‘ୟେ ରିସ୍ତା କ୍ଯା କେହଲାତା ହୈ’ ସିରିଏଲର ଅଭିନେତ୍ରୀ Kanchi Singh ଙ୍କର ରିୟଲ ଲାଇଫ ପରିବାର 

ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଖୁବ ଚର୍ଚ୍ଚାରେ ରହି ଆସିଛି । ଏଥିରେ ଅଭିନୟ କରୁଥିବା କଳାକାର ମାନେ ନିଜର ବେଷ୍ଟ ଦେଇଥାନ୍ତି । କଳାକାର ମାନେ ସୁନ୍ଦର ଅଭିନୟ କରି ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ଏହି ଚ୍ୟାନେଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନକ ହୃଦୟରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ସେଥି ମଧ୍ୟରୁ ସିରିଏଲ “ୟେ ରିସ୍ତା କ୍ଯା କେହ ଲାତା ହୈ” ଆଜିକା ଡେଟରେ ଖୁବ ଚର୍ଚ୍ଚାରେ ରହିଛି । ଆଜି ଆମେ ଆପଣ ମାନଙ୍କୁ “ୟେ ରିସତା କ୍ଯା କେହ ଲାତା ହୈ” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ କାଞ୍ଚି ସିଂଙ୍କ ବାସ୍ତବ ପରିବାର ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ।ସିରିଏଲ “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ମୁଖ୍ୟ ଅଭିନେତା ଭାବେ କାର୍ତ୍ତିକ ଓ ଅଭିନେତ୍ରୀ ଭାବେ ନାଏରା ଅଭିନୟ କରୁଛନ୍ତି ।

ଏହି ସିରିଏଲଟି ଦୁଇ ପରିବାର ଭିତରେ ଭଲ ପାଇବା ଓ ବାଦ ବିବାଦରେ ଭରପୁର ହୋଇ ରହିଛି । ଏମାନେ ଦୁହେ ସିରିଏଲଟିକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ରହିଛନ୍ତି । ଦୁହିଙ୍କର ଲଭ ଷ୍ଟୋରି ଓ ରିଲେସନ ଏତେ ଷ୍ଟ୍ରଙ୍ଗ ଯେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଏହି ସିରିଏଲରେ କାର୍ତ୍ତିକ ଓ ନାଏରା ପରସ୍ପରକୁ ବହୁତ ଭଲ ଭାବେ ବୁଝିଥାନ୍ତି । ଦୁହିଙ୍କର ରିଲେସନରେ ଯେତେ ଝଗଡା ହୋଇଥିଲେ ମଧ୍ୟ ଦୁହେ ପରସ୍ପରର ସାଥ କେବେ ହେଲେ ବି ଛାଡନ୍ତି ନାହି ।

ଏହି ସିରିଏଲରେ ଅଭିନୟ କରୁଥିବା ଅନ୍ୟ ଜଣେ ଅଭିନେତ୍ରୀ ଭାବେ କାଞ୍ଚି ସିଂହ ଯିଏ ଗାୟତ୍ରୀ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କର ଏହି ଅଭିନୟରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କୁ ବହୁତ ଏଞ୍ଜୋୟ କରାଇଥିଲେ । କାଞ୍ଚି ସିଂଙ୍କର ବାସ୍ତବ ଜୀବନରେ ଗୋଟେ ଭଲ ପରିବାର ରହିଛି । ତାଙ୍କ ପରିବାରରେ ତାଙ୍କର ବାପା ଓ ମା ରହିଛନ୍ତି । ତାଙ୍କ ବାପା ଜଣେ ଭଲ ବ୍ୟବସାୟୀ ଅଟନ୍ତି ।ଯିଏ ତାଙ୍କ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇ ସାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ଫୋଟୋ ବହୁତ ଦେଖିବାକୁ ମିଳିଥାଏ ।

ତାଙ୍କ ପିତା ନିଜ ଝିଅ କାଞ୍ଚିଙ୍କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ଝିଅ କାଞ୍ଚିଙ୍କୁ ନିଜର ପୁଅ ବୋଲି ମାନିଥାନ୍ତି । କାଞ୍ଚି ସିଂଙ୍କର ମା ଜଣେ ଭଲ ହାଉସୱାଇଫ ଅଟନ୍ତି । ତାଙ୍କ ମା ପରିବାର ଲୋକଙ୍କୁ ବହୁତ ଭଲ ଭାବରେ ସମ୍ଭାଳିକି ରଖିଛନ୍ତି । ତାଙ୍କ ମା ଦେଖିବାକୁ ବହୁତ ଷ୍ଟାଇଲିସ ଅଟନ୍ତି । ତାଙ୍କ ଲୁକ ଦେଖି ଲାଗେ ନାହି ଯେ ସେ ଏକ ଝିଅର ମା ହୋଇ ସାରିଛନ୍ତି । କାଞ୍ଚି ସିଂ ବର୍ତ୍ତମାନ ଯାଏ ବିବାହ କରିନାହାନ୍ତି । କିନ୍ତୁ ସିରିଏଲର ମସୁର ଅଭିନେତା ରୋହନ ମେହେରାଙ୍କୁ ୪ବର୍ଷ ହେଲା ସେ ଡେଟ କରୁଛନ୍ତି ।

କାଞ୍ଚି ସିଂ ଓ ରୋହନ ମେହେରା ଙ୍କର “ଯେହ ରିସତା କ୍ଯା କେହ ଲାତା ହେ” ସିରିଏଲରେ ପ୍ରଥମ ଥର ପାଇଁ ସୁଟିଙ୍ଗ ସେଟରେ ଦେଖା ହୋଇଥିଲା । ଦୁହେ ଏହି ସିରିଏଲରେ ଭାଇ ଭଉଣୀର ଚରିତ୍ରରେ ଅଭିନୟ କରି ସାରିଛନ୍ତି ।ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଅନୋଖା ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।