ପୋଲିସ ଥାନା ଆଗରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଦିବ୍ୟାଙ୍ଗ ବ୍ୟକ୍ତି, ଯାହାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ପାରାଦୀପ ବ୍ଲକ ଥାନା ଆଗରେ ଆ-ତ୍ମ-ହ-ତ୍ୟା ଉ-ଦ୍ୟ-ମ କରିଛନ୍ତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ସେ ନିଜ ଦେହରେ କି-ରୋ-ସି-ନ ଢା-ଳି ଆ-ତ୍ମ-ହ-ତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋ-ଲି-ସ କର୍ମଚାରୀ ମାନେ ତାଙ୍କୁ କା-ବୁ କରି ନେଇଛନ୍ତି । ଶୌଚଳୟ ନିର୍ମାଣକୁ ନେଇ ଦିବ୍ୟାଙ୍ଗ ହେମନ୍ତ କୁମାରଙ୍କ ତାଙ୍କ ପଡୋଶୀ ଙ୍କର ବି-ବା-ଦ ହୋଇଥିଲା । ଏହାକୁ ନେଇ ସେ ଥା-ନା-ରେ ଏକ ମା-ମ-ଲା ମଧ୍ୟ ରୁ-ଜୁ କରିଥିଲେ ।

କିନ୍ତୁ ଅ-ଭି-ଯୁ-କ୍ତ ମାନଙ୍କ ପ୍ରତି ପୋ-ଲି-ସ କୋହଳ ମନୋଭାବ ପୋଷଣ କରିବାରୁ ଦିବ୍ୟାଙ୍ଗ ଜଣକ ଥା-ନା ଆଗରେ କିରୋସିନ ଢା-ଳି ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା କହିଛନ୍ତି । ପୋ-ଲି-ସ ଏହି ଘ-ଟ-ଣା-ରେ ଏକ ମା-ମ-ଲା ରୁ-ଜୁ ମଧ୍ୟ କରିଛି । ତେବେ ଅ-ଭି-ଯୁ-କ୍ତ ମାନଙ୍କ ଗି-ର-ଫ ଦାବି କରୁଛନ୍ତି ଉକ୍ତ ଦିବ୍ୟାଙ୍ଗ ଜଣକ । ସେମାନେ ତାଙ୍କ ସହିତ କ-ଳି ଝ-ଗ-ଡା କରିବା ସହ ତାଙ୍କୁ ମା-ଡ ମଧ୍ୟ ମା-ରି-ଥି-ଲେ ବୋଲି ସେ ଅ-ଭି-ଯୋ-ଗ ଆଣିଛନ୍ତି ।

ଏନେଇ ପାରାଦୀପ ଥା-ନା ଆଗରେ ଥିବା ଏକ ଫୁଟପଥ ଉପରେ ବସି ଦିବ୍ୟାଙ୍ଗ ନିଜ ଦେହରେ କି-ରୋ-ସି-ନ ଢା-ଳି ହୋଇଥିଲେ । ଏହା ଦେଖିପାରି ପୋ-ଲି-ସ କର୍ମୀ ଆସି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏହାକୁ ପ୍ର-ତି-ବା-ଦ କରି ‘ମୋତେ ଛାଡି ଦିଅନ୍ତୁ ମୁଁ ମ-ରି-ବା-କୁ ଚାହେଁ’ ବୋଲି ବାରମ୍ବାର ଦୋହରାଉ ଥିଲେ ।

କିନ୍ତୁ ଯେକୌଣସି ମତେ ପୋ-ଲି-ସ କର୍ମୀମାନେ ତାଙ୍କୁ ନି-ୟ-ନ୍ତ୍ର-ଣ କରିବାରେ ସକ୍ଷମ ହୋଇଥିଲେ ଓ ତାଙ୍କ ପାଖରେ ଥିବା କି-ରୋ-ସି-ନ ଜାର୍ ଓ ଦି-ଆସି-ଲି ଆଦି ଜ-ବ-ତ କରି ନେଇଥିଲେ । ଦିବ୍ୟାଙ୍ଗଙ୍କୁ ମଧ୍ୟ ଫୁଟପଥ ଉପରୁ ଥା-ନାକୁ ଟେକି କରି ନେଇ ଯାଇଥିଲେ । ସେ ଆ-ତ୍ମ-ହ-ତ୍ୟା ଉଦ୍ୟମ କରୁଥିବାରୁ ତାଙ୍କୁ କାବୁ କରିବା ମୁସ୍କିଲ ହୋଇଥିଲା । ତେବେ ଆମେ ଆଶା କରୁଛୁ ପୋ-ଲି-ସ ନିଶ୍ଚୟ ତାଙ୍କ ଅ-ଭି-ଯୋ-ଗ ଅନୁସାରେ ତ-ଦ-ନ୍ତ କରିବ ଓ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରିବ ।

ଦିବ୍ୟାଙ୍ଗ ବ୍ୟକ୍ତି ଜଣକଙ୍କର ଏହି ଆ-ତ୍ମ-ହ-ତ୍ୟା ଉଦ୍ୟମ ଦୃଶ୍ୟ ଅତ୍ୟନ୍ତ ହୃଦୟ ବି-ଦା-ର-କ । ଯାହା ହେଉ ଠିକ ସମୟରେ ସେଠାରେ ପୋ-ଲି-ସ କର୍ମୀ ଯାଇ ତାଙ୍କୁ ପୋ-ଡି ହେବାରୁ ବଞ୍ଚାଇ ନେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।