ଚପଲ ଓ ସ୍କୁଟି ରଖି ବିନ୍ଦୁସାଗର ପୋଖରୀକୁ ଡେଇଁ ପଡିଲେ ଯୁବକ, ପୂର୍ବରୁ ମା’ଙ୍କୁ ଫୋନ କରି ଯାହା କହିଲେ ଶୁଣିଲେ ଆପଣ ମଧ୍ୟ କାନ୍ଦି ପକାଇବେ

ଭୁବନେଶ୍ବର ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର କରାଯାଇଛି । ମୃ-ତ ଯୁବକଙ୍କ ନାମ ସାଇଶ୍ରୀ ଜ୍ଯୋତିପ୍ରକାଶ ବୋଲି ଜଣାପଡିଛି । ଏନେଇ ସେ ମୃ-ତ୍ୟୁ ପୂର୍ବରୁ ନିଜ ଇ-ନ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟରେ ଏକ ପୋ-ଷ୍ଟ ମଧ୍ୟ ଲେଖିଥିଲେ । ଘ-ଟ-ଣା ସମ୍ବନ୍ଧରେ ଜ୍ୟୋତିପ୍ରକାଶଙ୍କ ବନ୍ଧୁ ଲିଙ୍ଗରାଜ ପୋ-ଲି-ସ ଥା-ନା-କୁ ଫୋନ କରି ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ରାତିରେ ପୋ-ଲି-ସ ଏବଂ ଅ-ଗ୍ନି-ଶ-ମ ବା-ହି-ନୀ ତାଙ୍କୁ ଖୋଜାଖୋଜି କରିଥିଲେ ।

ବହୁତ ଖୋଜିବା ପରେ ମଧ୍ୟ ତାଙ୍କୁ ନ ପାଇବାରୁ ସେମାନେ ଫେରି ଆସିଥିଲେ । ତେବେ ଆଜି ସକାଳୁ ପୁଣି ଥରେ ଯାଇ ବହୁତ ପରିଶ୍ରମ କରି ଖୋଜାଖୋଜି କରିବା ପରେ ଜ୍ଯୋତିପ୍ରକାଶଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହୋଇପାରିଛି । ରାତିରେ ଅଗ୍ନିଶମ ବାହିନୀ ସ୍କୁବା ଲଗାଇ ଅନେକ ସମୟ ଧରି ପୋଖରୀରେ ଖୋଜିଥିଲେ । କିନ୍ତୁ ଯୁବକଙ୍କ ମୃ-ତ-ଦେ-ହ-ର ସନ୍ଧାନ ପାଇ ପାରି ନଥିଲେ । ବିନ୍ଦୁସାଗର ନିକଟରୁ ଯୁବକଙ୍କ ଚପଲ ମିଳିବା ସହ ତାଙ୍କ ସ୍କୁଟି ମଧ୍ୟ ପୋ-ଲି-ସ-କୁ ମିଳିଛି ।

ପୋଖରୀ କୁଳରେ ଚପଲ ରଖି ସାଇଶ୍ରୀ ଜ୍ୟୋତିପ୍ରକାଶ ପୋଖରୀକୁ ଡେଇଁ ପଡିଥିବା ସ-ନ୍ଦେ-ହ କରାଯାଉଛି । ମୃ-ତ-ଦେ-ହ ଉ-ଦ୍ଧା-ର ହେବା ପରେ ପୋ-ଲି-ସ ତାହା ଜ-ବ-ତ କରି ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇଛି । ତେବେ ଯୁବକ ଜଣକ ଯେଉ କାରଣରୁ ଆ-ତ୍ମ-ହ-ତ୍ୟା କରିଛନ୍ତି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ମୃ-ତ-କ ସାଇଶ୍ରୀ ଜ୍ୟୋତିପ୍ରକାଶଙ୍କ ଘର ସାମନ୍ତରାୟ ପୁରରେ ବୋଲି ଜଣାପଡିଛି । ମୃ-ତ୍ୟୁ ପୂର୍ବରୁ ଜ୍ୟୋତିପ୍ରକାଶ ନିଜ ଇ-ନ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ-ରେ ଏକେ ସୁ-ଇ-ସା-ଇ-ଡ ନୋ-ଟ ଲେଖିଥିବା ମଧ୍ୟ ସାମନାକୁ ଆସିଛି ।

ଜ୍ୟୋତିପ୍ରକାଶ ସବୁ ଦିନ ଟ୍ୟୁସନ ଯାଆନ୍ତି ଓ ତା’ପରେ ଜିମ ମଧ୍ୟ ଯାଆନ୍ତି । ସବୁଦିନ ଭଳି କାଲୀ ମଧ୍ୟ ସେ ଟ୍ୟୁସନ ଯିବାକୁ ବାହାରିଥିଲେ । କିନ୍ତୁ ସେ କାଲି ଟିକେ ଉଦାସ ଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି ଏବଂ ଜିମ ମଧ୍ୟ ସେ ଯାଇ ନଥିଲେ । ରାତି ପ୍ରାୟ ୯:୪୫ ବେଳକୁ ମୁଁ ଯାଉଛି ବାଏ ବାଏ ଏଭଳି ଅସ୍ପଷ୍ଟ କଥା ହୋଇ ଫୋନ ସେ ଫୋନ କାଟି ଦେଇଥିଲେ ।

ଏହାପରେ ଇ-ନ-ଷ୍ଟା-ଗ୍ରା-ମ-ରେ ଏକ ଲମ୍ବା ସୁଇସାଇଡ ନୋଟ ପୋଷ୍ଟ କରିଥିଲେ । ତା’ପରେ ତାଙ୍କ ଫୋନ ଆଉ ଲାଗି ନଥିଲା । ଆଜି ସକାଳେ ବିନ୍ଦୁସାଗରରୁ ତାଙ୍କ ମୃ-ତ-ଦେ-ହ ମିଳିଥିଲା । ଏହି ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍କୁ ଲାଇକ କରନ୍ତୁ ।