Mamita ମର୍ଡର ମିଷ୍ଟ୍ରି: ଡାହାଣୀ ହୋଇ ଲାଗିଥିଲେ ଏବେ ଗୁଣିଆ ହୋଇ ଝାଡୁଛନ୍ତି, ମମିତାଙ୍କ ବଡବାପାଙ୍କ ଭୂମିକାକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ

ଏହି ସମ୍ପର୍କୀୟ ବଡବାପା କିଏ ? ଯିଏ ଡା-ହା-ଣୀ ହୋଇ ଲାଗିଥିଲେ ଆଉ ଏବେ ଗୁ-ଣି-ଆ ହୋଇ ଝା-ଡୁ-ଛ-ନ୍ତି ? ଯେତିକି ଦିନ ଗଡୁଛି ମମିତା ମ-ର୍ଡ-ର ମି-ଷ୍ଟ୍ରି-ରେ ର-ହ-ସ୍ୟ ବି ସେତିକି ବଢୁଛି । ଅ-ଭି-ଯୁ-କ୍ତ ଧରାପଡିଛି ସତ ଓ ଅ-ଭି-ଯୋ-ଗ-କୁ ବି ମାନି ଯାଇଛି ସତ । ଅନେକ ଗୁ-ପ୍ତ କଥା ମଧ୍ୟ ବାହାରକୁ ଆସିଛି, କିନ୍ତୁ ଏବେବି ଷ-ଡ-ଯ-ନ୍ତ୍ର-କୁ ନେଇ ଆରମ୍ଭ ହୋଇନି ତ-ଦ-ନ୍ତ ।

ଘ-ଟ-ଣା ଆରମ୍ଭ ଦିନରୁ ମୃ-ତ ମମିତାଙ୍କ ଜଣେ ବଡବାପା ଗ-ଣ-ମା-ଧ୍ୟ-ମ ପ୍ରତିନିଧିଙ୍କୁ ଘାଇଁ ଘାଇଁ ଫୋନ କରୁଥିଲେ । ପ୍ରତି ମିନିଟର ଘ-ଟ-ଣା ସମ୍ପର୍କରେ ଅପଡେଟ ମଧ୍ୟ ଦେଉଥିଲେ । ଏପରିକି ଗ-ଣ-ମା-ଧ୍ୟ-ମ ପ୍ରତିନିଧିଙ୍କୁ କହୁଥିଲେ, “ଆଜ୍ଞା ମୋ ପାଖେ ସବୁ ତଥ୍ୟ ଅଛି । ସରକାର ହଲିଯିବ, ଏଥିରେ ମନ୍ତ୍ରୀଙ୍କର ମଧ୍ୟ ସମ୍ପୃକ୍ତି ଅଛି ।” ଗ-ଣ-ମା-ଧ୍ୟ-ମ ସମୁଖରେ ଆସି ମମିତାଙ୍କ ବାପା ମଧ୍ୟ ସିଧାସଳଖ ମନ୍ତ୍ରୀଙ୍କ ବି-ରୋ-ଧ-ରେ ପ୍ରତିକ୍ରିୟା ଦେଇଥିଲେ ।

ମହାଲିଙ୍ଗ ଷ୍ଟାଡିୟମରେ ମମିତାଙ୍କ ମୃ-ତ-ଦେ-ହ ଚିହ୍ନଟ ପାଇଁ ସେହି ସମ୍ପର୍କୀୟ ବଡବାପା ଜାଗା ଉପରେ ଥିଲେ । ମୃ-ତ-ଦେ-ହ ବାହାରିବା ପରେ ପୋ-ଲି-ସ ଉପରେ ଖୁବ ବର୍ଷିଥିଲେ ମଧ୍ୟ । କିନ୍ତୁ କିଛି ସମୟ ପରେ କଣ ହେଲା କେଜାଣି ସମ୍ପର୍କୀୟ ବଡବାପା ମୋଡ ବଦଳାଇ ଦେଇଛନ୍ତି । ମମିତାଙ୍କ ପିତାମାତା ଓ ଭାଇଙ୍କୁ ନିଜ କବଜାରେ ରଖିଛନ୍ତି । ନିଜ ଗାଡିରେ ପୋ-ଲି-ସ ପାଖକୁ ଆଣୁଛନ୍ତି ଓ ନେଉଛନ୍ତି ।

ଆଉ ଗ-ଣ-ମା-ଧ୍ୟ-ମ ପ୍ରତିନିଧିଙ୍କ ଆଗରେ ସେମାନଙ୍କୁ କିଛି କୁହାଇ ଦେଉ ନାହାନ୍ତି । ଏପରିକି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପୀ-ଡ଼ି-ତା-ଙ୍କ ଘରକୁ ଯିବା ବେଳେ ସମ୍ପର୍କୀୟ ବଡବାପା କୌଣସି ଗ-ଣ-ମା-ଧ୍ୟ-ମ ପ୍ରତିନିଧିଙ୍କୁ ଭିତରକୁ ଛାଡି ନଥିଲେ । ତେବେ ଏବେ ଜାଣିବାକୁ ମିଳିଛି ଉକ୍ତ ବଡବାପା ଜଣଙ୍କ ଛତୁଆ କାରବାର ରହିଥିବା ବେଳେ ପୂର୍ବରୁ ବେ-ନି-ୟ-ମ ଛତୁଆ କାରବାର କରି ଚର୍ଚ୍ଚାକୁ ଆସିଥିଲେ ଏହି ମହାଶୟ ଜଣକ । ତେଣୁ ଏବେ ଘ-ଟ-ଣା-କୁ ହାଲୁକା କରିବା ପାଇଁ ସମ୍ପର୍କୀୟ ବଡବାପାଙ୍କୁ ଉପର ମହଲାରୁ ଦାୟିତ୍ଵ ମିଳିଛି ।

ନଚେତ ଆଗରୁ ଗ-ଣ-ମା-ଧ୍ୟ-ମ ଆଗରେ ଟାଇଁ ଟାଇଁ ଅ-ଭି-ଯୋ-ଗ କରୁଥିବା ବଡବାପା ଏବେ ଗ-ଣ-ମା-ଧ୍ୟ-ମ-ଙ୍କୁ ଦେଖିଲେ ଲୁଚୁଛନ୍ତି କାହିଁକି ? ତେଣୁ ସମ୍ପର୍କୀୟ ବଡବାପାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି କି ଡା-ହା-ଣୀ ହୋଇ ଲାଗିଥିଲେ ଆଉ ଏବେ ଗୁ-ଣି-ଆ ହୋଇ ଝା-ଡୁ-ଛ-ନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।