ଏମିତି Vaccine ଦେବା ଆପଣ କେଉଁଠି ବି ଦେଖି ନଥିବେ, ଥରେ ଦେଖନ୍ତୁ ଏହି Video, ଆପଣ ହସି ହସି ଗଡିଯିବେ

ଚଳଚଞ୍ଚଳ ଜୀବନ ଭିତରେ ଏମିତି ହଜି ଯାଉଛୁ ଯେ ଭଲରେ ଟିକେ ହସିବାକୁ ବି ଭୁଲି ଯାଉଛୁ । ଯାହା ହେତୁ ଆମେ ଚିନ୍ତା ଓ ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀ ଆଡକୁ ବଢି ଚାଲିଛୁ । ଆମେ ସମସ୍ତେ ଜାଣିଛୁ ହସିବା ମା ପାଇଁ କେତେ ଅତ୍ୟାବଶ୍ୟକ ଅଟେ । ସେଥିପାଇଁ କୁହାଯାଏ “laughter is the best medicine” ଅର୍ଥାତ ହସିବା ଏକ ସବୁଠୁ ଭଲ ଔଷଧ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ମଜାଦାର ଭିଡିଓ ନେଇ ଆସିଛୁ, ଯାହା ଦେଖି ଅଳ୍ପ ସମୟ ପାଇଁ ହେଲେ ବି ଆପଣ ନିଶ୍ଚୟ ହସି ପକାଇବେ ।

ପ୍ରଥମ ଭିଡିଓରେ ‘ହମ୍ ମେୱାତି’ ନାମକ ୟୁଟ୍ଯୁବ ଚ୍ଯାନେଲର କିଛି ଯୁବକ ଏକ ପାର୍କରେ ଭିଡିଓ ବନେଇବାକୁ ଯାଇଥିଲେ। ସେଠାରେ ସେମାନେ ଲୋକଙ୍କୁ ଓଲଟା ପ୍ରଶ୍ନ ପଚାରି ପ୍ରାଙ୍କ ଭିଡିଓ ବନାଉଥିଲେ । କିଛି କିଛି ଲୋକଙ୍କୁ ପ୍ରଶ୍ନ ପଚାରିବା ପରେ ପାର୍କରେ ଏକାକୀ ଠିଆ ହୋଇ ଫୋନ ଚଲାଉଥିବା ଜଣେ ମହିଳାଙ୍କୁ ସେ ପ୍ରଶ୍ନ ପଚାରିବାକୁ ଯାଇଥିଲେ । ୟୁ-ଟ୍ଯୁ-ବ ଚ୍ଯା-ନେ-ଲ-ର ଯୁବକ ମହିଳାଙ୍କୁ ତାଙ୍କ ନାମ ପଚାରିଥିଲେ । ମହିଳା କହିଥିଲେ କି ତାଙ୍କ ନାମ ଅନିତା । ତା ପରେ ମହିଳା କେଉଁଠୁ ଆସିଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଦିଲ୍ଲୀରୁ ।

ଏହା ଶୁଣିବା ପରେ ଫ୍ରାଙ୍କ କରିବା ପାଇଁ ଯୁବକ କ୍ୟାମେରାକୁ ଅନେଇ କହିଥିଲେ କି ମହିଳା କହୁଛନ୍ତି ସେ ଦିଲ୍ଲୀରୁ ଆସିଛନ୍ତି । ଏହାପରେ ମହିଳା କଣ କରନ୍ତି ବୋଲି ତାଙ୍କୁ ପଚାରିବା ପରେ ୟୁ-ଟ୍ଯୁ-ବ ଚ୍ଯା-ନେ-ଲ ଯୁବକ ନିଜେ ହିଁ ପ୍ରାଙ୍କ ବନି ଯାଇଥିଲେ । କାରଣ ମହିଳା ଜଣକ କହିଥିଲେ କି, ସେ ଦିଲ୍ଲୀ ପୋଲିସରେ କାମ କରନ୍ତି । ତେବେ ଆଶ୍ଚର୍ଯ୍ୟ ହୋଇ ଟିକେ ଭୟରେ ଯୁବକ ତାଙ୍କୁ କହି ଦେଇଥିଲେ କି ସେମାନେ ୟୁ-ଟ୍ଯୁ-ବ ଚ୍ଯା-ନେ-ଲ ପାଇଁ ପ୍ରାଙ୍କ ଭିଡିଓ ବନାନ୍ତି ବୋଲି ।

କରୋନାର ଦ୍ଵିତୀୟ ଲହର ପରେ ଟୀକା ନେବାକୁ ନେଇ ଲୋକମାନେ ତତ୍ପର ହୋଇ ପଡୁଛନ୍ତି । ଆଉ ଛୁଞ୍ଚି ଭୟରେ ଅନେକ ସ୍ଥାନରେ ଲୋକଙ୍କ ଅଜବ ଗଜବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଟୀକା ନେବା ବେଳେ ମମତା ନାମକ ଜଣେ ମହିଳା ଇଞ୍ଜେକ୍ସନକୁ ଖୁବ ଭୟ କରୁଥିଲେ ।

କିନ୍ତୁ କେତେବେଳେ ତାଙ୍କୁ ଟୀକା ଦିଆଗଲା ସେ ନିଜେ ବି ଜାଣି ପାରିଲେନି । ଆଉ ଶେଷରେ ହସି ପକାଇଥିଲେ । ସେହିପରି ଆଉ ଏକ ମହିଳା ଟୀକା ନେବା ସମୟରେ ଏତେ ଭୟ କରୁଥିଲେ ଅଜବ ପ୍ରକାର ଚିଲାଇ ଦେଇଥିଲେ । ଯାହା ଶୁଣିଲେ ଆପଣ ମଧ୍ୟ ହସି ହସି ଗଡିଯିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।