ଏକାଥରକେ ଚାରି ଶିଶୁଙ୍କୁ (Quadruplets) ଜନ୍ମ ଦେଲେ ମହିଳା, ଏହାର କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ video କଣ କହୁଛନ୍ତି ଡାକ୍ତର

ଜଣେ ଝିଅ ଯେବେ ମା’ ବନେ ତାହା ତା’ ଜୀବନର ସବୁଠୁ ବଡ ଖୁସିର ଦିନ ହୋଇଥାଏ । ନଅ ମାସ ଦଶ ଦିନ ଗ-ର୍ଭ-ରେ ଧାରଣ କରିଥିବା ଶିଶୁକୁ କୋଳରେ ପାଇଲେ ସେ ତା’ ଗର୍ଭ ଯ-ନ୍ତ୍ର-ଣା ବି ଭୁଲି ଯାଏ । କାହା କାହାର ଜାଆଁଳା ଛୁଆ ଜନ୍ମ ହୋଇଥିବାର ଆପଣ ଦେଖିବେ । ଏପରିକି ଏକାଥରକେ ତିନୋଟି ଶିଶୁ ଜନ୍ମ ହେବା କଥା ମଧ୍ୟ ଆପଣ ଶୁଣିଥିବେ । କିନ୍ତୁ ଜଣେ ମା ଏକାଥରକେ ୪ ଜଣ ଶିଶୁଙ୍କୁ ଜନ୍ମ ଦେବା କଥା କଣ ଆପଣ କେବେ ଶୁଣିଛନ୍ତି କି ?

ଆଜ୍ଞା ହଁ, ଏମିତି ଏକ ଘ-ଟ-ଣା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏକା ଥରକେ ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ହାଇଦ୍ରାବାଦର ଜଣେ ମହିଳା । ଉକ୍ତ ମହିଳାଙ୍କ ବୟସ ୨୭ ବର୍ଷ ବୋଲି ଜଣାପଡିଛି । ହାଇଦ୍ରାବାଦର ମେହେନ୍ଦ୍ରୀପାଟନମ ଅଞ୍ଚଳର ମୀନା ହସ୍ପିଟାଲରେ ମହିଳା ଜଣକ ପ୍ରଥମେ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ ଓ ପରେ ତିନୋଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ସମସ୍ତ ଚାରିନ ଜଣ ଶିଶୁ ଓ ମା’ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଡାକ୍ତର । ତେବେ ପିଲା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏବେ ମଧ୍ୟ ତାଙ୍କୁ ଡାକ୍ତରଙ୍କ ତଦାରଖରେ ରଖାଯାଇଛି । ତେବେ ମହିଳା ଜଣକ ଛୁଆ ଜନ୍ମ ହେବ ପାଇଁ କିଛି ଔଷଧ ଖାଉଥିଲେ, ଯାହାର ଫଳସ୍ଵରୂପ ଏପରି ହୋଇଛି ବୋଲି ଡାକ୍ତର କହିଛନ୍ତି । ସୂଚନା ଅନୁଯାୟୀ ମହିଳା ଜଣକ ପୂର୍ବରୁ ମଧ୍ୟ ଦୁଇ ଥର ସନ୍ତାନଙ୍କ ଜନନୀ ହୋଇଥିଲେ । ଆଉ ଏବେ ତୃତୀୟ ଥର ପାଇଁ ସେ ଗ-ର୍ଭ-ବ-ତୀ ହୋଇଥିଲେ ।

ମହିଳା ଜଣକ ଜନ୍ମ ଦେଇଥିବା ପ୍ରଥମ ପୁତ୍ର ସନ୍ତାନଙ୍କ ଓଜନ ୧.୫ କେଜି ଥିଲା । ଦ୍ଵିତୀୟ ଶିଶୁ କନ୍ଯାର ଓଜନ ୧.୪ କେଜି, ତୃତୀୟ ଶିଶୁର ଓଜନ ୧.୩ କେଜି ଓ ଚତୁର୍ଥ ଶିଶୁର ଓଜନ ୧.୫ କେଜି ରହିଛି । ଶିଶୁମାନେ ସମସ୍ତେ ନର୍ମାଲ ଅକ୍ସିଜେନରେ ଅଛନ୍ତି ଓ ମା’ ଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଛି ବୋଲି ତାଙ୍କ ଡାକ୍ତର ସୂଚନା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।