ଦୁନିଆର ସବୁଠୁ ଦୁର୍ଲଭ ଦୁଧିଆ ନାଗ (Golden Cobra), ଏତେ ରାଗି ଆଉ ବିଷାକ୍ତ, Video ଦେଖିଲେ ଆପଣ ବି ଡରିଯିବେ

ନାଗ ସାପ ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି । ଏହି ପ୍ରଜାତିର ସାପ ଯେତିକି ବି-ଷ-ଧ-ର ହୋଇଥାନ୍ତି ସେତିକି ରା-ଗୀ ମଧ୍ୟ । ଏହି ସାପ କା-ମୁ-ଡି-ଲେ ବା ଚୋ-ଟ ମା-ରି-ଲେ ତୁରନ୍ତ ଚିକିତ୍ସା ନକଲେ ବ୍ୟକ୍ତି ମୃ-ତ୍ୟୁ ମୁଖରେ ପଡିବାର ସମ୍ଭାବନା ଅଧିକ ହୋଇଯାଏ । ନାଗ ସାପ ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-ନ ନାମକ ବି-ଷ ରହିଥାଏ । ଏହି ସାପ ରା-ଗି-ଗ-ଲେ ଫଣା ଟେକି ଫଁ ଫଁ ହୋଇଥାଏ ଓ ତା’ ଫୁ-ତ୍କା-ର ମଧ୍ୟ ଶୁଣିବାକୁ ମିଳିଥାଏ ।

ଓଡିଶାର ଏକ ଗ୍ରାମରେ ଦୁର୍ଲଭ ଗୋଲ୍ଡେନ କୋବ୍ରା ଦେଖାଯିବା ପରେ ଏହାକୁ ଉଦ୍ଧାର କରିବା ଲୋକମାନେ ସ୍ଥାନୀୟ ସାପଧରାଳି ବା କେଳାଙ୍କୁ ଡ଼ାକିଥିଲେ । ସେ ଆସିବା ପରେ ଦେଖିଥିଲେ ସାପଟି ଭୀ-ଷ-ଣ କ୍ରୋ-ଧ-ରେ ଥିଲା । କେତେ ଥର କେଳାଙ୍କୁ ମଧ୍ୟ ଦଂ-ଶ-ନ କରିବାକୁ ଚେଷ୍ଟା କରିଥିଲା ସାପ । କିନ୍ତୁ ସେ ସାପଙ୍କୁ କାବୁ କରିବାରେ ଖୁବ କୁଶଳୀ ହୋଇଥିବାରୁ ଜମାରୁ ବି ଭୟ କରି ନଥିଲେ , ବହୁତ ଚତୁରତାର ସହ ସେ ସାପକୁ ଧରି ବାହାରକୁ ଆଣିଥିଲେ ।

ସାପଟି ଖୁବ ଲମ୍ବା ଓ ସୁନେଲି ରଙ୍ଗର ଦେଖିବାକୁ ଥିଲା । ରାଗରେ ଖୁବ ଜୋରରେ ଫଁ ଫଁ ହେଉଥିଲା ସାପଟି । ତା ଗର୍ଜନ ମଧ୍ୟ ସ୍ପଷ୍ଟ ଶୁଭା ଯାଉଥିଲା । ତେବେ କେଳା ଜଣକ ସାପ ଧରିବା ସହ ସେଠାକାର ଲୋକଙ୍କୁ ଖୁବ ଭଲ ବିଷୟ ସବୁ ଶିକ୍ଷା ଦେଇଥିଲେ । ସାପ କା-ମୁ-ଡି-ଲେ କଣ କରିବେ ଏହା ଲୋକଙ୍କୁ ବୁଝାଇ ଦେଇଥିଲେ । ଅନେକ ଲୋକ ଝ-ଡା-ଫୁ-ଙ୍କା କରି ସମୟ ନ-ଷ୍ଟ କରି ଦିଅନ୍ତି । ଯାହା ଫଳରେ ଜୀବନ ବିପଦରେ ପଡିଯାଏ । ସାପ କା-ମୁ-ଡି-ଲେ ତୁରନ୍ତ ରୋଗୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଯିବା ପାଇଁ ସେ ପରାମର୍ଶ ଦେଇଥିଲେ ।

କେଉଁ ସାପ କା-ମୁ-ଡି-ଛି ତାହା ଜାଣିବା ବା ସାପର ରୂପ ରଙ୍ଗ ମନେ ରଖିବା ମଧ୍ୟ ଚିକିତ୍ସା ପାଇଁ ଖୁବ ଜରୁରୀ ହୋଇଥାଏ । ଅନ୍ଧ ବିଶ୍ବାସର ଶି-କା-ର ନହୋଇ ଡାକ୍ତରଖାନା ଯାଇ ଚିକିତ୍ସା କଲେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ପାରିବ ବୋଲି ସେ କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।