur) ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।