ସବୁ ଦେଶର ନିଜ ନିଜ ର ସଂସ୍କୃତି ଅଛି । ଭାରତ ପରି ଭଲ ସଂସ୍କୃତି ବୋଧେ ଆଉ କୌଣସି ଦେଶରେ ନାହିଁ । ବାହର ଦେଶର ଝିଆ ପିଲାମାନେ ଏହା ଜାଣନ୍ତି କି ଭାରତ ଏକ ସାଂସ୍କୃତିକ ଦେଶ ଅଟେ, ଯେଉଁଠାରେ ସଂସ୍କାର ଏବଂ ମାନ ସମ୍ମାନ କୁ ବହୁତ ଭଲ ଦେଖା ଯାଏ । ସେଥିପାଇଁ ଏବେ ବେସି ବିଦେଶୀ ମହିଳା ଭାରତୀୟ ପୁଅମାନଙ୍କ ସହ ବାହାଘର କରିବା ପାଇଁ ଉଚିତ ମନେ କରୁଛନ୍ତି ।ଆଜିକାଲି ସମୟରେ ବିଦେଶରେ ମାନ ମର୍ଯ୍ୟାଦା ର କୌଣସି ସେମିତି ମହତ୍ଵ ନାହିଁ, ଏଥିପାଇଁ ବିଦେଶୀ ମହିଳା ବାହାହେବା ପୂର୍ବରୁ ସବୁ କାମ କରି ଦେଉଛନ୍ତି, ଯେଉଁ କାମକୁ ଭାରତୀୟ ସ୍ତ୍ରୀ ଲୋକମାନେ ବାହା ହେବାପରେ କରିବା ପାଇଁ ଠିକ ବୋଲି ଭାବନ୍ତି । ସେମାନେ ଭାବନ୍ତି କି ବାହାଘର ଏକ ବେକାର କାମ ଅଟେ, ସେଥିପାଇଁ ଯେଉଁ କାମ ବାହାଘର ପରେ ହୁଏ ସେମାନେ ସେ ସବୁ କାମ ବାହାଘରେ ଆଗରୁ କରିଦିଅନ୍ତି ।
ବହୁତ କମ ସଂଖ୍ୟା ର ବିଦେଶୀ ମହିଳା ମାନେ ବାହାଘରେ ବନ୍ଧନ ରେ ରହି ନିଜର ସାରା ଜୀବନ ପରିବାର ସହତ ଅତିବାହିତ କରି ପାରନ୍ତି, କିନ୍ତୁ ବିଦେଶୀ ମହିଳାଙ୍କୁ ବେଶି ବାହା ହୋଇ ସାରିଲା ପରେ ଧୋକା ମିଳିଥାଏ ।
ଯାହାଦ୍ୱାରା ସେମାନେ ଅଲଗା ହେବାର ସମୟ ବି ପଳେଇଆସେ । ଯେତେବେଳେ ବିଦେଶୀ ମହିଳା ମାନେ ଭାରତୀୟ ଯୁବକଙ୍କ ସହ ମିଶନ୍ତି ଏବଂ ତାଙ୍କର ସଂସ୍କୃତି ବିଷୟରେ ସେମାନେ ଜାଣନ୍ତି ସେମାନଙ୍କୁ ଭାରତୀୟ ଯୁବକ ଭଲ ଲାଗନ୍ତି ।
ବିଦେଶୀ ମହିଳା ମାନେ ଏହା ଭଲ ଭାବରେ ଜାଣନ୍ତି କି ଭାରତୀୟ ଯୁବକ ନିଜ ବାହାଘର ପରେ ସ୍ତ୍ରୀ କୁ ଧୋକା ଦିଅନ୍ତି ନାହିଁ ଏବଂ ଏହି କଥା ସେମାନଙ୍କୁ ଭଲ ଲାଗେ । ବାହା କରିବା ପରେ ତାଙ୍କୁ ଅନ୍ୟ ଜଣଙ୍କ ଘରେ ଆଉ ଏକ ପରିବାର ମିଳେ । ଯାହାଦ୍ୱାରା ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଯାଏ । ସେଥିପାଇଁ ବିଦେଶୀ ଝିଅ ମାନେ ଭାରତୀୟ ଯୁବକ ମାନଙ୍କ ସହ ବାହା ହେବା ପାଇଁ ଚାହାନ୍ତି ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ