ଇଏ ହେଇଛି ଦୁନିଆର ସବୁଠୁ ଛୋଟ ଦେଶ..ଏଠି ରୁହନ୍ତି କେବଳ 27 ଜଣ… 8 ଜଣ ସ୍ତ୍ରୀ, 16 ଜଣ ପୁରୁଷ ଓ 4 ଜଣ ଛୁଆ… ଜାଣନ୍ତୁ ପୁରା ଘଟଣା

ଆପଣମାନେ ଆଜି ପର୍ଯ୍ୟନ୍ତ ବହୁତ ଦେଶ ର ନାମ ଶୁଣିଥିବେ ଏବଂ କେତେ ଦେଶ ବୁଲି ମଧ୍ୟ ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେ ଯାହା ବିଷୟରେ ଆପଣ ମାନେ ଶୁଣି ନାହାନ୍ତି । ଏହି ଦେଶ ସବୁଠାରୁ ଛୋଟ ଦେଶ ବୋଲି ଜଣା ଯାଏ । ଆପଣ ଏହି ଦେଶର ଲୋକ ଜନସଂଖ୍ୟା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ।

ଏହି ଦେଶ ନା ସେଲୈଂଡ ଏବଂ ଏହି ଦେଶର ଜନସଂଖ୍ୟା ମାତ୍ର ୨୭ ଜଣ ଅଟନ୍ତି । ଯେଉଁଥିରେ ୮ ଜଣ ମହିଳା , ୧୬ ଜଣ ପୁରୁଷ ଏବଂ ୪ ଜଣ ପିଲା ଅଛନ୍ତି । ଏହି ଦେଶ କୁ ଇଂଗଲୈଂଡ ର ସଂରକ୍ଷଣ ପ୍ରାପ୍ତ ଅଛି । ଏହି ଦେଶ ସମୁଦ୍ର ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ।

ଏବଂ ଏହା ଏକ ନିର୍ବାଧ ସମୁଦ୍ର ଦୁର୍ଗ ରେ ବସି ଅଛି । କୁହାଯାଏ କି ଏହି ଦେଶ ୨ୟ ବିଶ୍ଵଯୁଧ୍ୟ ସମୟରେ ଗଠନ କରାଯାଇଥିଲା । ୯ ଅକ୍ଟୋବର, ୨୦୧୨ ରେ ରାୟ ବେଟ୍ସ ନାମକ ଜଣେ ବ୍ୟକ୍ତି ନିଜକୁ ଏଠିକାର ରାଜା ବୋଲି ଘୋଷଣା କରିଲେ ।

ବର୍ତ୍ତମାନ ଏହି ଦେଶରେ ରାୟ ବେଟ୍ସ ର ପୁଅ ମାଇକଲ ର ଶାସନ ଚାଲିଛି । ସେଲେଲୈଂଡ ର କ୍ଷେତ୍ର ମଧ୍ୟ ବହୁତ କମ ଅଟେ, ଏହି ଦେଶ ପାଖରେ ନିଜର କୌଣସି ଜୀବିକା ର ସାଧନ ନହିଁ । ଏଠାରେ କୌଣସି ପ୍ରକାର ଇନ୍ଟରନେଟ ର ସାଧନ ନାହିଁ ।

ଯେତେବେଳେ ଏହି ଦେଶ ଇନ୍ଟରନେଟ ବିଷୟରେ ଜାଣିପାରିଲେ ସେତେବେଳେ ଏହି ଦେଶ ର ଲୋକମାନେ ଇଂଗଲୈଂଡ କୁ ବହୁତ ଦାନ ଦେଲେ ଏବଂ ଇନ୍ଟାରନେଟ ର ଶୁବିଧା ଦେବା ପାଇଁ କହିଲେ ।ଏବେ ଏହି ଦେଶ କୁ ଅଂତର୍ରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ମିଳି ନାହିଁ । ଏହି ଦେଶକୁ ଇଂଗଲୈଂଡ ର ସମର୍ଥନ ଅଛି । ଏହି ଦେଶ କୁ ଆନ୍ତରିକ ସୁରକ୍ଷା ପାଇଁ ଇଂଗଲୈଂଡ ର ସାହାରା ନବାକୁ ପଡିଥାଏ ।